Search for:

ଟିକରପଡ଼ା ପଞ୍ଚାୟତରେ ନଦୀ ପାଶ୍ୱର୍ରେ ବୃକ୍ଷରୋପଣ।

ଟିକରପଡ଼ା ପଞ୍ଚାୟତରେ ନଦୀ ପାଶ୍ୱର୍ରେ ବୃକ୍ଷରୋପଣ   ଭୁବନେଶ୍ୱର, ୨.୮ : ଅଗ୍ରଣୀ ସମାଜସେବା ଅନୁଷ୍ଠାନ ‘ସୂର୍ଯ୍ୟକ୍ଷେତ୍ର ଫାଉଣ୍ଡେସନ’ ଓ ଆଞ୍ଚଳିକ ବିକାଶ ପରିଷଦର ମିଳିତ ଉଦ୍ୟମରେ ରାଜଧାନୀ ଭୁବନେଶ୍ୱର ଉପକଣ୍ଠ ଟିକରପଡ଼ା ଅଧିନସ୍ଥ କଳାସପୁର ଶାସନ ସନ୍ନିକଟ ଗଙ୍ଗୁଆ ନଦୀପାଶ୍ୱର୍ରେ ଏକ ବୃକ୍ଷରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ଖଣ୍ଡପଡ଼ା ମାନ୍ୟବର ବିଧାୟକ ଶ୍ରୀଯୁକ୍ତ ସୌମ୍ୟରଞ୍ଜନ ପଟ୍ଟନାୟକ ଏବଂ ଫାଉଣ୍ଡେସନର ଅଧ୍ୟକ୍ଷ ତଥା ପରିବେଶବିତ ଡଃ [...]

ଏସଆଇଟି ତଦନ୍ତ ଦାବି କଲା କଂଗ୍ରେସ।

ଓଏସଏସସି ପ୍ରଶ୍ନପତ୍ର ଲିକ ସରକାରୀ ପ୍ରୋତ୍ସାହିତ* ଏସଆଇଟି ତଦନ୍ତ ଦାବି କଲା କଂଗ୍ରେସ ଭୁବନେଶ୍ୱର ତା. ୨୯.୭- ଓଡ଼ିଶା ଷ୍ଟାଫସିଲେକସନ କମିଶନ ପ୍ରଶ୍ନପତ୍ର ଲିକ୍‌କୁ ନେଇ ରାଜ୍ୟ ହଇଚଇ ହୋଇଥିବା ବେଳେ ଗତ ୨୭ ତାରିଖ ବାଲେଶ୍ୱର ଏସ୍‌ପିଙ୍କର ବୟାନ ଅତ୍ୟନ୍ତ ହାସ୍ୟାସ୍ପଦ । ଗତ ୨୭ ତାରିଖରେ ବାଲେଶ୍ୱର ଏସ୍‌ପି ଗଣମାଧ୍ୟକୁ ସୂଚନା ଦେଇ କହିଥିଲେ ପ୍ରିଣ୍ଟିଂ ପ୍ରେସରୁ ପ୍ରଶ୍ନପତ୍ର ଲିକ ହୋଇଛି ଏହାର ଙ୍କିଙ୍ଗପିନ୍ ବିହାରର ଏବଂ [...]

ଜେଲରେ ନିଘୋଡ଼ ନିଦରେ ଶୋଇଛନ୍ତି ୱାର୍ଡର । ଏଣେତେଣେ ବୁଲୁଛନ୍ତି କଏଦୀ

ଜେଲରେ ନିଘୋଡ଼ ନିଦରେ ଶୋଇଛନ୍ତି ୱାର୍ଡର । ଏଣେତେଣେ ବୁଲୁଛନ୍ତି କଏଦୀ ଭୁବନେଶ୍ୱର:ଅନଗୁଳ : ବିଚିତ୍ର ଆମ ଜେଲର ସୁରକ୍ଷା ବ୍ୟବସ୍ଥା । ଜେଲ ଭିତରେ କଏଦୀ ଶୋଇଛନ୍ତି । ଆଉ କିଛି ବାହାରେ ବି ବୁଲୁଛନ୍ତି । ଆଉ ଏ ସମସ୍ତଙ୍କୁ ଜଗିଛନ୍ତି ଜେଲର ୱାର୍ଡର । ଚେୟାର ପକାଇ ୱାର୍ଡର ନିଘୋଡ ନିଦରେ ଶୋଇଛନ୍ତି । ଅନୁଗୁଳ ଜିଲ୍ଲା ତାଳଚେର ଉପଖଣ୍ଡ କାରାଗାରରେ ଜେଲ ୱାର୍ଡର ଶୋଇବାର [...]

