Search for:
  • Home/
  • Month: July 2023

ମୋଦି ସରକାରଙ୍କ ୯ବର୍ଷ ପୂର୍ତି ଅବସରରେ ମହା ଜନସଂପର୍କ ଅଭିଯାନ

ମୋଦି ସରକାରଙ୍କ ୯ବର୍ଷ ପୂର୍ତି ଅବସରରେ ମହା ଜନସଂପର୍କ ଅଭିଯାନ ୯ବର୍ଷରେ ମୋଦିଜୀ ଯାହା କରିଛନ୍ତି ସ୍ୱାଧୀନତା ପରଠାରୁ ସାଧାରଣ ଜନତାଙ୍କ ପାଇଁ ତାହା ହୋଇନଥିଲା: ମନମୋହନ ସାମଲ  ଗରୀବ ଲୋକ ବଂଚିବା ଓ କର୍ମ ନିଯୁକ୍ତି ପାଇଁ ବିଭିନ୍ନ ଯୋଜନା କରିଛନ୍ତି ମୋଦିଜୀ ଭୁବନେଶ୍ୱର, ତା.୦୩/୦୭: ମୋଦି ସରକାରଙ୍କ ସେବା, ସୁଶାସନ ଓ ଗରୀବକଲ୍ୟାଣର ଗତ ୯ ବର୍ଷର ସଫଳତାକୁ ପ୍ରତ୍ୟେକ ଘରେ ଘରେ ପହଂଚାଇବା ପାଇଁ [...]

ରତ୍ନ ଭଣ୍ଡାର ଚାବି ହଜିବା ଜଗନ୍ନାଥ ମନ୍ଦିର ଇତିହାସରେ ସବୁଠାରୁ କଳଙ୍କିତ ଅଧ୍ୟାୟ: ସମୀର ମହାନ୍ତି

ରତ୍ନ ଭଣ୍ଡାର ଚାବି ହଜିବା ଜଗନ୍ନାଥ ମନ୍ଦିର ଇତିହାସରେ ସବୁଠାରୁ କଳଙ୍କିତ ଅଧ୍ୟାୟ: ସମୀର ମହାନ୍ତି  ରାଜ୍ୟ ସରକାର ରାଜ୍ୟପାଳଙ୍କ ଅଧ୍ୟକ୍ଷତାରେ ଏକ କମିଟି ଗଠନ କରି ତୁରନ୍ତ ରତ୍ନଭଣ୍ଡାର ଖୋଲନ୍ତୁ । ନଚେତ୍ ଜଣେ ସିଟିଙ୍ଗ ଜଜ୍‌ଙ୍କ ନେତୃତ୍ୱରେ ରତ୍ନଭଣ୍ଡାର ଖୋଲାଯାଇ ଇନଭେନଟୋରୀ ପ୍ରସ୍ତୁତ ହେଉ  ଅସଲ ଚାବି କେମିତି ହଜିଲା ଏବଂ ଡୁପ୍ଲିିକେଟ ଚାବି କ’ଣ ହେଲା ? ଏହି ସମ୍ବେଦନଶୀଳ ଘଟଣାର ତଦନ୍ତ [...]

ମୋଦି ସରକାରଙ୍କ ୯ ବର୍ଷରେ ହୋଇଥିବା କାର୍ଯ୍ୟକୁ ନେଇ ପିପିଆରସି ଦ୍ୱାରା ପ୍ରସ୍ତୁତ ତୁଳନାତ୍ମକ ରିପୋର୍ଟର ଉନ୍ମୋଚନ

