Search for:

ସ୍କୁଲ ୟୁନିଫର୍ମକୁ ସବୁଜ ରଙ୍ଗ କରି ଛାତ୍ରଛାତ୍ରୀଙ୍କୁ ଦଳୀୟ ଭାବନାରେ ଟାଣିବା ଅତ୍ୟନ୍ତ ଲଜ୍ଜାଜନକ

ସ୍କୁଲ ୟୁନିଫର୍ମକୁ ସବୁଜ ରଙ୍ଗ କରି ଛାତ୍ରଛାତ୍ରୀଙ୍କୁ ଦଳୀୟ ଭାବନାରେ ପରୋକ୍ଷ ଭାବେ ଟାଣିବା ଅତ୍ୟନ୍ତ ଲଜ୍ଜାଜନକ : ସୂରଜ ସୂର୍ଯ୍ୟବଂଶୀ  କେନ୍ଦ୍ର ସରକାର “ସମଗ୍ର ଶିକ୍ଷା” ଯୋଜନା ମାଧ୍ୟମରେ ଛାତ୍ରଛାତ୍ରୀ ମାନଙ୍କ ସ୍କୁଲ ୟୁନିଫର୍ମ ପାଇଁ ଓଡ଼ିଶାକୁ ବାର୍ଷିକ ପ୍ରାୟ ୨୪୦ କୋଟି ଟଙ୍କା ଅନୁଦାନ ଦେଉଛନ୍ତି, ରାଜ୍ୟ ସରକାର କେଉଁ ଆଧାରରେ କେନ୍ଦ୍ରୀୟ ଅନୁଦାନ ପ୍ରାପ୍ତ ଅର୍ଥରେ ନିଜସ୍ୱ “ମୁଖ୍ୟମନ୍ତ୍ରୀ ପରିଧାନ” ଯୋଜନା ଘୋଷଣା କରିଛନ୍ତି? [...]

ବାୟୁ ପ୍ରଦୂଷଣ ଏବଂ ଜଳବାୟୁ ପରିବର୍ତ୍ତନ ରିପୋର୍ଟ ଉପରେ ଏକ ମିଡିଆ କର୍ମଶାଳା

ସାମ୍ବାଦିକମାନଙ୍କୁ ବାୟୁ ପ୍ରଦୂଷଣ ଏବଂ ଜଳବାୟୁ ପରିବର୍ତ୍ତନକୁ ମୁକାବିଲା କରିବା ପାଇଁ ସଶକ୍ତ କରିଥାଏ ଭୁବନେଶ୍ୱର, ଜୁଲାଇ ୧୨ : ସ୍ଥାୟୀ ସମସ୍ୟା ତଥା ପରିବେଶ ସମସ୍ୟାର ସମାଧାନ ପାଇଁ ସ୍ଵିଚଅନ୍ ଫାଉଣ୍ଡେସନ ଜ୍ଞାନ ସହଭାଗୀ ଭାବରେ ସକ୍ରେଟସ ଏବଂ ଚିକାଗୋ ବିଶ୍ୱବିଦ୍ୟାଳୟର ଦ ଏନର୍ଜି ପଲିସି ଇନଷ୍ଟିଚ୍ୟୁଟ (ଏପିକ୍ ଇଣ୍ଡିଆ) ସହଯୋଗରେ ବାୟୁ ପ୍ରଦୂଷଣ ଏବଂ ଜଳବାୟୁ ପରିବର୍ତ୍ତନ ରିପୋର୍ଟ ଉପରେ ଏକ ମିଡିଆ କର୍ମଶାଳା ଆୟୋଜନ କରିଥିଲା।ଭୁବନେଶ୍ୱର, [...]

ଉନ୍ନତିକରଣ ଯୋଜନା କହି ଭାଗୁଛଥି : ସମାଜ ସେବୀ

ନିକୋ ପାର୍କ, ଏଜି କଲୋନୀରୁ ଉଚ୍ଛେଦ ଭୁବନେଶ୍ୱର): ୧୨.୦୭ ଖାରବେଳ ଥାନା ଅନ୍ତର୍ଗତ ୟୁନିଟ-4 ଓ ନିକୋ ପାର୍କ ଅଞ୍ଚଳରୁ ଉଚ୍ଛେଦ କରିଛି ବିଡିଏ ୟୁନିଟ-4ସ୍ଥିତ ପୁରୁଣା ଏଜି କଲୋନୀର ନବୀକରଣ ଓ ଡ୍ରେନ ନମ୍ବର 10 ପାର୍ଶ୍ୱରେ ଉନ୍ନତିକରଣ ପାଇଁ ଜବରଦଖଲ ଉଚ୍ଛେଦ କରାଯାଇଥିଲା ପ୍ରଥମ ଉଚ୍ଛେଦ ୟୁନିଟ-4ସ୍ଥିତ ପୁରୁଣା ଏଜି କଲୋନୀର ମରାମତି ଓ ନବୀକରଣ ଲାଗି ଏଜିର ଡିଏଜି(ଆଡମିନ) ନୋଡାଲ ଅଫିସରଙ୍କ ରିକୁ୍ଯଜିସନକ୍ରମେ ଭୁବନଶ୍ୱେର ଉନ୍ନୟନ [...]

