Search for:
  • Home/
  • ରାଜ୍ୟ/
  • 5 ମେଧାବୀ ଛାତ୍ରଛାତ୍ରୀମାନଙ୍କୁ ଜିଲ୍ଲା ପ୍ରଶାସନପକ୍ଷରୁ ସମ୍ବର୍ଦ୍ଧନା।

5 ମେଧାବୀ ଛାତ୍ରଛାତ୍ରୀମାନଙ୍କୁ ଜିଲ୍ଲା ପ୍ରଶାସନପକ୍ଷରୁ ସମ୍ବର୍ଦ୍ଧନା।

Spread the love

Loading

ଭୁବନେଶ୍ୱର:କେନ୍ଦୁଝର :ରାଜ୍ୟ ସରକାର,ଜିଲ୍ଲା ଖଣିଜ ପାଣ୍ଠି ସହଯୋଗରେ ଅଷ୍ଟ୍ରେଲିଆରେ ଉଚ୍ଚ ଶିକ୍ଷା ପାଇଁ ଯାଉଥିବା ଜିଲ୍ଲାର 5 ମେଧାବୀ ଛାତ୍ରଛାତ୍ରୀମାନଙ୍କୁ ଜିଲ୍ଲା ପ୍ରଶାସନପକ୍ଷରୁ ସମ୍ବର୍ଦ୍ଧନା। ବହୁ ଛାତ୍ରଛାତ୍ରୀ ଓ ଅବିଭାବକ ଉପସ୍ଥିତ। କିଛିଦିନ ପୂର୍ବରୁ ଉକ୍ତ ଛାତ୍ରଛାତ୍ରୀମାନେ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କର ଆଶୀର୍ବାଦ ଗ୍ରହଣ କରିବାକୁ ଭୁବନେଶ୍ୱର ଯାଇ ମୁଖ୍ୟମନ୍ତ୍ରୀଙ୍କୁ ଭେଟିଥିଲେ।

Leave A Comment

All fields marked with an asterisk (*) are required