Search for:
  • Home/
  • Month: February 2024

ନିର୍ବାଚନୀ ଗସ୍ତ କରୁଥିବା ଅନ୍ୟ ଦଳର ନେତାଙ୍କୁ ଦରଖାସ୍ତ ଦେଇ ଦେଖନ୍ତୁ, କେତେ ଦିନରେ ହେଉଛି ସମାଧାନ : କାର୍ତ୍ତିକ ପାଣ୍ଡିଆନ

ନିର୍ବାଚନୀ ଗସ୍ତ କରୁଥିବା ଅନ୍ୟ ଦଳର ନେତାଙ୍କୁ ଦରଖାସ୍ତ ଦେଇ ଦେଖନ୍ତୁ, କେତେ ଦିନରେ ହେଉଛି ସମାଧାନ : କାର୍ତ୍ତିକ ପାଣ୍ଡିଆନ – ନିର୍ବାଚନୀ ପ୍ରତିଶ୍ରୁତି ଦେଉଥିବା ନେତାଙ୍କୁ ତୀର୍ଯକ ବାଣ – ସବୁଠୁ କମ ସମୟରେ ଲୋକଙ୍କ ଦରଖାସ୍ତ ଉପରେ ମୁଖ୍ୟମନ୍ତ୍ରୀ ନେଉଛନ୍ତି ପଦକ୍ଷେପ – ସମ୍ବଲପୁର ଜିଲ୍ଲା ପାଇଁ ୫୮ କୋଟି ଟଙ୍କାର ୧୩୪୭ଟି କାର୍ଯ୍ୟ ମଂଜୁରୀପତ୍ର ବଣ୍ଟନ – ୫ରୁ ୧୦ ଦିନ ଭିତରେ ହେଉଛି [...]

ସାମ୍ବାଦିକ ସୁରକ୍ଷା ଆଇନ ତୁରନ୍ତ ଲାଗୁ ହେଉ,

ସାମ୍ବାଦିକ ସୁରକ୍ଷା ଆଇନ ତୁରନ୍ତ ଲାଗୁ ହେଉ, ନିର୍ବାଚନ ପୂର୍ବରୁ ଘୋଷଣା ହେଉ ଭୁବନେଶ୍ୱର,୧୪/୨:ନିର୍ବାଚନ ଘୋଷଣା ପୂର୍ବରୁ ସାମ୍ବାଦିକ ସୁରକ୍ଷା ପାଇଁ ସ୍ୱତନ୍ତ୍ର ଆଇନ୍ ପ୍ରଣୟନ କରିବାକୁ ଦାବି କରିଛି ସାମ୍ବାଦିକ ମିଳିତ ମଂଚ । ଏଥି ପାଇଁ ରାଜ୍ୟ ସରକାର ତୁରନ୍ତ କମିଟି ଘୋଷଣା କରିବାକୁ ମଂଚର ଆବାହକ ଲିଙ୍ଗରାଜ ସାହୁ ଦାବି କରିଛନ୍ତି । ଶ୍ରୀ କହିଛନ୍ତି ଯେ, ଅନେକ ସମୟରେ କାର୍ଯ୍ୟରତ ସାମ୍ବାଦିକମାନେ କର୍ତବ୍ୟ କରୁଥିବା [...]

ପୁଲିସ ର ଶିଥିଳ ତଦନ୍ତ ନେଇ ଅସନ୍ତୁଷ୍ଟ।

ଭୁବନେଶ୍ୱର:ପୁଅର ଅସମୟ ମୃତ୍ୟୁ ପାଇଁ ଦାୟୀ କିଏ ! ଡାକ୍ତରଖାନା ରିପୋର୍ଟ ରେ ଯାହା ଅଛି , ଗଣମାଧ୍ୟମକୁ ତାହା କହିଲେନି କାହିଁକି ! କାହିଁକି କହିଲେ ବେଡ଼ ରୁ ଉଠି ଶୌଚ ହେବାକୁ ଯାଇଥିଲା , ସେଠାରେ ପଡି ହୃଦଘାତ ରେ ମୃତ୍ୟୁ ହୋଇଛି ! ଏପରି ବିଭିନ୍ନ ଅସମାହିତ ପ୍ରଶ୍ନର ଉତ୍ତର ନପାଇ ପୁଅକୁ ହରାଇଥିବା ପରିବାର ଲୋକେ ଶେଷରେ ମାନବାଧିକାର କମିଶନ ଙ୍କ ଦ୍ୱାରସ୍ଥ ହୋଇଛନ୍ତି [...]

