Search for:
  • Home/
  • Month: August 2023

ରାଜଧାନୀରେ ବସ୍ତି ବାସିନ୍ଦାଙ୍କୁ ମିଛ ପଟ୍ଟା ବଣ୍ଟନକୁ ନେଇ ବିଜେପି ର ବିଶାଳ ବିକ୍ଷୋଭ ପ୍ରଦର୍ଶନ ସହ ବିଏମସି ଅଫିସ୍ ଘେରାଉ।

ରାଜଧାନୀରେ ବସ୍ତି ବାସିନ୍ଦାଙ୍କୁ ମିଛ ପଟ୍ଟା ବଣ୍ଟନକୁ ନେଇ ବିଜେପି ର ବିଶାଳ ବିକ୍ଷୋଭ ପ୍ରଦର୍ଶନ ସହ ବିଏମସି ଅଫିସ୍ ଘେରାଉ। ବସ୍ତି ବାସିନ୍ଦାଙ୍କ ପ୍ରତି ହୋଇଛି ଶତାବ୍ଦିର ସବୁଠୁ ବଡ଼ ପ୍ରତାରଣା: ବାବୁ ସିଂ ରାଜ୍ୟ ସରକାରଙ୍କ ଜାଗା ମିଶନ ଜାହା ସମ୍ପୂର୍ଣ ରୂପେ ଫେଲ ହୋଇଛି। ଯୋଜନାକୁ ୬ ବର୍ଷ ପୁରିଥିଲେ ମଧ୍ୟ ତାହା ଯୋଗ୍ୟ ହିତାଧିକାରି ଙ୍କୁ ଜମି ପଟ୍ଟା ମିଳିପାରିନାହିଁ। ଯେଉଁଥିପାଇଁ ଆଜି ଭାରତୀୟ [...]

ଚତୁର୍ଥ କାଞ୍ଚନ କର୍ପୋରେଟ ଆୱାଡର଼୍-୨୦୨୩

ଚତୁର୍ଥ କାଞ୍ଚନ କର୍ପୋରେଟ ଆୱାଡର଼୍-୨୦୨୩ ଭୁବନେଶ୍ୱର, ୨୮.୮ : ଓଡ଼ିଶାର ଅଗ୍ରଣୀ ସାମାଜିକ ଓ ସାଂସ୍କୃତିକ ଅନୁଷ୍ଠାନ କାଞ୍ଚନ ଫାଉଣ୍ଡେସନ ପକ୍ଷରୁ ଚତୁର୍ଥ କାଞ୍ଚନ କର୍ପୋରେଟ ଆୱାଡର଼୍-୨୦୨୩ ଭୁବନେଶ୍ୱରସ୍ଥିତ ହୋଟେଲ ଏକ୍ସିଲେନ୍ସି ଠାରେ ଅନୁଷ୍ଠିତ ହୋଇଯାଇଛି । ଅନୁଷ୍ଠାନର ସମ୍ପାଦକ ତାପସ ରଞ୍ଜନ ମଲ୍ଲିକଙ୍କ ସଭାପତିତ୍ୱରେ ଆୟୋଜିତ କାର୍ଯ୍ୟକ୍ରମରେ ପୂର୍ବତନ ଅର୍ଥମନ୍ତ୍ରୀ ତଥା କେନ୍ଦ୍ରାପଡ଼ା ବିଧାୟକ ଶ୍ରୀଯୁକ୍ତ ଶଶୀଭୂଷଣ ବେହେରା ମୁଖ୍ୟ ଅତିଥି ଭାବେ ଯୋଗଦେଇ ଆନୁଷ୍ଠାନିକ ଭାବେ ଉଦ୍‌ଘାଟନ [...]

