Search for:

ଫଟୋ ସାମ୍ବାଦିକଙ୍କ ପିତୃ ବିୟୋଗ.

ଫଟୋ ସାମ୍ବାଦିକଙ୍କ ପିତୃ ବିୟୋଗ ଭୁବନେଶ୍ୱର :ରାଜ୍ୟର ଜଣାଶୁଣା ଫଟୋ ସାମ୍ବାଦିକ ଅଶ୍ବିନୀ ପତିଙ୍କ ପିତା ଶ୍ରୀଯୁକ୍ତ ଅନନ୍ତ ଚରଣ ପତିଙ୍କ 91 ବର୍ଷ ବୟସ ରେ ବିୟୋଗ ହୋଇଛି. ଶ୍ରୀଯୁକ୍ତ ପତି ରାଜ୍ୟର ଜଣେ ଜଣାଶୁଣା ହାଇସ୍କୁଲ ଶିକ୍ଷକ ଭାବେ ପରିଚିତ ଥିଲେ. ସେ ରାଜ୍ୟର ବିଭିନ୍ନ ବିଦ୍ୟାଳୟ ରେ ଶିକ୍ଷକ ଭାବେ ନିଯୁକ୍ତି ହୋଇ ଅନେକ କୃତି ଛାତ୍ରଛାତ୍ରୀ ତିଆରି କରିଛନ୍ତି. ଯେଉଁଥିରେ ରାଜ୍ୟର ପୂର୍ବତନ ମୁଖ୍ୟମନ୍ତ୍ରୀ [...]

ମାନି ପଣ୍ଡା କେକ କାଟି ଛୋଟ ଛୋଟ ଛୁଆ ଙ୍କ ସହ ଖୁସି ବନାଇଲେ।

ମାନି ପଣ୍ଡା କେକ କାଟି ଛୋଟ ଛୋଟ ଛୁଆ ଙ୍କ ସହ ଖୁସି ବନାଇଲି ! ଭୁବନେଶ୍ୱର: ଶନିବାର ୟାର୍ଡ଼ ୪୦ ୟୁନିଟ ୧ ରେ ଜଗନ୍ନାଥ ଆଦର୍ଶ କଲୋନୀ ରେ ସମାଜ ସେଵୀ ମାନି ପଣ୍ଡା କେକ କାଟି ଛୋଟ ଛୋଟ ଛୁଆ ଙ୍କ ସହ ଖୁସି ବନାଇଲି !ଏତିରେ ଛୋଟ ଛୋଟ ଟିକି ଛୁଆ ବହୁତ ଖୁର୍ସି ହୋଇ ଥିଲେ ସୂଚନା ଯୋଗ୍ୟ :ଜଗନ୍ନାଥ ଆଦର୍ଶ କଲୋନୀ [...]

ୱି ଫର ଭୁବନେଶ୍ୱର ପକ୍ଷରୁ ମେଧାବୀ ଛାତ୍ର ଛାତ୍ରୀ ଙ୍କୁ ଆୱାର୍ଡ ପରିବେଷଣ

ମେଧାବୀ ଛାତ୍ର ଛାତ୍ରୀ ଙ୍କୁ ଆୱାର୍ଡ ପରିବେଷଣ ଭୁବନେଶ୍ୱର:ବିବେକାନନ୍ଦ ଶିକ୍ଷାକେନ୍ଦ୍ରର ୟୁନିଟ ୬ ସ୍ଥିତ ତିନି ଜଣ ମେଧାବୀ ଛାତ୍ରଛାତ୍ରୀ ଜଗନ୍ନାଥ ବସ୍ତି ୟୁନିଟ୧ ଯଥା ଦିପ୍ତି ପ୍ରଧାନ ୯୪% ଓ ଶୁଭମ ପରିଡା ୯୧% ଓ ବିବେକାନନ୍ଦ ଶିକ୍ଷାକେନ୍ଦ୍ର ମଧୁସୂଦନନଗର ର ମଧୁସ୍ମିତା ବେହେରା ୮୯%ନମ୍ବର ରଖି ଉତିନ୍ନ ହୋଇଥିବାରୁ ତାଙ୍କୁ ୱି ଫର ଭୂବନେଶ୍ବର ସାମାଜିକ ସଂଗଠନ ଦ୍ବାରା ସମ୍ମାନିତ କରାଯିବା ସହ ଛାତ୍ର ଛାତ୍ରୀଙ୍କ ଆଗାମୀ [...]

