Search for:
  • Home/
  • Month: May 2024

ମୁଖ୍ୟମନ୍ତ୍ରୀଙ୍କ ନିରାଡମ୍ବର ପ୍ରଚାର, ଜିତିଲେ ହୃଦୟ

ବିଶାଳ ଜନସମୁଦ୍ର ମଧ୍ୟରେ ନବରଙ୍ଗପୁରରେ ମୁଖ୍ୟମନ୍ତ୍ରୀଙ୍କ ନିରାଡମ୍ବର ପ୍ରଚାର, ଜିତିଲେ ହୃଦୟ ‘ଆପଣମାନେ ଭଲ ଅଛନ୍ତି ତ?’ ପ୍ରଶ୍ନରେ ଆରମ୍ଭ କଲେ ପ୍ରଚାର, ବିକାଶ ଯୋଜନା ସଂପର୍କରେ ଲୋକଙ୍କୁ ପଚାରିଲେ ପ୍ରଶ୍ନ, ‘ନବୀନ ପଟ୍ଟନାୟକ ଭଲ କି ?’ ପ୍ରଶ୍ନରେ ଉତ୍ସାହିତ ଜନତା. ଠିଆ ହୋଇ ନବୀନ ପଟ୍ଟନାୟକ ଜିନ୍ଦାବାଦ ଧ୍ବନୀରେ ସଭା ସ୍ଥଳକୁ ପ୍ରକମ୍ପିତ କଲେ ବିଜେପି ଦଳ ନେତା ମିଛ କହୁଛନ୍ତି, କୁମ୍ଭୀର କାନ୍ଦଣା କାନ୍ଦୁଛନ୍ତି ଆପଣମାନେ [...]

ଫାଷ୍ଟ ବିଜେଡି ବିଜେପି ଛାଡ଼ି କଂଗ୍ରେସରେ ମିଶିଲେ

ଫାଷ୍ଟ ବିଜେଡି ବିଜେପି ଛାଡ଼ି କଂଗ୍ରେସରେ ମିଶିଲେ ଭୁବନେଶ୍ୱର: ଏକଦା ବିଜେଡିର ଥିଲେ ହେଭିୱେଟ୍ ନେତା । ନିଜର ଥିଲା ସ୍ୱତନ୍ତ୍ର ପରିଚୟ । ବିନା କ୍ଷମତାରେ ଘରେ ବସି ରହିଲେ ବି ସମ୍ମାନ ମିଳୁଥିଲା । ମାତ୍ର ଖଣ୍ଡେ ଟିକେଟ୍ ପାଇଁ ବାରଦ୍ୱାର ହୋଇ ନିଜର ଇଜ୍ଜତକୁ ଶେଷରେ ମାଟିରେ ମିଶେଇଦେଲେ । ଗେରୁଆ ଟୋପି ପିନ୍ଧି ଯେଉଁ ଦମ୍ଭରେ ବିଜେଡି ଏବଂ ନବୀନ ପଟ୍ଟନାୟକଙ୍କୁ ଗାଳିମନ୍ଦ କଲେ, [...]

