Search for:

ଟଙ୍କା ନେଇ ବିଏମ୍ସି ଘର ଭାଙ୍ଗୁଛି।

ଦୁଇ ସ୍ଥାନରୁ ଜବରଦଖଲ ଉଚ୍ଛେଦ 10 ହଜାର ବର୍ଗଫୁଟ ଜମି ଜବରଦଖଲମୁକ୍ତ ଭୁବନେଶ୍ୱର, : ଇନଫୋସିଟ ଥାନା ଅନ୍ତର୍ଗତ ପଟିଆ ବିଗ୍ ବଜାରରୁ ପଟିଆ ଷ୍ଟେସନ ପର୍ଯ୍ଯନ୍ତ ବିଦୁ୍ଯତ ସଯୋଗୀକରଣ ପାଇଁ ଜବରଦଖଲ ଉଚ୍ଛେଦ କରିଛି ବିଡିଏ ଏଥିରେ 2ଟି କେବିନ, ଗୋଟିଏ ଫାଷ୍ଟଫୁଡ ଦୋକାନ ଏବଂ ଗୋଟିଏ ଓମ୍ଫେଡ୍ ଷ୍ଟଲ ଉଚ୍ଛେଦ କରାଯାଇଛି ଆଇନଶୃଙ୍ଖଳା ପରିସ୍ଥିତି ପାଇଁ ଏକ ପ୍ଲାଟୁନ ରିଜର୍ଭ ପୋଲିସ ଫୋର୍ସ ଓ ଗୋଟିଏ ସେକ୍ସନ [...]

ତୁଷାର ·ରିଟେବୁଲ ଟ୍ରଷ୍ଟ ତରଫରୁ ବୃକ୍ଷରୋପଣ

ତୁଷାର ·ରିଟେବୁଲ ଟ୍ରଷ୍ଟ ତରଫରୁ ବୃକ୍ଷରୋପଣ ଭୁବନେଶ୍ୱର, ୧.୭ : ପ୍ରଭୁ ଜଗନ୍ନାଥଙ୍କ ନିଳାଦ୍ରୀ ବିଜେ ଉପଲକ୍ଷେ ତୁଷାର ·ରିଟେବୁଲ ଟ୍ରଷ୍ଟ ଏବଂ ନ୍ୟୁ ଏଜି ରେସିଡେନ୍ସି କମିଟିର ମିଳିତ ସହଯୋଗରେ ୱାଡର଼୍ ନଂ-୨୮ ନ୍ୟୁ ଏଜି କଲୋନୀରେ ବୃକ୍ଷରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏଥିରେ ମୁଖ୍ୟ ଅତିଥି ଭାବେ ସମାଜସେବୀ ଜଗନ୍ନାଥ ପ୍ରଧାନ, ସୁରେଶ ଚନ୍ଦ୍ର ଜେନା, ଜିତେନ୍ଦ୍ର କୁମାର ଜେନା,ଟ୍ରଷ୍ଟର ଉପଦେଷ୍ଟା ଶିବିର କୁମାର ପରିଡ଼ା, [...]

ଆପୋଲୋ ହସ୍ପିଟାଲ୍‌ ଦ୍ୱାରା ସରକାରଙ୍କ ଶ୍ରମବିଭାଗକୁ ଉପହାସ

ଆପୋଲୋ ହସ୍ପିଟାଲ୍‌ ଦ୍ୱାରା ସରକାରଙ୍କ ଶ୍ରମବିଭାଗକୁ ଉପହାସ ଭୁବନେଶ୍ୱର, ୬.୭ : ରାଜ୍ୟରେ ଗରିବ ଜନସାଧାରଣଙ୍କୁ ଜରୁରୀ ଅତ୍ୟାଧୁନିକ ସ୍ୱାସ୍ଥ୍ୟସେବା ଓ ବେକାରୀ ଯୁବକଯୁବତୀଙ୍କୁ ନିଯୁକ୍ତି ଇତ୍ୟାଦି ସମ୍ପର୍କରେ ଜମି ଓ ଅନ୍ୟାନ୍ୟ ସୁବିଧା ପାଇଥିବା ଆପୋଲୋ ହସ୍ପିଟାଲ ଆଜି ନିଜର ଲାଭାଂଶ ବୃଦ୍ଧି କରିବା ସହିତ ଗରିବ ଜନସାଧାରଣ ତଥା ନିଯୁକ୍ତି ହୋଇଥିବା କର୍ମ·ରୀଙ୍କୁ ଶୋଷଣ କରିବା କାମ କରୁଛି  । ଶ୍ରମ ବିଭାଗର ନିର୍ଦ୍ଦେଶକୁ ପାଳନ କରୁନାହିଁ  [...]

