Search for:

ସାଂସଦ ଶ୍ରୀମତୀ ଅପରାଜିତା ଷଡ଼ଙ୍ଗୀଙ୍କୁ ପ୍ରଶ୍ନ ପଚରିବାକୁ ରାସ୍ତା ଉପରେ ଅଟକେଇବାରୁ ସେ ଶୁଣିବାକୁ ନାରାଜ।

ଭୁବନେଶ୍ୱର:ନୂଆପଲ୍ଲୀ ୱାର୍ଡ ନଂ ୩୭ ଜନସାଧାରଣ ଭୁବନେଶ୍ୱର ସାଂସଦ ଶ୍ରୀମତୀ ଅପରାଜିତା ଷଡ଼ଙ୍ଗୀଙ୍କୁ ପ୍ରଶ୍ନ ପଚରିବାକୁ ରାସ୍ତା ଉପରେ ଅଟକେଇବାରୁ ସେ ଶୁଣିବାକୁ ନାରାଜ ହୋଇଥିଲେ , ଖବର ପାଇ କର୍ପୋରେଟର ଶ୍ରୀମତୀ ବନ୍ଦିତା ପାଲ୍ ସେ ସ୍ଥାନକୁ ଯାଇ ମ୍ୟାଡାମଙ୍କୁ ଦେଖା କରିବାକୁ ଯାଇଥିଲେ ଓ ସେଠାରେ ସେ ଦେଖା କରିବାକୁ ମନା କରିବାରୁ ୱାର୍ଡ ମୋର ଏଠାରେ କୌଣସି ରାଜନୀତି ଚଳିବନାହିଁ [...]

ବିଜେଡି ଅପାରଗତା ପାଇଁ ବିଏମସି ରେ ଡେଙ୍ଗୁ :- ଆପ୍

ବିଜେଡି ଅପାରଗତା ପାଇଁ ବିଏମସି ରେ ଡେଙ୍ଗୁ :- ଆପ୍ ପ୍ରତିବର୍ଷ ମେ ଓ ଜୁନ୍ ମାସରୁ ଡେଙ୍ଗୁ ନିୟନ୍ତ୍ରଣର ପ୍ରକ୍ରିୟା ଆରମ୍ଭ ହୁଏ ମାତ୍ର ବିଏମସି ଏସବୁ କିଛି ନକରି ଜନସଚେତନ କରିବା ଆଳରେ ଅର୍ଥ ଲୁଟି ନିରବ ରହିବା ଦୁର୍ଭାଗ୍ୟ ଜନକ ଅଟେ। ସହ ସହ କୋଟି ଟଙ୍କା ଖର୍ଚ୍ଚ ହେଉଚି ଭୁବନେଶ୍ୱର ବିକାଶ ପାଇଁ କିନ୍ତୁ ବିଏମସି ସବୁ ହରିଲୁଟ କରୁଛି। ଏଥିରୁ ପ୍ରମାଣିତ ହେଉଛି [...]

ସର୍ବ ସାଧାରଣରେ ମଦ୍ୟ ପାନ କରୁଥିବା ବ୍ୟକ୍ତିମାନଙ୍କୁ କାବୁ କରାଯାଇ ସେମାନଙ୍କ ନିକଟରୁ ଜୋରିମାନା ଆଦାୟ

ଭୁବନେଶ୍ୱର:ଭୁବନେଶ୍ୱର ସହରାଞ୍ଚଳରେ ବିଭିନ୍ନ ଥାନା ପକ୍ଷରୁ “SAFE CITY DRIVE” ଅଭିଯାନ ଜାରି ରହିଛି । ଏହି ଧରପଗଡ ଅଭିଯାନ କ୍ରମରେ Odisha Urban Police Act ଅନୁସାରେ ସର୍ବ ସାଧାରଣରେ ମଦ୍ୟ ପାନ କରୁଥିବା ବ୍ୟକ୍ତିମାନଙ୍କୁ କାବୁ କରାଯାଇ ସେମାନଙ୍କ ନିକଟରୁ ଜୋରିମାନା ଆଦାୟ କରାଯିବା ସାଙ୍ଗକୁ ଜନସଚେତନତା କରାଯାଉଅଛି । ଗତ ଜୁଲାଇ ମାସ ତା.୦୧.୦୭.୨୦୨୩ ରିଖରୁ ତା.୩୧.୦୭.୨୦୨୩ ରିଖ ମଧ୍ୟରେ ଭୁବନେଶ୍ଵର ସହରାଞ୍ଚଳ ପୁଲିସର ବିଭିନ୍ନ [...]