ରାଜ୍ୟସ୍ତରୀୟ ଦକ୍ଷତା ବିକାଶ କାର୍ଯ୍ୟକ୍ରମ ମାଧ୍ୟମରେ ମିଶନଶକ୍ତି ଗୋଷ୍ଠୀର ସଶକ୍ତିକରଣ

ରାଜ୍ୟସ୍ତରୀୟ ଦକ୍ଷତା ବିକାଶ କାର୍ଯ୍ୟକ୍ରମ ମାଧ୍ୟମରେ ମିଶନଶକ୍ତି ଗୋଷ୍ଠୀର ସଶକ୍ତିକରଣ  ୨୨୫୦୦ ରୁ ଅଧିକ ମିଶନଶକ୍ତି ସ୍ୱୟଂ ସହାୟକ ଗୋଷ୍ଠୀ ସାମିଲ  ୫୨୫୦୦ ଗୋଟି ପ୍ରକଳ୍ପ ନିର୍ମାଣ କାର୍ଯ୍ୟ ସମ୍ପୂର୍ଣ୍ଣ ହୋଇ ୭୬ ଲକ୍ଷ ଶ୍ରମ ଦିବସ ସୃଷ୍ଟି ହୋଇପାରିଛି ଭୁବନେଶ୍ୱରର ବୈଶାଖୀ ମହାସଂଘର ଲକ୍ଷ୍ମୀପ୍ରିୟା ରାଉତ କୁହନ୍ତି, “ଆମର ମହାସଂଘ କାର୍ଯ୍ୟ ସମ୍ପାଦନ ଏଜେନ୍ସି ଭାବରେ ଭୁବନେଶ୍ୱର ମ୍ୟୁନିସିପାଲ କର୍ପୋରେସନ୍ (ବିଏମସି) ଠାରୁ ୱାର୍କ ଅର୍ଡର [...]

ମାନ୍ୟବର ମୁଖ୍ୟମନ୍ତ୍ରୀ ଛାତ୍ରଛାତ୍ରୀମାନଙ୍କ ଗୁଣାତ୍ମକ ବିକାଶ ନିମନ୍ତେ ନୂଆ ଓ ଛାତ୍ରବୃତ୍ତି ଯୋଜନା ଘୋଷଣା

  ମାନ୍ୟବର ମୁଖ୍ୟମନ୍ତ୍ରୀ ଛାତ୍ରଛାତ୍ରୀମାନଙ୍କ ଗୁଣାତ୍ମକ ବିକାଶ ନିମନ୍ତେ ନୂଆ ଓ ଛାତ୍ରବୃତ୍ତି ଯୋଜନା ଘୋଷଣା କରିବା ନିଶ୍ଚିତ ଭାବେ ଏକ ଐତିହାସିକ ନିଷ୍ପତି :- ଛାତ୍ର ବିଜେଡି ରାଜ୍ୟ ସଭାପତି +୩ ଏବଂ ପିଜି ଛାତ୍ରଛାତ୍ରୀଙ୍କ ନିମନ୍ତେ ନୂଆ ଓ ଛାତ୍ରବୃତ୍ତି ଯୋଜନା ନିଷ୍ପତ୍ତିକୁ ସ୍ବାଗତ ଜଣାଇବା ସହ ମାନ୍ୟବର ମୁଖ୍ୟମନ୍ତ୍ରୀ ଙ୍କୁ ଧନ୍ୟବାଦ ଜ୍ଞାପନ କଲା ଛାତ୍ର ବିଜେଡ଼ି। ଆଜି ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ଅନୁମୋଦନକ୍ରମେ ରାଜ୍ୟ ସରକାରଙ୍କ [...]

