Search for:
  • Home/
  • Month: May 2024

ସ୍କୁଲରେ ମଧ୍ୟାହ୍ନ ଭୋଜନ ସହ ଜଳଖିଆ ପାଇଁ “ଆପୁର୍ତି” ଯୋଜନା ଆରମ୍ଭ ହେବ

ସଂକଳ୍ପପତ୍ର”ର ସମସ୍ତ ପ୍ରତିଶ୍ରୁତିକୁ ପୂରଣ କରିବ ବିଜେପି : ଅପରାଜିତା ଷଡଙ୍ଗୀ  ସ୍କୁଲରେ ମଧ୍ୟାହ୍ନ ଭୋଜନ ସହ ଜଳଖିଆ ପାଇଁ “ଆପୁର୍ତି” ଯୋଜନା ଆରମ୍ଭ ହେବ  ସୁଭଦ୍ରା ଯୋଜନାରେ ୫୦ ହଜାରର କ୍ୟାସ ଭାଉଚର ମହିଳାଙ୍କୁ ଦେବ ବିଜେପି  ଆଗାମୀ ପିଢ଼ିର ନିର୍ମାଣ ବିଜେପିର ଲକ୍ଷ୍ୟ ଭୁବନେଶ୍ୱର, ତା.୦୯/୦୫: ଓଡିଶା ହେଉଛି ଅନନ୍ତ ସମ୍ଭାବନାର ପ୍ରଦେଶ । ପ୍ରାକୃତିକ ଓ ମାନବ ସମ୍ପଦରେ ଭରପୁର ଓଡ଼ିଶା [...]

ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କୁ ଭେଟିଲା ବିଜେପି ପ୍ରତିନିଧିମଣ୍ଡଳୀ

ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କୁ ଭେଟିଲା ବିଜେପି ପ୍ରତିନିଧିମଣ୍ଡଳୀ *ପୂର୍ବତନ ମନ୍ତ୍ରୀ ସ୍ନେହାଙ୍ଗୀନି ଛୁରୀଆଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ନେବା ସହ ତାଙ୍କୁ ନିର୍ବାଚନୀ କାର୍ଯ୍ୟରୁ ବିରତ ରଖାଯାଉ : ଗୋଲକ ମହାପାତ୍ର*  ପୂର୍ବତନ ମନ୍ତ୍ରୀଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ ନକରନ୍ତି, ତାହାଲେ ବିଜେପି ପକ୍ଷରୁ ସିଇଓଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ଦିଆଯିବ  ସରକାରୀ କର୍ମଚାରୀ ଶାସକ ବିଜେଡିର ନିର୍ବାଚନ ପ୍ରଚାରରୁ ଦୂରେଇ ରୁହନ୍ତୁ  ମୁକ୍ତ, ଅବାଧ, [...]

ମୋଦି ଗ୍ୟାରେଂଟି ନେଇ ଆସନ୍ତା କାଲି ଦୁଇ ଦିନିଆ ନିର୍ବାଚନ ପ୍ରଚାରରେ ଓଡ଼ିଶା ଗସ୍ତରେ ଆସୁଛନ୍ତି ପ୍ରଧାନମନ୍ତ୍ରୀ

ମୋଦି ଗ୍ୟାରେଂଟି ନେଇ ଆସନ୍ତା କାଲି ଦୁଇ ଦିନିଆ ନିର୍ବାଚନ ପ୍ରଚାରରେ ଓଡ଼ିଶା ଗସ୍ତରେ ଆସୁଛନ୍ତି ପ୍ରଧାନମନ୍ତ୍ରୀ  ଆସନ୍ତା କାଲି ଭୁବନେଶ୍ୱରରେ ରୋଡ ସୋରେ ଯୋଗ ଦେବେ ପ୍ରଧାନମନ୍ତ୍ରୀ  ସନ୍ଧ୍ୟା ୬ ଟାରେ ରାଜ୍ୟ କାର୍ଯ୍ୟାଳୟରୁ ବାଣୀବିହାର ପର୍ଯ୍ୟନ୍ତ ରୋଡ ସୋ କରିବେ ମୋଦି  ଆସନ୍ତା ୧୧ ତାରିଖ ଦିନ କନ୍ଧମାଳ (ଫୁଲବାଣୀ), ବଲାଙ୍ଗୀର ଓ ବରଗଡଠାରେ ଅନୁଷ୍ଠିତ ଜନସଭାକୁ ସମ୍ବୋଧିତ କରିବେ ପ୍ରଧାନମନ୍ତ୍ରୀ ଭୁବନେଶ୍ୱର, [...]

