ସୁପ୍ରିମୋ ନବୀନ ପଟ୍ଟନାୟକ।ନିଦେଶକ୍ରମେବିଜେଡି ଉପସଭାପତି ପଦରୁ ବହିଷ୍କୃତ ହେଲେ ସୌମ୍ୟ ରଞ୍ଜନ ପଟ୍ଟନାୟକ
ବିଜେଡି ଉପସଭାପତି ପଦରୁ ବହିଷ୍କୃତ ହେଲେ ସୌମ୍ୟ ରଞ୍ଜନ ପଟ୍ଟନାୟକ।
ଭୁବନେଶ୍ବର: ବିଜେଡି ଉପସଭାପତି ପଦରୁ ବିଦା ହେଲେ ଖଣ୍ଡପଡ଼ା ବିଧାୟକ ସୌମ୍ୟ ରଞ୍ଜନ ପଟ୍ଟନାୟକ । ତାଙ୍କୁ ଦଳରୁ ବହିଷ୍କାର କରିଛନ୍ତି ଦଳର ସୁପ୍ରିମୋ ନବୀନ ପଟ୍ଟନାୟକ। ଗତ କିଛିଦିନ ହେଲା ଦଳ ବିରୋଧରେ ମନ୍ତବ୍ୟ ଦେଇ ଆସୁଥିଲେ ସୌମ୍ୟ। ସେ ସମ୍ପାଦକୀୟ ଆଳରେ ମିଛି ତଥ୍ୟ ଦେଇ ଭ୍ରମିତ କରିବାକୁ ଅପଚେଷ୍ଟା କରୁଥିଲେ। ଏହା ବିରୋଧରେ ଆଜି ବଡ଼ ପଦକ୍ଷେପ ନେଇଛନ୍ତି ଦଳର ସୁପ୍ରିମୋ ।