Search for:
  • Home/
  • Month: July 2023

ସୌଭାଗ୍ୟ କୁମାର ରଥ ଅଗଷ୍ଟ ମାସରେ ୟୁରୋପ୍‌ ଓ ରୁଷ୍‌ର ସର୍ବୋଚ୍ଚ ଶୃଙ୍ଗ ୧୮୫୧୦ ଫୁଟ ଉଚ୍ଚ ମାଉଣ୍ଟ୍ ଏଲ୍‌ବ୍ରସ୍‌

ୟୁରୋପ୍‌ର ସର୍ବୋଚ୍ଚ ଶୃଙ୍ଗ ଚଢ଼ିବେ ସୌଭାଗ୍ୟ, ଭୁବନେଶ୍ବରରେ ଶୁଭେଚ୍ଛା ସଭା ଭୁବନେଶ୍ବର, ୩୦.୭: ନୟାଗଡ଼ର ଗୌରବ ଆଇରନ୍‌ ମ୍ୟାନ୍‌ ଓ ପର୍ବତାରୋହୀ ସୌଭାଗ୍ୟ କୁମାର ରଥ ଅଗଷ୍ଟ ମାସରେ ୟୁରୋପ୍‌ ଓ ରୁଷ୍‌ର ସର୍ବୋଚ୍ଚ ଶୃଙ୍ଗ ୧୮୫୧୦ ଫୁଟ ଉଚ୍ଚ ମାଉଣ୍ଟ୍ ଏଲ୍‌ବ୍ରସ୍‌ ଚଢ଼ିବାକୁ ଯାଉଛନ୍ତି। ତାଙ୍କୁ ଶୁଭେଚ୍ଛା ଜଣାଇବା ସହ ତାଙ୍କର ସଫଳତା କାମନା କରିବା ପାଇଁ ଆଜି ନୟାଗଡ଼ ବିକାଶ ମଞ୍ଚ ଆନୁକୂଲ୍ୟରେ ଭୁବନେଶ୍ବରଠାରେ ଏକ ସଭାର [...]

ନୂଆଦିଲ୍ଲୀରେ ‘ଅଖିଳ ଭାରତୀୟ ଶିକ୍ଷା ସଙ୍ଗମ’ ଉଦଘାଟନ କଲେ ମାନନୀୟ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀରେ ‘ଅଖିଳ ଭାରତୀୟ ଶିକ୍ଷା ସଙ୍ଗମ’ ଉଦଘାଟନ କଲେ ମାନନୀୟ ପ୍ରଧାନମନ୍ତ୍ରୀ *ପ୍ରତ୍ୟେକ ଯୁବକଙ୍କୁ ସମାନ ଶିକ୍ଷା ସହ ଶିକ୍ଷା ପାଇଁ ସମାନ ସୁଯୋଗ ପ୍ରଦାନ କରିବା ଜାତୀୟ ଶିକ୍ଷା ନୀତିର ପ୍ରାଥମିକତା- ପ୍ରଧାନମନ୍ତ୍ରୀ* *ଭାରତର ଜ୍ଞାନଧାରାକୁ ଭବିଷ୍ୟତରେ ସମୃଦ୍ଧ କରିବା ପାଇଁ ଜାତୀୟ ଶିକ୍ଷା ନୀତି ଏକ ଦୂରଦର୍ଶୀ ଦସ୍ତାବିଜ- ଧର୍ମେନ୍ଦ୍ର ପ୍ରଧାନ* • ଜାତୀୟ ଶିକ୍ଷା ନୀତିର ତୃତୀୟ ବର୍ଷ ପୂର୍ତ୍ତି ଅବସରରେ ପିଏମ ଶ୍ରୀ ଯୋଜନାରେ [...]