ଯୁବଶକ୍ତିଙ୍କ ଦ୍ୱାରା ହିଁ ଭାରତ ଦୁନିଆର ୧ ନମ୍ବର ଦେଶ ହେବ – ଧର୍ମେନ୍ଦ୍ର ପ୍ରଧାନ

କୌଣସି କାମ ଛୋଟ କିମ୍ବା ବଡ଼ ନୁହେଁ, ଯୁବଶକ୍ତିଙ୍କ ଦ୍ୱାରା ହିଁ ଭାରତ ଦୁନିଆର ୧ ନମ୍ବର ଦେଶ ହେବ – ଧର୍ମେନ୍ଦ୍ର ପ୍ରଧାନ • କେନ୍ଦ୍ର ଅର୍ଥ ମନ୍ତ୍ରୀ, କେନ୍ଦ୍ର ସାମାଜିକ ନ୍ୟାୟ ଓ ସଶକ୍ତିକରଣ ମନ୍ତ୍ରୀ ଓ ତାମିଲନାଡୁର ରାଜ୍ୟପାଳ କାର୍ଯ୍ୟକ୍ରମରେ ସାମିଲ • ପ୍ରଶାସକ ହେବାକୁ ଥିବା ଯୁବବନ୍ଧୁମାନେ ନୂଆପିଢିର ପ୍ରେରଣାର ସ୍ରୋତ • କାର୍ଯ୍ୟକ୍ଷେତ୍ରରେ ମାତୃଭାଷାକୁ ସବୁବେଳେ ଗୁରୁତ୍ୱ ଦେବା ପାଇଁ ଆଇଏଏସ ପରୀକ୍ଷାରେ [...]

ଅଶ୍ବିନୀ କୁମାର ପାତ୍ର ଜିଲ୍ଲା ସଭାପତି।

ବାଲେଶ୍ବର ଜିଲ୍ଲା ବିଜେଡି କମିଟି ପୁନର୍ଗଠିତ, ଅଶ୍ବିନୀ କୁମାର ପାତ୍ର ଜିଲ୍ଲା ସଭାପତି ଭୁବନେଶ୍ୱର: ୦୮.୦୭ ବାଲେଶ୍ୱ ଜିଲ୍ଲା ବିଜେଡି କମିଟି ପୁନର୍ଗଠିତ ହୋଇଛି । ଅଶ୍ୱିନୀ କୁମାର ପାତ୍ର ଜିଲ୍ଲା ବିଜେଡି ସଭାପତି ହୋଇଥିବାବେଳେ ୪ଜଣଙ୍କୁ ବରିଷ୍ଠ ଉପସଭାପତି ଦାୟିତ୍ବ ମିଳିଛି । ଗୌରୀ କୁମାର ରାଉତ, ବରଦା ପ୍ରସନ୍ନ ପଟ୍ଟନାୟକ, ସନ୍ତୋଷ ଖଟୁଆ, ପ୍ରଭାତ କୁମାର ବିଶ୍ବାଳ ବରିଷ୍ଠ ଉପସଭାପତି ଭାବେ ନିଯୁକ୍ତ ହୋଇଛନ୍ତି । ସେହିପରି ୯ [...]

ବିଜୟରୁ ଶିକ୍ଷା ନେଇ ନେକ୍ସଟ୍ (ନ୍ୟାସନାଲ ଏକ୍ଜିଟ୍ ଟେଷ୍ଟ)କୁ ସଂପୂର୍ଣ୍ଣ ପ୍ରତ୍ୟାହାର ଦାବିରେ ଆନ୍ଦୋଳନକୁ ଶକ୍ତିଶାଳୀ କରିବା ପାଇଁ ଏଆଇଡିଏସ୍ଓର ଆହ୍ଵାନ

ବିଜୟରୁ ଶିକ୍ଷା ନେଇ ନେକ୍ସଟ୍ (ନ୍ୟାସନାଲ ଏକ୍ଜିଟ୍ ଟେଷ୍ଟ)କୁ ସଂପୂର୍ଣ୍ଣ ପ୍ରତ୍ୟାହାର ଦାବିରେ ଆନ୍ଦୋଳନକୁ ଶକ୍ତିଶାଳୀ କରିବା ପାଇଁ ଏଆଇଡିଏସ୍ଓର ଆହ୍ଵାନ ଭୁବନେଶ୍ୱର :ତା ୭.୭.୨୩- ୨୦୧୯ ବ୍ୟାଚ୍ ଏମ୍ ବିବିଏସ୍ (MBBS) ଛାତ୍ରଛାତ୍ରୀଙ୍କ ପାଇଁ ନେକ୍ସଟ୍ କାର୍ଯ୍ୟକାରୀ ହେବ ନାହିଁ ଏବଂ ଏହା ୨୦୨୦ ବ୍ୟାଚ୍ ଛାତ୍ରଛାତ୍ରୀଙ୍କ ପାଇଁ ଲାଗୁହେବ ବୋଲି କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ମାନସୁଖ ମାଣ୍ଡଭିୟା ଗତ କାଲି ତାଙ୍କ ବିବୃତ୍ତିରେ [...]