କୁଆଖାଇ ବ୍ରିଜ ରୁ  ମିଳିଲା ୨ ନିଖୋଜ ଛାତ୍ରଙ୍କ ମୃତଦେହ।

କୁଆଖାଇ ବ୍ରିଜ ରୁ  ମିଳିଲା ୨ ନିଖୋଜ ଛାତ୍ରଙ୍କ ମୃତଦେହ। ଭୁବନେଶ୍ୱର:୧୨.୦୭ ଭୁବନେଶ୍ବର ଉପକଣ୍ଠ କୁଆଖାଇ ନେଲା ୪ ମୁଣ୍ଡ । ବାଲିଅନ୍ତା ଥାନା ଧବଳାହାର ନିକଟ କୁଆଖାଇ ନଦୀରେ ବୁଡ଼ି ଆସ୍ଥା ସ୍କୁଲ ଅଫ ମ୍ୟାନେଜମେଣ୍ଟର ୪ଜଣ ଛାତ୍ରଙ୍କ ମୃତ୍ୟୁ ହୋଇଛି । ୪ ମୃତକ ହେଲେ କଟକ ବାଲିକୁଦାର ପ୍ରତୀକ ଧଳସାମନ୍ତ, ବାଲେଶ୍ବରର ରୋହିତ ପରିଡ଼ା, ଜାମସେଦପୁରର ଆରୟାନ ଓ କଟକର କୁମାର ଅବିନାଶ । ଗତକାଲି [...]

ସମୀର ମହାନ୍ତି ସ୍ମାର୍ଟଫୋନ ଭଲ ଭାବେ ଧରି ଶିଖିନାହାନ୍ତି।

ଭୁବନେଶ୍ୱର: ୧୧.୦୭ ବିଜେପି ନେତା ସମୀର ମହାନ୍ତିଙ୍କ ମନ୍ତବ୍ୟ ଉପରେ ବିଜେଡିର କଡ଼ା ପ୍ରତିକ୍ରିୟା। ଗ୍ରାମାଞ୍ଚଳର ଓ ଜଗନ୍ନାଥ ସଂସ୍କୃତିର ବିକାଶ ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପଦକ୍ଷେପ ନେଉଥିବା ବେଳେ ବିଜେପି କେବେ ବି ଓଡ଼ିଶା ପାଇଁ ଚିନ୍ତା କରିନାହିଁ। ଜଗନ୍ନାଥ ସଂସ୍କୃତି ଓ ଐତିହ୍ୟର ପ୍ରଚାର ପ୍ରସାରକୁ ସହି ନପାରିବା ହୀନ ମାନସିକତା। ଓଡ଼ିଶା ବିଜେପି ନେତା ସବୁ ବେଳେ ଓଡ଼ିଶା ବିରୋଧୀ କାମ କରୁଛନ୍ତି ବୋଲି [...]

ଏଲଜି ଇଲେକ୍ଟ୍ରୋନିକ୍ସ ଇଣ୍ଡିଆ ଦ୍ଵାରା ଆୟୋଜିତ ରକ୍ତଦାନ ଶିବିର

ଭୁବନେଶ୍ୱର:୧୧.୦୭ ଭୁବନେଶ୍ୱରର ନୟାପଲ୍ଲୀ କ୍ରୀଡ଼ା ଓ ବିକାଶ ପରିଷଦ ଠାରେ ଏଲଜି ଇଲେକ୍ଟ୍ରୋନିକ୍ସ ଇଣ୍ଡିଆ ଦ୍ଵାରା ଆୟୋଜିତ ରକ୍ତଦାନ ଶିବିର ହୋଇଯାଇଛି । ରକ୍ତଦାନ ଭଳି ମହତ କାର୍ଯ୍ୟ ପାଇଁ ଆଗେଇ ଆସିଥିବା ପ୍ରତ୍ୟେକ ସ୍ବେଚ୍ଛାସେବୀ ଓ ଏହି କାର୍ଯ୍ୟକ୍ରମରେ ସହଯୋଗ କରିଥିବା ସମସ୍ତଙ୍କୁ ଧନ୍ୟବାଦ ଜଣାଇଛଥି । ଏହି କାର୍ଯ୍ୟକ୍ରମରେ ଭୁବନେଶ୍ୱର ମେୟର ଶ୍ରୀମତୀ ସୁଲୋଚନା ଦାସ ଓ ମୁକ୍ତା ଯୋଜନାର ଉପଦେଷ୍ଟା ଶ୍ରୀମତୀ ଇପସିତା ସାହୁ,କର୍ପୋରେଟର ଶ୍ରୀମତି [...]

