Search for:

KiiT Int School Foundation Day Celebration  

Creative Minority Can Change Society as a Whole, Exhorts Goa Governor Gracing KiiT Int School Foundation Day Celebration   Bhubaneswar, July 2: The 17th Foundation Day of KiiT International School was celebrated with great zeal and an overwhelming display of student participation. The event was graced by His Excellency Governor [...]

ରାଜଧାନୀ ରେ ମାତିଛନ୍ତି ଲୁଟେରା, ବାଇକରେ ଆସି ବେକରୁ ଚେନ ଭିଡୁଛଥି।

ଭୁବନେଶ୍ୱରରେ ମାତିଛନ୍ତି ଲୁଟେରା, ବାଇକ ରେ  ଆସି ଆଖି ପିଛୁଳାକେ ଝାମ୍ପି ନେଉଛନ୍ତି ସୁନାଚେନ ଭୁବନେଶ୍ୱର:୦୨.୦୭ ରାଜଧାନୀ ଭୁବନେଶ୍ୱରରେ ଆତଙ୍କ ରଚୁଛନ୍ତି ସୁନାଚେନ ଲୁଟେରା । ବାଇକରେ ଆସି ଆଖି ପିଛୁଳାକେ ଝାମ୍ପି ନେଉଛନ୍ତି ସୁନାଚେନ । ଲୁଟ୍‌‌ର ଶିକାର ହୋଇଥିବା ମହିଳା ହେଲେ ଅହଲ୍ୟା ତ୍ରିପାଠୀ। ସେ ପରିବା ନେଇ ଘରକୁ ଫେରୁଥିବା ବେଳେ ତାଙ୍କ ବେକରୁ ସୁନାଚେନ୍‌‌ ଲୁଟ୍‌‌ ହୋଇଛି। ୨ଜଣ ଯୁବକ ଏକ ବାଇକରେ ଆସି [...]

ରାଜଧାନୀ କବଜା ରେ ପ୍ରି-ଆକ୍ଟିଭ୍‌‌ ସିମ୍‌‌

ଭୁବନେଶ୍ୱର: ୦୨.୦୭ ପ୍ରି-ଆକ୍ଟିଭ୍‌‌ ସିମ୍‌‌ ପାଇଁ ଏବେ ଅପରାଧ ବଢୁଛି। ବିଶେଷକରି ପ୍ରି-ଆକ୍ଟିଭ୍‌‌ ସିମ୍‌‌କୁ ସାଇବର ଠକ ଏବଂ ଆତଙ୍କବାଦୀମାନେ ବ୍ୟବହାର କରୁଛନ୍ତି। ଏହି ସିମ୍‌‌କୁ ବ୍ୟବହାର କରି ଲୋକଙ୍କୁ ଠକିବା ଏବଂ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ଲିକ୍‌‌ କରିବା ଭଳି ଅପରାଧ କରୁଛନ୍ତି। ଯାହାକି ଏବେ ସାଇବର ପୁଲିସ, କ୍ରାଇମ୍‌‌ବ୍ରାଞ୍ଚ ପାଇଁ ଚାଲେଞ୍ଜ ପାଲଟିଛି। ସିମ୍‌‌ ଜଣଙ୍କ ନାମରେ ରେଜିଷ୍ଟ୍ରେସନ ହୋଇଥିବା ବେଳେ ଏହାକୁ ଅନ୍ୟ ଜଣେ ବ୍ୟବହାର କରୁଛନ୍ତି। [...]

