Search for:
  • Home/
  • Month: September 2023

Honours 100 Years Old Eminent Teacher

Honours 100 Years Old Eminent Teacher Bhubaneswar; 05.09.2023: On the occasion of Teachers day today, Mrs. Sulochana Das, the Honourable Mayor of Bhubaneswar Municipal Corporation (BMC), has honoured 100 years old eminent teacher Sri Bhaskar Chandra Dash. At about 3:30 pm, Mayor went to the residence of Sri Dash, at [...]

ସତ୍ୟନଗର ଲେଡ଼ିଜ ଫୋରମ ତରଫରୁ ଅଭିରୁଚି ଗୁରୁ ପ୍ରତିଭା ସମ୍ମାନ

ସତ୍ୟନଗର ଲେଡ଼ିଜ ଫୋରମ ତରଫରୁ ଅଭିରୁଚି ଗୁରୁ ପ୍ରତିଭା ସମ୍ମାନ ଭୁବନେଶ୍ୱର:୫| ୭ : ସତ୍ୟନଗର ଲେଡ଼ିଜ ଫୋରମ ତରଫରୁ ଶିକ୍ଷକ ଦିବସ ଉପଲକ୍ଷେ ବୁଦ୍ଧ ମନ୍ଦିର ପ୍ରାଙ୍ଗଣରେ ” ଅଭିରୁଚି ଗୁରୁ ପ୍ରତିଭା ସମ୍ମାନ ” ଓ ପୁରସ୍କାର ବିତରଣ ମହୋତ୍ସବ ପାଳନ କରାଯାଇଛି l ପ୍ରତିବର୍ଷ ଭଳି ଏବର୍ଷ ମଧ୍ୟ ବିଭିନ୍ନ କ୍ଷେତ୍ରରେ ନିଜକୁ ପ୍ରତିଷ୍ଠିତ କରିଥିବା ୭ ଜଣ ପ୍ରତିଭା ଯଥା ପଣ୍ଡିତ ଦେବେନ୍ଦ୍ର କୁମାର [...]

ଅଷ୍ଟ୍ରେଲିଆରେ ପାଠ ପଢ଼ିବେ କେନ୍ଦୁଝର ସରକାରୀ ଇଞ୍ଜିନିୟରିଂ କଲେଜର 5 ଛାତ୍ରଛାତ୍ରୀ

  ଅଷ୍ଟ୍ରେଲିଆରେ ପାଠ ପଢ଼ିବେ କେନ୍ଦୁଝର ସରକାରୀ ଇଞ୍ଜିନିୟରିଂ କଲେଜର 5 ଛାତ୍ରଛାତ୍ରୀ • କର୍ଟିନ୍ ବିଶ୍ୱବିଦ୍ୟାଳୟ ସହ ଜିଲ୍ଲା ପ୍ରଶାସନର ବୁଝାମଣା • ଜିଲ୍ଲା ଖଣିଜ ପ୍ରତିଷ୍ଠାନ ବହନ କରିବ ସମସ୍ତ ଖର୍ଚ୍ଚ • ମୁଖ୍ୟମନ୍ତ୍ରୀଙ୍କୁ ନବୀନ ନିବାସରେ ଭେଟିଲେ ଛାତ୍ରଛାତ୍ରୀ • କଠିନ ପରିଶ୍ରମ କର, ନିଜର କ୍ୟାରିଅର୍ ଲକ୍ଷ୍ୟ ହାସଲ କର: ମୁଖ୍ୟମନ୍ତ୍ରୀ ଭୁବନେଶ୍ୱର 5/9/23 କେନ୍ଦୁଝର ସରକାରୀ ଇଞ୍ଜିନିୟରିଂ କଲେଜରୁ ମାଇନିଂ ଇଞ୍ଜିନିୟରିଂରେ ସଫଳତାର [...]

