Search for:

ଭୁବନେଶ୍ବର ମହାନଗର ନିଗମ ହେବ ଅଧିକ ଦକ୍ଷ ଓ କ୍ରିୟାଶୀଳ ନିଗମ ପାଇଁ ୪୧୬ଟି ନୂତନ ପଦବୀକୁ ମୁଖ୍ୟମନ୍ତ୍ରୀଙ୍କ ଅନୁମୋଦନ

ଭୁବନେଶ୍ବର ମହାନଗର ନିଗମ ହେବ ଅଧିକ ଦକ୍ଷ ଓ କ୍ରିୟାଶୀଳ ନିଗମ ପାଇଁ ୪୧୬ଟି ନୂତନ ପଦବୀକୁ ମୁଖ୍ୟମନ୍ତ୍ରୀଙ୍କ ଅନୁମୋଦନ ପୂର୍ବରୁ ଥିଲା ୨୧୦ଟି ପଦବୀ, ବର୍ତ୍ତମାନ ସମୁଦାୟ ପଦବୀ ସଂଖ୍ୟା ୬୨୬କୁ ବୃଦ୍ଧି ନୂତନ ଭାବେ ୩ଟି ଅତିରିକ୍ତ କମିଶନର ଓ ୬ଟି ଜୋନାଲ କମିଶନର ପଦବୀ ସୃଷ୍ଟି ଡ୍ରେନେଜ ବିଭାଗରେ ୨୦ଟି ନୂଆ ପଦବୀ ସୃଷ୍ଟି ପ୍ରତି ୱାର୍ଡ ପାଇଁ ସ୍ବତନ୍ତ୍ର ୱାର୍ଡ ଅଫିସର   ଭୁବନେଶ୍ୱର:ଭୁବନେଶ୍ବର [...]

ଅପରାଜିତା ଷଡ଼ଙ୍ଗୀ ଙ୍କୁ ବିରୋଧ କଲେ ବାସିନ୍ଦା।

  ଭୁବନେଶ୍ୱର:ସାଂସଦ ଅପରାଜିତା ଷଡ଼ଙ୍ଗୀଙ୍କୁ ରିକ୍ସା କଲୋନୀରେ ମହିଳା କଲେ ବିରୋଧ କହିଲେ ଆମର ଭେଣ୍ଡିଂ ଯୋନ ଦରକାର ।ପ୍ରୁବତନ ମେୟର ଆମକୁ ଦେବେ ବୋଲି ପତିଶୁଟି ଦେଇଥିଲେ ହେଲେ ମେୟର ଆଶା ରଖି ଠକିଦେଲେ ।ଆଜି ସକାଳ ୧୦ବେଳେ ମହିଳା ଏମିତି କହି ବିରୋଧ କରିଥିଲେ। ରାଜଧାନୀ ରାଜରାସ୍ତାରେ ବିଜେପି ସାଂସଦ ଅପରାଜିତା ଷଡ଼ଙ୍ଗୀଙ୍କ ବିରୋଧରେ ଶୁଭିଛି ପ୍ରତିବାଦର ସ୍ବର । ରିକ୍ସା କଲୋନୀରେ ଅପରାଜିତା ଷଡ଼ଙ୍ଗୀଙ୍କୁ ପ୍ରବଳ ବିରୋଧ [...]

ସରକାରୀ ଶିକ୍ଷା ଅନୁଷ୍ଠାନରେ ମଦର ପ୍ରାଦୁର୍ଭାବକୁ ନେଇ ମୋନାର ବିକ୍ଷୋଭ

ସରକାରୀ ଶିକ୍ଷା ଅନୁଷ୍ଠାନରେ ମଦର ପ୍ରାଦୁର୍ଭାବକୁ ନେଇ ମୋନାର ବିକ୍ଷୋଭ ଭୁବନେଶ୍ୱର : ନିକଟ କିଛି ଦିନ ତଳେ ସରକାରୀ ଶିକ୍ଷାନୁଷ୍ଠାନ ମାନଙ୍କରେ ମଦର ପ୍ରାଦୁର୍ଭାବ କିଭଳି ବେଶ ବଢିଗଲାଣି ସେ ସଂକ୍ରାନ୍ତରେ ସମ୍ବାଦପତ୍ରରେ ଖବର ପରିବେଷଣ ହୋଇଥିବାବେଳେ ଏହି ଘଟଣାକୁ  ଦୃଢ ନିନ୍ଦା କରିଛି ମୋନା । ସେଥିପାଇଁ ମୋନା ଆଜି ଲୋୟର ପିଏମଜି ଠାରେ ଏହି ଘଟଣାକୁ ନେଇ ବିକ୍ଷୋଭ ପ୍ରଦର୍ଶନ କରିଛି । ସରକାରଙ୍କ ନିଶା ପ୍ରସାରଣ ନୀତି [...]