ଆଧ୍ୟାତ୍ମିକ ପୁସ୍ତକ ଜ୍ଞାନ ମଞ୍ଜରୀ ଉନ୍ମୋଚିତ

ଆଧ୍ୟାତ୍ମିକ ପୁସ୍ତକ ଜ୍ଞାନ ମଞ୍ଜରୀ ଉନ୍ମୋଚିତ ଭୁବନେଶ୍ୱର,୩ା୮ : ଭୁବନେଶ୍ୱର ରାଜଭବନ ପରିସରରେ କବୟତ୍ରୀ ସନ୍ଧ୍ୟା ନାୟକଙ୍କ ରଚିତ ଆଧ୍ୟାତ୍ମିକ ପୁସ୍ତକ ଜ୍ଞାନ ମଞ୍ଜରୀ ଓଡିଶାର ମହାମହିମ ରାଜ୍ୟପାଳ ଗଣେଶୀ ଲାଲଙ୍କ କରକମଳରେ ଉନ୍ମୋଚିତ ହୋଇଯାଇଛି । ବିଶ୍ୱରେ ଯେତେ ହିନ୍ଦୁ ଧର୍ମାବଲମ୍ବୀ ଅଛନ୍ତି, ସେମାନଙ୍କ ମଧ୍ୟରେ ଭଗବତ ଚେତନା ଅଳ୍ପ ବହୁତ ରହିଛି । ପୁରାଣକୁ ଅନୁସରଣ କରି କିଏ ରାମ ଭକ୍ତ, କିଏ କୃଷ୍ଣ ଭକ୍ତ ତ [...]

୧୮ ଦିନ ପରେ ଖୋଲିଲା ମାର୍କେଟ ବିଲଡିଙ୍ଗ, ୧୦୦ କୋଟିରୁ ଉର୍ଧ୍ଵ କ୍ଷତି ସହିଛନ୍ତି ବ୍ୟବସାୟୀ

୧୮ ଦିନ ପରେ ଖୋଲିଲା ମାର୍କେଟ ବିଲଡିଙ୍ଗ, ୧୦୦ କୋଟିରୁ ଉର୍ଧ୍ଵ କ୍ଷତି ସହିଛନ୍ତି ବ୍ୟବସାୟୀ ଭୁବନେଶ୍ୱର:୧୮ ଦିନ ପରେ ଖୋଲିଲା ମାର୍କେଟ ବିଲଡିଙ୍ଗ। ଦୀର୍ଘଦିନର ବାଦ ବିବାଦ ପରେ ଖୋଲିଛି ମାର୍କେଟ। ଗ୍ରାହକଙ୍କ ୧୭ ଦିନର ଅପେକ୍ଷା ପରେ ଆଜିଠାରୁ ପୁଣି ଖୋଲିଲା ଓଡିଶାର ସବୁଠାରୁ ବଡ଼ ଖୋଲା ବଜାର ମାର୍କେଟ ବିଲଡିଙ୍ଗ। ବିଏମ୍ସିର ଲିଖିତ ପ୍ରତିଶ୍ରୁତି ପରେ ଦୋକାନ ଖୋଲିଲେ ମାର୍କେଟ ବିଲଡିଙ୍ଗ ବ୍ୟବସାୟୀ। ବିଏମସି କମିସନରଙ୍କ [...]

୭୦ ବର୍ଷରେ ଦାଶ ବେନହୁର, “କଥା ସତୁରି” ଉନ୍ମୋଚିତ

୭୦ ବର୍ଷରେ ଦାଶ ବେନହୁର, “କଥା ସତୁରି” ଉନ୍ମୋଚିତ ଭୁବନେଶ୍ବର, ୩/୮: ୭୦ବର୍ଷ ଉତ୍ତାରୁ ଜଣେ ସାହିତ୍ୟିକ ତା’ର ଶ୍ରେଷ୍ଠ ରଚନା ପ୍ରକାଶ କରିଥାଏ। ତେଣୁ ପ୍ରଥିତଯଶା ସାହିତ୍ୟିକ ଦାଶ ବେନହୁର ମଧ୍ୟ ତାଙ୍କ ସାରସ୍ବତ ଯାତ୍ରାକୁ ସୁଗମ କରି ଶତାୟୁ ହୁଅନ୍ତି। ତାଙ୍କ ରଚନାଶୈଳୀ ସ୍ବତନ୍ତ୍ର। ସେହି ସ୍ବତନ୍ତ୍ରତା ମାଧ୍ୟମରେ ସେ ଓଡ଼ିଆ ସାହିତ୍ୟ ଓ ଇତିହାସର ଅବହେଳିତ ଉଜ୍ଜ୍ବଳ ଜ୍ୟୋତିଷ୍କ ମଧୁସୂଦନ ଦାସଙ୍କୁ ସର୍ବସାଧାରଣରେ ଅତି ସୁନ୍ଦର [...]

