Search for:
  • Home/
  • ରାଜ୍ୟ/
  • ଭୁବନେଶ୍ୱର-ଉତ୍ତର ବି. ଜେ. ପି. ବିଧାୟକ ପ୍ରାର୍ଥୀ ଶ୍ରୀ ପ୍ରିୟଦର୍ଶୀ ମିଶ୍ରଙ୍କ ନେତୃତ୍ୱ ରେ ବିଶାଳ ପଦଯାତ୍ରା

ଭୁବନେଶ୍ୱର-ଉତ୍ତର ବି. ଜେ. ପି. ବିଧାୟକ ପ୍ରାର୍ଥୀ ଶ୍ରୀ ପ୍ରିୟଦର୍ଶୀ ମିଶ୍ରଙ୍କ ନେତୃତ୍ୱ ରେ ବିଶାଳ ପଦଯାତ୍ରା

Spread the love

Loading

ଭୁବନେଶ୍ୱର:ଆଜି ତା.19/04/2024ରିଖ ଶୁକ୍ରବାର ଭୁବନେଶ୍ୱର-ଉତ୍ତର ନିର୍ବାଚନ ମଣ୍ଡଳୀ ରସୁଲଗଡ ଅନ୍ତର୍ଗତ ବିଜେପି କର୍ମକର୍ତ୍ତା ଓନେଇ ୱାର୍ଡ ୧୯ ପଳାଶୁଣୀ ହାଟ ନିକଟରୁ ଭୁବନେଶ୍ୱର-ଉତ୍ତର ବି. ଜେ. ପି. ବିଧାୟକ ପ୍ରାର୍ଥୀ ଶ୍ରୀ ପ୍ରିୟଦର୍ଶୀ ମିଶ୍ରଙ୍କ ନେତୃତ୍ୱ ରେ ବିଶାଳ ପଦଯାତ୍ରା କର୍ମୀ ଓ କର୍ମକର୍ତ୍ତାଙ୍କ ଗହଣରେ ରସୁଲଗଡ଼ କେନାଲ ବ୍ରିଜ ପର୍ଯ୍ୟନ୍ତ ଯାଇ ସେଠାରେ ଉଦବୋଧନ ଦେବା ଅବସରରେ ସହ ମୋଦୀ ସରକାରଙ୍କ ବହୁମୁଖୀ ତଥା ଲୋକାଭିମୁଖୀ କାର୍ଯ୍ୟକ୍ରମ ଓଡ଼ିଶାରେ କାର୍ଯ୍ୟକାରୀ କରବାପାଇଁ ଡବଲ ଇଂଜିନ ସରକାର ଗଢିବା ନିମନ୍ତେ ସହଯୋଗ କାମନା କରିଥିଲେ l

Leave A Comment

All fields marked with an asterisk (*) are required