ବସ୍ତିବାସିନ୍ଦାଙ୍କ ଜମି ଅଧିକାର ୨୫ ବର୍ଷର ବସ୍ତିବାସିନ୍ଦାଙ୍କ ଆନ୍ଦୋଳନ ସଫଳ ହେଲା : ପ୍ରତାପ ସାହୁ

ବସ୍ତିବାସିନ୍ଦାଙ୍କ ଜମି ଅଧିକାର ୨୫ ବର୍ଷର ବସ୍ତିବାସିନ୍ଦାଙ୍କ ଆନ୍ଦୋଳନ ସଫଳ ହେଲା : ପ୍ରତାପ ସାହୁ ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକଙ୍କୁ କୃତଜ୍ଞତା ଜଣାଇଲେ ପ୍ରତାପ ସାହୁ ବସ୍ତି ୱେଲଫେୟାର ବୋର୍ଡ ଗଠନ କରାଯାଉ ଭୁବନେଶ୍ୱର, ୨୫.୮ : ଓଡ଼ିଶା ବସ୍ତି ସଂଘର୍ଷ ସମିତି ବସ୍ତିବାସିନ୍ଦାଙ୍କୁ ଜମି ଯୋଗାଇ ଦେବା ପାଇଁ ଦୀର୍ଘ ୨୫ବର୍ଷ ଧରି ଆନ୍ଦୋଳନ କରି ଆସୁଥିଲା । ଏହି ଆନ୍ଦୋଳନ ଓଡ଼ିଶାର ମହାନଗର ନିଗମ [...]

ମାନସିକ ସ୍ୱାସ୍ଥ୍ୟ ସଚେତନତା ଉପରେ “ଏକ ସୱାଲ” ର ଅଭିନଵ ପ୍ରୟାସ

ମାନସିକ ସ୍ୱାସ୍ଥ୍ୟ ସଚେତନତା ଉପରେ “ଏକ ସୱାଲ” ର ଅଭିନଵ ପ୍ରୟାସ ଭୁବନେଶ୍ୱର:ବର୍ତ୍ତମାନ ସମୟରେ ବିଶ୍ୱରେ ଏବଂ ସର୍ବ ଭାରତୀୟ ସ୍ତରରେ ମାନସିକ ରୋଗ ତଥା ମାନସିକ ଅସ୍ଥିରତା ହେଉଛି ଏକ ସ୍ଵାସ୍ଥ୍ୟଗତ ଆହ୍ୱାନ l ଯାହାକୁ ସମଗ୍ର ବିଶ୍ୱ ଏବଂ ଭାରତ ମଧ୍ୟ ସମ୍ମୁଖୀନ କରୁଛି l ଗଣନା ଅନୁଯାୟୀ ଏହା ସ୍ପଷ୍ଟ ହୁଏ ଯେ ଆତ୍ମହତ୍ୟା ହେଉଛି ଆମ ଦେଶରେ ହେଉଥିବା ମୃତ୍ୟୁ ର ଏକ ପ୍ରମୁଖ [...]

ସାଂସଦ ଅପରାଜିତା ଷଡଙ୍ଗୀଙ୍କୁ ଆକ୍ରମଣ ପ୍ରସଙ୍ଗରେ

ସାଂସଦ ଅପରାଜିତା ଷଡଙ୍ଗୀଙ୍କୁ ଆକ୍ରମଣ ପ୍ରସଙ୍ଗରେ ଭୟଭୀତ ଓ ଅସୁରକ୍ଷିତ ବିଜୁ ଜନତା ଦଳ ଔଷଧ ବିକଳରେ ତାଟିଆ କାମୁଡୁଛି: ଡ.ଲେଖାଶ୍ରୀ  ଭୁବନେଶ୍ୱର ସାଂସଦଙ୍କ ଉପରେ ବିଜେଡିର ପ୍ରାୟୋଜିତ ଆକ୍ରମଣ ଅତ୍ୟନ୍ତ ଲଜ୍ଜାଜନକ  ୨୩ବର୍ଷର ବିଫଳତାର ବୋଝ ଉପରେ ବସି ଶାସକ ବିଜେଡିର ନେତା ଓ ମନ୍ତ୍ରୀମାନେ ବର୍ତମାନ ରକ୍ତ ଚାଉଳ ଚୋବାଉଛନ୍ତି ଭୁବନେଶ୍ୱର, ତା.୨୮/୦୮: ଗଣତନ୍ତ୍ରରେ ପ୍ରତିବାଦର ବି ଗୋଟିଏ ପରିଧି ରହିଛି । ସାମ୍ବିଧାନିକ [...]

