ତୃପ୍ତି କିଆର ନୂତନ କିଆ ଶୋ’ରୁମ୍ ଉଦ୍ଘାଟନ
ଆଜି ୧୭ ଏପ୍ରିଲ ୨୦୨୫ରେ, ପୁରୀ ବାଇ ପାସ୍ ରୋଡ୍, ଭୁବନେଶ୍ୱର (ଶିରିଡି ସାଇ ମନ୍ଦିର ଛକ ନିକଟରେ) ଠାରେ ତୃପ୍ତି କିଆର ନୂତନ କିଆ ଶୋ’ରୁମ୍ ଉଦ୍ଘାଟନ ହୋଇଛି । ଏହା ରାଜଧାନୀ ଭୁବନେଶ୍ୱରରେ ତୃପ୍ତି କିଆର ଦ୍ୱିତୀୟ ଆଉଟଲେଟ୍ ଯାହା ମୁଖ୍ୟତଃ ପୁରୁଣା ଭୁବନେଶ୍ୱର ଏବଂ ପୁରୀର ଗ୍ରାହକମାନଙ୍କୁ ସେବା ଯୋଗାଇବ। କିଆ ଇଣ୍ଡିଆର ବରିଷ୍ଠ ପରାମର୍ଶଦାତା ଶ୍ରୀଯୁକ୍ତ କ୍ୟୁଙ୍ଗ ମିନ୍ କିମ୍ ଏବଂ ଶ୍ରୀଯୁକ୍ତ ସୁପ୍ରୀଥ୍ [...]