ଘୋଷଣାପତ୍ର (ମେନିଫେଷ୍ଟୋ)

ଘୋଷଣାପତ୍ର (ମେନିଫେଷ୍ଟୋ) ଭୁବନେଶ୍ୱର:ଏହି ମନିଫେଷ୍ଟୋ ଓଡ଼ିଶାରେ ଇତିହାସ ଲିପିବଦ୍ଧ କରିବ। ଗତ 24 ବର୍ଷ ମଧ୍ୟରେ, ବିଜେଡି ସରକାର ଓଡିଶାକୁ ଏକ ଗରିବ, କ୍ଷୁଧା ପ୍ରବଣ, ପ୍ରାକୃତିକ ବିପର୍ଯ୍ୟୟ ଦ୍ୱାରା କବଳିତ ପଛୁଆ ରାଜ୍ୟରୁ ଆଧୁନିକ ଅଭିବୃଦ୍ଧି ଭିତ୍ତିକ, ସଂସ୍କୃତି ଏବଂ ଅସ୍ମିତାର ପରିଚୟ ଭିତ୍ତିକ ରାଜ୍ୟରେ ପରିଣତ କରିପାରିଛି | ପ୍ରଭୁ ଜଗନ୍ନାଥଙ୍କ କୃପା ଏବଂ ଜନସାଧାରଣଙ୍କ ଆଶୀର୍ବାଦ ସହିତ, ଏହି ଲୋକାଭିମୁଖୀ ମନିଫେଷ୍ଟୋରେ ଉପସ୍ଥାପିତ ହୋଇଥିବା ଗ୍ୟାରେଣ୍ଟିଗୁଡିକ [...]

ନିଖିଳ ଓଡିଶା ଅଟୋ ଟାକ୍ସି ଚାଳକ ମହାସଙ୍ଘର ଏକ ସାଧାରଣ ସଭା

ଭୁବନେଶ୍ୱର:ଆଜ ତା 9/5/2024ରିଖ ଗୁରୁବାର ସମୟ ସକାଳ 11ଘଟିକା ସ୍ଥାନ unit-6 ବିଜୁ ଶ୍ରମିକ ସାମୁଖ୍ୟ ସଭା କକ୍ଷ ରେ ନିଖିଳ ଓଡିଶା ଅଟୋ ଟାକ୍ସି ଚାଳକ ମହାସଙ୍ଘର ଏକ ସାଧାରଣ ସଭା ହୋଇଯାଇଛି l ଭୁବନେଶ୍ୱର ର ଶତାଧିକ ଅଟୋ ସଙ୍ଘ ଓ ପ୍ରମୁଖ ଟାକ୍ସି ୟୁନିୟନ ର କାର୍ଯ୍ୟକର୍ତା ଓ ଚାଳକ ଭାଇମାନେ ଉପସ୍ଥିତ ଥିଲେ l ଆଜିର ବୈଠକ ରେ ରାଜ୍ୟସଭାପତି ଓ ଭୁବନେଶ୍ୱର ଅଟୋ [...]