କଳିଙ୍ଗ ହସ୍ପିଟାଲ, ଭୁବନେଶ୍ୱରକୁ ହେତୁବାଦୀଙ୍କ ଶରୀର ଦାନ

କଳିଙ୍ଗ ହସ୍ପିଟାଲ, ଭୁବନେଶ୍ୱରକୁ ହେତୁବାଦୀଙ୍କ ଶରୀର ଦାନ ଭୁବନେଶ୍ୱର ତା ୨୮.୦୮.୨୩: ଆଜି କଳିଙ୍ଗ ଇନଷ୍ଟିଚ୍ୟୁଟ୍ ଅଫ୍ ମେଡିକାଲ ଆଣ୍ଡ୍ ସୋସିଆଲ ସାଇନ୍ସ ହସ୍ପିଟାଲରେ ବ୍ରହ୍ମପୁର ନିବାସୀ ଜି.କାମେଶ୍ୱର ରାଓଙ୍କ ୮୧ ବର୍ଷ ବୟସରେ ମୃତ୍ୟୁପରେ ତାଙ୍କ ମରଶରୀରକୁ ତାଙ୍କ ପରିବାରର ସମସ୍ତ ସଦସ୍ୟଙ୍କ ଉପସ୍ଥିତିରେ କିମ୍ସ ହସ୍ପିଟାଲକୁ ଦାନ କରାଯାଇଛି। ସେ କିଡ୍ନୀ ଜନିତ ସମସ୍ୟା ପାଇଁ ଚିକିତ୍ସିତ ହେଉଥିଲେ। ଗତ କାଲି ୨୭ ଅଗଷ୍ଟରେ କିମ୍ସ ହସ୍ପିଟାଲରେ [...]

ଆଜି ମୁଖ୍ୟମନ୍ତ୍ରୀ ଭୂମିହୀନ ବସ୍ତିବାସିନ୍ଦାଙ୍କୁ ଜମି ପଟ୍ଟା ବଣ୍ଟନ

ଜାଗା ମିଶନରେ ‘ଜମି ପଟ୍ଟା’ ସହ ମିଳିବ ଘର ତିଆରି ସହାୟତା ଏବଂ ବିଜୁଳି, ପାଣି, ସଡକ ଓ ଅନ୍ୟ ମୌଳିକ ସୁବିଧା : ମୁଖ୍ୟମନ୍ତ୍ରୀ ଭୁବନେଶ୍ୱର : ଜାଗା ମିଶନ ଜରିଆରେ ଆଜି ମୁଖ୍ୟମନ୍ତ୍ରୀ ଭୂମିହୀନ ବସ୍ତିବାସିନ୍ଦାଙ୍କୁ ଜମି ପଟ୍ଟା ବଣ୍ଟନ କରିଛନ୍ତି । କଳିଙ୍ଗ ଷ୍ଟାଡିୟମରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ଭୁବନେଶ୍ୱର, କଟକ, ବ୍ରହ୍ମପୁର, ସମ୍ବଲପୁର ଓ ରାଉଲକେଲା- ୫ଟି ମହାନଗର [...]

