Search for:

ଅଭ୍ୟାସ ଗତ ଭୁଲ ମଗା କର୍ପୋରେଟର ଜୀବନ ରାଉତର ପୁଣିଏକ କାରନାମା.

ଅଭ୍ୟାସ ଗତ ଭୁଲ ମଗା କର୍ପୋରେଟର ଜୀବନ ରାଉତର ପୁଣିଏକ କାରନାମା. ଭୁବନେଶ୍ୱର:୦୩.୦୭ ଆଜି ଭୁବନେଶ୍ୱର ସହିଦନଗର ଥାନା ଅଧୀନରେ ଯାଉଥିବା unit 9 ବାୟାବାବା ମଠ ରୋଡ଼ ରେ ରହୁଥିବା ଶ୍ରୀ ଦୁର୍ଗା ମାଧବ ମହଲା ଙ୍କ ପାଖକୁ ଆସିଥିଲା ଏକ ଅଜଣା ଫୋନ ପରେ କଥା ହେବାରୁ ଜାଣିଥିଲେ ସେ 29 ନମ୍ବର ୱାର୍ଡ ର କର୍ପୋରେଟର ଅପରୂପ ନାରାୟଣ ରାଉତ ( ଜୀବନ ରାଉତ ) [...]

ନିୟମ ଉଲ୍ଲଂଘନର ଅଭିଯୋଗ କେନ୍ଦ୍ରରୁ ଆସୁଛି, ମୁଖ୍ୟ ଶାସନ ସଚିବ କ’ଣ ପାଇଁ କାର୍ଯ୍ୟାନୁଷ୍ଠାନ ନେଉନାହାନ୍ତି?: ସତ୍ୟବ୍ରତ ପଣ୍ଡା

ବ୍ୟକ୍ତିଗତ ସଚିବଙ୍କ ବାରମ୍ବାର ନିୟମ ଉଲ୍ଲଂଘନର ଅଭିଯୋଗ କେନ୍ଦ୍ରରୁ ଆସୁଛି, ମୁଖ୍ୟ ଶାସନ ସଚିବ କ’ଣ ପାଇଁ କାର୍ଯ୍ୟାନୁଷ୍ଠାନ ନେଉନାହାନ୍ତି?: ସତ୍ୟବ୍ରତ ପଣ୍ଡା  ରାଜ୍ୟର ମୁଖ୍ୟ ଶାସନ ସଚିବ ରହସ୍ୟଜନକ ନୀରବତା ଭାଙ୍ଗି ନିଜର ପଦ ମର୍ଯ୍ୟାଦା ରକ୍ଷା କରନ୍ତୁ  ବିଜେପି ସଭାପତିଙ୍କ ସହ ଅନେକ ନେତୃବୃନ୍ଦ ଡିଓପିଟି ବିଭାଗରେ ବ୍ୟକ୍ତିଗତ ସଚିବଙ୍କ ନିୟମ ଉଲ୍ଲଂଘନ ନେଇ ଅଭିଯୋଗ କରିଛନ୍ତି, ସେହି ପତ୍ରର ପ୍ରତ୍ୟୁତର ପାଇଲା ପରେ [...]

ଦୁର୍ନୀତି ଓ ଅପାରଗତା କାରଣରୁ କେନ୍ଦ୍ର ଯୋଜନାରୁ ବଂଚିତ ଓଡିଶାବାସୀ: ମନମୋହନ ସାମଲ

ମହା ଜନସମ୍ପର୍କ ଅଭିଯାନ ରାଜ୍ୟ ସରକାରଙ୍କ ଦୁର୍ନୀତି ଓ ଅପାରଗତା କାରଣରୁ କେନ୍ଦ୍ର ଯୋଜନାରୁ ବଂଚିତ ଓଡିଶାବାସୀ: ମନମୋହନ ସାମଲ  ନୂଆଗାଁର ୧୬୫,୧୬୭ ଓ ଜଗନ୍ନାଥପୁରର ୧୬୬ନଂ ବୁଥରେ ଘରକୁ ଘର ବୁଲି ମହା ଜନସମ୍ପର୍କ ଅଭିଯାନରେ ସାମିଲ ହେଲେ ରାଜ୍ୟ ସଭାପତି  ମୋଦିଜୀଙ୍କ ହାତମୁଠାକୁ ସଶକ୍ତ କରିବା ପାଇଁ ଜନତାଙ୍କୁ ଅନୁରୋଧ  ମୋଦିଜୀ ଶାସନ ଗାଦିକୁ ଆସିବା ପରେ ବିକାଶ ମୂଳକ ଯୋଜନା, ଭିତିଭୂମି [...]