ପ୍ରିୟଦର୍ଶୀଙ୍କ ନିର୍ବାଚନ ପ୍ରଚାର

ପ୍ରିୟଦର୍ଶୀଙ୍କ ନିର୍ବାଚନ ପ୍ରଚାର। ଭୁବନେଶ୍ବର9/5 ନିର୍ବାଚନ ଯେତିକି ପାଖେଇ ଆସୁଛି ଭୋଟରଙ୍କଠୁ ଆରମ୍ଭ କରି ପ୍ରାର୍ଥୀମାନେ ସେତିକି ତତ୍ପର ହୋଇ ଉଠିଛନ୍ତି।ଭୁବନେଶ୍ବର ଉତ୍ତର ନିର୍ବାଚନମଣ୍ଡଳୀର 11ନମ୍ବର ଓ୍ବାର୍ଡର vss ନଗର ହାଟ ଛକ ଠାରେ। ଏକ ଚା ଖଟି କାର୍ଯକ୍ରମ ଆୟୋଜିତ ହୋଇଥିଲା ଏଠାରେ ଉପସ୍ଥିତ ବୁଦ୍ଧିଜୀବୀ ଓ ଯୁବବର୍ଗମଧ୍ୟରେ ରାଜନୀତି ନେଇ ଚର୍ଚ୍ଚା ସରଗମ ଥିଲା ଏହି କାର୍ଯ୍ୟକ୍ରମରେ ପୂର୍ବତନ ବିଧାୟକ ତଥା ବିଜେପି ବିଧାୟକ ପ୍ରାର୍ଥୀ ପ୍ରିୟଦର୍ଶୀ [...]

ମହିଳା ସଶକ୍ତିକରଣରେ ସୁଭଦ୍ରା ଯୋଜନା ଓ ଲକ୍ଷପତି ଦିଦି ଯୁଗାନ୍ତକାରୀ କ୍ରାନ୍ତି ଆଣିବ* : *ଜଗନ୍ନାଥ ପ୍ରଧାନ*

ମହିଳା ସଶକ୍ତିକରଣରେ ସୁଭଦ୍ରା ଯୋଜନା ଓ ଲକ୍ଷପତି ଦିଦି ଯୁଗାନ୍ତକାରୀ କ୍ରାନ୍ତି ଆଣିବ* : *ଜଗନ୍ନାଥ ପ୍ରଧାନ*   ଭୁବନେଶ୍ବର୦୯,୦୫… ଆମ ସଂସ୍କୃତିରେ ମହିଳାଙ୍କୁ ସର୍ବୋଚ୍ଚ ସ୍ଥାନ ଦିଆଜିବା ସହ ସେମାନଙ୍କୁ ମା’ ରୂପେ ବନ୍ଦନା କରାଯିବା ସାରା ବିଶ୍ବବାସୀଙ୍କୁ ପ୍ରେରିତ କରିଥାଏ ା ଏକ ଶୃଙ୍ଖଳିତ ପରିବାର ହେଉ ଅବା ସଶକ୍ତ ରାଷ୍ଟ୍ର ଏବଂ ବିକଶିତ ସମାଜ ଗଠନରେ ସଦାସର୍ବଦା ମହିଳାମାନେ ଗୁରୁତ୍ବପୂର୍ଣ୍ଣ ବୋଲି ମଧ୍ୟ ନିର୍ବାଚନ ମଣ୍ଡଳୀ [...]

ରାଜଧାନୀ ଭୁବନେଶ୍ବରର ମଞ୍ଚେଶ୍ବର ଥାନା ଅଧୀନ ପଳାଶୁଣୀ ଛକ ନିକଟରେ ଟ୍ରକ୍‌ ଧକ୍କାରେ ମୃତ୍ୟୁ

  ଭୁବନେଶ୍ୱର:ରାଜଧାନୀ ଭୁବନେଶ୍ବରର ମଞ୍ଚେଶ୍ବର ଥାନା ଅଧୀନ ପଳାଶୁଣୀ ଛକ ନିକଟରେ ଟ୍ରକ୍‌ ଧକ୍କାରେ ମୃତ୍ୟୁ  ଦଂପତିଙ୍କର ପରିଚୟ ମିଳିଛି। ମୃତ ଦଂପତି ହେଲେ ସୁବର୍ଣ୍ଣପୁର ଜିଲ୍ଲା ସୁବଳୟା ଥାନା ଅଧୀନ ଆନନ୍ଦପୁର ନିବାସୀ ତଥା ଅବସରପ୍ରାପ୍ତ ଉମେଶ ପାଣିଗ୍ରାହୀ (୬୬) ଓ ତାଙ୍କ ସ୍ତ୍ରୀ ନଳିନୀ ପାଣିଗ୍ରାହୀ (୬୨)। ଉଭୟ ସ୍ବାମୀ-ସ୍ତ୍ରୀ ଉମେଶ ଓ ନଳିନୀ ସୁବର୍ଣ୍ଣପୁର ଜିଲ୍ଲା ଉଲୁଣ୍ଡାରେ ରୁହନ୍ତି। ପ୍ରତିବର୍ଷ ଭଳି ଏଥର ମଧ୍ୟ ନିଜର [...]

