ବୀରମହାରାଜପୁରରେ କାର୍ତ୍ତିକ ପାଣ୍ଡିଆନଙ୍କ ପ୍ରଚାର..
ବୀରମହାରାଜପୁରରେ କାର୍ତ୍ତିକ ପାଣ୍ଡିଆନଙ୍କ ପ୍ରଚାର..
ଲୋକଙ୍କ ମୁହଁରେ ହସ ଫୁଟିଲେ ମୁଖ୍ୟମନ୍ତ୍ରୀ ଖୁସି
ଓଡିଶାବାସୀଙ୍କୁ ନିଜ ପରିବାର ଭାବି ମୁଖ୍ୟମନ୍ତ୍ରୀ ଦିନରାତି ପରିଶ୍ରମ କରୁଛନ୍ତି
ମୁଖ୍ୟମନ୍ତ୍ରୀଙ୍କର କଥା କମ୍, କାମ ବେଶି
ବିରୋଧୀଙ୍କର କଥା ବେଶି, କାମ କମ୍
ବନ୍ୟା, ମରୁଡି, ସୁଖ ଦୁଃଖ ସବୁଥିରେ ମୁଖ୍ୟମନ୍ତ୍ରୀ ଆପଣଙ୍କ ସାଥିରେ ଅଛନ୍ତି
କାମର ହିସାବ ଦିଅନ୍ତି, ସେବାରେ ବିଶ୍ବାସ କରନ୍ତି
କିନ୍ତୁ ବିରୋଧୀ ଭୋଟ ପାଇଁ ଆସନ୍ତି, କାମ ପାଇଁ ନୁହେଁ
୫ ବର୍ଷରେ ଥରେ ଆସିବେ, ଓଡିଶାକୁ ସ୍ବତନ୍ତ୍ର ରାଜ୍ୟ କରିବୁ କହିବେ ଘୋଡା ଦେବୁ ହାତୀ ଦେବୁ – ଭୋଟ ସରିଲେ ସବୁ ଭୁଲିଯିବେ
୨ କୋଟି ଚାକିରୀ ଓ ଦୁଇ ଗୁଣ MSP କୁଆଡେ ଗଲା ?
ଆଜି ଆସିବେ, ପୁଣି ମିଛ କହିବେ
ଓଡିଶା ଏକମାତ୍ର ରାଜ୍ୟ, ଯେଉଁଠି ୯୫ ପ୍ରତିଶତ କଲେଜ ପିଲା ବୃତ୍ତି ପାଉଛନ୍ତି, ଝିଅ ୧୦ ହଜାର, ପୁଅ ୯ ହଜାର
ପାତଳୀ ଶ୍ରୀକ୍ଷେତ୍ର ପାଇଁ ୨୮ କୋଟି ଟଙ୍କା ମଞ୍ଜୁର
ବୀରମହାରାଜପୁରରେ ୩୦୦୦ କୋଟି ଟଙ୍କାର ଉଠା ଜଳସେଚନ ପ୍ରକଳ୍ପ