ସମାଜସେବୀ ମାନଙ୍କ ପକ୍ଷରୁ ଅସହାୟଙ୍କୁ ବସ୍ତ୍ର ବଣ୍ଟନ

ସମାଜସେବୀ ମାନଙ୍କ ପକ୍ଷରୁ ଅସହାୟଙ୍କୁ ବସ୍ତ୍ର ବଣ୍ଟନ ଭୁବନେଶ୍ବର : ରାଜଧାନୀର ଅସହାୟ ମାନଙ୍କୁ ସହାୟତାର ହାତ ବଢାଇଲେ ସମାଜସେବୀ । ଜଣାଶୁଣା ସାମାଜିକ କର୍ମୀ ସଞୟ କୁମାର ପରିଡ଼ାଙ୍କ ନେତୃତ୍ୱରେ ଆଜି ନୁଆପଲ୍ଲି ଦୁର୍ଗାପୂଜା ମଣ୍ଡପ ଠାରେ ବସ୍ତି ଅଞ୍ଚଳର ଗରିବ ଅସହାୟ ମାନଙ୍କୁ ବସ୍ତ୍ର ବଣ୍ଟନ କରା ଯାଇଥିଲା । ଏହି କାର୍ଯ୍ୟକ୍ରମରେ ସମାଜସେବି ସସ୍ମିତା ପାହାଡ ସିଂ, ୪୦ ନମ୍ବର୍ ୱାର୍ଡ ର ଜଣାଶୁଣା ସାମାଜିକ [...]

ସମାଜ ସେବୀ ମାନି ପଣ୍ଡା ଅସହାୟଙ୍କୁ ବସ୍ତ୍ର ବଣ୍ଟନ।

ସମାଜସେବୀ ମାନଙ୍କ ପକ୍ଷରୁ ଅସହାୟଙ୍କୁ ବସ୍ତ୍ର ବଣ୍ଟନ । ଭୁବନେଶ୍ବର : ରାଜଧାନୀର ଅସହାୟ ମାନଙ୍କୁ ସହାୟତାର ହାତ ବଢାଇଲେ ସମାଜସେବୀ । ଜଣାଶୁଣା ସାମାଜିକ କର୍ମୀ ସଞୟ କୁମାର ପରିଡ଼ାଙ୍କ ନେତୃତ୍ୱରେ ଆଜି ନୁଆପଲ୍ଲି ଦୁର୍ଗାପୂଜା ମଣ୍ଡପ ଠାରେ ବସ୍ତି ଅଞ୍ଚଳର ଗରିବ ଅସହାୟ ମାନଙ୍କୁ ବସ୍ତ୍ର ବଣ୍ଟନ କରା ଯାଇଥିଲା । ଏହି କାର୍ଯ୍ୟକ୍ରମରେ ସମାଜସେବି ସସ୍ମିତା ପାହାଡ ସିଂ, ୪୦ ନମ୍ବର୍ ୱାର୍ଡ ର ଜଣାଶୁଣା [...]

କିଟ୍‍ କ୍ୟାମ୍ପସରେ ଆରମ୍ଭ ହେଲା କଳିଙ୍ଗ ଭାରତୀ କମ୍ୟୁନିଟି ରେଡ଼ିଓ

କିଟ୍‍ କ୍ୟାମ୍ପସରେ ଆରମ୍ଭ ହେଲା କଳିଙ୍ଗ ଭାରତୀ କମ୍ୟୁନିଟି ରେଡ଼ିଓ ଭୁବନେଶ୍ୱର, ୦୧। ୭: କିଟ୍‍ କ୍ୟାମ୍ପସରେ ଗୁରୁବାରଠାରୁ ଆନୁଷ୍ଠାନିକ ଭାବେ ପ୍ରସାରଣ ଆରମ୍ଭ ହୋଇଛି କଳିଙ୍ଗ ଭାରତୀ ୯୦.୦ ଏଫ୍‍ଏମ୍‍ କମ୍ୟୁନିଟି ରେଡ଼ିଓ। ସ୍ଥାନୀୟ କର୍ପୋରେଟର୍‍ ପ୍ରୀତିନନ୍ଦା ରାଉତରାୟ, ମିହିର କୁମାର ରାଉତ ଓ ପଟିଆ ଅଞ୍ଚଳର ବିଶିଷ୍ଟ ବ୍ୟକ୍ତି ଗଜେନ୍ଦ୍ର ଜେନାଙ୍କ ସମେତ ଚନ୍ଦକା, ଅନ୍ଧାରୁଆ, ଦାରୁଠେଙ୍ଗ, ପଥରଗାଡ଼ିଆ ଆଦି ଅଞ୍ଚଳର ବିଶିଷ୍ଟ ବ୍ୟକ୍ତିଙ୍କ ଉପସ୍ଥିତିରେ କିଟ୍‍ [...]