ମୋଦୀ ଗ୍ୟାରେଣ୍ଟି କାର୍ଡ ବାଣ୍ଟିବା ସହ ବିଜେପିର ସଂକଳ୍ପ ପତ୍ର ଉପରେ ଅବଗତ କରାଇଲେ

ବିଜେପିକୁ ନେଇ ଲୋକଙ୍କ ମଧ୍ୟରେ ବହୁତ ଶ୍ରଦ୍ଧା ଓ ଉତ୍ସାହ ଅଛି – ଧର୍ମେନ୍ଦ୍ର ପ୍ରଧାନ • ମୋଦୀ ଗ୍ୟାରେଣ୍ଟି କାର୍ଡ ବାଣ୍ଟିବା ସହ ବିଜେପିର ସଂକଳ୍ପ ପତ୍ର ଉପରେ ଅବଗତ କରାଇଲେ • ମୋଦୀ ଗ୍ୟାରେଣ୍ଟି ଲୋକଙ୍କ ଜୀବନକୁ ସହଜ ଓ ସରଳ କରିଛି • ଐତିହାସିକ କୁଞ୍ଜେଲପଡାର ଜନମତ ଓଡ଼ିଶାରେ ବିଜେପି ସରକାରର ବଡ ସଙ୍କେତ ଦେଉଛି • କୁଞ୍ଜେଲପଡା ସ୍ଥିତ ବୁଢି ମାଆ ଗଳିରେ କାର୍ଯ୍ୟକର୍ତ୍ତାଙ୍କ [...]

ଖୋର୍ଦ୍ଧା ରୋଡ୍-ବଲାଙ୍ଗୀର ରେଳ ଲାଇନ ପ୍ରକଳ୍ପର ବୌଦ୍ଧ-ଚମ୍ପାପୁର ରେଳ ସେକ୍ସନର ନିରୀକ୍ଷଣ

ପୂର୍ବତଟ ରେଳପଥ ମହାପ୍ରବନ୍ଧକଙ୍କ ଦ୍ୱାରା ଖୋର୍ଦ୍ଧା ରୋଡ୍-ବଲାଙ୍ଗୀର ରେଳ ଲାଇନ୍ ପ୍ରକଳ୍ପର ବୌଦ୍ଧ-ଚମ୍ପାପୁର ରେଳ ସେକ୍ସନ ନିରୀକ୍ଷଣ: ପୂର୍ବତଟ ରେଳପଥର କାର୍ଯ୍ୟକାରୀ ମହାପ୍ରବନ୍ଧକ ଶ୍ରୀ ମହେଶ କୁମାର ବେହେରା ଆଜି ଖୋର୍ଦ୍ଧା ରୋଡ୍-ବଲାଙ୍ଗୀର ରେଳ ଲାଇନ ପ୍ରକଳ୍ପର ବୌଦ୍ଧ-ଚମ୍ପାପୁର ରେଳ ସେକ୍ସନର ନିରୀକ୍ଷଣ କରିଛନ୍ତି | ନିରୀକ୍ଷଣ ସମୟରେ ଶ୍ରୀ ବେହେରା ନିର୍ମାଣ କାର୍ଯ୍ୟର ଅଗ୍ରଗତି ସମ୍ବନ୍ଧରେ ଅବଗତ ହୋଇଛନ୍ତି | ନିର୍ମାଣ କାର୍ଯ୍ୟ ଅଗ୍ରଗତିର ସମୀକ୍ଷା କରି ପ୍ରକଳ୍ପର [...]