ଓଡିଶା ଅଭିଭାବକ ମହାସଂଘର ଦାବୀ 

ହାଇସ୍କୁଲ ରୂପାନ୍ତରିକରଣକୁ ସ୍ୱାଗତ, ବିଷୟ ଭିତିକ ଶିକ୍ଷକ ନିଯୁକ୍ତି ସହ ପ୍ରାଇମେରୀ ସ୍କୁଲ ଗୁଡିକୁ ରୂପାନ୍ତରଣ ତୁରନ୍ତ କରିବାକୁ ଓଡିଶା ଅଭିଭାବକ ମହାସଂଘର ଦାବୀ ଭୁବନେଶ୍ୱର ତା 13ରିଖ l ରାଜ୍ୟରେ ସମୁଦାୟ 8681 ହାଇ ସ୍କୁଲ ରୂପାନ୍ତରିକରଣ ହୋଇଛି l ସ୍କୁଲ ଗୃହ, ସ୍ମାର୍ଟ କ୍ଲାସ ରୁମ, ଟଏଲେଟ, ଲାବୋରା୍ଟୋରୀ, କମ୍ପୁଟର ଲାବ ଆଦି ନିର୍ମାଣ ହୋଇଛି l ପିଲାଙ୍କୁ ଗୁଣାତ୍ମକ ଶିକ୍ଷା ପ୍ରଦାନ କ୍ଷେତ୍ରରେ ଏହା ନିଶ୍ଚିତ [...]

ମମତା ଯୋଜନା ସହାୟତା ରାଶି ୨ଗୁଣ ହେଲା 5,000 ରୁ ୧୦,୦୦୦ ଟଙ୍କା ବଢିଲା

  ମମତା ଯୋଜନା ସହାୟତା ରାଶି ୨ଗୁଣ ହେଲା 5,000 ରୁ ୧୦,୦୦୦ ଟଙ୍କା ବଢିଲା ୨ଟି କିସ୍ତିରେ ୬,୦୦୦ ଏବଂ ୪,୦୦୦ ଟଙ୍କା ହିତାଧିକାରୀ ପାଇବେ ଅଗଷ୍ଟ ୨୦୨୩ରୁ ସମସ୍ତ ଯୋଗ୍ୟ ହିତାଧିକାରୀ ଏହି ବର୍ଦ୍ଧିତ ରାଶି ପାଇବେ ବକେୟା ରାଶି ଫେବୃଆରୀ ୨୦ ରୁ ୨୫ ତାରିଖ ମଧ୍ୟରେ ମିଳିବ ଭୁବନେଶ୍ୱର ତା.୧୩.0୨.୨୦୨4ମମତା ଯୋଜନା ସହାୟତା ରାଶି ୨ଗୁଣ କରିବା ପାଇଁ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ [...]

ଏସସି/ଏସଟି, ନିର୍ମାଣ ଶ୍ରମିକଙ୍କ ପୁଅ ମାନଙ୍କୁ ୧୦ହଜାର, ଝିଅ ମାନଙ୍କୁ ୧୧ ହଜାର ଟଙ୍କାର ବାର୍ଷିକ ଛାତ୍ରବୃତ୍ତି

