Search for:

ରାଜଧାନୀ ରୁ ପାକିସ୍ତାନ ସିମ ଚେର ଲମ୍ବିଛି।

ଭୁବନେଶ୍ୱର: ପ୍ରି-ଆକ୍ଟିଭ୍‌ ସିମ୍‌ ପ୍ରସଙ୍ଗରେ ଏସ୍‌ଟିଏଫ୍‌ ହାତରେ ଲାଗିଛି ଗୁରୁତ୍ୱପୂର୍ଣ୍ଣ ତଥ୍ୟ । ସାରା ଦେଶରେ ପ୍ରାୟ ୨୦୦ ଏଜେଣ୍ଟ ପାକିସ୍ତାନୀ ନେଟ୍‌ୱାର୍କରେ ଯୋଡ଼ି ହୋଇଥିବା ଏଥିରୁ ସୂଚନା ମିିଳିଛି । ଏହା ସହ ଓଡ଼ିଶାରେ ପ୍ରାୟ ୨୦ଟି ଆକାଉଣ୍ଟକୁ ଏହି ନେଟୱାର୍କ ଜରିଆରେ ଅର୍ଥ ଆସିଥିବା ଜଣାପଡ଼ିଛି । ରାଜ୍ୟର ବିଭିନ୍ନ ସମ୍ବେଦନଶୀଳ ସ୍ଥାନର ଫଟୋ ପ୍ରି-ଆକ୍ଟିଭ୍‌ ସିମ୍‌ ମାଧ୍ୟମରେ ଖୋଲିଥିବା ହ୍ୱାଟ୍ସଆପ୍‌ରେ ସେମାନେ ବିଭିନ୍ନ ସ୍ଥାନକୁ ପଠାଯାଇଛି [...]

ଚାଷୀ ଓ ଚାଷକୁ ସବୁଠୁ ଅଧିକ ଅଗ୍ରାଧିକାର ଦେଇଛନ୍ତିମୋଦି ସରକାର: ମନମୋହନ ସାମଲ

କେନ୍ଦ୍ର କ୍ୟାବିନେଟର ବଳିଷ୍ଠ ପଦକ୍ଷେପ – ୟୁରିଆ ସବସିଡି ଯୋଜନା ଜାରୀ ରହିବ *ଚାଷୀ ଓ ଚାଷକୁ ସବୁଠୁ ଅଧିକ ଅଗ୍ରାଧିକାର ଦେଇଛନ୍ତିମୋଦି ସରକାର: ମନମୋହନ ସାମଲ* # ଚାଷୀଙ୍କ ଆୟକୁ ଦ୍ୱିଗୁଣିତ କରିବାରେ ସହାୟକ ହେବ # ୟୁରିଆ ସାରର ବାସ୍ତବ ମୂଲ୍ୟ ବସ୍ତା ପ୍ରତି ୨୨୦୦ ଟଙ୍କା ହୋଇଥିବାବେଳେ କେନ୍ଦ୍ର ସରକାର ସବସିଡି ପ୍ରଦାନ କରି ମାତ୍ର ୨୪୨ ଟଙ୍କାରେ ଏହା ଚାଷୀଙ୍କୁ ଉପଲବ୍ଧ କରାଉଛନ୍ତି # [...]

ଏନବିଡବ୍ଲ୍ୟୁ ଜାରୀ ସତ୍ୱେ ଇଙ୍ଗିତରେ ଅଭିଯୁକ୍ତଙ୍କୁ ଗିରଫ କରୁନାହିଁ ପୋଲିସ: ଠାକୁର ରଞ୍ଜିତ ଦାସ

ଏସସିଏଫ ସୌମ୍ୟରଞ୍ଜନ ହତ୍ୟାକାଣ୍ଡ ଏନବିଡବ୍ଲ୍ୟୁ ଜାରୀ ସତ୍ୱେ ରାଜ୍ୟ ସରକାରଙ୍କ ଇଙ୍ଗିତରେ ଅଭିଯୁକ୍ତଙ୍କୁ ଗିରଫ କରୁନାହିଁ ପୋଲିସ: ଠାକୁର ରଞ୍ଜିତ ଦାସ  ମାନ୍ୟବର ଅଦାଲତଙ୍କ ନିର୍ଦ୍ଦେଶ ଶାସକ ବିଜେଡିର ଅସଲ ମୁଖା ଖୋଲି ଦେଇଛି  ବିକ୍ରମ କେଶରୀ ଆରୁଖଙ୍କ ସଂପୃକ୍ତି ଥିବା କାରଣରୁ ତଦନ୍ତ ପ୍ରକ୍ରିୟାକୁ ବାଟବଣା କରିବାକୁ ଜୋରସୋର ପ୍ରୟାସ କରାଯାଇଥିଲା  ଓଡିଶାରେ ଶାସନ ବ୍ୟବସ୍ଥା ସଂପୁର୍ଣ୍ଣ ଧ୍ୱଂସ ପାଇଛି  ମୁଖ୍ୟମନ୍ତ୍ରୀ ଓଡ଼ିଶାବାସୀଙ୍କୁ [...]