ବାଲ୍ୟ ବିବାହ ବିରୁଦ୍ଧରେ ଜରୁରୀ ଆଦେଶ ଜାରି

ଭୁବନେଶ୍ୱର:ରାଜସ୍ଥାନ ହାଇକୋର୍ଟ ଅକ୍ଷୟ ତୃତୀୟା ପୂର୍ବରୁ ବାଲ୍ୟ ବିବାହ ବିରୁଦ୍ଧରେ ଜରୁରୀ ଆଦେଶ ଜାରି କରିଛନ୍ତି। ସମାନ କାର୍ଯ୍ୟାନୁଷ୍ଠାନ ପାଇଁ ଏନଜିଓ ମାନଙ୍କ ର ଦେଶ ବ୍ୟାପି ରାଲି। ରାଜସ୍ଥାନ ହାଇକୋର୍ଟ ନିଦେରଶାନୁସାରେ ଗ୍ରାମର ମୁଖିଆ ଏବଂ ସରପଞ୍ଚ ମାନେ ଯଦି ବାଲ୍ୟ ବିବାହ ରୋକିବାରେ ବିଫଳ ହୁଅନ୍ତି, ତେବେ ସେମାନେ ଉତ୍ତରଦାୟୀ ରହିବେ। ସମଗ୍ର ଦେଶରେ ଏନଜିଓ ଗୁଡିକ ମଧ୍ୟ ଦାବି କରୁଛନ୍ତି ଯେ ସେମାନଙ୍କ ରାଜ୍ୟ ରେ [...]

ଶାଳିନୀ ପଣ୍ଡିତଙ୍କୁ ମିଶନ ଶକ୍ତିର ଅତିରିକ୍ତ ଦାୟିତ୍ୱ

ଅର୍ଥ ବିଭାଗର ପ୍ରମୁଖ ସଚିବ ହେଲେ ସୁଜାତା ଆର୍‌ କାର୍ତ୍ତିକେୟନ, ଶାଳିନୀ ପଣ୍ଡିତଙ୍କୁ ମିଶନ ଶକ୍ତିର ଅତିରିକ୍ତ ଦାୟିତ୍ୱ ଭୁବନେଶ୍ୱର: ମିଶନ ଶକ୍ତି ଏବଂ ଓଡିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ସଚିବ ଥିବା ୨୦୦୦ ବ୍ୟାଚ୍‌ ଆଇଏଏସ୍‌ ଅଫିସର ସୁଜାତା ଆର କାର୍ତ୍ତିକେୟନଙ୍କୁ ଅର୍ଥ ବିଭାଗର ସ୍ୱତନ୍ତ୍ର ସଚିବ ଭାବେ ବଦଳି କରାଯାଇଛି। ଶ୍ରୀମତୀ କାର୍ତ୍ତିକେୟନ ମିଶନଶକ୍ତି ବିଭାଗ ସହିତ ଓଡ଼ିଆ ଭାଷା ସାହିତ୍ୟ ସଂସ୍କୃତି ବିଭାଗର [...]

ବିନା ବୁକ୍ଷରେଜୀବନ ଓ ଭବିଷ୍ୟତ ନାହିଁ।

ସମାଜମୁଖି ସାମ୍ବାଦିକତା ପରିବେଶ ସୁରକ୍ଷାରେ ସହାୟକ ହେବ। ଭୁବନେଶ୍ୱର: ଦିନକୁ ଦିନ ସାମ୍ବାଦିକତାର ଢାଞ୍ଜା ବଦଳି ଯାଉଛି । ଆଗ ଭଳି ଆଉ ସାମ୍ବାଦିକମାନେ ମୁକ୍ତ ଭାବେ ଲେଖିପାରୁନାହାନ୍ତିଁ । କେଉଁଠି ନାଁ କେଉଁଠି ସାମ୍ବାଦିକତା ତା’ର ସ୍ୱାଧିନତା ହରାଉଛି । ନିରପେକ୍ଷ, ସମାଜମୁଖି ଓ ରଚନାତ୍ମକ ସାମ୍ବାଦିକତା ପରିବେଶ ସୁରକ୍ଷାରେ ସହାୟକ ହୋଇପାରିବ ବୋଲି ସୂଚନା ଓ ଲୋକ ସମ୍ପର୍କ ବିଭାଗ ନିର୍ଦ୍ଦେଶକ ସରୋଜ କୁମାର ସାମଲ କହିଛନ୍ତି [...]