ମୋଦି ସରକାରଙ୍କ ୯ ବର୍ଷର ସେବା ଅବସରରେ ଆୟୋଜିତ କନକ୍ଲେଭରେ କେନ୍ଦ୍ରମନ୍ତ୍ରୀ ପ୍ରଧାନମନ୍ତ୍ରୀଙ୍କ ଉପରେ ଜନ ଭରସା କୋଭିଡ୍ ମୁକାବିଲାର ବଡ଼ ଅସ୍ତ୍ର ଥିଲା– ଧର୍ମେନ୍ଦ୍ର ପ୍ରଧାନ ·        କଂଗ୍ରେସ ସରକାରର ଶେଷ ୧୦ ବର୍ଷ ଏବଂ ମୋଦି ସରକାରଙ୍କ ୯ ବର୍ଷରେ ହୋଇଥିବା କାର୍ଯ୍ୟକୁ ନେଇ ପିପିଆରସି ଦ୍ୱାରା ପ୍ରସ୍ତୁତ ତୁଳନାତ୍ମକ ରିପୋର୍ଟର ଉନ୍ମୋଚନ କଲେ ·        ସ୍ୱାସ୍ଥ୍ୟ ଓ ଶିକ୍ଷା ସମ୍ପର୍କୀତ କଥାବସ୍ତୁ ଉପରେ ଆୟୋଜିତ କନକ୍ଲେଭରେ ମତ ରଖିଲେ କେନ୍ଦ୍ରମନ୍ତ୍ରୀ ·        ଆଜି କ୍ୱଏତ ଓ ପାପୁଆ ନ୍ୟୁଗିନି ଭଳି ଦେଶରେ ବି ମୋଦିଙ୍କ ବିଶ୍ୱସନୀୟତା ବଢୁଛି ·        ଆମର ଶିକ୍ଷା ବ୍ୟବସ୍ଥା ଭାରତୀୟ ଜ୍ଞାନ ପ୍ରଣାଳୀ ଓ ବୈଶ୍ୱିକ କଲ୍ୟାଣ ଉପରେ ଆଧାରିତ   ନୂଆଦିଲ୍ଲୀ, ଜୁଲାଇ ୦୨ –  କୋଭିଡ୍ ମହାମାରୀ ସମୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଉପରେ ଜନ ଭରସା କୋଭିଡକୁ ମୁକାବିଲା କରିବାର ବଡ଼ ଅସ୍ତ୍ର ଥିଲା ବୋଲି ରବିବାର ଦିଲ୍ଲୀରେ ମୋଦି ସରକାରଙ୍କ ୯ ବର୍ଷର ସେବା ଅବସରରେ [...]

Goa Governor at ‘Kadambini’ and ‘Kunikatha’ Anniversary Celebration

Mother Tongue Perfect Medium Of Expression, Opined Goa Governor at ‘Kadambini’ and ‘Kunikatha’ Anniversary Celebration   Bhubaneswar, July 2: Goa Governor P. S. Sreedharan Pillai on Sunday participated as the chief guest at the 24th-anniversary of the monthly family magazine ‘Kadambini’ and the 13th-anniversary of children’s magazine ‘Kunikatha, lauding the contribution [...]

ଜନବସତି ଅଞ୍ଚଳରେ ନୂଆ ମଦ ବାର ଖୋଲିବା ନେଇ ଜନ ପ୍ରତିବାଦ

ଜନବସତି ଅଞ୍ଚଳରେ ନୂଆ ମଦ ବାର ଖୋଲିବା ନେଇ ଜନ ପ୍ରତିବାଦ ଭୁବନେଶ୍ୱର, ତା ୦୨/୦୭. ଘନ ଜନବସତି ଅଞ୍ଚଳ ଆଇ ଆର ସି ଭିଲେଜରେ ପ୍ରସ୍ତାବିତ ନୂଆ ମଦ ବାର ଖୋଲିବା ନେଇ ଆଜି ସି.ପି.ଆଇ(ଏମ୍ ଏଲ୍)ରେଡଷ୍ଟାର ଓଡ଼ିଶା ରାଜ୍ୟ କମିଟି ନେତୃତ୍ବରେ ଶହ ଶହ ସଂଖ୍ୟାରେ ବସ୍ତି ବାସିନ୍ଦା, ପାର୍ଟି କର୍ମୀ, ଅଖିଳ ଭାରତ କ୍ରାନ୍ତିକାରୀ ମହିଳା ସଂଗଠନ ର ନେତୃବୃନ୍ଦ, ବିଭିନ୍ନ ଶ୍ରମିକ ସଂଗଠକ ସାମିଲ [...]

KiiT Int School Foundation Day Celebration  

Creative Minority Can Change Society as a Whole, Exhorts Goa Governor Gracing KiiT Int School Foundation Day Celebration   Bhubaneswar, July 2: The 17th Foundation Day of KiiT International School was celebrated with great zeal and an overwhelming display of student participation. The event was graced by His Excellency Governor [...]