ଆକର୍ଷଣୀୟ ଫଟୋ ପ୍ରଦର୍ଶନୀ :ଛତିଶଗଡ ରାଜ୍ୟପାଳ

ଆକର୍ଷଣୀୟ ଫଟୋ ପ୍ରଦର୍ଶନୀ :ଛତିଶଗଡ ରାଜ୍ୟପାଳ ଭୁବନେଶ୍ୱର :ଛତିଶଗଡ଼ ରାଜ୍ୟପାଳ ମାନନୀୟ ଶ୍ରୀଯୁକ୍ତ ବିଶ୍ଵଭୁଷଣ ହରିଚନ୍ଦନ ନବିନ ସୂତ୍ରଧର ଟ୍ରଷ୍ଟ ପକ୍ଷରୁ ବିଶ୍ୱ ଫଟୋଗ୍ରାଫି ଉତ୍ସବ ଅବସରରେ ଆୟୋଜିତ ଦ୍ଵିତୀୟ ରାଜ୍ୟସ୍ତରୀୟ ଫଟୋ ପ୍ରଦର୍ଶନୀ ବୁଲି ଦେଖିଥିଲେ. ଏହି ପ୍ରଦର୍ଶନୀ ରେ ସ୍ଥାନିତ ହୋଇଥିବା ଗ୍ରାମ୍ୟଜୀବନ, ପ୍ରକୃତି ଓ ବନ୍ୟଜନ୍ତୁ ଏବଂ ଭାବ ଓ ଭଙ୍ଗୀ ଆଧାରୀତ ଫଟୋ ଗୁଡିକୁ ଦେଖି ରାଜ୍ୟପାଳ ବେଶ ଖୁସି ହୋଇଥିଲେ. ସବୁ ଫଟୋ [...]

୪ଟି ଯାକ CHCରେ ଖୋଲିବ ଡେଙ୍ଗୁ ୱାର୍ଡ

ଭୁବନେଶ୍ୱର:ଭୁବନେଶ୍ୱରର ୪ଟି ଯାକ CHCରେ ଖୋଲିବ ଡେଙ୍ଗୁ ୱାର୍ଡ; ପ୍ରତି ଅର୍ବାନ CHCରେ ୧୦ଟି ଲେଖାଏଁ ବେଡ୍‌ ରହିବ, ରାଜଧାନୀରେ ଡେଙ୍ଗୁ ବଢ଼ିବା ପରେ ଜନ ସ୍ୱାସ୍ଥ୍ୟ ନିର୍ଦ୍ଦେଶାଳୟର ନିଷ୍ପତ୍ତି. କ୍ୟାପିଟାଲ ହସ୍ପିଟାଲରେ କାଲିଠୁ ଖୋଲିବ ସ୍ୱତନ୍ତ୍ର ଡେଙ୍ଗୁ ଟେଷ୍ଟିଂ ସେଣ୍ଟର; ଭିଡ଼ ଏଡ଼ାଇବା ଲାଗି କାଲିଠୁ ଖୋଲିବ ସ୍ୱତନ୍ତ୍ର ଟେଷ୍ଟିଂ ସେଣ୍ଟର, କ୍ୟାପିଟାଲ ହସ୍ପିଟାଲ ନିର୍ଦ୍ଦେଶକ ଲକ୍ଷ୍ମୀଧର ସାହୁଙ୍କ ସୂଚନା. [...]

