ରାଜଧାନୀ କବଜା ରେ ପ୍ରି-ଆକ୍ଟିଭ୍ ସିମ୍
ଭୁବନେଶ୍ୱର: ୦୨.୦୭ ପ୍ରି-ଆକ୍ଟିଭ୍ ସିମ୍ ପାଇଁ ଏବେ ଅପରାଧ ବଢୁଛି। ବିଶେଷକରି ପ୍ରି-ଆକ୍ଟିଭ୍ ସିମ୍କୁ ସାଇବର ଠକ ଏବଂ ଆତଙ୍କବାଦୀମାନେ ବ୍ୟବହାର କରୁଛନ୍ତି। ଏହି ସିମ୍କୁ ବ୍ୟବହାର କରି ଲୋକଙ୍କୁ ଠକିବା ଏବଂ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ଲିକ୍ କରିବା ଭଳି ଅପରାଧ କରୁଛନ୍ତି। ଯାହାକି ଏବେ ସାଇବର ପୁଲିସ, କ୍ରାଇମ୍ବ୍ରାଞ୍ଚ ପାଇଁ ଚାଲେଞ୍ଜ ପାଲଟିଛି। ସିମ୍ ଜଣଙ୍କ ନାମରେ ରେଜିଷ୍ଟ୍ରେସନ ହୋଇଥିବା ବେଳେ ଏହାକୁ ଅନ୍ୟ ଜଣେ ବ୍ୟବହାର କରୁଛନ୍ତି। [...]