ସାହିତ୍ୟ ସମାଜ ପରିବର୍ତ୍ତନର ବାର୍ତ୍ତାବହ ହେଉ : ପୂର୍ତ୍ତ ମନ୍ତ୍ରୀ

ନିଖିଳ ଓଡ଼ିଶା ପ୍ରଗତିଶୀଳ ଲେଖକ ମହାସଂଘ ଟ୍ରଷ୍ଟର ୨୩ତମବା ର୍ଷିକ ଉତ୍ସବ   ଭୁବନେଶ୍ୱର, ୬.୭ : ସାହିତ୍ୟ ସମାଜକୁ ଦିଗ୍‌ଦର୍ଶନ ଦେଇ ସାମାଜିକ ପରିବର୍ତ୍ତନର ବାର୍ତ୍ତାବାହ ସାଜିଥାଏ । ସମାଜକୁ ପରିବର୍ତ୍ତନ କରିବାରେ ସାହିତ୍ୟିକ ଓ କବିମାନଙ୍କ ଉପରେ ଈଶ୍ୱରଙ୍କ ଆଶ୍ରିବାଦ ରହିଛି ବୋଲି ରାଜ୍ୟ ଖଣି, ଇସ୍ପାତ ଓ ପୂର୍ତ୍ତବିଭାଗ ମନ୍ତ୍ରୀ ପ୍ରଫୁଲ୍ଲ କୁମାର ମଲ୍ଲିକ ପ୍ରକାଶ କରିଛନ୍ତି ।ମଙ୍ଗଳବାର ସ୍ଥାନୀୟ ଜୟଦେବ ଭବନଠାରେ ନିଖିଳ ଓଡ଼ିଶା [...]

ଆକାଶଛୁଆଁ ବଜାରଦର ମୋଦି ଓ ନବୀନ କୃତ-ୟାସିର

ଆକାଶ ଛୁଆଁ ବଜାର ଦର ପ୍ରତିବାଦରେ ଖାଉଟି କଲ୍ୟାଣ ମବୀଙ୍କ ସରକାରୀ ବାସଭବନ ଘେରାଉ କଲା ଛାତ୍ର କଂଗ୍ରେସ । ଆକାଶଛୁଆଁ ବଜାରଦର ମୋଦି ଓ ନବୀନ କୃତ-ୟାସିର ଭୁବନେଶ୍ୱର ତା. ୬.୭- ଆଜି ପ୍ରଦେଶ ଛାତ୍ର କଂଗ୍ରେସ ସଭାପତି ଶ୍ରୀ ସୟଦ ୟାସିର ନୱାଜଙ୍କ ନେତୃତ୍ୱରେ ଛାତ୍ର କଂଗ୍ରେସର କର୍ମକର୍ତାମାନେ ଆକାଶ ଛୁଆଁ ବଜାରଦର ପ୍ରତିବାଦରେ ଖାଉଟିକଲ୍ୟାଣ ମବୀ ଶ୍ରୀ ଅତନୁ ସବ୍ୟସାଚିଙ୍କ ଭୁବନେଶ୍ୱର ସ୍ଥିତ ସରକାରୀ ବାସଭବନ [...]