ରାଜଧାନୀ ଭୁବନେଶ୍ବରରେ ଡେଙ୍ଗୁ ଆତଙ୍କ।ସୋଇଛି ବିଏମ୍ସି।

ସୋଇଛି ବିଏମ୍ସି କୁମ୍ଭକନ୍ନ ନିଦ୍ରାରେ। ଭୁବନେଶ୍ବର : ରାଜଧାନୀ ଭୁବନେଶ୍ବରରେ ଡେଙ୍ଗୁ ଆତଙ୍କ। ବୃଦ୍ଧି ପାଇବାରେ ଲାଗିଛି ଡେଙ୍ଗୁ ରୋଗୀଙ୍କ ସଂଖ୍ୟା। ଗତ କିଛି ଦିନ ମଧ୍ୟ ଡେଙ୍ଗୁ କାୟାବିସ୍ତାର କରି ଚାଲିଥିବା ବେଳେ ଘରେ ଘରେ ଜ୍ବର ମାଡିଗଲାଣି। ଏପରି ପରିସ୍ଥିତି ହୋଇଛି ଯେ ଡେଙ୍ଗୁ ପାଇଁ ହଟସ୍ପଟ ପାଲଟି ଯାଇଛି ଭୁବନେଶ୍ୱର। ମିଳିଥିବା ସୂଚନା ଅନୁସାରେ ଅଗଷ୍ଟ ୧୪ ତାରିଖ ସୁଦ୍ଧା ରାଜଧାନୀ ଭୁବନେଶ୍ବରରୁ ୧୧୬୪ ଡେଙ୍ଗୁ [...]

ସ୍ୱାଧୀନତା ଦିବସରେ ସ୍ୱାବଲମ୍ବୀ ହେବାର ଶିକ୍ଷା

ସ୍ୱାଧୀନତା ଦିବସରେ ସ୍ୱାବଲମ୍ବୀ ହେବାର ଶିକ୍ଷା ଭୁବନେଶ୍ୱର ୧୭/୦୮,ରାଜ୍ୟର ଅଗ୍ରଣୀ ସମାଜସେବୀ ଅନୁଷ୍ଠାନ ନ୍ୟାସନାଲ ହ୍ୟୁମାନ ୱେଲ୍‌ଫେୟାର ବୋର୍ଡ ଟ୍ରଷ୍ଟ (ଏନ୍.ଏଚ୍.ଡବ୍ଲୁ.ବି.ଟି.) ପକ୍ଷରୁ ସ୍ଥାନୀୟ ବିଜେବି ନଗର ସ୍ଥିତ ଅରବିନ୍ଦ କଲୋନୀ କମ୍ୟୁନିଟି ହଲ୍‌ରେ ବର୍ଜ୍ୟବସ୍ତୁରୁ ଘରସଜା ଉପକରଣ ତିଆରି ଶିକ୍ଷା ଶିବିର ଅନୁଷ୍ଠିତ ହୋଇଯାଇଛି। ଉକ୍ତ ଶିବିର ରେ ଉଦ୍ଘାଟକ ଭାବରେ ସନ୍ଥ କୃଷ୍ଣାନନ୍ଦ ଗିରି ଯୋଗ ଦେଇ ଏଭଳି କାର୍ଯ୍ୟକ୍ରମ ଆଗାମୀ ପିଢ଼ିକୁ ସ୍ୱାବଲମ୍ବୀ ହେବାରେ ସହଯୋଗ [...]

ସମାଜସେବୀ ବା ସାମାଜିକ କର୍ମୀ ମାନଙ୍କ ସୁରକ୍ଷା ଓ ଭବିଷ୍ୟତ ନିକଟରେ ସାତୋଟି ଦାବିପତ୍ର ପ୍ରଦାନ କରିଛି ଓଡିଶା ସମାଜସେବୀ ମହାସଙ୍ଘ ।

