Search for:
  • Home/
  • ରାଜ୍ୟ/
  • ଜଙ୍ଗଲରେ ବୁଲୁଛି କଳା କଲରାପତରିଆ ବାଘ

ଜଙ୍ଗଲରେ ବୁଲୁଛି କଳା କଲରାପତରିଆ ବାଘ

Spread the love

Loading

ଓଡ଼ିଶା ଜଙ୍ଗଲରେ ବୁଲୁଛି କଳା କଲରାପତରିଆ ବାଘ

ଭୁବନେଶ୍ବର: ଓଡ଼ିଶା ଜଙ୍ଗଲରେ ପୁଣି ଦେଖିବାକୁ ମିଳିଛି କଳା ବାଘ। କଳା ରଙ୍ଗର କଲରା ପତରିଆ ବାଘ କ୍ୟାମେରା ଟ୍ରାପରେ କଏଦ ହୋଇଥିବା ଜଣାପଡ଼ିଛି। ରାଜ୍ୟରେ ଚାଲିଥିବା ବାଘଗଣନା ବେଳେ ରାଜ୍ୟରେ କଳା ରଙ୍ଗର କଲରା ପତରିଆ ବାଘ ଦେଖିବାକୁ ମିଳିଥିଲା। କଲରା ପତରିଆ କଳା ବାଘ ମିଳିଥିବାନେଇ ପ୍ରଧାନ ମୁଖ୍ୟ ବନ ସଂରକ୍ଷକ(ପିସିସିଏଫ) ସୁଶାନ୍ତ ନନ୍ଦ ‘ଏକ୍ସ’ ଯୋଗେ ସୂଚନା ଦେଇଛନ୍ତି। ଏଥିସହ କଳାବାଘର ଫଟୋ ମଧ୍ୟ ସେୟାର କରିଛନ୍ତି। ବୌଦ୍ଧ, ସୋନପୁର, ବଲାଙ୍ଗୀର, ଅନୁଗୁଳ କିମ୍ବା କନ୍ଧମାଳ ଜିଲାର ଘଞ୍ଚ ଜଙ୍ଗଲରେ କଳା ରଙ୍ଗର କଲରା ପତରିଆ ବାଘ ବୁଲୁଥିବାବେଳେ କ୍ୟାମେରା ଏହି ଦୃଶ୍ୟ ଉତ୍ତୋଳନ କରାଯାଇଥିବା ଜଣାପଡ଼ିଛି।

Leave a reply

  • Default Comments (0)
  • Facebook Comments

Leave A Comment

All fields marked with an asterisk (*) are required