“ନାନୋ ଓ ଲିକ୍ୟୁଡ ୟୁରିଆକୁ ନା” – “ଅନିୟନ୍ତ୍ରୀତ ପରିବା ଦରଦାମ”

“ନାନୋ ଓ ଲିକ୍ୟୁଡ ୟୁରିଆକୁ ନା” – “ଅନିୟନ୍ତ୍ରୀତ ପରିବା ଦରଦାମ” ରାଜ୍ୟ ସରକାରଙ୍କ ଚାଷୀ ଏବଂ ଖାଉଟିମାରଣ ନୀତିକୁ ସ୍ପଷ୍ଟ କରିଛି: ଗୋଲକ ମହାପାତ୍ର  ଚାଷୀଙ୍କ ଉନ୍ନତି ନାମରେ ନିଜର ପକେଟ୍ ଗରମ କରୁଛି ବିଜୁ ଜନତା ଦଳ  ଚାଷୀଙ୍କ ନାମରେ ବସ୍ତା ବସ୍ତା ୟୁରିଆ ଆଣି କଳାବଜାରୀ ଓ ଘୋଟାଲା କରିବା ହେଉଛି ରାଜ୍ୟ ସରକାରଙ୍କ ମୁଳ ଉଦ୍ଦେଶ୍ୟ  ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ [...]

ମୋଦି ସରକାରଙ୍କ ୯ବର୍ଷ ପୂର୍ତି ଅବସରରେ ମହା ଜନସଂପର୍କ ଅଭିଯାନ

ମୋଦି ସରକାରଙ୍କ ୯ବର୍ଷ ପୂର୍ତି ଅବସରରେ ମହା ଜନସଂପର୍କ ଅଭିଯାନ ୯ବର୍ଷରେ ମୋଦିଜୀ ଯାହା କରିଛନ୍ତି ସ୍ୱାଧୀନତା ପରଠାରୁ ସାଧାରଣ ଜନତାଙ୍କ ପାଇଁ ତାହା ହୋଇନଥିଲା: ମନମୋହନ ସାମଲ  ଗରୀବ ଲୋକ ବଂଚିବା ଓ କର୍ମ ନିଯୁକ୍ତି ପାଇଁ ବିଭିନ୍ନ ଯୋଜନା କରିଛନ୍ତି ମୋଦିଜୀ ଭୁବନେଶ୍ୱର, ତା.୦୩/୦୭: ମୋଦି ସରକାରଙ୍କ ସେବା, ସୁଶାସନ ଓ ଗରୀବକଲ୍ୟାଣର ଗତ ୯ ବର୍ଷର ସଫଳତାକୁ ପ୍ରତ୍ୟେକ ଘରେ ଘରେ ପହଂଚାଇବା ପାଇଁ [...]

ରତ୍ନ ଭଣ୍ଡାର ଚାବି ହଜିବା ଜଗନ୍ନାଥ ମନ୍ଦିର ଇତିହାସରେ ସବୁଠାରୁ କଳଙ୍କିତ ଅଧ୍ୟାୟ: ସମୀର ମହାନ୍ତି

ରତ୍ନ ଭଣ୍ଡାର ଚାବି ହଜିବା ଜଗନ୍ନାଥ ମନ୍ଦିର ଇତିହାସରେ ସବୁଠାରୁ କଳଙ୍କିତ ଅଧ୍ୟାୟ: ସମୀର ମହାନ୍ତି  ରାଜ୍ୟ ସରକାର ରାଜ୍ୟପାଳଙ୍କ ଅଧ୍ୟକ୍ଷତାରେ ଏକ କମିଟି ଗଠନ କରି ତୁରନ୍ତ ରତ୍ନଭଣ୍ଡାର ଖୋଲନ୍ତୁ । ନଚେତ୍ ଜଣେ ସିଟିଙ୍ଗ ଜଜ୍‌ଙ୍କ ନେତୃତ୍ୱରେ ରତ୍ନଭଣ୍ଡାର ଖୋଲାଯାଇ ଇନଭେନଟୋରୀ ପ୍ରସ୍ତୁତ ହେଉ  ଅସଲ ଚାବି କେମିତି ହଜିଲା ଏବଂ ଡୁପ୍ଲିିକେଟ ଚାବି କ’ଣ ହେଲା ? ଏହି ସମ୍ବେଦନଶୀଳ ଘଟଣାର ତଦନ୍ତ [...]