  ଭୁବନେଶ୍ୱର:ଉତ୍କଳମଣି ପଣ୍ଡିତ ଗୋପବନ୍ଧୁ ଦାସଙ୍କ କାଳଜୟୀ ଦର୍ଶନ କୁ ନିଜର ଜୀବନ ଦର୍ଶନ ଭାବେ ନିସ୍ୱାର୍ଥପର ଭାବେ ସେବା ଯୋଗାଉଥିବା ସମାଜସେବୀ ବା ସାମାଜିକ କର୍ମୀ ମାନଙ୍କ ସୁରକ୍ଷା ଓ ଭବିଷ୍ୟତ ନିକଟରେ ସାତୋଟି ଦାବିପତ୍ର ପ୍ରଦାନ କରିଛି ଓଡିଶା ସମାଜସେବୀ ମହାସଙ୍ଘ । ସମାଜସେବା କରିବାପାଇଁ କେହି କାହାକୁ ବାଧ୍ୟ କରନ୍ତିନି ମାତ୍ର ଯେଉଁ ସମାଜସେବୀ ଟିଏ ନିଜେ ଦୁଃଖକଷ୍ଟ ରେ ରହି ସମାଜରେ ସ୍ବତ ପ୍ରବୃତ୍ତ [...]

ଓଡ଼ିଶାରେ ‘ମୋ ମାଟି ମୋ ଦେଶ’ ଅଭିଯାନରେ ସାମିଲ ହେଲେ ଅର୍ଥମନ୍ତ୍ରୀ ଓ ଶିକ୍ଷାମନ୍ତ୍ରୀ

ଓଡ଼ିଶାରେ ‘ମୋ ମାଟି ମୋ ଦେଶ’ ଅଭିଯାନରେ ସାମିଲ ହେଲେ ଅର୍ଥମନ୍ତ୍ରୀ ଓ ଶିକ୍ଷାମନ୍ତ୍ରୀ ବଳିଦାନୀ ବୀରଙ୍କ ପ୍ରତି ଛାତ୍ରଛାତ୍ରୀମାନେ ସମ୍ମାନ କରିବା ଦେଶ ପାଇଁ ଶୁଭ ସଙ୍କେତ- ନିର୍ମଳା ସୀତାରମଣ ମା’, ମାଟି ଓ ଶହୀଦଙ୍କୁ ସମ୍ମାନ ଜଣାଇବା – ଧର୍ମେନ୍ଦ୍ର ପ୍ରଧାନ • ପୁରୀ କେନ୍ଦ୍ରୀୟ ସଂସ୍କୃତ ବିଶ୍ୱବିଦ୍ୟାଳୟ ଓ ଜୟୀ ରାଜଗୁରୁଙ୍କ ଜନ୍ମମାଟି ବୀର ହରେକୃଷ୍ଣପୁରରେ ‘ମୋ ମାଟି ମୋ ଦେଶ’ ଅଭିଯାନରେ ବିଭିନ୍ନ କାର୍ଯ୍ୟକ୍ରମରେ [...]

ଓଡ଼ିଶା-ମୋ ପରିବାର ପକ୍ଷରୁ ବି.ଡ଼ି.ଏ କଲୋନୀରେ ଚକ୍ଷୁ ପରୀକ୍ଷା ଶିବିର

ଓଡ଼ିଶା-ମୋ ପରିବାର ପକ୍ଷରୁ ବି.ଡ଼ି.ଏ କଲୋନୀରେ ଚକ୍ଷୁ ପରୀକ୍ଷା ଶିବିର (ଶିବିରରେ ଦୁଇଜଣ ଭିନ୍ନକ୍ଷମ ବ୍ୟକ୍ତିଙ୍କ ଆବଶ୍ୟକତା ଅନୁଯାୟୀ ସହାୟତା ଯୋଗାଇ ଦିଆଗଲା) ଭୁବନେଶ୍ୱର:ଆଜି ଓଡ଼ିଶା-ମୋ ପରିବାର ଏବଂ ଏଲ୍.ଭି.ପ୍ରସାଦ ଆଇ ଇନଷ୍ଟିଚ୍ୟୁଟ୍, ପଟିଆ, ଭୁବନେଶ୍ୱରର ମିଳିତ ଆନୁକୁଲ୍ୟରେ ଭୁବନେଶ୍ୱର ଅନ୍ତର୍ଗତ ବି.ଡ଼ି.ଏ କଲୋନୀ, କମ୍ୟୁନିଟି ହଲ୍ ରେ ଏକ ଚକ୍ଷୁ ପରୀକ୍ଷା ଶିବିର ଆୟୋଜନ କରାଯାଇଛି । ସକାଳ ୮ଟା ରୁ ଆରମ୍ଭ ହୋଇ ଏହି ଶିବିରରେ ଚକ୍ଷୁ [...]