5T, ନବୀନ ଓଡ଼ିଶା ଅଧ୍ୟକ୍ଷ କାର୍ତ୍ତିକ ପାଣ୍ଡିଆନଙ୍କ ଯାଜପୁର ଗସ୍ତ ‘ନୂଆ-ଓ ଛାତ୍ରବୃତ୍ତି’ ଯୋଜନା ସଂପର୍କରେ ବୁଝାଇଲେ ସରକାରୀ ବିଶ୍ୱବିଦ୍ୟାଳୟ, ସରକାରୀ ଅନୁଦାନପ୍ରାପ୍ତ, ଅଣଅନୁଦାନ ପ୍ରାପ୍ତ ଓ ସଂସ୍କୃତ ମହାବିଦ୍ୟାଳୟରେ ପଢୁଥିବା ଛାତ୍ରଛାତ୍ରୀ ଏହି ଯୋଜନାରେ ବୃତ୍ତି ପାଇବେ ଛାତ୍ର ମାନଙ୍କୁ ୯ ହଜାର, ଛାତ୍ରୀମାନଙ୍କୁ ୧୦ ହଜାର ଟଙ୍କାର ବାର୍ଷିକ ବୃତ୍ତି ଏସସି/ଏସଟି, ନିର୍ମାଣ ଶ୍ରମିକଙ୍କ ପୁଅ ମାନଙ୍କୁ ୧୦ହଜାର, ଝିଅ ମାନଙ୍କୁ ୧୧ ହଜାର ଟଙ୍କାର ବାର୍ଷିକ [...]

ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିରରେ ୧୧ ତମ ବାର୍ଷିକ ଉତ୍ସବ ମହାସମାରୋହ

ଭୁବନେଶ୍ୱର:ଗତ କାଲି ତା ୧୧.୨.୨୦୨୪ ରିଖ ସନ୍ଧ୍ୟାରେ ଭୁବନେଶ୍ଵରର ୟୁନିଟ -୬ ସ୍ଥିତ ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିରରେ ୧୧ ତମ ବାର୍ଷିକ ଉତ୍ସବ ମହାସମାରୋହରେ ପାଳିତ ହୋଇ ଯାଇଛି। ଉତ୍ସବରେ ମୁଖ୍ୟ ଅତିଥି ଭାବେ ଅବସର ପ୍ରାପ୍ତ ଆଇ ଏ ଏସ ତଥା ଓଡିଶା ସରକାରଙ୍କ ପୂର୍ବତନ ଅତିରିକ୍ତ ମୁଖ୍ୟ ସଚିବ ଶ୍ରୀଯୁକ୍ତ ମଧୁସୂଦନ ପାଢ଼ୀ ଯୋଗ ଦେଇଥିବା ବେଳେ ବିଶିଷ୍ଟ ଶିକ୍ଷାବିତ୍ ତଥା ପ୍ରଖ୍ୟାତ ସ୍ତମ୍ଭକାର ଓ ବାଗ୍ମୀ [...]

5T ସ୍କୁଲ ରୂପାନ୍ତରଣର ୪ର୍ଥ ପର୍ଯ୍ୟାୟର ଅନ୍ତିମ ଦିନରେ ଯାଜପୁର ଜିଲ୍ଲାର ୮୭ଟି ସ୍କୁଲ ଲୋକାର୍ପିତ

  5T ସ୍କୁଲ ରୂପାନ୍ତରଣର ୪ର୍ଥ ପର୍ଯ୍ୟାୟର ଅନ୍ତିମ ଦିନରେ ଯାଜପୁର ଜିଲ୍ଲାର ୮୭ଟି ସ୍କୁଲ ଲୋକାର୍ପିତ ୪ଟି ପର୍ଯ୍ୟାୟରେ ସମୁଦାୟ ୮୬୮୧ଟି ସ୍କୁଲର ଲୋକାର୍ପଣ ଶିକ୍ଷାରେ Technologyର ପ୍ରୟୋଗ ପିଲାଙ୍କୁ ଯୁଗୋପଯୋଗୀ କରିପାରିଛି, ରୂପାନ୍ତରିତ ସ୍କୁଲର ପିଲା ଜୀବନର ସବୁ କ୍ଷେତ୍ରରେ ସଫଳ ହେବେ- ମୁଖ୍ୟମନ୍ତ୍ରୀ 5T ସ୍କୁଲ ମାଧ୍ୟମରେ ମୁଖ୍ୟମନ୍ତ୍ରୀ ପିଲାମାନଙ୍କୁ ବଡ ବଡ ସ୍ୱପ୍ନ ଦେଖିବା ପାଇଁ ସାହାସ ଦେଇଛନ୍ତି, ଏଥିପାଇଁ ସୁଯୋଗ ସୃଷ୍ଟି କରିଛନ୍ତି, [...]