ବେଆଇନ ଚିଟଫଣ୍ଡ କଂପାନୀ ଓ ବେସରକାରୀ ଅର୍ଥ ଲଗାଣକାରୀ ସଂସ୍ଥା ତଥା ମହାଜନୀମାନଙ୍କ କବଜାରେ ରାଜ୍ୟବାସୀ: ଡ.ଲେଖାଶ୍ରୀ

ବେଆଇନ ଚିଟଫଣ୍ଡ କଂପାନୀ ଓ ବେସରକାରୀ ଅର୍ଥ ଲଗାଣକାରୀ ସଂସ୍ଥା ତଥା ମହାଜନୀମାନଙ୍କ କବଜାରେ ରାଜ୍ୟବାସୀ: ଡ.ଲେଖାଶ୍ରୀ  ଏସଏଚଜି ମହିଳାଙ୍କୁ ଆତ୍ମହତ୍ୟା କରିବାକୁ ବାଧ୍ୟ କରୁଛନ୍ତି ରାଜ୍ୟ ସରକାର  ମୃତ୍ୟୁର କାରଣ ଆତ୍ମହତ୍ୟା ନୁହେଁ ବରଂ ଏହା ସରକାର ପ୍ରାୟୋଜିତ ହତ୍ୟା  ଅଭାବର ଫାଇଦା ନେଇ ଗରୀବ ଲୋକଙ୍କୁ ଶୋଷଣ କରାଯାଉଛି  ରାଜ୍ୟ ସରକାର ଘରୋଇ ସଂସ୍ଥାକୁ ହାତ କରି ସ୍ୱୟଂ ସହାୟକ ଗୋଷ୍ଠୀ [...]

ଭୀମ ଭୋଇ ଦୃଷ୍ଟିବାଧିତ ସରକାରୀ ଧନ୍ଦାମୂଳକ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଓ ବିପିନ ବିହାରୀ ଚୌଧୁରୀ ଶ୍ରୁତିବାଧିତ ସରକାରୀ ଧନ୍ଦାମୂଳକ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ମୁଖ୍ୟମନ୍ତ୍ରୀଙ୍କ ଦ୍ୱାରା ଲୋକାର୍ପିତ

    ଭୀମ ଭୋଇ ଦୃଷ୍ଟିବାଧିତ ସରକାରୀ ଧନ୍ଦାମୂଳକ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଓ ବିପିନ ବିହାରୀ ଚୌଧୁରୀ ଶ୍ରୁତିବାଧିତ ସରକାରୀ ଧନ୍ଦାମୂଳକ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ମୁଖ୍ୟମନ୍ତ୍ରୀଙ୍କ ଦ୍ୱାରା ଲୋକାର୍ପିତ ରାଜ୍ୟ ପଣ୍ୟାଗାର ନିଗମ ର କର୍ପୋରେଟ ବିଲଡିଂର ଶିଳାନ୍ୟାସ କଲେ ମୁଖ୍ୟମନ୍ତ୍ରୀ. ଭୁବନେଶ୍ବର:୦୩.୦୭ ଆଜି ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଭୁବନେଶ୍ୱର ୟୁନିଟ -୩ ସ୍ଥିତ ଭୀମ ଭୋଇ ଦୃଷ୍ଟିହୀନ ସରକାରୀ ଉଚ୍ଚ ବିଦ୍ୟାଳୟ ଓ ବିପିନ [...]