ମୋଦି ସରକାରଙ୍କ ୯ ବର୍ଷରେ ହୋଇଥିବା କାର୍ଯ୍ୟକୁ ନେଇ ପିପିଆରସି ଦ୍ୱାରା ପ୍ରସ୍ତୁତ ତୁଳନାତ୍ମକ ରିପୋର୍ଟର ଉନ୍ମୋଚନ

ମୋଦି ସରକାରଙ୍କ ୯ ବର୍ଷର ସେବା ଅବସରରେ ଆୟୋଜିତ କନକ୍ଲେଭରେ କେନ୍ଦ୍ରମନ୍ତ୍ରୀ ପ୍ରଧାନମନ୍ତ୍ରୀଙ୍କ ଉପରେ ଜନ ଭରସା କୋଭିଡ୍ ମୁକାବିଲାର ବଡ଼ ଅସ୍ତ୍ର ଥିଲା– ଧର୍ମେନ୍ଦ୍ର ପ୍ରଧାନ ·        କଂଗ୍ରେସ ସରକାରର ଶେଷ ୧୦ ବର୍ଷ ଏବଂ ମୋଦି ସରକାରଙ୍କ ୯ ବର୍ଷରେ ହୋଇଥିବା କାର୍ଯ୍ୟକୁ ନେଇ ପିପିଆରସି ଦ୍ୱାରା ପ୍ରସ୍ତୁତ ତୁଳନାତ୍ମକ ରିପୋର୍ଟର ଉନ୍ମୋଚନ କଲେ ·        ସ୍ୱାସ୍ଥ୍ୟ ଓ ଶିକ୍ଷା ସମ୍ପର୍କୀତ କଥାବସ୍ତୁ ଉପରେ ଆୟୋଜିତ କନକ୍ଲେଭରେ ମତ ରଖିଲେ କେନ୍ଦ୍ରମନ୍ତ୍ରୀ ·        ଆଜି କ୍ୱଏତ ଓ ପାପୁଆ ନ୍ୟୁଗିନି ଭଳି ଦେଶରେ ବି ମୋଦିଙ୍କ ବିଶ୍ୱସନୀୟତା ବଢୁଛି ·        ଆମର ଶିକ୍ଷା ବ୍ୟବସ୍ଥା ଭାରତୀୟ ଜ୍ଞାନ ପ୍ରଣାଳୀ ଓ ବୈଶ୍ୱିକ କଲ୍ୟାଣ ଉପରେ ଆଧାରିତ   ନୂଆଦିଲ୍ଲୀ, ଜୁଲାଇ ୦୨ –  କୋଭିଡ୍ ମହାମାରୀ ସମୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଉପରେ ଜନ ଭରସା କୋଭିଡକୁ ମୁକାବିଲା କରିବାର ବଡ଼ ଅସ୍ତ୍ର ଥିଲା ବୋଲି ରବିବାର ଦିଲ୍ଲୀରେ ମୋଦି ସରକାରଙ୍କ ୯ ବର୍ଷର ସେବା ଅବସରରେ [...]

Goa Governor at ‘Kadambini’ and ‘Kunikatha’ Anniversary Celebration

Mother Tongue Perfect Medium Of Expression, Opined Goa Governor at ‘Kadambini’ and ‘Kunikatha’ Anniversary Celebration   Bhubaneswar, July 2: Goa Governor P. S. Sreedharan Pillai on Sunday participated as the chief guest at the 24th-anniversary of the monthly family magazine ‘Kadambini’ and the 13th-anniversary of children’s magazine ‘Kunikatha, lauding the contribution [...]

ଜନବସତି ଅଞ୍ଚଳରେ ନୂଆ ମଦ ବାର ଖୋଲିବା ନେଇ ଜନ ପ୍ରତିବାଦ

ଜନବସତି ଅଞ୍ଚଳରେ ନୂଆ ମଦ ବାର ଖୋଲିବା ନେଇ ଜନ ପ୍ରତିବାଦ ଭୁବନେଶ୍ୱର, ତା ୦୨/୦୭. ଘନ ଜନବସତି ଅଞ୍ଚଳ ଆଇ ଆର ସି ଭିଲେଜରେ ପ୍ରସ୍ତାବିତ ନୂଆ ମଦ ବାର ଖୋଲିବା ନେଇ ଆଜି ସି.ପି.ଆଇ(ଏମ୍ ଏଲ୍)ରେଡଷ୍ଟାର ଓଡ଼ିଶା ରାଜ୍ୟ କମିଟି ନେତୃତ୍ବରେ ଶହ ଶହ ସଂଖ୍ୟାରେ ବସ୍ତି ବାସିନ୍ଦା, ପାର୍ଟି କର୍ମୀ, ଅଖିଳ ଭାରତ କ୍ରାନ୍ତିକାରୀ ମହିଳା ସଂଗଠନ ର ନେତୃବୃନ୍ଦ, ବିଭିନ୍ନ ଶ୍ରମିକ ସଂଗଠକ ସାମିଲ [...]