Search for:
  • Home/
  • ରାଜ୍ୟ/
  • ଉତ୍ତର ଅନ୍ତର୍ଗତ ୱାର୍ଡ ନମ୍ବର 14 ନୀଳାଦ୍ରି ବିହାର ରେ ରସ୍ମୀରେଖା ଜେନା କଂ ନେତୃତ୍ଵ ରେ ଶତାଧିକ ବରିଷ୍ଠ ନାଗରିକ ମାନକୁଁ ନେଇ ଏକ ବିଶାଳ ସଭା

ଉତ୍ତର ଅନ୍ତର୍ଗତ ୱାର୍ଡ ନମ୍ବର 14 ନୀଳାଦ୍ରି ବିହାର ରେ ରସ୍ମୀରେଖା ଜେନା କଂ ନେତୃତ୍ଵ ରେ ଶତାଧିକ ବରିଷ୍ଠ ନାଗରିକ ମାନକୁଁ ନେଇ ଏକ ବିଶାଳ ସଭା

Spread the love

Loading

ଆଜି ତା 07/05/2024 ରେ ଭୁବନେଶ୍ଵର ଉତ୍ତର ଅନ୍ତର୍ଗତ ୱାର୍ଡ ନମ୍ବର 14 ନୀଳାଦ୍ରି ବିହାର ରେ ରସ୍ମୀରେଖା ଜେନା କଂ ନେତୃତ୍ଵ ରେ ଶତାଧିକ ବରିଷ୍ଠ ନାଗରିକ ମାନକୁଁ ନେଇ ଏକ ବିଶାଳ ସଭା ଅନୁଷ୍ଠିତ ହୋଇଯାଇଅଛି। ଉକ୍ତ ସଭାରେ ଉପସ୍ଥିତ ବୁଦ୍ଧିଜୀବୀ ତଥା ବରିଷ୍ଠ ନାଗରିକ ମାନେ BJP
ବିଧାୟକ ପ।ର୍ଥୀ ଶ୍ରୀ ପ୍ରିୟଦର୍ଶୀ ମିଶ୍ର ପ୍ରତି ସେମାନଙ୍କ ଆଶ୍ରିବାଦ ଓ ସମର୍ଥନ ଜଣାଇଥିଲେ।ଉକ୍ତ ସଭା ରେ ଚନ୍ଦ୍ରଶେଖର ପୁର ମଣ୍ଡଳ ସଭାପତି ନଗେନ ବିଶୋଇ, ଡମ୍ବୁରୁ ଧର ନାୟକ ଆଦି ପ୍ରମୁଖ ବ୍ୟକ୍ତି ବିଶେଷ ଉପସ୍ଥିତ ଥିଲେ।

Leave A Comment

All fields marked with an asterisk (*) are required