Search for:

ତନିସ୍କ ଆସିଲା ନୂଆ ନେଇ ଲିଭା

Spread the love

Loading

 

ଭୁବନେଶ୍ୱର:ତନିସ୍କ ଦ୍ବାରା ରିଭା ସହିତ ଆପଣଙ୍କର ବିବାହ ସ୍ଵପ୍ନକୁ କରନ୍ତୁ ସ୍ମରଣୀୟ  ପକ୍ଷରୁ ଭାରତର ସର୍ବବୃହତ ଅଳଙ୍କାର ବ୍ରାଣ୍ଡ ତନିସ୍କ ‘ରିଭା’କୁ ଏକ ଗର୍ଗୀକୃତ ବିବାହ ଅଳଙ୍କାର ଉପ-ବାଣ୍ଡ ଭାବେ ଗ୍ରାହକ ନିକଟରେ ଉପସ୍ଥାପନ କରିଛି । ଜିଲ୍ଲା ନିଜର ବିବିଧ ବିବାହ ସମାଜ ସହିତ ଆଧୁନିକ ଓଡ଼ିଶାର କନ୍ୟା ମାନଙ୍କ ବିଭିନ୍ନ ଆବଶ୍ୟକ‌ତା ଅନୁଯାୟୀ ଉତ୍କୃଷ୍ଟ ବିଜାଇନ୍ ସହିତ ଉନ୍ନତ କରିଗରୀ ପ୍ରତିପାଦନ କରୁଛି । ତନିସ୍କର ରିଲ୍ଲା ସମାଇ ସୁନ୍ଦରତା ଏବଂ ପରମ୍ପରୀର ଏକ ଉଦାହରଣ ଭାବରେ ଠିଆ ହୋଇଛି, ଏହାର ମୁମ୍ଭ କାରିଗରୀ ଯାହା ଗୁଣବତା, ନୈତିକତା ଏବଂ ଭବ୍ୟତାର କାହାଣୀ ବର୍ଣନ କେବଳ ଅଳଙ୍କାର ଯୋଗାଇବାରେ ସୀମିତ ନରହି ଏହା ପ୍ରତ୍ୟେକ କନ୍ୟାର ଅନନ୍ୟ ଯାତ୍ରା ସହିତ ଜଡିତ ରହି ନିଜର ପ୍ରତିବଦ୍ଧତାକୁ ପ୍ରତିପାଦନ କରୁଛି । ଜିଲା ଅତି ଯନ୍‌ର ସହିତ ନିର୍ମିତ ସମ୍ଭାରକୁ ଗ୍ରାହକଙ୍କ ନିକଟରେ ପରସିଥାଏ ଯାହା ସମଗ୍ର ଭାରତରେ ଆଧୁନିକ କନ୍ୟାମାନଙ୍କ ପାଇଁ ଭରସାଯୋଗ୍ୟ ପସନ୍ଦ ଭାବରେ ଠିଆ ହୋଇଛି । ଭିଭା ଠାରୁ ଢାଇଡାଲ୍ ଟ୍ରାଇଜ୍ ପରିସର ପାରମ୍ପରିକ, ସମ୍ଭ୍ରାନ୍ତ ଏବଂ ସୂକ୍ଷ୍ମ କାରିଗରୀ ଦକ୍ଷତାର ପ୍ରତିଫଳନ ସହ ତିଆରି ହୋଇଛି ଯାହା ଦ୍ୱାରା କନ୍ୟା(ବ୍ରାଇଡ) ନିଜର ବିଶେଷ ଦିନର ପ୍ରତିଟି ମୁହୂର୍ତକୁ ସ୍ମରଣୀୟ କରିପାରିବ । ଆଂଚଳିକ ଡିଜାଇନ୍ତୁ ଆଂଚଳିକ ସ୍ଥାପ ସହିତ ସୁନା, ହୀରା, ଗ୍ଲାସ୍ କୁନ୍ଦନ, ଏବଂ ପୋଢିକୁ ନେଇ ଗିଲା ଏକ ବ୍ୟାପକ ଗହଣା ସମ୍ଭାର ଗ୍ରାହକଙ୍କ ନିକଟରେ ପରସିଥାଏ, ଯାହା ସୁନିଶ୍ଚିତ କରେ ଯେ ପ୍ରତ୍ୟେକ କନ୍ୟା ତାଙ୍କ ବାହାଘର ଭଳି ବିଶେଷ ଦିନରେ ନିଜର ସୌନ୍ଦର୍ଯ୍ୟକୁ ବହୁଗୁଣିତ କରିବା ପାଇଁ ଯଥେଷ୍ଟ ହୋଇପାରିବ ।