ଛତିଶଗଡ଼ର ଉପ ମୁଖ୍ୟମନ୍ତ୍ରୀ ଶ୍ରୀ ଟିଏସ ସିଂହଦେଓଙ୍କୁ ସମ୍ବର୍ଦ୍ଧନା

ଛତିଶଗଡ଼ର ଉପ ମୁଖ୍ୟମନ୍ତ୍ରୀ ଶ୍ରୀ ଟିଏସ ସିଂହଦେଓଙ୍କୁ କଂଗ୍ରେସ ଭବନରେ ଭବ୍ୟ ସମ୍ବର୍ଦ୍ଧନା ଶୃୃଙ୍ଖଳା ସଫଳତାର ଶ୍ରେଷ୍ଠ ମନ୍ତ୍ର : ଟି.ଏସ୍‌. ସିଂହଦେଓ ଭୁବନେଶ୍ୱର, ତା. ୦୬/୦୭ ରିଖ : ଓଡ଼ିଶା ଗସ୍ତରେ ଆସିଥିବା ଛତିଶଗଡ଼ ରାଜ୍ୟର ଉପମୁଖ୍ୟମନ୍ତ୍ରୀ ଶ୍ରୀ ଟିଏସ ସିଂହଦେଓଙ୍କୁ ପ୍ରଦେଶ କଂଗ୍ରେସ କାର୍ଯ୍ୟାଳୟ, ଭୁବନେଶ୍ୱର ଠାରେ ଉଚ୍ଛ୍ୱସିତ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଛି । ଏହି ଉପଲକ୍ଷେ ଆୟୋଜିତ ଏକ ସମ୍ବର୍ଦ୍ଧନା ସଭାରେ ଅଧ୍ୟକ୍ଷତା କରି ପ୍ରଦେଶ [...]

ଦୁର୍ନୀତି ବିରୋଧରେ ୫ଟି କ୍ଷମା ନାହିଁ।କଡ଼ା ଆଭିମୁଖ୍ୟ ।

ଦୁର୍ନୀତି ବିରୋଧରେ ୫ଟି ଆକ୍ସନ, ନିମ୍ନମାନର ହଷ୍ଟେଲ ନିର୍ମାଣ କରିଥିବା ସଂସ୍ଥା ବିରୋଧରେ କଡ଼ା ଆଭିମୁଖ୍ୟ ଭୁବନେଶ୍ୱର:ସୁବର୍ଣ୍ଣପୁର: ଦୁର୍ନୀତି ବିରୋଧରେ ୫ଟି ଆକ୍ସନ । ନିମ୍ନମାନର ହଷ୍ଟେଲ ନିର୍ମାଣ କରିଥିବା ସଂସ୍ଥା ବିରୋଧରେ କଡ଼ା ଆଭିମୁଖ୍ୟ । ୫ଟି ସଚିବଙ୍କ ନିର୍ଦ୍ଦେଶ ପରେ ତଦନ୍ତ ପାଇଁ ଭିଜିଲାନ୍ସକୁ ଚିଠି ଲେଖିଲେ ସୁବର୍ଣ୍ଣପୁର ଜିଲ୍ଲାପାଳ । ଗତକାଲି ସୁବର୍ଣ୍ଣପୁର ଜିଲ୍ଲା ଗସ୍ତ ସମୟରେ ମକୁନ୍ଦପୁର ୧୦୦ଶଯ୍ୟା ବିଶିଷ୍ଟ ଏସସି ଗାର୍ଲ୍ସ ହଷ୍ଟେଲ [...]

ବନ ମହୋତ୍ସବ ସପ୍ତାହ ପାଳନ ଅବସରରେ “ବୁଗିନ ହୋ” ଶିକ୍ଷାକେନ୍ଦ୍ର, ଗୋଡିବାରି ଗ୍ରାମ ରେ ବୃକ୍ଷ ରୋପଣ