ରାଜଧାନୀ ରେ ମାତିଛନ୍ତି ଲୁଟେରା, ବାଇକରେ ଆସି ବେକରୁ ଚେନ ଭିଡୁଛଥି।

ଭୁବନେଶ୍ୱରରେ ମାତିଛନ୍ତି ଲୁଟେରା, ବାଇକ ରେ  ଆସି ଆଖି ପିଛୁଳାକେ ଝାମ୍ପି ନେଉଛନ୍ତି ସୁନାଚେନ ଭୁବନେଶ୍ୱର:୦୨.୦୭ ରାଜଧାନୀ ଭୁବନେଶ୍ୱରରେ ଆତଙ୍କ ରଚୁଛନ୍ତି ସୁନାଚେନ ଲୁଟେରା । ବାଇକରେ ଆସି ଆଖି ପିଛୁଳାକେ ଝାମ୍ପି ନେଉଛନ୍ତି ସୁନାଚେନ । ଲୁଟ୍‌‌ର ଶିକାର ହୋଇଥିବା ମହିଳା ହେଲେ ଅହଲ୍ୟା ତ୍ରିପାଠୀ। ସେ ପରିବା ନେଇ ଘରକୁ ଫେରୁଥିବା ବେଳେ ତାଙ୍କ ବେକରୁ ସୁନାଚେନ୍‌‌ ଲୁଟ୍‌‌ ହୋଇଛି। ୨ଜଣ ଯୁବକ ଏକ ବାଇକରେ ଆସି [...]

ରାଜଧାନୀ କବଜା ରେ ପ୍ରି-ଆକ୍ଟିଭ୍‌‌ ସିମ୍‌‌

ଭୁବନେଶ୍ୱର: ୦୨.୦୭ ପ୍ରି-ଆକ୍ଟିଭ୍‌‌ ସିମ୍‌‌ ପାଇଁ ଏବେ ଅପରାଧ ବଢୁଛି। ବିଶେଷକରି ପ୍ରି-ଆକ୍ଟିଭ୍‌‌ ସିମ୍‌‌କୁ ସାଇବର ଠକ ଏବଂ ଆତଙ୍କବାଦୀମାନେ ବ୍ୟବହାର କରୁଛନ୍ତି। ଏହି ସିମ୍‌‌କୁ ବ୍ୟବହାର କରି ଲୋକଙ୍କୁ ଠକିବା ଏବଂ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ଲିକ୍‌‌ କରିବା ଭଳି ଅପରାଧ କରୁଛନ୍ତି। ଯାହାକି ଏବେ ସାଇବର ପୁଲିସ, କ୍ରାଇମ୍‌‌ବ୍ରାଞ୍ଚ ପାଇଁ ଚାଲେଞ୍ଜ ପାଲଟିଛି। ସିମ୍‌‌ ଜଣଙ୍କ ନାମରେ ରେଜିଷ୍ଟ୍ରେସନ ହୋଇଥିବା ବେଳେ ଏହାକୁ ଅନ୍ୟ ଜଣେ ବ୍ୟବହାର କରୁଛନ୍ତି। [...]

ଶେଷ ହେଲା ମହାପ୍ରଭୁଙ୍କ ପବିତ୍ର ରଥଯାତ୍ରା।

ଜୁନ୍‌‌ ୨୦ରେ ଆରମ୍ଭ ହୋଇଥିଲା ଚତୁର୍ଦ୍ଧାବିଗ୍ରହଙ୍କ ଶ୍ରୀଗୁଣ୍ଡିଚା ଯାତ୍ରା। ଭୁବନେଶ୍ୱର।ପୁରୀ: ଶେଷ ହେଲା ମହାପ୍ରଭୁଙ୍କ ପବିତ୍ର ରଥଯାତ୍ରା। ନୀଳକନ୍ଦରକୁ ବିଜେ କରିଛନ୍ତି ନୀଳାଦ୍ରିନାଥ। ଦେବସ୍ନାନ ପୂର୍ଣ୍ଣିମାଠାରୁ ଅର୍ଥାତ୍‌‌ ୨୭ ଦିନ ଧରି ଶୂନ୍ୟ ପଡ଼ିଥିବା ରତ୍ନସିଂହାସନ ପୁଣି ପୂରିଉଠିଛି। ବିଜେ କରିଛନ୍ତି ଚତୁର୍ଦ୍ଧାମୂର୍ତ୍ତି। ଏଥିସହ ଚଳିତବର୍ଷର ରଥଯାତ୍ରା ପରିସମାପ୍ତି ଘଟିଛି। ଅଭିମାନିନୀ ଲକ୍ଷ୍ମୀ ସାଆନ୍ତାଣୀଙ୍କୁ ରସଗୋଲା ଖୁଆଇ ମାନଭଞ୍ଜନ କରିବା ପରେ ରତ୍ନବେଦୀକୁ ବିଜେ କରିଛନ୍ତି କାଳିଆ ସାଆନ୍ତ। ଗତକାଲି [...]