ମୁଖ୍ୟ ବିବାହ ସମାରୋହର ବ୍ୟତିରରେ ଭିଭା ବିବାହ ସହିତ ସଂଶ୍ଲିଷ୍ଟ ଦିଭିନ୍ନ ଉତ୍ସବ ପାଇଁ ସୁସଜ୍ଜିତ ଅଳଙ୍କାର ସଷାର ଉପସ୍ଥାପନ କରିଥାଏ, ଯାହାକି ହଳଦୀ ଠାରୁ ଆରମ୍ଭ କରି ରିସେହନ, ପର୍ଯ୍ୟନ୍ତ ସମସ୍ତ ଉତ୍ସବର ପ୍ରତ୍ୟେକ ଦିଗ ପାଇଁ ସମ୍ପୂର୍ଣ ଭାବେ ପ୍ରଯୁଜ୍ୟ ହୋଇଥାଏ । ଏକ ଓଡିଆ କନ୍ୟାର ଅନ୍ୟୁନ ଅଡଙ୍କାର ସିଙ୍ଗାର ପାଇଁ ଏକ ସୁନା ହାର, ଲମ୍ବା ହାରାମ, ନଅ ଏବଂ ମଥା ମଣି ସମ୍ପୃକ୍ତ ହୋଇଥାଏ । ଏଥୁସଳିତ ସେଥ୍‌ରେ ଆହୁରି ଆକର୍ଷଣୀୟ କରିବା ପାଇଁ ସୁନା ଚାନ୍ଦ, ଏବଂ କପାଳରେ ରେଗାଲ୍ ମୁକୁଟ ଯୋଳା ଯାଇଥାଏ । ଓଡିଆ ଝିଅମାନେ ପ୍ରତ୍ୟେକ କ୍ଷେତ୍ରରେ ନିଜର ନିୟମିତତା ଏବଂ ମହାନତାକୁ ବ୍ୟକ୍ତ କରନ୍ତି, ଅନୁରୂପ ଭାବେ ବିବାହ ସମୟରେ ପାରମ୍ପରିକ ଓଡିଆ ସଂସ୍କୃତିର ମହତ୍ତ୍ବକୁ ପ୍ରତିପାଦନ କରି ନିଜକୁ ସୁଦର୍ଶରେ ସୁସଜ୍ଜିତ କରିବା ଏବଂ ରିସେହନରେ ନିଜକୁ ହୀରା ସ୍ପର୍ଶରେ ଆଲୋକିତ କରିଥାନ୍ତି, ତନିସ୍କ- ରିଲ୍ଲାର ବର୍ଶ ପ୍ରାପ୍ତ କରିଥାଏ ।

ଚାଲିଥିବା ବିବାହ ଋତୁ ଏବଂ ଅସ୍ଥିର ସୁନା ମୂଲ୍ୟ ସହିତ ତନିସ୍କ ‘ଗୋଲ୍ଡ ଏକ୍ସଚେଞ୍ଜ ପ୍ରୋଗ୍ରାମ’ ଗ୍ରାହକମାନଙ୍କୁ ସେମାନଙ୍କର ସୁନା ସମ୍ପତି ପାଇଁ ସର୍ବୋତମ ମୂଲ୍ୟ ପ୍ରଦାନକୁ ସୁନିଶ୍ଚିତ କରିଥାଏ । ଏହା ପୁରୁଣା ସୁନାକୁ ତନିସ୍କ ଦ୍ବାରା ସୂକ୍ଷ୍ମ ନୂତନ ଜିଜାଇନ୍ ରେ ପରିଣତ କରିବା ପାଇଁ ଏକ ମାର୍ଗ ପ୍ରଦାନ କରିଥାଏ । ଗ୍ରାହକମାନେ ୨୨ କେରେଟ ଏବଂ ତଦୁର୍ଦ୍ଧ୍ବ ଭାରତର ଯେକୌଣସି ଠାରୁ କିଣାଯାଇଥିବା ଅଳଙ୍କାରର ପୁରୁଣା ସୁନା ଉପରେ ୧୦୦* ପ୍ରତିଶତ ମୂଲ୍ୟ ପାଇପାରିବେ ।

ଅତିରିକ୍ତ ଭାବରେ, ସାଧାରଣ ନିର୍ବାଚନ ମଧ୍ୟରେ ଗ୍ରାହକଙ୍କୁ ସୁବିଧା ପ୍ରଦାନ କରି, ତନିସ୍କ ଏହାର ଗ୍ରାହକଙ୍କ ପାଇଁ ଅସୁବିଧାମୁକ୍ତ ସେବା ଯୋଗାଇବାକୁ ପ୍ରତିଶ୍ରୁତିବଦ୍ଧ । ଅତ୍ୟାବଶ୍ୟକୀୟ ସୁବିଧା ସୁନିଶ୍ଚିତ କରିବାକୁ, ତନିସ୍ତ ଗ୍ରାହଜଙ୍କୁ
ଏକ ସୁବିଧାଜନକ ସପିଂ ଅଭିଜ୍ଞତା ପ୍ରଦାନ କରିବା ପାଇଁ ‘ଘରୁ ଦେୟ’ ଏବଂ ଅଳଙ୍କାରର ଡୋର ଷ୍ଟେପ୍ ଡେଲିଭରି ପ୍ରଦାନ କରୁଛି ।

Leave A Comment

All fields marked with an asterisk (*) are required