ସୁଦର୍ଶନଙ୍କ ବିୟୋଗରେ ଶୋକ।

ସୁଦର୍ଶନଙ୍କ ବିୟୋଗରେ ଶୋକ ଭୁବନେଶ୍ୱର ତା. ୧୧.୦୭.୨୦୨୩ ରିଖ : ଏକ ମର୍ମାନ୍ତୁଦ ଦୁର୍ଘଟଣାରେ ସମାଜବାଦୀ ପାର୍ଟିର ରାଜ୍ୟ ସାଧାରଣ ସମ୍ପାଦକ ତଥା ଜଣେ ବିଶିଷ୍ଟ ସମାଜସେବୀ ସୁଦର୍ଶନ ପ୍ରଧାନଙ୍କ ବିୟୋଗରେ ଶୋକ ପ୍ରକାଶ କରି ପ୍ରଦେଶ କଂଗ୍ରେସ ସାଧାରଣ ସମ୍ପାଦକ ଶ୍ରୀ ମାନସ ରଞ୍ଜନ ଆଚାର୍ଯ୍ୟ କହିଛନ୍ତି ଯେ, ସ୍ୱର୍ଗତ ପ୍ରଧାନଙ୍କ ବିୟୋଗରେ ପିପିଲ ଡେଲାଙ୍ଗ ନିର୍ବାଚନ ମଣ୍ଡଳୀରେ ଶୋକର ଛାୟା ଖେଳି ଯାଇଛି । ସେ ଥିଲେ [...]

ନିର୍ବାଚନ ଆସିଲେ ଓଡ଼ିଶାର ବିକାଶ କଥା ମନେପଡେ଼- କଂଗ୍ରେସ ସଭାପତି

ନିର୍ବାଚନ ଆସିଲେ ଓଡ଼ିଶାର ବିକାଶ କଥା ମନେପଡେ଼- ପ୍ରଦେଶ କଂଗ୍ରେସ ସଭାପତି ଭୁବନେଶ୍ୱର ତା ୧୧.୭- ୨୪ ବର୍ଷର ସରକାର, ମାଳ ମାଳ ଯୋଜନା କିନ୍ତୁ ଗୋଟିଏ ବି ଯୋଜନା ସଫଳ ରୂପାୟନ ହୋଇପାରିଲା ନାହିଁ ଏବଂ ଏହାର ସୁଫଳ ରାଜ୍ୟବାସୀ ପାଇଲେ ନାହିଁ । ପ୍ରତିଥର ନିର୍ବାଚନ ଆସିଲେ ରାଜ୍ୟ ରାଜକୋଷରୁ ହଜାର ହଜାର କୋଟି ଟଙ୍କା ବିଭିନ୍ନ ଯୋଜନା ନାରେ ଘୋଷଣା କରାଯାଉଛି ଏବଂ ସେସବୁ ଯୋଜନା [...]

ଗୁଜୁରାଟ ନମ୍ବର କାର୍‌ ତାଙ୍କ ବାଇକକୁ ଧକ୍କାଦେଲା

ସଡକ ଦୁର୍ଘଟଣାରେ ପ୍ରାଣ ହରାଇଲେ ସମାଜବାଦୀ ପାର୍ଟି ସାଧାରଣ ସମ୍ପାଦକ:ସୁଦର୍ଶନ ପ୍ରଧାନ ଭୁବନେଶ୍ୱର,୧୧.୦୭ : ମଙ୍ଗଳବାର ସକାଳ ୭ ଘଟିକା ସମୟରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ପ୍ରାଣ ହରାଇଛନ୍ତି ସମାଜବାଦୀ ପାର୍ଟି ରାଜ୍ୟ ସାଧାରଣ ସମ୍ପାଦକ ସୁଦର୍ଶନ ପ୍ରଧାନ । ଶ୍ରୀ ପ୍ରଧାନ ସ୍ଥାନୀୟ ଶିଶୁ ଭବନ ଛକ ଦେଇ ଯାଉଥିବା ବେଳେ ଏକ ଗୁଜୁରାଟ ନମ୍ବର କାର୍‌ ତାଙ୍କ ବାଇକକୁ ଧକ୍କାଦେବା ଫଳରେ ସେ ଗୁରୁତର ଆହତ [...]