ଆଇନୀଜୀବୀ ସୁରକ୍ଷା ବିଲ୍ କୁ ତୁରନ୍ତ କାର୍ଯ୍ୟକାରୀ କରିବା ନିମନ୍ତେ ଭୁବନେଶ୍ୱର ଓକିଲ ସଂଘର ଦାବି ପ୍ରସ୍ତାବ

ଆଇନୀଜୀବୀ ସୁରକ୍ଷା ବିଲ୍ କୁ ତୁରନ୍ତ କାର୍ଯ୍ୟକାରୀ କରିବା ନିମନ୍ତେ ଭୁବନେଶ୍ୱର ଓକିଲ ସଂଘର ଦାବି ପ୍ରସ୍ତାବ. ଭୁବନେଶ୍ୱର:ଆଜି ତା. ୦୫.୦୯.୨୦୨୩ ଭୁବନେଶ୍ବର ଓକିଲ ସଂଘର ଏକ ଜରୁରୀ କାଳୀନ ସଭା ସଂଘର କାର୍ଯ୍ୟାଳୟରେ ଅନୁଷ୍ଠିତ ହୋଇଥିଲା.ଗତ ବୁଧବାର ଗାଜିଆବାଦ ତହସିଲ କୋର୍ଟର ନିଜ ଚାମ୍ବରରେ ଥିବାବେଳେ କିଛି ଦୁର୍ବୁତ୍ତ ଆଇନୀଜୀବୀ ମନୋଜ କୁମାର ଚୌଧୁରୀଙ୍କୁ ଅତି ନିକଟରୁ ଗୁଳି କରି ହତ୍ୟା କରିଥିଲେ.ଏହାକୁ ଭୁବନେଶ୍ବର ବାର ଆସୋସିଏସନ ଦୃଢ଼ [...]

ଭାରତର ସଂସ୍କୃତିରେ ଗୁରୁ ଶିଷ୍ୟଙ୍କ ପବିତ୍ର ସମ୍ପର୍କ

ଭାରତର ସଂସ୍କୃତିରେ ଗୁରୁ ଶିଷ୍ୟଙ୍କ ପବିତ୍ର ସମ୍ପର୍କ ଭୁବନେଶ୍ୱର:କାଁହୁ ବହୁ ପୁରାତନ ଯୁବରୁ ରହିଆସିଅଛି ଭାରତ ଦ୍ୱିତୀୟ ରାଷ୍ଟ୍ରପତି ସ୍ବର୍ଗତ ସର୍ବପଲ୍ଲୀ ରାଧାକୃଷ୍ଣଙ୍କ ପୂର୍ଣ୍ଣ ଜନ୍ମତିଥିକୁ ଗୁରୁଦିବସ ରୂପେ ସାର ଭାରତ ବର୍ଷରେ ପାଳନ କରାଯାଏ।ଆଜି ମହାନ ଆତ୍ମଙ୍କ ଜନ୍ମଦିନ ତଥା ଗୁରୁଦିବସକୁ ପାରମ୍ପରିକ ରୀତି ଅନୁଯାଇ ଚନ୍ଦନ, ପୁଷ୍ପ, ଦୀପ ପ୍ରଜ୍ୱଳନକରି ବନ୍ଦାପନା ସହ ମିଠା ବଣ୍ଟନ କରି ବହୁ ବଡ଼ ଆଡମ୍ବରରେ ବିଜେବି ସ୍ଵୟଂଶାସିତ ମହାବିଦ୍ୟାଳୟର ଛାତ୍ରଛାତ୍ରୀଙ୍କ [...]

