Search for:
  • Home/
  • Month: April 2024

ଏକାମ୍ର ନିର୍ବାଚନ ମଣ୍ଡଳୀରେ ପାର୍କ ରେ ବିଜେପି ବିଧାୟକ ପ୍ରାର୍ଥୀ ବାବୁ ସିଂ ଙ୍କ ପ୍ରଚାର।

ଏକାମ୍ର ନିର୍ବାଚନ ମଣ୍ଡଳୀରେ ପାର୍କ ରେ ବିଜେପି ବିଧାୟକ ପ୍ରାର୍ଥୀ ବାବୁ ସିଂ ଙ୍କ ପ୍ରଚାର। ଭୁବନେଶ୍ୱର,୨୫/୦୪: ଏକାମ୍ର ନିର୍ବାଚନ ମଣ୍ଡଳୀରେ ଦିନକୁ ଦିନ ବିଜେପି ର ଶକ୍ତି ବୃଦ୍ଧି ପାଇବାରେ ଲାଗିଛି।ଆଜି ପ୍ରଥମେ ସକାଳୁ ବିଜେବି ନଗର ଅଞ୍ଚଳରେ ପାର୍କ ରେ ବିଜେପି ବିଧାୟକ ପ୍ରାର୍ଥୀ ବାବୁ ସିଂ ଲୋକଙ୍କ ସହ ମିଶିବା ସହ ଲୋକଙ୍କ ସମସ୍ୟା ପଚାରି ବୁଝିବା ବିଜେପି କୁ ଭୋଟ୍ ଦେଇ ଜିତେଈବାକୁ ଅନୁରୋଧ [...]

ବିଜେପି ପ୍ରତି ଜନସାଧାରଣ ଙ୍କ ଅଦ୍ଭୁତପୂର୍ବ ଜନ ସମର୍ଥନ

ବିଜେପି ପ୍ରତି ଜନସାଧାରଣ ଙ୍କ ଅଦ୍ଭୁତପୂର୍ବ ଜନ ସମର୍ଥନ ଭୁବନେଶ୍ୱର:ଆଜି ତା 25/04/2024ରିଖ ଗୁରୁବାର ପୂର୍ବାହ୍ନ ରେ ଭୁବନେଶ୍ୱର ଉତ୍ତର ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଇଂଜଣା ଗ୍ରାମପଂଚାୟତ ର ପଦ୍ମାକେଶରୀପୁର ଠାରେ ବିଜେପି ସ୍ଥାନୀୟ କର୍ମୀଙ୍କ ଦ୍ୱାରା ଏକ ବିଶାଳ ପଦଯାତ୍ରା ଅନୁଷ୍ଠିତ ହୋଇ ଯାଇଛି l ଉକ୍ତ କାଯ୍ୟକ୍ରମ ରେ ବିଜେପି ଭୁବନେଶ୍ୱର ସାଂସଦ ପ୍ରାର୍ଥୀ ଶ୍ରୀମତୀ ଅପରାଜିତା ଷଡ଼ଙ୍ଗୀ ଓ ଭୁବନେଶ୍ୱର ଉତ୍ତର ନିର୍ବାଚନ ମଣ୍ଡଳୀ ବିଜେପି [...]