ଓଡ଼ିଆ ଭାଷା ଓ ଅସ୍ମିତାକୁ ନେଇ ଗଭୀର ଚିନ୍ତାପ୍ରକଟ କଲେ କେନ୍ଦ୍ରମନ୍ତ୍ରୀ

ଓଡ଼ିଆ ଭାଷା ଓ ଅସ୍ମିତାକୁ ନେଇ ଗଭୀର ଚିନ୍ତାପ୍ରକଟ କଲେ କେନ୍ଦ୍ରମନ୍ତ୍ରୀ *ଓଡ଼ିଆ ଅସ୍ମିତା ଏବଂ ରାଜ୍ୟରେ ଗଣତାନ୍ତ୍ରିକ ଓ ସାମ୍ବିଧାନିକ ପ୍ରକ୍ରିୟାକୁ ଚପାଇ ଦେବାର ଅପଚେଷ୍ଟାକୁ ବିଜେପି ସଫଳ ହେବାକୁ ଦେବ ନାହିଁ : ଧର୍ମେନ୍ଦ୍ର ପ୍ରଧାନ*  ଓଡ଼ିଆ ଅସ୍ମିତା, ଅସ୍ମିତ୍ୱ, ଓଡ଼ିଶାର ଭବିଷ୍ୟତ ଓ ନୂଆପିଢିଙ୍କ ସୁରକ୍ଷା ଚଳିତ ନିର୍ବାଚନର ପ୍ରସଙ୍ଗ ହେବ  ଓଡ଼ିଆ ଭାଷା, ଐତିହ୍ୟ ଓ ଅସ୍ମିତାର ପରିଭାଷା ଉପରେ ମତ [...]

ନିର୍ବାଚନ ପ୍ରଚାର ପାଇଁ କେନ୍ଦ୍ରୀୟ ନେତୃତ୍ୱଙ୍କ ଓଡ଼ିଶା ଗସ୍ତ

ନିର୍ବାଚନ ପ୍ରଚାର ପାଇଁ କେନ୍ଦ୍ରୀୟ ନେତୃତ୍ୱଙ୍କ ଓଡ଼ିଶା ଗସ୍ତ  ଦୁଇ ଦିନିଆ ଓଡିଶା ଗସ୍ତରେ ଆସୁଛନ୍ତି ବିଦେଶ ମନ୍ତ୍ରୀ ଡା.ଏସ୍ ଜୟଶଙ୍କର  ୫ ତାରିଖରେ ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା ଭୁବନେଶ୍ୱର ଓ କଟକଠାରେ ଅନୁଷ୍ଠିତ ଦଳୀୟ ବୈଠକରେ ଯୋଗ ଦେବେ ଭୁବନେଶ୍ୱର, ତା.୦୩/୦୫: ଭାରତୀୟ ଜନତା ପାର୍ଟି ଓଡ଼ିଶାରେ ‘ମା, ମାଟି, ମାତୃଭାଷା, ଓଡିଆ ଅସ୍ମିତା’ର ସୁରକ୍ଷାକୁ ମୁଖ୍ୟ ପ୍ରସଙ୍ଗ କରି ନିର୍ବାଚନରେ ଲଢ଼େଇ କରିବ [...]

ବାଲେଶ୍ୱର ଜିଲ୍ଲା ଔପଦା ବ୍ଲକ ବିଜେଡି ବିଧାୟକ ପ୍ରାର୍ଥୀ ସନ୍ତୋଷ ଖଟୁଆ ବିଜେପିରେ ଯୋଗ ଦେଲେ

  ବିଜେଡିର ଶତାଧିକ ନେତା ବିଜେପିରେ ସାମିଲ ହେଲେ  ବାଲେଶ୍ୱର ଜିଲ୍ଲା ଔପଦା ବ୍ଲକ ବିଜେଡି ବିଧାୟକ ପ୍ରାର୍ଥୀ ସନ୍ତୋଷ ଖଟୁଆ ବିଜେପିରେ ଯୋଗ ଦେଲେ ଭୁବନେଶ୍ୱର, ତା.୦୩/୦୫: ଆଜି ରାଜ୍ୟ କାର୍ଯ୍ୟାଳୟରେ ଅନୁଷ୍ଠିତ ମିଶ୍ରଣ ପର୍ବରେ ବାଲେଶ୍ୱର ଜିଲ୍ଲା ଔପଦା ବ୍ଲକ ବିଜେଡି ବିଧାୟକ ପ୍ରାର୍ଥୀ ସନ୍ତୋଷ ଖଟୁଆ, ବ୍ଲକ ଅଧ୍ୟକ୍ଷ ବିସି ବିପ୍‌ସା ପାତ୍ର, ନୀଳଗିରି ଜିଲ୍ଲା ପରିଷଦ ରଞ୍ଜିତା ସିଂ, ମୁନି ସିଂ, ସରପଂଚ [...]