ମଣିପୁର ହିଂସାକାଣ୍ଡ ଘଟଣାର ତଦନ୍ତ କରିବେ ମୟୂରଭଞ୍ଜ ଜିଲ୍ଲାର ପୁଲିସ ଅଧିକାରୀ

ମଣିପୁର ହିଂସାକାଣ୍ଡ ଘଟଣାର ତଦନ୍ତ କରିବେ ମୟୂରଭଞ୍ଜ ଜିଲ୍ଲାର ପୁଲିସ ଅଧିକାରୀ ଭୁବନେଶ୍ୱର:ବାରିପଦା-ମଣିପୁର ହିଂସାକାଣ୍ଡ ଘଟଣାରେ ତଦନ୍ତ ଟିମରେ ସାମିଲ ହେଲେ ମୟୂରଭଞ୍ଜ ଜିଲ୍ଲାର ପୁଲିସ ଅଧିକାରୀ। ତଦନ୍ତ କରୁଥିବା ସିବିଆଇ ଟିମରେ ସାମିଲ ହେଲେ ଓଡ଼ିଆ ପୁଲିସ ଅଫିସର ବିଶ୍ଵ ପ୍ରକାଶ ରାଉତ। ବିଶ୍ୱପ୍ରକାଶ ଏବେ ମୟୂରଭଞ୍ଜ ଜିଲ୍ଲାର କୁଳିଅଣା ଥାନା ଅଧିକାରୀ ଭାବେ କାର୍ଯ୍ୟ କରୁଛନ୍ତି। ଏ ନେଇ ସିବିଆଇ ପକ୍ଷରୁ ଓଡ଼ିଶା ପୁଲିସ ମୁଖ୍ୟାଳୟକୁ ଅବଗତ [...]

31 ଅଗଷ୍ଟ 2023 ରୁ ଭୁବନେଶ୍ୱର ଅଞ୍ଚଳରେ ଟ୍ରେନ୍ ସେବା ସ୍ୱାଭାବିକ ହେବ:

31 ଅଗଷ୍ଟ 2023 ରୁ ଭୁବନେଶ୍ୱର ଅଞ୍ଚଳରେ ଟ୍ରେନ୍ ସେବା ସ୍ୱାଭାବିକ ହେବ: ଆଜି ରେଳ ନିରାପତ୍ତା ଆୟୁକ୍ତ ଖୋର୍ଦ୍ଧା ରୋଡ୍-ବାରଙ୍ଗ ତୃତୀୟ ଲାଇନ୍ ପ୍ରକଳ୍ପର ମଞ୍ଚେଶ୍ୱର ଏବଂ ଭୁବନେଶ୍ୱର ମଧ୍ୟରେ ଶେଷ ପର୍ଯ୍ୟାୟ କାର୍ଯ୍ୟର ସାଙ୍କେତିକ ପ୍ରଣାଳୀକୁ ଯାଞ୍ଚ କରିବେ | ପୂର୍ବତଟ ରେଳପଥରେ ବିଭିନ୍ନ ସ୍ଥାନରେ ପ୍ରମୁଖ ସାଙ୍କେତିକ ଏବଂ ନିରାପତ୍ତା ସମ୍ବନ୍ଧୀୟ କାର୍ଯ୍ୟ 12 ରୁ 30 ଅଗଷ୍ଟ, 2023 ମଧ୍ୟରେ ଚାଲୁରହିଛି | • [...]

ଭଦ୍ରକ-ନିର୍ଗୁଣ୍ଡି ତୃତୀୟ ରେଳ ଲାଇନ ପ୍ରକଳ୍ପ

ଭଦ୍ରକ-ନିର୍ଗୁଣ୍ଡି ତୃତୀୟ ରେଳ ଲାଇନ ପ୍ରକଳ୍ପ : ● ରେଳ ନିରାପତ୍ତା ଆୟୁକ୍ତ ଆଜି ହରିଦାସପୁର ଏବଂ ବୈରୀ ରେଳ ଷ୍ଟେସନ୍ ମଧ୍ୟରେ ତୃତୀୟ ଲାଇନ କାର୍ଯ୍ୟ ନୀରିକ୍ଷଣ କରିଛନ୍ତି | କୋଲକାତା ସ୍ଥିତ ଦକ୍ଷିଣ ପୂର୍ବ ସର୍କଲ, ରେଳ ନିରାପତ୍ତା ଆୟୁକ୍ତ (ସିଆରଏସ) ଆଜି ନିର୍ମାଣାଧୀନ ଭଦ୍ରକ-ନର୍ଗୁଣ୍ଡି ତୃତୀୟ ଲାଇନ ପ୍ରକଳ୍ପର ହରିଦାସପୁର ଏବଂ ବୈରୀ ଷ୍ଟେସନ୍ ମଧ୍ୟରେ 16.80 କିଲୋମିଟର ଦୈର୍ଘ୍ୟ ରେଳ ଲାଇନ କାର୍ଯ୍ୟ ନୀରିକ୍ଷଣ [...]