ଅନ୍ତର୍ଜାତୀୟ ଅଲଟ୍ରାସାଉଣ୍ଡ ସମ୍ମିଳନୀରେ କିମ୍‍ସ ଯନ୍ତ୍ରଣା ବିଶେଷଜ୍ଞ

କାନାଡ଼ା ଅନ୍ତର୍ଜାତୀୟ ଅଲଟ୍ରାସାଉଣ୍ଡ ସମ୍ମିଳନୀରେ କିମ୍‍ସ ଯନ୍ତ୍ରଣା ବିଶେଷଜ୍ଞ ଭାରତୀୟ ଚିକିତ୍ସା କୌଶଳ ଉପରେ ବକ୍ତବ୍ୟ ଦେଇ ପ୍ରଶଂସିତ ଭୁବନେଶ୍ୱର ୦୧.୦୭: କିମ୍‍ସ ଭୁବନେଶ୍ୱରର ଯନ୍ତ୍ରଣା ବିଶେଷଜ୍ଞ ଡା. ରାଜେନ୍ଦ୍ର ସାହୁ ନିକଟରେ କାନାଡ଼ାର ଟରୋଣ୍ଟୋଠାରେ ଅନୁଷ୍ଠିତ ଅନ୍ତର୍ଜାତୀୟ ଅଲଟ୍ରାସାଉଣ୍ଡ ସମ୍ମିଳନୀ (ଇସୁରା)ରେ ନିଜର ଅଭିଜ୍ଞତା ଓ ଭାରତୀୟ ଚିକିତ୍ସା କୌଶଳ ଉପରେ ବକ୍ତବ୍ୟ ଦେଇ ବେଶ ପ୍ରଶଂସିତ ହୋଇଛନ୍ତି । ବିଗତ ୨୦ ବର୍ଷ ଧରି ଉତ୍ତର ଆମେରିକାରେ [...]

ଭିନ୍ନକ୍ଷମଙ୍କୁ କୃତ୍ରିମ ଅଙ୍ଗ ଯୋଗାଇଲା ଓଡ଼ିଶା-ମୋ ପରିବାର

ତିନି ଜଣ ଭିନ୍ନକ୍ଷମଙ୍କୁ କୃତ୍ରିମ ଅଙ୍ଗ ଯୋଗାଇଲା ଓଡ଼ିଶା-ମୋ ପରିବାର। ଭୁବନେଶ୍ୱର:ଆଜି ଓଡ଼ିଶା-ମୋ ପରିବାର ମାଧ୍ୟମରେ ବିଭିନ୍ନ ଦୁର୍ଘଟଣାରେ ନିଜର ଅଙ୍ଗ ହରାଇଥିବା ତିନି ଜଣ ଭିନ୍ନକ୍ଷମଙ୍କୁ କୃତ୍ରିମ ଅଙ୍ଗ ଯୋଗାଇ ଦିଆଯାଇଛି । ସୂଚନାନୁସାରେ, ୨୦୨୧ ମସିହା ଜୁନ ମାସରେ ଭୁବନେଶ୍ୱରର ଜଣେ ୧୩ବର୍ଷର ବାଳକ କୃଷ୍ଣ ମୁଣ୍ଡା ଏକ ଗଛ ଉପରକୁ ଚଢିବାକୁ ଚେଷ୍ଟା କରୁଥିବାବେଳେ ତଳେ ପଡ଼ିଯାଇଥିଲେ। ଡାକ୍ତରଖାନା ଯିବା ପରିବର୍ତ୍ତେ ତାଙ୍କ ପରିବାର ବର୍ଗ [...]