ପ୍ରକୃତ ଚୁପ କିଏ ପୃବତନ ମେୟର ନାଁ ଏବେ ମେୟର ଦାଇ କିଏ।

ବର୍ଷାପାଣି ସମସ୍ୟା ଓ ସରକାରୀ ଇଂଜିନିୟର ଭୁବନେଶ୍ୱର:ବର୍ଷାହେଲେ ଭୁବନେଶ୍ୱର ଇସକନ ମନ୍ଦିର ସାମନାରେ ପୋଖରୀ ହେବ, ଡ୍ରେନ ଜାମ ହେବ, ଅଣ୍ଟା ପର୍ଯ୍ୟନ୍ତ ପାଣିରେ ବୁଡି ଲୋକେ ଲୋକେ ଯିବା ଆସିବା କରିବେ । ଫଟୋ ଉଠେଇବେ, ସୋସିଆଲ ମିଡିଆରେ ବିଧାୟକ, ମେୟର, ମୁଖ୍ୟମନ୍ତ୍ରୀ ଓ ସରକାରଙ୍କୁ ଗାଳି ଦେବେ । ପ୍ରକୃତରେ ଦାୟୀ କିଏ? ନେତା ନା ସରକାରୀ ଇଂଜିନିୟର? ବିଭିନ୍ନ ସରକାରୀ ବିଭାଗରେ ହଜାର ହଜାର ଇଂଜିନିୟର [...]

BMC Strategize to Tackle Heavy Rainfall Issues.

BMC Strategize to Tackle Heavy Rainfall Issues. Bhubaneswar, 2.8.2023 ,An interdepartmental coordination meeting was held today under the chairmanship of Hon’ble Mayor in the presence of Commissioner, BMC with the objective of fortifying the response and disaster management system in urban flooding under BMC jurisdiction area. The meeting saw the [...]

ଏକାମ୍ର ନିର୍ବାଚନ ମଣ୍ଡଳୀର ବିଜେପି ପକ୍ଷରୁ ଧଉଳୀ ଥାନା ଘେରାଉ।

ମନ୍ତ୍ରୀଙ୍କ ଚାପରେ ନିରୀହ ଜନସାଧାରଣ ଙ୍କ ଉପରେ ପୋଲିସ୍ ର ମାତ୍ରାଧିକ କାର୍ଯ୍ୟାନୁଷ୍ଠାନ ବିରୁଦ୍ଧରେ ଏକାମ୍ର ନିର୍ବାଚନ ମଣ୍ଡଳୀର ବିଜେପି ପକ୍ଷରୁ ଧଉଳୀ ଥାନା ଘେରାଉ। ଭୁବନେଶ୍ୱର,ତା ୩୧/୦୭: ସ୍ଥାନୀୟ ମନ୍ତ୍ରୀଙ୍କ ଚାପରେ ନିରୀହ ଜନସାଧାରଣ ଙ୍କ ଉପରେ ପୋଲିସ୍ ର ମାତ୍ରାଧିକ କାର୍ଯ୍ୟାନୁଷ୍ଠାନ ବିରୁଦ୍ଧରେ ଏକାମ୍ର ନିର୍ବାଚନ ମଣ୍ଡଳୀର ବିଜେପି ଗ୍ରାମୀଣ ମଣ୍ଡଳ ପକ୍ଷରୁ ସହ ସହ କାର୍ଯ୍ୟକର୍ତ୍ତା ଧଉଳୀ ଥାନା ଘେରାଉକରିଥିଲେ।ମନ୍ତ୍ରୀ ଙ୍କ ଚାପରେ ଯେଉଁଭଳି ଭାବରେ [...]

ରାଜଧାନୀ ଭାସିଲା ଘର ଭିତରେ ପାଣି ପଶିଲା

ଭୁବନେଶ୍ୱର: ଆଜି ରାଜଧାନୀ ଓ ଅଞ୍ଚର ରେ ବର୍ଷା ରେ ରାଜଧାନୀ ବୁଢୀଲା ଓ ଘର ଭିତରେ ପାଣି ପଶିଲା ଲୋକେ ଅଶତାଂଶ ହେଲେ ଆଉ ବଜ୍ରପାତରେ ଥରିଲା ଭୁବନେଶ୍ୱର। ପ୍ରବଳ ବର୍ଷା ସହ ବିଜୁଳି ଓ ଘଡ଼ଘଡ଼ି ଯୋଗୁଁ ରାଜଧାନୀର ବିଭିନ୍ନ ସ୍ଥାନରେ ଯାତାୟାତ ବାଧାପ୍ରାପ୍ତ ହୋଇଛି। ତୁହାକୁ ତୁହା ବର୍ଷାରେ ଭାସିଲା ପୁରୁଣା ଭୁବନେଶ୍ୱର। ବୁଡ଼ିଲା ଲିଙ୍ଗରାଜ ମନ୍ଦିର ରାସ୍ତା। ପୁରୁଣା ଭୁବନେଶ୍ୱର ଓ ଫରେଷ୍ଟ ପାର୍କ [...]