ବିଶେଷ ଟ୍ରେନ ଚଳାଚଳ ଦିବସ ବୃଦ୍ଧି

ବିଶେଷ ଟ୍ରେନ ଚଳାଚଳ ଦିବସ ବୃଦ୍ଧି : ସେପ୍ଟେମ୍ବର 2023 ର ଶେଷ ସପ୍ତାହ ପର୍ଯ୍ୟନ୍ତ ଭଞ୍ଜପୁର-ପୁରୀ-ଭଞ୍ଜପୁର (ବାରିପଦା) ଏବଂ ସାନ୍ତ୍ରାଗଛି -ପୁରୀ-ସାନ୍ତ୍ରାଗଛି ବିଶେଷ ଟ୍ରେନ ଚଳାଚଳ କରିବ | ଯାତ୍ରୀ ମାନଙ୍କ ସୁବିଧାକୁ ଦୃଷ୍ଟିରେ ରଖି ପୁରୀ-ସାନ୍ତ୍ରାଗଛି-ପୁରୀ ଏବଂ ପୁରୀ-ଭଞ୍ଜପୁର-ପୁରୀ ବିଶେଷ ଟ୍ରେନ ଗୁଡିକର ସେବାକୁ ଆଉ ଏକ ମାସ ବୃଦ୍ଧି କରିବାକୁ ନିଷ୍ପତ୍ତି ନିଆଯାଇଛି | ସାନ୍ତ୍ରାଗଛି-ପୁରୀ-ସାନ୍ତ୍ରାଗଛି ବିଶେଷ ଟ୍ରେନ_ ପ୍ରତ୍ୟେକ ଶୁକ୍ରବାର ଦିନ ସାନ୍ତ୍ରାଗଛି ରୁ [...]

ପୋଖରୀରେ ବୁଡି ଯୁବକ ମୃତ !

ଭୁବନେଶ୍ୱର:ତେଲକୋଇ:ପୋଖରୀରେ ବୁଡି ଯୁବକ ମୃତ ତେଲକୋଇ,5/9-କେନ୍ଦୁଝର ଜିଲ୍ଲା ତେଲକୋଇ ଥାନା ଦେଉଳଡିହାରେ ପୋଖରୀରେ ବୁଡି ଜଣେ ଯୁବକ ମୃତ୍ୟୁବରଣ କରିଥିବା ଖବର ମିଳିଛି।ଖବର ଅନୁସାରେ ଦେଉଳଡିହା ଗ୍ରାମର ପ୍ରସନ୍ନ ପାତ୍ରଙ୍କର ପୁଅ ସୁବାସ ପାତ୍ର ଗ୍ରାମର କୁଣ୍ଢେଇ ବନ୍ଧକୁ ଆଜି ପୂର୍ବାହ୍ନ ରେ ଗାଧୋଇବାକୁ ଯାଇଥିଲେ।ଗାଧୋଇବାବେଳେ କୌଣସି କାରଣରୁ ତାଙ୍କର ଗୋଡ଼ ଖସିଯିବାରୁ ସେ ବୁଡିଯାଇଥିଲେ। କିଛି ସମୟପରେ ତାଙ୍କର ମୃତ ଦେହ ପୋଖରୀରେ ଭାସିବାରୁ ଲୋକେ ସ୍ଥାନୀୟ ପୋଲିସ [...]