Search for:
  • Home/
  • ରାଜ୍ୟ/
  • ଏକାମ୍ର ରେ ନୂତନ ମଧୁବାବୁ ଭତା ବଣ୍ଟନ

ଏକାମ୍ର ରେ ନୂତନ ମଧୁବାବୁ ଭତା ବଣ୍ଟନ

Spread the love

Loading

ଏକାମ୍ର ରେ ନୂତନ ମଧୁବାବୁ ଭତା ବଣ୍ଟନ

ଭୁବନେଶ୍ୱର:ଆଜି ପୂର୍ବାହ୍ନ ୧୧ ଘଟିକା ମଧ୍ୟରେ ପୋଖରୀପୁଟ ସ୍ଥିତ କୋକିଳା ରିସୋଟ ଠାରେ ଏକାମ୍ର ନିର୍ବାଚନ ମଣ୍ଡଳୀ ର ନୂତନ ମଧୁବାବୁ ଭତା ବଣ୍ଟନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି। ଏହି କାର୍ଯ୍ୟକ୍ରମ ରେ ଆଜି ପୂର୍ବାହ୍ନ ୧୧ ଘଟିକା ମଧ୍ୟରେ ପୋଖରୀପୁଟ ସ୍ଥିତ କୋକିଳା ରିସୋଟ ଠାରେ ଏକାମ୍ର ନିର୍ବାଚନ ମଣ୍ଡଳୀ ର ନୂତନ ମଧୁବାବୁ ଭତା ବଣ୍ଟନ କାର୍ଯ୍ୟକ୍ରମ ଅନୁଷ୍ଠିତ ହେଉଛି। ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକ ଙ୍କ ଅନୁମୋଦନ କ୍ରମେ ନୂତନ ମଧୁବାବୁ ଭତ୍ତା ଅଗଷ୍ଟ ୧୫ ତାରିଖ ଠାରୁ ସାରା ଓଡ଼ିଶାରେ ଏହି କାର୍ଯ୍ୟକ୍ରମ ଆରମ୍ଭ

ହୋଇଥିବାବେଳେ ଆଜି ସାମାଜିକ ସୁରକ୍ଷା, ଭିନ୍ନକ୍ଷମ ବିଭାଗ ମନ୍ତ୍ରୀ ଅଶୋକ ଚନ୍ଦ୍ର ପଣ୍ଡା ଆଜି ଏକାମ୍ର ନିର୍ବାଚନ ମଣ୍ଡଳୀ ର ୨୪ ଟି ୱାର୍ଡ ର ୧୯୧ ଜଣ ନୂତନ ହିତାଧିକାରୀ ମାନଙ୍କୁ ଭତା ବଣ୍ଟନ କରିଥିଲେ। କାର୍ଯ୍ୟକ୍ରମ ରେ ମେୟର ସୁଲୋଚନା ଦାସ, ଡେପୁଟି ମେୟର ମଞ୍ଜୁଲତା କହଁର, କର୍ପୋରେଟର ଦୀପକ ମିଶ୍ର, ଅଜିତ୍ ବେହେରା, ସଂଯୁକ୍ତା ସୁନ୍ଦରାୟ, ବିନୟିନି ଜେନା, ଶ୍ରୀଧର ବେହେରା,ମହାମାୟା ସ୍ବାଇଁ,ଶିବପ୍ରସାଦ ବେହେରା,ଚନ୍ଦ୍ରଶେଖର ମଲ୍ଲିଆ,ଶିବ ନାରାୟଣ ରାୟ, ଚାରୁଲତା ସାମନ୍ତରାୟ,ସମ୍ଭୁ ପାଟସାଣି, ଛବି ଦାସ, ମଧୁସ୍ମିତା ପ୍ରଧାନ, ଜୋନାଲ ଡେପୁଟି କମଶନର ପ୍ରିୟବ୍ରତ ପାଢ଼ୀ, ରବି ନାରାୟଣ ଯେଠୀ,ପୂର୍ବତନ କର୍ପୋରେଟର,ସୁଜିତ୍ ସ୍ବାଇଁ, ରୁନୁ ଜେନା,ପୁଷ୍ପା ଦାସ, ହୃଦୟ ବଲ୍ଲଭ ସାମନ୍ତରାୟ, ଅଶ୍ଵିନୀ ସୁନ୍ଦରାୟ, ରାଜେଶ ପାତ୍ର ପ୍ରମୁଖ ଉପସ୍ଥିତ ଥିଲେ।

Leave A Comment

All fields marked with an asterisk (*) are required