ବନ ମହୋତ୍ସବ ସପ୍ତାହ ପାଳନ ଅବସରରେ “ବୁଗିନ ହୋ” ଶିକ୍ଷାକେନ୍ଦ୍ର, ଗୋଡିବାରି ଗ୍ରାମ ରେ ବୃକ୍ଷରୋପଣ। ଭୁବନେଶ୍ୱର:୦୬.୦୭ ବନ ମହୋତ୍ସବ ସପ୍ତାହ ପାଳନ ଅବସରରେ “ବୁଗିନ ହୋ” ଶିକ୍ଷାକେନ୍ଦ୍ର, ଗୋଡିବାରି ଗ୍ରାମ ରେ ବୃକ୍ଷ ରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ “ଜୟ ଓଡ଼ିଶା” ର ଅଧ୍ୟକ୍ଷ ଶ୍ରୀ ରୁଦ୍ର ସାମନ୍ତରାୟ ଯୋଗ ଦେଇ ବୃକ୍ଷ ରୋପଣ ସହ ପିଲାମାନଙ୍କୁ ଭୁରି ଭୁରି ପ୍ରଶଂସା କରିଥିଲେ। ଶ୍ରୀ ଅମୀୟ [...]

ଏକକ ପିଜି ପ୍ରବେଶିକା ପରୀକ୍ଷା ପାଇଁ ସ୍ୱତନ୍ତ୍ର ”  ୨୪ ଘଣ୍ଟିଆ ହେଲ୍ପ ଲାଇନ ନମ୍ବର ଜାରି

ଛାତ୍ରଛାତ୍ରୀଙ୍କ ସାହାଯ୍ୟ ନିମନ୍ତେ ବିଜୁ ଛାତ୍ର ଜନତା ଦଳର “ହେଲ୍ପ ଡେସ୍କ ଏକକ ପିଜି ପ୍ରବେଶିକା ପରୀକ୍ଷା ପାଇଁ ସ୍ୱତନ୍ତ୍ର “ହେଲ୍ପ ଡେସ୍କ” ୨୪ ଘଣ୍ଟିଆ ହେଲ୍ପ ଲାଇନ ନମ୍ବର ଜାରି ଭୁବନେଶ୍ୱର :୦୬.୦୭ ଆରମ୍ଭ ହୋଇଛି ଏକକ ପିଜି ପ୍ରବେଶିକା ପରୀକ୍ଷା | ପରୀକ୍ଷା ଦେବାକୁ ସାରା ରାଜ୍ୟରୁ ଉତ୍କଳ ବିଶ୍ୱବିଦ୍ୟାଳୟକୁ ଛୁଟି ଆସୁଛନ୍ତି ସାରା ରାଜ୍ୟର ଛାତ୍ରଛାତ୍ରୀ | ୪୦୦ ଏକର ବିଶିଷ୍ଟ ବିଶ୍ୱବିଦ୍ୟାଳୟ ପରିସରରେ ୫୦ରୁ [...]

ଓଡ଼ିଶାରେ ପୁଣି ଚିଟଫଣ୍ଡ ଭଳି ରାହାଜାନି ଚଳାଇଛନ୍ତି ଘରୋଇ ଫାଇନାନ୍ସ କମ୍ପାନୀ : ଡ.ଲେଖାଶ୍ରୀ

ଋଣ କାରଣରୁ ଦମ୍ପତିଙ୍କ ଆତ୍ମହତ୍ୟା ଘଟଣା ଓଡ଼ିଶାରେ ପୁଣି ଚିଟଫଣ୍ଡ ଭଳି ରାହାଜାନି ଚଳାଇଛନ୍ତି ଘରୋଇ ଫାଇନାନ୍ସ କମ୍ପାନୀ : ଡ.ଲେଖାଶ୍ରୀ  ରାଜ୍ୟ ସରକାରଙ୍କ ଗାଇଡଲାଇନ ପ୍ରସ୍ତୁତ ନକରିବା ପର୍ଯ୍ୟନ୍ତ ଋଣ କେହି ନସୁଝନ୍ତୁ  ଆରବିଆଇ ଗାଇଡ ଲାଇନ ଉଲଘଂନ କରାଯାଉଛି  ରାଜ୍ୟ ସରକାର ଓ ଘରୋଇ ଋଣ ସଂସ୍ଥା ମଧ୍ୟରେ ମଧୁଚନ୍ଦ୍ରିକା କ’ଣ?  ଚଳିତ ସପ୍ତାହରେ ୫ମୃତ, ଲକ୍ଷାଧିକ ଠକେଇ  ମୃତକଙ୍କ [...]