ଓଡ଼ିଆ ଚଳଚ୍ଚିତ୍ର “ନିୟତି” ର ଟ୍ରେଲର ଏବଂ ଅଡିଓ ଲୋକାର୍ପଣ

ଓଡ଼ିଆ ଚଳଚ୍ଚିତ୍ର “ନିୟତି” ର ଟ୍ରେଲର ଏବଂ ଅଡିଓ ଲୋକାର୍ପଣ ଭୁବନେଶ୍ୱର’:ସମରେଶ ରାଉତରାୟ ଙ୍କ ପ୍ରସ୍ତୁତି, ଏସ ଥ୍ରୀ ମୁଭିଜ ପ୍ରଯୋଜିତ ଏବଂ ରିସା ଫିଲ୍ମସ ସହଯୋଗୀତା ରେ ନିର୍ମିତ ହୋଇଥିବା ଓଡ଼ିଆ ଚଳଚ୍ଚିତ୍ର “ନିୟତି” ଆସନ୍ତା ୨୧ ଜୁଲାଇ ଶୁକ୍ରବାର ଦିନ ସାରା ଓଡିଶାରେ ମୁକ୍ତିଲାଭ କରିବାକୁ ଯାଉଥିବା ବେଳେ ଭୁବନେଶ୍ୱର ପ୍ରେସ କ୍ଲବ ଠାରେ ଚଳଚ୍ଚିତ୍ରର ଟ୍ରେଲର ରିଲିଜ ଏବଂ ଅଡିଓ ଲୋକାର୍ପଣ ଉତ୍ସବ ଅନୁଷ୍ଠିତ ହୋଇଯାଇଛି [...]

ରାଜ୍ୟ ପଣ୍ୟାଗାର ନିଗମ ର କର୍ପୋରେଟ ବିଲଡିଂର ଶିଳାନ୍ୟାସ କଲେ ମୁଖ୍ୟମନ୍ତ୍ରୀ.

    ଭୀମ ଭୋଇ ଦୃଷ୍ଟିବାଧିତ ସରକାରୀ ଧନ୍ଦାମୂଳକ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଓ ବିପିନ ବିହାରୀ ଚୌଧୁରୀ ଶ୍ରୁତିବାଧିତ ସରକାରୀ ଧନ୍ଦାମୂଳକ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ମୁଖ୍ୟମନ୍ତ୍ରୀଙ୍କ ଦ୍ୱାରା ଲୋକାର୍ପିତ ରାଜ୍ୟ ପଣ୍ୟାଗାର ନିଗମ ର କର୍ପୋରେଟ ବିଲଡିଂର ଶିଳାନ୍ୟାସ କଲେ ମୁଖ୍ୟମନ୍ତ୍ରୀ. ଭୁବନେଶ୍ବର ୦୩.୦୭ ଆଜି ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଭୁବନେଶ୍ୱର ୟୁନିଟ -୩ ସ୍ଥିତ ଭୀମ ଭୋଇ ଦୃଷ୍ଟିହୀନ ସରକାରୀ ଉଚ୍ଚ ବିଦ୍ୟାଳୟ ଓ [...]

ରିଲ୍ ରେ ନୁହଁ ରିଅଲ ଲାଇଫରେ ବି ହିରୋ ।

ଦୁର୍ଘଟଣାଗ୍ରସ୍ତ ଗୁରୁତରଙ୍କୁ ଉଦ୍ଧାର କରି ହସ୍ପିଟାଲରେ ଭର୍ତ୍ତି କରାଇ ଜୀବନ ବଞ୍ଚାଇଲେ ଅଭିନେତା ସିଦ୍ଧାନ୍ତ ମହାପାତ୍ର ଭୁବନେଶ୍ୱର:୦୩.୦୭ କେବଳ ରିଲ୍ ରେ ନୁହେ, ରିଅଲ ଲାଇଫରେ ବି ହିରୋ । ସଡ଼କ ଦୁର୍ଘଟଣାରେ ଆହତ ହୋଇଥିବା ଜଣେ ଗୁରୁତରଙ୍କୁ ଉଦ୍ଧାର କରିବା ସହ ମେଡିକାଲରେ ଭର୍ତ୍ତି କଲେ ଓ ତାଙ୍କ ପାଖରେ ରହି ସ୍ୱାସ୍ଥ୍ୟାବସ୍ଥା ବୁଝିଲେ ପୂର୍ବତନ ସାଂସଦ ତଥା ଅଭିନେତା ସିଦ୍ଧାନ୍ତ ମହାପାତ୍ର । ପାହାଳ ରାସ୍ତାରେ ଦୁର୍ଘଟଣାଗ୍ରସ୍ତ [...]

