Search for:
  • Home/
  • ରାଜ୍ୟ/
  • ହାବିଲଦାର ପରୀକ୍ଷା ଦେଇ ଫେରିବା ବେଳେ ଦୁର୍ଘଟଣାରେ କନେଷ୍ଟବଳଙ୍କ ମୃତ୍ୟୁ

ହାବିଲଦାର ପରୀକ୍ଷା ଦେଇ ଫେରିବା ବେଳେ ଦୁର୍ଘଟଣାରେ କନେଷ୍ଟବଳଙ୍କ ମୃତ୍ୟୁ

Spread the love

Loading

ହାବିଲଦାର ପରୀକ୍ଷା ଦେଇ ଫେରିବା ବେଳେ ଦୁର୍ଘଟଣାରେ
କନେଷ୍ଟବଳଙ୍କ ମୃତ୍ୟୁ

ବାରିପଦା,ମୟୂରଭଞ୍ଜ ଜିଲ୍ଲାର ରାଇରଙ୍ଗପୁର ଠାରେ ରାଷ୍ଟ୍ରପତିଙ୍କ ଘରେ ଡ୍ୟୁଟି ରେ ଥିବା ଜନୈକ କନେଷ୍ଟବଳ ଦାମୋଦର ନାଏକ ବାରିପଦା ରୁ ରାଇରଙ୍ଗପୁର ଫେରୁଥିବା ସମୟରେ ଅସନବଣି ଠାରେ ଦୁର୍ଘଟଣାଗ୍ରସ୍ତ ହୋଇ ପ୍ରାଣ ହରାଇଛନ୍ତି। ରାଇରଙ୍ଗପୁର ଟାଉନଥାନା ଅନ୍ତର୍ଗତ ଅସନବଣି ଠାରେ ଦୁର୍ଘଟଣାଗ୍ରସ୍ତ ହୋଇ ଘଟଣା ସ୍ଥଳରେ ମୃତ୍ୟୁ ବରଣ କରିଛନ୍ତି। ସେ ବାରିପଦା ଠାରେ ହାବିଲଦାର ପରୀକ୍ଷା ପାଇଁ ବାରିପଦା ଆସି ଫେରୁଥିବା ସମୟରେ ଏହି ଦୁର୍ଘଟଣା ହୋଇଥିଲା। ମୟୂରଭଞ୍ଜ ଜିଲ୍ଲା ପୁଲିସ ବିଭାଗ ରେ ଶୋକର ଛାୟା ଖେଳିଯାଇଛି।

Leave A Comment

All fields marked with an asterisk (*) are required