ମାନସିକ ସ୍ୱାସ୍ଥ୍ୟ ସଚେତନତା ଉପରେ “ଏକ ସୱାଲ” ର ଅଭିନଵ ପ୍ରୟାସ

ମାନସିକ ସ୍ୱାସ୍ଥ୍ୟ ସଚେତନତା ଉପରେ “ଏକ ସୱାଲ” ର ଅଭିନଵ ପ୍ରୟାସ ଭୁବନେଶ୍ୱର:ବର୍ତ୍ତମାନ ସମୟରେ ବିଶ୍ୱରେ ଏବଂ ସର୍ବ ଭାରତୀୟ ସ୍ତରରେ ମାନସିକ ରୋଗ ତଥା ମାନସିକ ଅସ୍ଥିରତା ହେଉଛି ଏକ ସ୍ଵାସ୍ଥ୍ୟଗତ ଆହ୍ୱାନ l ଯାହାକୁ ସମଗ୍ର ବିଶ୍ୱ ଏବଂ ଭାରତ ମଧ୍ୟ ସମ୍ମୁଖୀନ କରୁଛି l ଗଣନା ଅନୁଯାୟୀ ଏହା ସ୍ପଷ୍ଟ ହୁଏ ଯେ ଆତ୍ମହତ୍ୟା ହେଉଛି ଆମ ଦେଶରେ ହେଉଥିବା ମୃତ୍ୟୁ ର ଏକ ପ୍ରମୁଖ [...]

ଜାଗା ମିଶନରେ ୫ଟି ମହାନଗରର ୬୫ ହଜାର ଗରିବ ପରିବାରକୁ ମିଳିଲା ଭୂମି ଅଧିକାର ପ୍ରମାଣ ପତ୍ର

  ମହାନଗରର ଗରିବ ପାଇଲେ ଭୂମି ଅଧିକାର ବସ୍ତି ବାସିନ୍ଦାଙ୍କୁ ଭୂମି ଅଧିକାର ଦେବାରେ ଓଡିଶା ଦେଶର ଏକମାତ୍ର ରାଜ୍ୟ. ଜାଗା ମିଶନରେ ୫ଟି ମହାନଗରର ୬୫ ହଜାର ଗରିବ ପରିବାରକୁ ମିଳିଲା ଭୂମି ଅଧିକାର ପ୍ରମାଣ ପତ୍ର ଜାଗା ସହ ମିଳିବ ଘର ତିଆରି ସହାୟତା, ଏବଂ ବିଜୁଳି, ପାଣି, ସଡକ ଓ ଅନ୍ୟ ମୌଳିକ ସୁବିଧା ବର୍ତ୍ତମାନ ସୁଦ୍ଧା ୧ ହଜାରରୁ ଅଧିକ ବସ୍ତି ବିଜୁ ଆଦର୍ଶ [...]

ଜାଗା ମିଶନରେ ବସ୍ତିବାସିନ୍ଦାଙ୍କୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପଟ୍ଟା ବଣ୍ଟନ

ସହାରାଞ୍ଚଳ ବସ୍ତିବାସିନ୍ଦାଙ୍କୁ ମିଳିବ ଭୂମି ଅଧିକାର, ଆଜି ପଟ୍ଟା ବାଣ୍ଟିବେ ମୁଖ୍ୟମନ୍ତ୍ରୀ  ଜାଗା ମିଶନରେ ବସ୍ତିବାସିନ୍ଦାଙ୍କୁ ସୋମବାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପଟ୍ଟା ବଣ୍ଟନ କରିବେ। ଭୁବନେଶ୍ୱର, ବ୍ରହ୍ମପୁର, କଟକ, ସମ୍ବଲପୁର ଓ ରାଉରକେଲା ଆଦି ୫ ମହାନଗର ନିଗମର ୮୭୫ ବସ୍ତିରୁ ୬୫ ହଜାର ପରିବାରକୁ ପଟ୍ଟାବଣ୍ଟନ କରାଯିବ। ଏଥିପାଇଁ ଭୁବନେଶ୍ୱର କଳିଙ୍ଗ ଷ୍ଟାଡିୟମରେ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମ ଆୟୋଜନ କରାଯାଇଛି। ୬୫ ହଜାର ପରିବାର ମଧ୍ୟରୁ କେବଳ [...]