ବୌଦ୍ଧରେ କାର୍ତ୍ତିକ ପାଣ୍ଡିଆନଙ୍କ ପ୍ରଚାର..
ବୌଦ୍ଧରେ କାର୍ତ୍ତିକ ପାଣ୍ଡିଆନଙ୍କ ପ୍ରଚାର..
ମୁଖ୍ୟମନ୍ତ୍ରୀ ଲୋକଙ୍କୁ ହିସାବ ଦେବାରେ ବିଶ୍ବାସ କରନ୍ତି, ଲୋକଙ୍କ ଅସୁବିଧାକୁ ସମ୍ମାନର ସହ ସମାଧାନ କରନ୍ତି
ନିର୍ବାଚନ ସମୟରେ ବିରୋଧୀ ଦଳ tourist ଭଳି ଆସିବେ, ବଡ ବଡ କଥା କହିବେ, ନିର୍ବାଚନ ସରିଗଲେ ଖୋଜିଲେ ମିଳିବେ ନାହିଁ
୪୦ ହଜାର ମାର୍ଜିନରେ ସାଂସଦ ଓ ବିଧାୟକ ପ୍ରାର୍ଥୀଙ୍କୁ ଜିତାଇବାକୁ ଅନୁରୋଧ କଲେ
ଉନ୍ନତି ଓ ପ୍ରଗତିର ଚିହ୍ନ ହେଉଛି ଶଙ୍ଖ ଚିହ୍ନ
ପୁରୁଣା କଟକକୁ NAC ଓ ବୌଦ୍ଧକୁ Municipality ମାନ୍ୟତା ଦିଆଯାଇଛି
ଭୈରବୀ ମନ୍ଦିରକୁ ୪ କୋଟି, ଚନ୍ଦ୍ରଚୂଡ ମନ୍ଦିରକୁ ୩.୫ କୋଟି ଟଙ୍କା, ଅନେକ ମଠ, ମନ୍ଦିର, ଚର୍ଚ୍ଚ, ମସଜିଦ୍ର ରୂପାନ୍ତର ପାଇଁ ପଦକ୍ଷେପ
ଅଚ୍ୟୁତ ବାବୁ ଆସିଛନ୍ତି ରାଜନୀତିକୁ ସେବା ମନୋବୃତ୍ତି ନେଇ
ପ୍ରଦୀପ ବାବୁଙ୍କର ଅଞ୍ଚଳର ବିକାଶ ପାଇଁ ଯଥେଷ୍ଟ ଅବଦାନ ରହିଛି
ଡଃ ଅଚ୍ୟୁତ ସାମନ୍ତ
• ଓଡିଶାର ସମସ୍ତ କ୍ଷେତ୍ରର ବିକାଶ, ନବୀନ ପଟ୍ଟନାୟକଙ୍କ ନେତୃତ୍ବ ଓ କାର୍ତ୍ତିକ ପାଣ୍ଡିଆନଙ୍କ କଠିନ ପରିଶ୍ରମ ଯୋଗୁ ସମ୍ଭବ ହୋଇଛି
• ନବୀନ ପଟ୍ଟନୟକଙ୍କ ଯୁଗ ହେଉଛି, ଓଡିଶା ପାଇଁ ଶାନ୍ତିର ଯୁଗ