Search for:
  • Home/
  • ରାଜ୍ୟ/
  • ଉତ୍ତର ନିର୍ବାଚନ ମଣ୍ଡଳୀ ର ବିଧାୟକ ପ୍ରାର୍ଥୀ ଶ୍ରୀ ପ୍ରିୟଦର୍ଶୀ ମିଶ୍ର ଯୋଗଦେଇ ଉପସ୍ଥିତ ମହିଳା ଓ ଯୁବ କର୍ମୀମାନଙ୍କୁ ଉଦବୋଧନ ଦେବା ଅବସରରେ

ଉତ୍ତର ନିର୍ବାଚନ ମଣ୍ଡଳୀ ର ବିଧାୟକ ପ୍ରାର୍ଥୀ ଶ୍ରୀ ପ୍ରିୟଦର୍ଶୀ ମିଶ୍ର ଯୋଗଦେଇ ଉପସ୍ଥିତ ମହିଳା ଓ ଯୁବ କର୍ମୀମାନଙ୍କୁ ଉଦବୋଧନ ଦେବା ଅବସରରେ

Spread the love

Loading

ଭୁବନେଶ୍ୱର ତା.28/୦୪/୨୦୨୪ ତାରିଖ ପୂର୍ବାହ୍ନ 12ଘଟିକା ସମୟରେ ବଜେପି ଉତ୍ତର ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ୱାର୍ଡ ନଂ 4 ର ସମ୍ମିଳିତ ବିଜେପି କର୍ମୀମାନଙ୍କ ଦ୍ୱାରା ଆୟୋଜିତ ଏକ ସମାବେଶ ନହରକଣ୍ଟା, ସାଇ ବାଟିକା ଠାରେ ଆୟୋଜିତ ହୋଇଯାଇଛି l ବିଜେପିର ଭୁବନେଶ୍ୱର ସାଂସଦ ପ୍ରାର୍ଥୀ ଶ୍ରୀମତୀ ଅପରାଜିତା ଷଡ଼ଙ୍ଗୀ, ଭୁବନେଶ୍ୱର ଉତ୍ତର ନିର୍ବାଚନ ମଣ୍ଡଳୀ ର ବିଧାୟକ ପ୍ରାର୍ଥୀ ଶ୍ରୀ ପ୍ରିୟଦର୍ଶୀ ମିଶ୍ର ଯୋଗଦେଇ ଉପସ୍ଥିତ ମହିଳା ଓ ଯୁବ କର୍ମୀମାନଙ୍କୁ ଉଦବୋଧନ ଦେବା ଅବସରରେ ଯଶସ୍ବୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ବିକଶିତ ଭାରତ ଗଠନ ଦିଗରେ ମିଳିତ ଭାବେ ପରିଶ୍ରମ କରି ଦଳର ଆଭିମୁଖ୍ୟ ଲୋକଙ୍କ ପାଖରେ ପହଞ୍ଚାଇ ପଦ୍ମ ଫୁଲରେ ଭୋଟ ଦେବା ପାଇଁ ନିବେଦନ କରିବେ l ଉକ୍ତ କାର୍ଯ୍ୟକ୍ରମ ରେ ବାଣୀବିହାର ମଣ୍ଡଳ ସଭାପତି ବିଜୟ ରାଉତ, ନିର ରାଉତରାୟ, ସ୍ଵାକ୍ଷର ମହାନ୍ତି,
ଆଦି ଏହି କାର୍ଯ୍ୟକ୍ରମ କୁ ପରିଚାଳନା କରିଥିଲେ।

Leave A Comment

All fields marked with an asterisk (*) are required