ଜିରା ଏବେ ହିଲା କିଲୋ୧୦୦୦
ଭୁବନେଶ୍ବର: ଖାଉଟିଙ୍କ ଉପରେ ଏବେ ଚଡ଼କ ଉପରେ ଚଡ଼କ ପଡିବାରେ ଲାଗିଛି। ମହଙ୍ଗା ମାଡ଼ରୁ ଆଉ ନିସ୍ତାର ନାହିଁ। ପେଟ୍ରୋଲ, ଡିଜେଲ ଆଉ ରନ୍ଧନ ଗ୍ୟାସ୍ର ଉଚ୍ଚ ଦରକୁ ନେଇ ଚର୍ଚ୍ଚା ଥମିଗଲାଣି। କାରଣ ପନିପରିବା ଦର ଏବେ ଯେଉଁଭଳି ଭାବେ ବଢ଼ିବାରେ ଲାଗିଛି ତାହା ଖାଉଟିଙ୍କ ନିଦ ହଜାଇଦେଇଛି। କେଉଁ ପରିବା କେଉଁ ଦିନ ମହଙ୍ଗା ହେଉଛି ତାହା ଏବେ ଖାଉଟିଙ୍କ ପକ୍ଷେ ଜାଣିବା କଷ୍ଟକର। କାରଣ ଟମାଟୋ [...]