ଆନ୍ତଃଜାତୀୟ ପ୍ଲାଷ୍ଟିକ ବ୍ୟାଗ୍ ଫ୍ରି ଦିବସ ଅବସରରେ, ସତ୍ୟନଗର ଲେଡ଼ିଜ୍ ଫୋରମ୍ ଓ ଜୟ ଓଡ଼ିଶା ର ମିଳିତ ଆନୁକୁଲ୍ୟରେ ଏକ ସଚେତନତା କାର୍ଯ୍ୟକ୍ରମ

ଭୁବନେଶ୍ୱର:୦୩.୦୭ଆଜି ଆନ୍ତଃଜାତୀୟ ପ୍ଲାଷ୍ଟିକ ବ୍ୟାଗ୍ ଫ୍ରି ଦିବସ ଅବସରରେ, ସତ୍ୟନଗର ଲେଡ଼ିଜ୍ ଫୋରମ୍ ଓ ଜୟ ଓଡ଼ିଶା ର ମିଳିତ ଆନୁକୁଲ୍ୟରେ ଏକ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଏଥିରେ ନିଖିଳ ଉତ୍କଳ କ୍ଷୁଦ୍ର ବ୍ୟବସାୟୀ ସଂଘର କର୍ମକର୍ତ୍ତା ମାନେ ଉପସ୍ଥିତ ଥିବା ବେଳେ, ଅତିଥି ଭାବରେ ଶ୍ରୀମତୀ ପ୍ରୀତିନନ୍ଦା ରାଉତରାୟ( କର୍ପୋରେଟର ୬ନଂ ୱାର୍ଡ), ଶ୍ରୀମତୀ ଶୁଭଶ୍ରୀ ଦାସ( ସମାଜ ସେବୀ), ଡଃ ଅମ୍ରିତା ମିଶ୍ର (ଡେଣ୍ଟାଲ ସର୍ଜନ) [...]

ଗୁରୁପୂର୍ଣ୍ଣିମା ଉତ୍ସବ ପରମହଂସ ସ୍ୱାମୀ ବ୍ରହ୍ମାନନ୍ଦ ସରସ୍ୱତୀଙ୍କ ଅଧ୍ୟକ୍ଷତାରେ ମହାସମାରୋହରେ ପାଳିତ

ଗୁରୁଙ୍କୁ ନ ମଣିବ ନର-ସ୍ୱାମୀ ବ୍ରହ୍ମାନନ୍ଦ ବ୍ୟାସପୂର୍ଣ୍ଣିମା ଅବସରରେ ଗୁରୁପୂଜନ ଉତ୍ସବ ପାଳିତ ଭୁବନେଶ୍ୱର :୦୩.୦୭ ଗୁରୁଶ୍ରେଷ୍ଠ ବ୍ୟାସଦେବଙ୍କ ଜନ୍ମ ବ୍ୟାସପୂର୍ଣ୍ଣିମା ଅବସରରେ ରୁଦ୍ରପୁରସ୍ଥ ନିଗମ କଳ୍ପତରୁ ଆଶ୍ରମ ପରିସରରେ ସୋମବାର ଗୁରୁପୂର୍ଣ୍ଣିମା ଉତ୍ସବ ପରମହଂସ ସ୍ୱାମୀ ବ୍ରହ୍ମାନନ୍ଦ ସରସ୍ୱତୀଙ୍କ ଅଧ୍ୟକ୍ଷତାରେ ମହାସମାରୋହରେ ପାଳିତ ହୋଇଯାଇଛି । ସଦ୍‌ଗୁରୁ ଠାକୁର ଶ୍ରୀ ଶ୍ରୀ ନିଗମାନନ୍ଦଙ୍କ ପୂଜାର୍ଚ୍ଚନା ପରେ, ଆନୁଷ୍ଠାନିକ ଭାବେ ପ୍ରଦୀପ ପ୍ରଜ୍ଜ୍ୱଳନ କରି ସ୍ୱାମିଜୀ ମହାରାଜ କହିଲେ ଯେ, [...]