ବିଜେଡି ସରକାର “ସବୁଜ ପତ୍ରିକା”ଧାରୀଙ୍କ ପ୍ରତି ପ୍ରତାରଣା କରିଛନ୍ତି : ମନମୋହନ ସାମଲ

ରାଜ୍ୟ ସଭାପତିଙ୍କୁ ଭେଟିଲେ ସବୁଜ ପତ୍ରିକାଧାରୀ ପ୍ରତିନିଧି ଦଳ ବିଜେଡି ସରକାର “ସବୁଜ ପତ୍ରିକା”ଧାରୀଙ୍କ ପ୍ରତି ପ୍ରତାରଣା କରିଛନ୍ତି : ମନମୋହନ ସାମଲ ଭୁବନେଶ୍ୱର, ତା.୨୯/୦୭: ଦେଶରେ ଦୃତ ଜନସଂଖ୍ୟା ବୃଦ୍ଧିକୁ ରୋକିବା ପାଇଁ ଦେଶବାସୀଙ୍କ ସହଯୋଗରେ ୧୯୮୩ ମସିହାରେ ‘ଆମେ ଦୁଇ, ଆମର ଦୁଇ’ର ନାରା ଦେଇ ତତ୍କାଳୀନ ସରକାର “ସବୁଜ ପତ୍ରିକା” ଆରମ୍ଭ କରିଥିଲେ । ବିଭିନ୍ନ ସାମାଜିକ ପ୍ରତିବନ୍ଧକ ଓ ପରିବାରଲୋକଙ୍କ ଆକଟକୁ ଭୃକ୍ଷେପ ନକରି [...]

ଓଡିଶା ବିଜେପି ନେତାଙ୍କ ପାଖରେ କୌଣସି ପ୍ରସଙ୍ଗ ନଥିବାରୁ ସେମାନେ ପ୍ରତି ୧୫ ଦିନରେ ସମ୍ବେଦନଶୀଳ ବିଷୟ ଉପରେ ଦୁର୍ଭାଗ୍ୟପୂର୍ଣ୍ଣ ମନ୍ତବ୍ୟ

ନବ ଦାସ ହତ୍ୟା ମାମଲାକୁ ନେଇ ହୀନ ରାଜନୀତି କରୁଛି ବିଜେପି: ବିଜେଡି ଭୁବନେଶ୍ୱର : ଓଡିଶା ବିଜେପି ନେତାଙ୍କ ପାଖରେ କୌଣସି ପ୍ରସଙ୍ଗ ନଥିବାରୁ ସେମାନେ ପ୍ରତି ୧୫ ଦିନରେ ସମ୍ବେଦନଶୀଳ ବିଷୟ ଉପରେ ଦୁର୍ଭାଗ୍ୟପୂର୍ଣ୍ଣ ମନ୍ତବ୍ୟ ମାନ ଦିଅନ୍ତି । ଏଥର ସେମାନେ ଶ୍ରୀ ନବ ଦାସଙ୍କ ହତ୍ୟା ମାମଲାକୁ ଏଥିପାଇଁ ବାଛିଥିବା କହିଛନ୍ତି ବିଜେଡି ମୁଖପାତ୍ର ତୁମ୍ବନାଥ ପଣ୍ଡା । ଗଣମାଧ୍ୟମକୁ ଶ୍ରୀ ପଣ୍ଡା କହିଛନ୍ତି [...]

ପୂର୍ବତଟ ରେଳପଥ ମହାପ୍ରବନ୍ଧକଙ୍କ ଦ୍ୱାରା ସମ୍ବଲପୁର ରେଳ ମଣ୍ଡଳ ଅନ୍ତର୍ଗତ ପ୍ରକଳ୍ପ ସମୀକ୍ଷା

ପୂର୍ବତଟ ରେଳପଥ ମହାପ୍ରବନ୍ଧକଙ୍କ ଦ୍ୱାରା ସମ୍ବଲପୁର ରେଳ ମଣ୍ଡଳ ଅନ୍ତର୍ଗତ ପ୍ରକଳ୍ପ ସମୀକ୍ଷା : ● ସରଲା ଷ୍ଟେସନରେ ମାଲବାହୀ ଟ୍ରେନ ୱାଗନ୍ ଗୁଡିକର ରୁଟିନ୍ ଓଭର-ହାଉଲିଂ (ROH) ସୁବିଧା ସହିତ ମାଲବାହୀ ଟ୍ରେନ୍ ରକ୍ଷଣାବେକ୍ଷଣ ସୁବିଧା ପାଇଁ ନିର୍ମାଣ କାର୍ଯ୍ୟ ଯୁଦ୍ଧକାଳୀନ ଭିତ୍ତିରେ ଚାଲୁରହିଛି | ● ହୀରାକୁଦ ରେଳ ଷ୍ଟେସନକୁ ପୁନଃ ବିକଶିତ କରାଯିବ | ପୂର୍ବତଟ ରେଳପଥ ମହାପ୍ରବନ୍ଧକ ଶ୍ରୀ ମନୋଜ ଶର୍ମା ଆଜି ସମ୍ବଲପୁର [...]

Travel Operators of Vietnam participate in Roadshow

Odisha Tourism Roadshow Hits a High Note in Hanoi, Vietnam More than 130 Tour & Travel Operators of Vietnam participate in Roadshow Bhubaneswar:29:07 July 2023, Bhubaneswar/Hanoi – With an objective to attract tourists from Southeast Asia, Odisha Tourism conducted its third leg of International Tourism promotional campaign with a Roadshow [...]