କେନ୍ଦ୍ର ସରକାରଙ୍କ ଅର୍ଥରେ “ଆମ ପୋଖରୀ” ଯୋଜନାର ଶୁଭାରମ୍ଭ କରି ଓଡ଼ିଶାବାସୀଙ୍କୁ ଭୂଆଁ ବୁଲାଉଛନ୍ତି ରାଜ୍ୟ ସରକାର: ଦିଲ୍ଲୀପ ମଲ୍ଲିକ

କେନ୍ଦ୍ର ସରକାରଙ୍କ ଅର୍ଥରେ “ଆମ ପୋଖରୀ” ଯୋଜନାର ଶୁଭାରମ୍ଭ କରି ଓଡ଼ିଶାବାସୀଙ୍କୁ ଭୂଆଁ ବୁଲାଉଛନ୍ତି ରାଜ୍ୟ ସରକାର: ଦିଲ୍ଲୀପ ମଲ୍ଲିକ  ମୁଖ୍ୟମନ୍ତ୍ରୀ ପୂର୍ବରୁ ବିଜୁ ପୋଖରୀ ଯୋଜନା କରିଥିଲେ, ଏବେ ସେହି ଯୋଜନା କୁଆଡେ ଗଲା  ଅମୃତ ସରୋବର ଯୋଜନାରେ ଓଡିଶାରେ ୪୬୫୨ଟି ପୋଖରୀ ପାଇଁ କେନ୍ଦ୍ର ସରକାରଙ୍କ ବ୍ୟୟ ବରାଦ  ବିଜୁ ଜନତା ଦଳ ରିୟଲଷ୍ଟେଟ, ଜମି ଜବରଦଖଲକାରୀଙ୍କ ହାତକୁ ପୋଖରୀ ଟେକି ଦେଇଛନ୍ତି [...]

+୨ କାର୍ଯ୍ୟାଳୟ ରେ ବୃକ୍ଷ ରୋପଣ।

ଭୁବନେଶ୍ୱର:+୨ କାର୍ଯ୍ୟାଳୟ ରେ ବୃକ୍ଷ ରୋପଣ କାର୍ଯ୍ୟ କ୍ରମ +୨ପରିଷଦ ଜାତୀୟ ସେବା ଯୋଜନା ଆନୁକୂଲ୍ୟରେ ଏକ ବୃକ୍ଷ ରୋପଣ କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା ଏହି କାର୍ଯ୍ୟକ୍ରମ ରେ ଭୁବନେଶ୍ୱର ସ୍ଥିତ ୬ ଗୋଟି ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ଜାତୀୟ ସେବା ଯୋଜନାର ସ୍ବେଛାସେବୀମାନେ ଓ ପରିଷଦର ପଦାଧିକାରୀ ଏବଂ କାର୍ଯ୍ୟକର୍ତା ମାନେ ଜୋଗ ଦାନ କରିଥିଲେ,ଏହି କାର୍ଯ୍ୟକ୍ରମ ରେ ବିଭିନ୍ନ ପ୍ରକାର ଚାରା ରୋପଣ କରାଯାଇଥିଲା, ପରିଷଦର ଅଧ୍ୟକ୍ଷ [...]

ଡିଏନ୍ ହୋମ୍ସରେ ଆୟକର ବିଭାଗର ଚଢ଼ାଉ ଘଟଣା

ଭୁବନେଶ୍ୱର: ଡିଏନ୍ ହୋମ୍ସରେ ଆୟକର ବିଭାଗର ଚଢ଼ାଉ ଘଟଣା। କୋଟିଏ ଟଙ୍କା ପାଖାପାଖି ଜାଲ୍‌ ନୋଟ୍‌ ମିଳିଥିବା ଆଇଟି ସୂତ୍ରରୁ ସୂଚନା। ଜାଲ୍‌ ନୋଟ୍‌କୁ ଛାନବିନ ଆରମ୍ଭ କଲା ଆୟକର ବିଭାଗ। ଏକ୍ସପର୍ଟ ମାନେ ପହଁଚି ଚିହ୍ନଟ କଲେ ଏହି ନୋଟ୍‌। ଟଙ୍କାଗଣା ମେସିନ ସାହାଯ୍ୟରେ ଗଣା ଚାଲିଛି ଜାଲ୍‌ ନୋଟ୍‌। ସବୁଠାରୁ ବଡ଼କଥା ହେଉଛି ୧୦୦ କୋଟିରୁ ଉର୍ଦ୍ଧ ଟଙ୍କାର ମିଳିଲା କ୍ୟାସ ରିସପଟ। ବିଭିନ୍ନ ଲୋକଙ୍କ ଠାରୁ [...]