Search for:
  • Home/
  • ରାଜ୍ୟ/
  • ବିଶ୍ବଭୂଷଣ ଦାସଙ୍କୁ ମିଳିଲା ଟିକଟ।

ବିଶ୍ବଭୂଷଣ ଦାସଙ୍କୁ ମିଳିଲା ଟିକଟ।

Spread the love

Loading

କାକଟପୁର ପାଇଁ ପ୍ରାର୍ଥୀ ଘୋଷଣା କଲା କଂଗ୍ରେସ, ବିଶ୍ବଭୂଷଣ ଦାସଙ୍କୁ ମିଳିଲା ଟିକଟ
ଭୁବନେଶ୍ବର : କାକଟପୁର ପାଇଁ ପ୍ରାର୍ଥୀ ଘୋଷଣା କରିଛି କଂଗ୍ରେସ। ଯୁବ ନେତା ବିଶ୍ୱଭୂଷଣ ଦାସଙ୍କୁ କଂଗ୍ରେସ କାକଟପୁର ଆସନ ପାଇଁ ପ୍ରାର୍ଥୀ ଘୋଷଣା କରିଛି। ବିଶ୍ୱଭୂଷଣ ଦାସ ଗତ ୨୦୧୯ରେ ବିଜେପି ପକ୍ଷରୁ ବିଧାୟକ ପ୍ରାର୍ଥୀ ଭାବେ ନିର୍ବାଚନ ଲଢିଥିଲେ। ଆଉ ଗତଥରର ନିର୍ବାଚନରେ ସେ ୩୦ ହଜାରରୁ ଅଧିକ ଭୋଟ୍ ପାଇଥିଲେ । ହେଲେ ଚଳିତ ୨୦୨୪ ନିର୍ବାଚନ ପାଇଁ ବିଜେପି ତାଙ୍କୁ ଟିକଟ ନଦେବାରୁ ସେ ବିଜେପି ଛାଡି କଂଗ୍ରେସରେ ଯୋଗ ଦେଇଥିଲେ।

Leave A Comment

All fields marked with an asterisk (*) are required