ଗତ ୨ ବର୍ଷରେ ୧୨୦ ଟି କମ୍ୟୁନିଟି ରେଡିଓ ଷ୍ଟେସନ୍ ଯୋଡି ହୋଇଛି, ମୋଟ ୪୫୦ ରୁ ଅଧିକ:ଶ୍ରୀ ଅପୂର୍ବ ଚନ୍ଦ୍ରା
୮ମ ଏବଂ ୯ମ କମ୍ୟୁନିଟି ରେଡିଓ ପୁରସ୍କାର ପ୍ରଦାନ କରିଛନ୍ତି କେନ୍ଦ୍ର ମନ୍ତ୍ରୀ ଶ୍ରୀଅନୁରାଗ ଠାକୁର; ଆଞ୍ଚଳିକ କମ୍ୟୁନିଟି ରେଡିଓ ସମ୍ମେଳନକୁ ଉଦଘାଟନ କରିଛନ୍ତି ସରକାର ଲାଇସେନ୍ସ ସମୟକୁ ୪ ବର୍ଷରୁ ୬ ମାସକୁ ହ୍ରାସ କରିଛନ୍ତି, ୧୩ଟି ପ୍ରକ୍ରିୟା ୮ କୁ ହ୍ରାସ ପାଇଛି: ଶ୍ରୀ ଅନୁରାଗ ଠାକୁର ତୃତୀୟ ଇ-ନିଲାମ ସମୟରେ ୨୮୪ ଟି ସହରରେ ୮୦୮ ଚ୍ୟାନେଲ ନିଲାମ କରିବାକୁ ସରକାର ଘୋଷଣା କରିଛନ୍ତି ଗତ [...]