ଭୁବନେଶ୍ୱର ମହାନଗର ନିଗମ ଓ ଖୋର୍ଦ୍ଧା ଜିଲ୍ଲା ପ୍ରଶାସନ ପକ୍ଷରୁ ଭୋଟର ସଚେତନତା କାର୍ଯ୍ୟକ୍ରମ

ଭୁବନେଶ୍ୱର ମହାନଗର ନିଗମ ଓ ଖୋର୍ଦ୍ଧା ଜିଲ୍ଲା ପ୍ରଶାସନ ପକ୍ଷରୁ ଭୋଟର ସଚେତନତା କାର୍ଯ୍ୟକ୍ରମ ‘୨୫ ମଇରେ ନିଶ୍ଚୟ ଯିବି; ନିଜ ବୁଥରେ ଭୋଟ ଦେବି’ • ଭୁବନେଶ୍ୱରର ଅଧିକାଂଶ ବୁଥ୍ ପରିଚାଳନା କରିବେ କେବଳ ମହିଳା ଅଧିକାରୀ • ବୁଥ୍ ଆଗରେ ଭିଡ ଅଛି କି ନାହିଁ ଭୋଟରମାନେ ଜାଣିବା ପାଇଁ ପ୍ରସ୍ତୁତ ହେଉଛି ସ୍ୱତନ୍ତ୍ର ଆପ୍ • ମନ ମୋହିଲା ପଥପ୍ରାନ୍ତ ନାଟକ ଭୁବନେଶ୍ୱର; ତା ୨୪ା୦୪ା୨୦୨୪ [...]

ଏକାମ୍ର ରେ ଅଶୋକ ଙ୍କ ପ୍ରଚାର।

ଏକାମ୍ର ରେ ଅଶୋକ ଙ୍କ ପ୍ରଚାର ଜୋରଦାର ଭୁବନେଶ୍ୱର:ଆଜି ଭୁବନେଶ୍ୱର ଏକାମ୍ର ନିର୍ବାଚନ ମଣ୍ଡଳୀ ରେ ମନ୍ତ୍ରୀ ଅଶୋକ ଚନ୍ଦ୍ର ପଣ୍ଡା ଙ୍କ ବିଭିନ୍ନ ସ୍ଥାନରେ ନିର୍ବାଚନୀ ପ୍ରଚାର। ସକାଳେ ୱାର୍ଡ ନଂ ୨୪ ଓ ୪୯ ର ଏଚ ଆଇ ଜି ପାର୍କ ଓ ପ୍ରଜ୍ଞା ବିହାର ପାର୍କ ରେ ପ୍ରାତଃ ଭ୍ରମଣ କରିବାକୁ ଆସୁଥିବା ଅନ୍ତେବାସୀ ମାନଙ୍କୁ ଶ୍ରୀ ପଣ୍ଡାଙ୍କ ସହ ମେୟର ସୁଲୋଚନା ଦାସ, ସାଂସଦ [...]

୨୪ ବର୍ଷର ଅପାରଗ ବିଜେଡି ସରକାର ବିରୁଦ୍ଧରେ ଚାର୍ଜସିଟ୍ ଲୋକାର୍ପିତ

୨୪ ବର୍ଷର ଅପାରଗ ବିଜେଡି ସରକାର ବିରୁଦ୍ଧରେ ଚାର୍ଜସିଟ୍ ଲୋକାର୍ପିତ *ଲାଇନଚ୍ୟୁତ ଓଡ଼ିଶା ଶାସନ ବ୍ୟବସ୍ଥା: ଭୂପିନ୍ଦର ଯାଦବ*  “କେତେ ଦିନ ସହିବା, ପରିବର୍ତନ ଆଣିବା” ନାଁରେ ବିଜେଡି ସରକାର ବିରୋଧରେ ଚାର୍ଜସିଟ  ବିକାଶ ନାଁରେ ବିନାଶ, ସେବା ନାଁରେ ଶୋଷଣ କରିଛି ବିଜେଡି ସରକାର : ମନମୋହନ ସାମଲ  ଓଡିଶାବାସୀଙ୍କଠାରୁ ତାମିଲନାଡୁକୁ କାହିଁକି ଶସ୍ତାରେ ବିଜୁଳି ଦିଆଯାଉଛି ?  ଗାଁ ଗାଁରେ ସଭା [...]

