Search for:
  • Home/
  • ଦେଶ-ବିଦେଶ/
  • ମାତ୍ର ଖରାପ ଉଦ୍ଦେଶ୍ୟ ନେଇ କୌଣସି କାମ କରିବି ନାହିଁ’- ପ୍ରଧାନମନ୍ତ୍ରୀ

ମାତ୍ର ଖରାପ ଉଦ୍ଦେଶ୍ୟ ନେଇ କୌଣସି କାମ କରିବି ନାହିଁ’- ପ୍ରଧାନମନ୍ତ୍ରୀ

Spread the love

Loading

‘ମୁଁ ଭୁଲ କରିପାରେ, ମାତ୍ର ଖରାପ ଉଦ୍ଦେଶ୍ୟ ନେଇ କୌଣସି କାମ କରିବି ନାହିଁ’- ପ୍ରଧାନମନ୍ତ୍ରୀ ମୋଦି ଏନଡିଏ ବୈଠକ

ନରେନ୍ଦ୍ର ମୋଦି: ଅତ୍ୟନ୍ତ ଦୁର୍ନୀତିଗ୍ରସ୍ତ ଦଳଗୁଡ଼ିକ ଏକାଠି ହୋଇଛନ୍ତି। ସେମାନଙ୍କ ପାଇଁ ଦେଶ ନୁହେଁ, ପରିବାର ବଡ଼!ମଲ୍ଲିକାର୍ଜୁନ ଖଡଗେ: ଏନଡିଏ ୩୮ ଦଳ ସହ ବୈଠକ କରୁଛି। ଏଥିରୁ ଅନେକ ଦଳ ନାଁ ମୁଁ ପୂର୍ଵରୁ ଶୁଣିନାହିଁ। ପ୍ରଧାନମନ୍ତ୍ରୀ ବିରୋଧୀ ଦଳଙ୍କୁ ଭୟ କରୁଛନ୍ତି।ଅରବିନ୍ଦ କେଜରିୱାଲ: ଲୋକେ ପ୍ରଧାନମନ୍ତ୍ରୀଙ୍କୁ ୯ ବର୍ଷ ଦେଲେ। ସେ ଅନେକ କିଛି କରିପାରିଥାନ୍ତେ, ମାତ୍ର ଦରଦାମ, ବେକାରୀ ବଢ଼ିଛି। ସେ ସବୁ କ୍ଷେତ୍ରକୁ ଧ୍ବଂସ କରିଦେଇଛନ୍ତି।

Leave A Comment

All fields marked with an asterisk (*) are required