ନୂଆଦିଲ୍ଲୀରେ ‘ଅଖିଳ ଭାରତୀୟ ଶିକ୍ଷା ସଙ୍ଗମ’ ଉଦଘାଟନ କଲେ ମାନନୀୟ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀରେ ‘ଅଖିଳ ଭାରତୀୟ ଶିକ୍ଷା ସଙ୍ଗମ’ ଉଦଘାଟନ କଲେ ମାନନୀୟ ପ୍ରଧାନମନ୍ତ୍ରୀ ପ୍ରତ୍ୟେକ ଯୁବକଙ୍କୁ ସମାନ ଶିକ୍ଷା ସହ ଶିକ୍ଷା ପାଇଁ ସମାନ ସୁଯୋଗ ପ୍ରଦାନ କରିବା ଜାତୀୟ ଶିକ୍ଷା ନୀତିର ପ୍ରାଥମିକତା- ପ୍ରଧାନମନ୍ତ୍ରୀ ଭାରତର ଜ୍ଞାନଧାରାକୁ ଭବିଷ୍ୟତରେ ସମୃଦ୍ଧ କରିବା ପାଇଁ ଜାତୀୟ ଶିକ୍ଷା ନୀତି ଏକ ଦୂରଦର୍ଶୀ ଦସ୍ତାବିଜ- ଧର୍ମେନ୍ଦ୍ର ପ୍ରଧାନ • ଜାତୀୟ ଶିକ୍ଷା ନୀତିର ତୃତୀୟ ବର୍ଷ ପୂର୍ତ୍ତି ଅବସରରେ ପିଏମ ଶ୍ରୀ ଯୋଜନାରେ [...]

ଓଡିଶା ସେବକ ସଂଘ ପକ୍ଷରୁ ବୃକ୍ଷ ରୋପଣ।

ଓଡିଶା ସେବକ ସଂଘ ପକ୍ଷରୁ ବୃକ୍ଷ ରୋପଣ ଭୁବନେଶ୍ୱର,୨୯ା୭ : ଓଡିଶା ସେବକ ସଂଘ ପକ୍ଷରୁ ମଞ୍ଚେଶ୍ୱର ସ୍ଥିତ ରେଳବାଇ ଉଚ୍ଚ ବିଦ୍ୟାଳୟ ପରିସରରେ ବୃକ୍ଷ ରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି ।ମୁଖ୍ୟ ଅତିଥି ଭାବେ ୧୨ ନମ୍ବର ଓାର୍ଡର କର୍ପୋରେଟର ଜୟନ୍ତୀ ସାହୁ, ସମ୍ମାନିତ ଅତିଥି ଭାବେ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଗୌରାଙ୍ଗ ଚରଣ ମହାନ୍ତ, ସମାଜସେବୀ ତଥା ଯୁବନେତା ପ୍ରସନ୍ନ କୁମାର ସାହୁ, ଚଗଲା ଜେନା, ମିଟୁ [...]

ସରପଞ୍ଚ ଓ ପଞ୍ଚାୟତ ନିର୍ବାହୀ ଅଧିକାରୀଙ୍କ ମଧ୍ୟରେ ଅଘୋଷିତ ବୁଝାମଣା।

ଲିଙ୍ଗିପୁର ପଞ୍ଚାୟତ ୧ ନଂ ୱାର୍ଡ ନିର୍ବାଚନ ପାଇଁ ୧ ବର୍ଷ ପରେ ମଧ୍ୟ ବିଡ଼ିଓଙ୍କୁ ନ ପଠାଇ ମିଳିମିଶି ·ପିଦେଲେ ସରପଞ୍ଚ ଓ ପଞ୍ଚାୟତ ନିର୍ବାହୀ ଅଧିକାରୀଙ୍କ ମଧ୍ୟରେ ଅଘୋଷିତ ବୁଝାମଣା ଭୁବନେଶ୍ୱର ୨୯/୦୭: ଓଡିଶା ଗ୍ରାମ ପଂଚାୟତ ଆଇନ ୧୯୬୦ ଓ ଆକ୍ଟ ୧୯୬୪ ଅନୁଯାୟୀ ଲିଙ୍ଗିପୁର ଗ୍ରାମ ପଂଚାୟତର ୱାର୍ଡ ମେମ୍ବର ମାନଙ୍କର ଓ ସରପଂଚଙ୍କର ନିର୍ବାଚନ ଅନୁଷ୍ଠିତ ହୋଇଥିଲା । ଏହି ନିର୍ବାଚନରେ ଲିଙ୍ଗିପୁର [...]