ରୁଦ୍ର, ବାଇଁଆ ଓ ଲିଟୁ ହେଲେ ମ୍ୟାନେଜ।

ମ୍ୟାନେଜ ହେଲେ ବାଇଁଆ, ରୁଦ୍ର ଓ ଲିଟୁ! ବେଶ କିଛିଦିନ ଛକାପଞ୍ଝା ପରେ ବିଜେଡିରେ କୁହୁଳୁଥିବା ବିଦ୍ରୋହର ଅବସାନ ଘଟିଛି । ଭୁବନେଶ୍ୱର ମଧ୍ୟ ବିଧାନସଭା ଆସନରୁ ପ୍ରାର୍ଥୀ ହୋଇଥିବା ଅନନ୍ତ ନାରାୟଣ ଜେନା ଓରଫ ବୁନୁଙ୍କୁ ବିରୋଧ କରୁଥିବା ଅମରେଶ ଜେନା ଓରଫ ବାଇଁଆ ଓ ରୁଦ୍ରନାରାୟଣ ସାମନ୍ତରାୟ ମ୍ୟାନେଜ ହୋଇଛନ୍ତି । ସେହିପରି ଭୁବନେଶ୍ୱର ଏକାମ୍ର ଆସନର ପ୍ରାର୍ଥୀ ଅଶୋକ ପଣ୍ଡାଙ୍କ ବିରୋଧରେ ଖୋଲାଖୋଲି ବିଦ୍ରୋହ କରୁଥିବା [...]

ଶ୍ରୀ ମିଶ୍ର ଜନସାଧାରଣଙ୍କୁ ଆଶୀର୍ବାଦ ପାଇବା ସହ ମୋଦି ସରକାର ପାଇଁ ଦୁଇଟି ପଦ୍ମ ଫୁଲ ଚି଼ହ୍ନରେ ମୋହର ମରିବା ପାଇଁ ନିବେଦନ।

ଭୁବନେଶ୍ୱର ତା.୨୪..୪.୨୪ ରିଖ ବୁଧ ବାର ଦିନ ଭୁବନେଶ୍ୱର -ଉତ୍ତର ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ୱାର୍ଡ ନମ୍ବର ୯ ସ୍ତିତ ଗୁରୁ କେଳୁଚରଣ ପାର୍କ ରେ ପହଞ୍ଚି ପ୍ରାଥ ଭ୍ରମଣକାରୀ ସହ ଯୋଗ ଦାନ କରି ଥିଲେ। ପରବର୍ତୀ ସମୟରେ ନୀଳାଦ୍ରି ବିହାର ସେକ୍ଟର ୩ ଠାରେ ଶ୍ରମିକ ମାନଙ୍କ ସହ ସେମାନଙ୍କ ସୁବିଧା ଅସୁବିଧା ସମ୍ପର୍କ ରେ ବୁଝିବା ସହ ମୋଦି କଁ ଦ୍ଵାରା ପ୍ରଦାନ କରାଯାଉଥିବା ବିଭିନ୍ନ [...]

ପୂର୍ବତଟ ରେଳପଥ ପରିସୀମା ମଧ୍ୟରେ 09 ଟି ଗୁରୁତ୍ୱପୂର୍ଣ୍ଣ ଷ୍ଟେସନ ଠାରେ ଗ୍ରୀଷ୍ମ ସମୟରେ ସ୍ବଳ୍ପମୂଲ୍ୟ ଖାଦ୍ୟ ବ୍ୟବସ୍ଥା:

ପୂର୍ବତଟ ରେଳପଥ ପରିସୀମା ମଧ୍ୟରେ 09 ଟି ଗୁରୁତ୍ୱପୂର୍ଣ୍ଣ ଷ୍ଟେସନ ଠାରେ ଗ୍ରୀଷ୍ମ ସମୟରେ ସ୍ବଳ୍ପମୂଲ୍ୟ ଖାଦ୍ୟ ବ୍ୟବସ୍ଥା: • ଖୋର୍ଦ୍ଧା ରୋଡ୍, ସମ୍ବଲପୁର, ଟିଟିଲାଗଡ, ବଲାଙ୍ଗୀର, କଣ୍ଟାବାଞ୍ଜି, ପାଲାସା, ବିଶାଖାପାଟନମ୍, ବିଜୟନଗରମ୍ ଏବଂ ଶ୍ରୀକାକୁଲମ୍ ରେଳ ଷ୍ଟେସନରେ ଯାତ୍ରୀଙ୍କୁ ସ୍ବଳ୍ପମୂଲ୍ୟ ଖାଦ୍ୟ ଯୋଗାଇ ଦିଆଯାଉଛି। • ଭାରତୀୟ ରେଳ ଗ୍ରୀଷ୍ମ ଋତୁରେ ଯାତ୍ରୀମାନଙ୍କ ପାଇଁ ସ୍ବଳ୍ପମୂଲ୍ୟ ଭୋଜନ ପ୍ରଦାନ କରୁଛି | • ସ୍ବଳ୍ପମୂଲ୍ୟ ଭୋଜନ ସହଜ ଉପଲବ୍ଧ [...]