ନାମାଙ୍କନ ପତ୍ର ଦାଖଲ କଲେ ଏକାମ୍ର ଅଶୋକ ପଣ୍ଡା

ନାମାଙ୍କନ ପତ୍ର ଦାଖଲ କଲେ ଅଶୋକ। ଭୁବନେଶ୍ୱର:ଆଜି ଭୁବନେଶ୍ୱର ଏକାମ୍ର ନିର୍ବାଚନ ମଣ୍ଡଳୀ ର ବିଜୁ ଜନତା ଦଳର ବିଧାୟକ ପ୍ରାର୍ଥୀ ତଥା ମନ୍ତ୍ରୀ ଅଶୋକ ଚନ୍ଦ୍ର ପଣ୍ଡା ଟଙ୍କାର ହଜାର ହଜାର ସମର୍ଥକ ଙ୍କ ସହ ସକାଳ ୧୦ ଟା ରୁ ଲିଙ୍ଗରାଜ ମନ୍ଦିର ଯାଇ ମହାପ୍ରଭୁ ଲିଙ୍ଗରାଜ ଙ୍କ ଦର୍ଶନ ଆଶୀର୍ବାଦଉ ନେଇ ବଢେଇ ବାଙ୍କ ଛକ ତିନିମୁଣ୍ଡିଆ ଛକ, ଗୋଷାଗରେଶ୍ଵର୍ ଛକ , ମାଉସୀମା ଛକ [...]

କେଦାରପଲ୍ଲୀରେ ଜନ ଆଶୀର୍ବାଦ ସାଉଁଟିଲେ ଜଗନ୍ନାଥ

କେଦାରପଲ୍ଲୀରେ ଜନ ଆଶୀର୍ବାଦ ସାଉଁଟିଲେ ଜଗନ୍ନାଥ ଭୁବନେଶ୍ବର,୦୩.୦୫… ନିର୍ବାଚନ ଜେତିକି ପାଖେଇ ଆସୁଚି ସେତିକି ବଢ଼ିବାରେ ଲାଗିଚି ବିଜେପି ମଧ୍ଯ ନିର୍ବାଚନ ମଣ୍ଡଳୀ ଜଗନ୍ନାଥଙ୍କ ଜନପ୍ରିୟତା ା ଆଜି ବୁପୁଜିନଗର ସ୍ଥିତ କେଦାରପଲ୍ଲୀରେ ବସ୍ତିରେ ଜଗନ୍ନାଥଙ୍କ ଜନସମ୍ପର୍କ ଶୋଭାଯାତ୍ରା ସ୍ପୃଷ୍ଠ ଭାବେ ପରିଲକ୍ଷିତ ହୋଇଚି ା ସେଠାରେ ରହୁଥିବା ବସ୍ତିବାସିନ୍ଦା ଓ ଜନସାଧାରଣଙ୍କ ଉତ୍ସାହ, ଉଦିପନ୍ନା ଦେଖି ଜଗନ୍ନାଥ ଅତ୍ୟନ୍ତ ଭାବବିହ୍ବଳ ହୋଇ ପଡିଥିଲେ ା ସଂନ୍ଧ୍ୟାରେ କେଦାରପଲ୍ଲୀରେ ପହଞ୍ଚିବା [...]