“ନାନୋ ଓ ଲିକ୍ୟୁଡ ୟୁରିଆକୁ ନା” – “ଅନିୟନ୍ତ୍ରୀତ ପରିବା ଦରଦାମ”
“ନାନୋ ଓ ଲିକ୍ୟୁଡ ୟୁରିଆକୁ ନା” – “ଅନିୟନ୍ତ୍ରୀତ ପରିବା ଦରଦାମ” ରାଜ୍ୟ ସରକାରଙ୍କ ଚାଷୀ ଏବଂ ଖାଉଟିମାରଣ ନୀତିକୁ ସ୍ପଷ୍ଟ କରିଛି: ଗୋଲକ ମହାପାତ୍ର ଚାଷୀଙ୍କ ଉନ୍ନତି ନାମରେ ନିଜର ପକେଟ୍ ଗରମ କରୁଛି ବିଜୁ ଜନତା ଦଳ ଚାଷୀଙ୍କ ନାମରେ ବସ୍ତା ବସ୍ତା ୟୁରିଆ ଆଣି କଳାବଜାରୀ ଓ ଘୋଟାଲା କରିବା ହେଉଛି ରାଜ୍ୟ ସରକାରଙ୍କ ମୁଳ ଉଦ୍ଦେଶ୍ୟ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ [...]