ଶେଷ ହେଲା ମହାପ୍ରଭୁଙ୍କ ପବିତ୍ର ରଥଯାତ୍ରା।

ଜୁନ୍‌‌ ୨୦ରେ ଆରମ୍ଭ ହୋଇଥିଲା ଚତୁର୍ଦ୍ଧାବିଗ୍ରହଙ୍କ ଶ୍ରୀଗୁଣ୍ଡିଚା ଯାତ୍ରା। ଭୁବନେଶ୍ୱର।ପୁରୀ: ଶେଷ ହେଲା ମହାପ୍ରଭୁଙ୍କ ପବିତ୍ର ରଥଯାତ୍ରା। ନୀଳକନ୍ଦରକୁ ବିଜେ କରିଛନ୍ତି ନୀଳାଦ୍ରିନାଥ। ଦେବସ୍ନାନ ପୂର୍ଣ୍ଣିମାଠାରୁ ଅର୍ଥାତ୍‌‌ ୨୭ ଦିନ ଧରି ଶୂନ୍ୟ ପଡ଼ିଥିବା ରତ୍ନସିଂହାସନ ପୁଣି ପୂରିଉଠିଛି। ବିଜେ କରିଛନ୍ତି ଚତୁର୍ଦ୍ଧାମୂର୍ତ୍ତି। ଏଥିସହ ଚଳିତବର୍ଷର ରଥଯାତ୍ରା ପରିସମାପ୍ତି ଘଟିଛି। ଅଭିମାନିନୀ ଲକ୍ଷ୍ମୀ ସାଆନ୍ତାଣୀଙ୍କୁ ରସଗୋଲା ଖୁଆଇ ମାନଭଞ୍ଜନ କରିବା ପରେ ରତ୍ନବେଦୀକୁ ବିଜେ କରିଛନ୍ତି କାଳିଆ ସାଆନ୍ତ। ଗତକାଲି [...]

ଗୋପବନ୍ଧୁଙ୍କ ଶ୍ରାଦ୍ଧ ଦିବସ ରେ ମାନି ପଣ୍ଡା ଙ୍କୁ ଗୋପବନ୍ଧୁ ଆଦର୍ଶ ସମ୍ମାନ ପ୍ରଦାନ।

ଗୋପବନ୍ଧୁଙ୍କ ଶ୍ରାଦ୍ଧ ଦିବସ ଅବସରରେ ସ୍ମୃତି ସଭା ଏବଂ ଆଦର୍ଶ ସମ୍ମାନ ପ୍ରଦାନ। ଭୁବନେଶ୍ୱର:୦୨/୦୬,  ରାଜ୍ୟର ଅଗ୍ରଣୀ ସମାଜସେବୀ ଅନୁଷ୍ଠାନ ଶାନ୍ତି ଫାଉଣ୍ଡେସନ ତରଫରୁ ସହୀଦ ନଗର ଦୁର୍ଗାପୂଜା ମଣ୍ଡପରେ ଉତ୍କଳମଣି ପଣ୍ଡିତ ଗୋପବନ୍ଧୁ ଦାସଙ୍କ ୯୫ତମ ଶ୍ରାଦ୍ଧ ଦିବସ ପାଳିତ ହୋଇଯାଇଛି। ଉକ୍ତ ସଭାରେ ଜୟ ଓଡ଼ିଶା ର ଅଧ୍ୟକ୍ଷ ରୁଦ୍ର ସାମନ୍ତରାୟ ସଭାପତିତ୍ବ କରିଥିଲାବେଳେ ମୁଖ୍ୟ ଅତିଥି ଭାବେ ପୂର୍ବତନ ମନ୍ତ୍ରୀ ତଥା ଭଣ୍ଡାରୀପୋଖରୀ ର ବିଧାୟକ [...]

Biospectrum Excellence Award to KIIT-TBI

Biospectrum Excellence Award to KIIT-TBI   Bhubaneswar:02.07KIIT Technology Business Incubator (KIIT-TBI) has been honored with the prestigious Biospectrum Excellence Award 2021-22 and secured the top position among all public and private incubators in India. The award was received by Prof. Mrutyunjay Suar, DG (R&D), KIIT & CEO, KIIT-TBI in New [...]

ମୁଖ୍ୟମନ୍ତ୍ରୀଙ୍କୁ ଫେରସ୍ତ ମାଗିଲା ଓଡିଶା ଅଭିଭାବକ ମହାସଂଘ !

