Search for:
  • Home/
  • ରାଜ୍ୟ/
  • ଦୁଇଦିନିଆ ଓଡିଶା ଗସ୍ତରେ ଶ୍ରୀ ଅମିତ ଶାହ.

ଦୁଇଦିନିଆ ଓଡିଶା ଗସ୍ତରେ ଶ୍ରୀ ଅମିତ ଶାହ.

Spread the love

Loading

ଦୁଇଦିନିଆ ଓଡିଶା ଗସ୍ତରେ ଶ୍ରୀ ଅମିତ ଶାହ

 ଶନିବାର ଦିନ ସକାଳେ ବିଭିନ୍ନ ସରକାରୀ କାର୍ଯ୍ୟକ୍ରମରେ ଯୋଗ ଦେବେ
 ଶନିବାର ଅପରାହ୍ନରେ ରାଜ୍ୟ କାର୍ଯ୍ୟାଳୟଠାରେ ଦଳୀୟ ନେତୃବୃନ୍ଦ ଓ କାର୍ଯ୍ୟକର୍ତାଙ୍କ ସହ ଆଲୋଚନା କରିବେ
 ସନ୍ଧ୍ୟାରେ ଦିଲ୍ଲୀ ପ୍ରତ୍ୟାବର୍ତନ କରିବେ

ଭୁବନେଶ୍ୱର, ତା.୦୫ /୦୮: ଆଜି ଦୁଇ ଦିନିଆ ଓଡ଼ିଶା ଗସ୍ତରେ ଆସୁଛନ୍ତି କେନ୍ଦ୍ର ଗୃହମନ୍ତ୍ରୀ ତଥା ପୂର୍ବତନ ରାଷ୍ଟ୍ରୀୟ ଅଧ୍ୟକ୍ଷ ଶ୍ରୀ ଅମିତ ଶାହ । ଶ୍ରୀ ଶାହ ଶୁକ୍ରବାର ରାତ୍ରିରେ ଦିଲ୍ଲୀରୁ ବିମାନ ଯୋଗେ ଆସି ଭୁବନେଶ୍ୱରରେ ପଂହଚିଲେ  । ଶନିବାର ଦିନ ସକାଳେ ଶ୍ରୀ ଶାହ ବିଭିନ୍ନ ସରକାରୀ କାର୍ଯ୍ୟକ୍ରମରେ ଯୋଗ ଦେବେ । ଏହା ପରେ ଶ୍ରୀ ଶାହ ଅପରାହ୍ନରେ ରାଜ୍ୟ

କାର୍ଯ୍ୟାଳୟଠାରେ ଦଳୀୟ କାର୍ଯ୍ୟକର୍ତା ଓ ନେତୃବୃନ୍ଦଙ୍କ ସହ ଆଲୋଚନା କରିବେ । ଶ୍ରୀ ଶାହ ସନ୍ଧ୍ୟାରେ ଭୁବନେଶ୍ୱରରୁ ବିମାନ ଯୋଗେ ଦିଲ୍ଲୀ ପ୍ରତ୍ୟାବର୍ତନ କରିବେ ବୋଲି ରାଜ୍ୟ ସଭାପତି ମନମୋହନ ସାମଲ କହିଛନ୍ତି ।ଧୁମଧାମ ନାଚ ଘିତ ରେ ସ୍ୱଗତ କଲେ କ୍ରମି ଏଥିରେ ବହୁ ନେତା ଆସି ସ୍ୱାଗତ କରିଥିଲେ।

 

Leave A Comment

All fields marked with an asterisk (*) are required