ମୁଖ୍ୟମନ୍ତ୍ରୀଙ୍କ ବିଜୟ ଶଙ୍ଖଧ୍ବନୀ ଯୋଡି ଶଙ୍ଖ ଓଡିଶାର ପରିଚୟ, ବିକାଶର ପରିଚୟ

ହିଞ୍ଜିଳିରୁ ଆରମ୍ଭ ହେଲା ବିଜୁ ଜନତା ଦଳର ବିଜୟ ଅଭିଯାନ ମୁଖ୍ୟମନ୍ତ୍ରୀଙ୍କ ବିଜୟ ଶଙ୍ଖଧ୍ବନୀ ଯୋଡି ଶଙ୍ଖ ଓଡିଶାର ପରିଚୟ, ବିକାଶର ପରିଚୟ ଯୋଡି ଶଙ୍ଖରେ ଆଶୀର୍ବାଦ କରିବାକୁ ମୁଖ୍ୟମନ୍ତ୍ରୀଙ୍କ ଅନୁରୋଧ ବିରୋଧୀ ସବୁବେଳେ ସବୁ କଥାରେ ରାଜନୀତି କରୁଛନ୍ତି, ବିକାଶକୁ ବିରୋଧ କରୁଛନ୍ତି, ଲୋକ ସେମାନଙ୍କ ଅସଲ ରୂପ ଜାଣନ୍ତି ୨୦୨୪ ରୁ ୨୦୩୪ ହେବ ଓଡିଶାର ଦଶକ, ଯୁବକ ମାନଙ୍କ ପାଇଁ ସୁବର୍ଣ୍ଣ ଯୁଗ, ଆସିବ ଯୁବ [...]

ଓଡ଼ିଶା ୱାଣ୍ଡର ଓମେନ କନଭେନସନ୍‌ – ୨୦୨୪ : ବଜାର ବିକାଶ ପାଇଁ ମହିଳା

  ଓଡ଼ିଶା ୱାଣ୍ଡର ଓମେନ କନଭେନସନ୍‌ – ୨୦୨୪ : ବଜାର ବିକାଶ ପାଇଁ ମହିଳା ଉଦ୍ୟୋଗୀଙ୍କୁ ଶଶକ୍ତ କରିବା ଦିଗରେ ଏକ ପଦକ୍ଷେପ ଆନ୍ତର୍ଜାତିକ ଶ୍ରମିକ ସଂଗଠନ (ଆଇ ଏଲପି)ଓ କ୍ଷୁଦ୍ର ଏବଂ ମଧ୍ୟମ ଇଦ୍ୟୋଗୀ ଓଡ଼ିଶା (ଓଏଏସଏମଇ) ମିଳିତଭାବେ ଆୟୋଜିତ ଭୁବନେଶ୍ୱର- ଓଡ଼ିଶା ଖଣ୍ଡର ଓମେନ ଇନଜେନସନ୍‌ – 1୦୬୪ ଆନ୍ତର୍ଜାତିକ ଶ୍ରମିକ ସଂଗଠନ (ଆଇଏଇଠି) ଏକ୍ଷୁଦ୍ର ଏବଂ ଓଏସଏମର ହୋଇଦେଇ ତାଳ ଭିଭାନ୍ତୀ, ପାତ୍ରପଡା, ଭୁବନେଶ୍ଵର [...]