ଶିକ୍ଷା ଅଧିକାର ଆଇନରେ ପଢ଼ୁଥିବା ଛାତ୍ର ଛାତ୍ରୀଙ୍କ ବହି, ସ୍କୁଲଡ୍ରେସ, ଜୋତା କିଣା ଅର୍ଥ ମୁଖ୍ୟମନ୍ତ୍ରୀଙ୍କୁ ଫେରସ୍ତ ମାଗିଲା ଓଡିଶା ଅଭିଭାବକ ମହାସଂଘ ! ଭୁବନେଶ୍ୱର:୦୧.୦୭  ଶିକ୍ଷା ଅଧିକାର ଆଇନରେ 25% ସିଟରେ ଆର୍ଥିକ ଅନଗ୍ରସର ଶ୍ରେଣୀ ପିଲା ପୋର୍ଟାଲ ମାଧ୍ୟମରେ ଆଡ଼ମିସନ କରି ପାଠ ପଢୁଛନ୍ତି l ଆରଟିଇରେ ନିଃଶୁଳ୍କ ପାଠ ପଢ଼lଉ ଥିବା ଅଭିଭାବକ ମାନେ ବିଭିନ୍ନ ଘରୋଇ ସ୍କୁଲରେ 5-7 ହଜାର ଟଙ୍କା ପର୍ଯ୍ୟନ୍ତ ଦେଇ [...]

ବିଜୁଳି ବିଭ୍ରାଟ ପାଇଁ ଦୁର୍ବାର ଆନ୍ଦୋଳନ, ସ୍ୱତନ୍ତ୍ର ଏ ଜି ଅଡିଟ ଓ ଆଇନଗତ ଲଢେଇ l

ବିଜୁଳି ବିଭ୍ରାଟ ପାଇଁ ଦୁର୍ବାର ଆନ୍ଦୋଳନ, ସ୍ୱତନ୍ତ୍ର ଏ ଜି ଅଡିଟ ଓ ଆଇନଗତ ଲଢେଇ l ମିଶନ ଓଡିଶା @ 2036 ସର୍ବଦଳୀୟ ବୈଠକ ନିର୍ଯ୍ୟାସ ଭୁବନେଶ୍ୱର ତା ୨୬ ରିଖ l ରାଜ୍ୟରେ ବିଗତ କିଛିଦିନ ହେଲା ବିଜୁଳି ବିଭ୍ରାଟକୁ ନେଇ ଜନ ଅସନ୍ତୋଷ ବଢ଼ି ଚାଲିଛି l ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହ ବେଳେ ଘନ ଘନ ଅଘୋଷିତ ବିଜୁଳି କାଟ ରେ ସାଧାରଣ ଜନତା ଅସ୍ତବ୍ୟସ୍ତ [...]

ପୂର୍ଣ୍ଣାଙ୍ଗ ସ୍ଥିତି ପରଖିଲେ ପ୍ରମୁଖ ଶାସନ ସଚିବ

ଧବଳେଶ୍ଵର ପୀଠକୁ ସଂଯୋଗ କରୁଥିବା ନୂତନସ୍ଥାୟୀ ସେତୁର ନିର୍ମାଣ କାର୍ଯ୍ୟ ଶେଷ ପର୍ଯ୍ୟାୟରେ ପହଞ୍ଚିଛି ,ପୂର୍ଣ୍ଣାଙ୍ଗ ସ୍ଥିତି ପରଖିଲେ ପ୍ରମୁଖ ଶାସନ ସଚିବ ,ଏଣିକି ସୁଗମ ହେବ ଭକ୍ତଙ୍କ ଯାତ୍ରା ଗ୍ରାମ୍ୟ ଉନ୍ନୟନ ପ୍ରମୁଖ ସଚିବ ଶ୍ରୀ ସିଂହ ଭୁବନେଶ୍ବର ତା ୦୧.୦୭.୨୦୨୩ରିଖ – ଧବଳେଶ୍ଵର ପୀଠକୁ ସଂଯୋଗ କରୁଥିବା ନୂତନସ୍ଥାୟୀ ସେତୁର ନିର୍ମାଣ କାର୍ଯ୍ୟ ଶେଷ ପର୍ଯ୍ୟାୟରେ ପହଞ୍ଚିଛି । ଶେଷସ୍ପର୍ଶ ଦିଆଯିବା ପରେ ଏହା ସର୍ବସାଧାରଣଙ୍କ ଗମନାଗମନ [...]

13 DEAD BODIES OF BAHANAGA TRAIN ACCIDENT

13 DEAD BODIES OF BAHANAGA TRAIN ACCIDENT RELEASED FROM AIIMS, BHUBANESWAR, TODAY (01.07.2023):On the basis of DNA test result and with coordination with AIIMS, Bhubaneswar, Bhubaneswar Municipal Corporation (BMC) and GRP, 13 dead bodies of Bahanaga Train Accident victims have been handed over to the kins of the deceased, today.Four [...]