Search for:
  • Home/
  • ରାଜ୍ୟ/
  • ପିସିସି ମେଡ଼ିଆ ଅଧ୍ୟକ୍ଷ ହେଲେ ଡ଼ଃ ବିଶ୍ୱରଞ୍ଜନ..

ପିସିସି ମେଡ଼ିଆ ଅଧ୍ୟକ୍ଷ ହେଲେ ଡ଼ଃ ବିଶ୍ୱରଞ୍ଜନ..

Spread the love

Loading

ପିସିସି ମେଡ଼ିଆ ଅଧ୍ୟକ୍ଷ ହେଲେ ଡ଼ଃ ବିଶ୍ୱରଞ୍ଜନ..
ଭୁବନେଶ୍ୱର:ଏଆଇଇସିସିର ପୂର୍ବତନ ସମ୍ପାଦକ ଡ଼ଃ ବିଶ୍ୱରଞ୍ଜନ ମହାନ୍ତିଙ୍କୁ ରାଜ୍ୟ କଂଗ୍ରେସ ଗଣମାଧ୍ୟମ ବିଭାଗର ଅଧ୍ୟକ୍ଷ ଭାବେ ନିଯୁକ୍ତ କରାଯାଇଛି l ରାଜ୍ୟ କଂଗ୍ରେସ ପ୍ରଭାରୀ ଡା. ଅଜୟ କୁମାରଙ୍କ ଓଡିଶା ଗସ୍ତ ସମୟରେ ଦଳକୁ କିପରି ସଶକ୍ତ ଓ ଶାଣିତ କରାଯାଇପାରିବ ସେ ସମ୍ପର୍କରେ ଅନେକ ଆଲୋଚନା ଓ ପର୍ଯ୍ୟାଲୋଚନା କରାଯାଇଥିଲା l
ଡ଼ଃ ମହାନ୍ତି ଜଣେ ସାଧାରଣ ପରିବାରରୁ ଆସି ଏଆଇସିସି ସମ୍ପାଦକ ଭାବେ ଗୁଜୁରାଟର ସହ ପ୍ରଭାରୀ ରହିବା ସହ ଦେଶର ବିଭିନ୍ନ ରାଜ୍ୟରେ ଯୁବକଂଗ୍ରେସ ପ୍ରଭାରୀଭାବେ କାର୍ଯ୍ୟ କରିବାର ଅଭିଜ୍ଞତା ରହିଛି l ଦଳର ଜଣେ ଶୃଙ୍ଖଳିତ ଓ ସମର୍ପିତ କର୍ମୀ ଭାବେ ସେ ସଦା ଅନୁରକ୍ତ ହୋଇଥିବା କାରଣରୁ ତାଙ୍କ ଉପରେ ଭରସା କରିଛନ୍ତି କେନ୍ଦ୍ର ନେତୃତ୍ୱ….

Leave A Comment

All fields marked with an asterisk (*) are required