Search for:
  • Home/
  • Month: August 2023

ଉନ୍ନୟନ କର୍ତ୍ତୃପକ୍ଷ(ବିଡିଏ) ର ୪୧ତମ ପ୍ରତିଷ୍ଠା ଦିବସ ଆସନ୍ତା ୧ ତାରିଖ

ଭୁବନେଶ୍ୱର: ଭୁବନେଶ୍ୱର ଉନ୍ନୟନ କର୍ତ୍ତୃପକ୍ଷ(ବିଡିଏ) ର ୪୧ତମ ପ୍ରତିଷ୍ଠା ଦିବସ ଆସନ୍ତା ୧ ତାରିଖରେ ପାଳନ ହେବ । ଜୟଦେବ ଭବନରେ ଧୂମଧାମରେ ଉତ୍ସବ ପାଳିବା ପାଇଁ ବିରାଟ ଆୟୋଜନ କରାଯାଇଛି । ଏଥର ପ୍ରତିଷ୍ଠା ଦିବସର ବିଶେଷତ୍ୱ ଏୟା ଯେ କର୍ମଚାରୀ ଓ ଅତିଥିଙ୍କୁ ବାହାଘର ଭୋଜିରେ ଆପ୍ୟାୟିତ କରାଯିବ । ଯେଉଁଥିପାଇଁ ବଡ଼ କ୍ୟାଟରିଂ ସଂସ୍ଥାର ଦରକାର ପଡ଼ିଛି । ୯୦୦ ଲୋକଙ୍କ ପାଇଁ ଖାଇବା ବ୍ୟବସ୍ଥା [...]

ଲୋକପ୍ରତିନିଧି ଅପେକ୍ଷା ସଚିବଙ୍କ ହାଇ ସିକ୍ୟୁରିଟିକୁ ନେଇ ଓଡ଼ିଶା ସରକାରଙ୍କ ଅଧିକ ଚିନ୍ତା : ସମୀର ମହାନ୍ତି

ଲୋକପ୍ରତିନିଧି ଅପେକ୍ଷା ସଚିବଙ୍କ ହାଇ ସିକ୍ୟୁରିଟିକୁ ନେଇ ଓଡ଼ିଶା ସରକାରଙ୍କ ଅଧିକ ଚିନ୍ତା : ସମୀର ମହାନ୍ତି  କିଛି ଦିନ ହେବ ଯେଉଁଭଳି ଭାବେ ଭୁବନେଶ୍ୱର ସାଂସଦ ଅପରାଜିତା ଷଡଙ୍ଗୀଙ୍କୁ ବିଜେଡି ନେତାମାନେ ପ୍ରାୟୋଜିତ ଭାବେ ଦିବାଲୋକରେ ରାସ୍ତାରେ ଅତର୍କିତ ଭାବରେ ଅଟକାଇବା ପାଇଁ ଚେଷ୍ଟା କରିବା ସହ ଜନକଲ୍ୟାଣକାରୀ କାର‌୍ୟ୍ୟକୁ ବାଧା ଦେଉଛନ୍ତି, ତାହା ଠିକ୍ ନୁହେଁ ଏବଂ ଗଣତନ୍ତ୍ର ପାଇଁ ବିପଦ  ଓଡ଼ିଶାର ରାଜଧାନୀର [...]

ନେତାଙ୍କ ବକ୍ତବ୍ୟ ପାଗଳର ପ୍ରଳାପ ପରି : ଡ. ଯତୀନ ମହାନ୍ତି

ରାଜ୍ୟ ସାଧାରଣ ସମ୍ପାଦକ ଡ.ଯତୀନ ମହାନ୍ତିଙ୍କ ଟୁଇଟ୍‌ ବିଜେଡି ନେତାଙ୍କ ବକ୍ତବ୍ୟ ପାଗଳର ପ୍ରଳାପ ପରି : ଡ. ଯତୀନ ମହାନ୍ତି  ବିଜେଡି ସରକାର ବିଜ୍ଞାପନରେ ହଜାର ହଜାର କୋଟି ଟଙ୍କା ଖର୍ଚ୍ଚ କରୁଛି, ତାହାର ତଥ୍ୟ କେବେ ସାର୍ବଜନୀନ ହେବ  ବିଜେଡି ଦଳର ନେତାମାନେ ଯେଉଁ କାର୍ଯ୍ୟ କରୁଛନ୍ତି ଓଡ଼ିଶାର ରାଜନୈତିକ ଇତିହାସରେ ଏକ ଲଜ୍ଜାଜନକ ଘଟଣା ଭାବରେ ଲିପିବଦ୍ଧ ହୋଇ ରହିବ  ମହାପ୍ରଭୁ [...]

ପ୍ରଧାନମନ୍ତ୍ରୀ ଆବାସ ଦ୍ୱିତୀୟ କିସ୍ତି ଟଙ୍କା ପାଇବାରୁ ହିତାଧିକାରୀ ବଂଚିତ.: ତେଜେଶ୍ୱର ପରିଡା

ସାରା ରାଜ୍ୟର ପଂଚାୟତ ନିର୍ବାହୀ ଅଧିକାରୀ ଆନ୍ଦୋଳନରେ ପଂଚାୟତ ଗେଟ୍‌ରେ ତାଲା, କାମ ଠପ୍‌, ସରକାର ଶୋଇଛନ୍ତି, ଚିନ୍ତା ନାହିଁ : ତେଜେଶ୍ୱର ପରିଡା  ୧୦ମ ଦିନରେ ପିଇଓଙ୍କ କଲମଛାଡ ଆନ୍ଦୋଳନ  ହରିଶ୍ଚନ୍ଦ୍ର ସହାୟତା, ଭତା ବଂଟନ ଓ ମନରେଗା ମଜୁରୀ ବନ୍ଦ  ଆଗକୁ ଚାଉଳ ସମେତ ପିଡିଏସ୍ ଖାଦ୍ୟଶସ୍ୟ ବନ୍ଦ ହେବାର ସମ୍ଭାବନା  ପ୍ରଧାନମନ୍ତ୍ରୀ ଆବାସ ଦ୍ୱିତୀୟ କିସ୍ତି ଟଙ୍କା ପାଇବାରୁ ହିତାଧିକାରୀ [...]

5T Secretary continues Ganjam District visit

  5T Secretary continues Ganjam District visit Reviewed the progress of Mega Piped Water Supply Scheme from Ghodahad Dam, Baghalati Dam and Rushikulya River at a cost of Rs. 770 Cr that would supply drinking water to Sanakhemundi, Dighapahandi, Chikiti, Patrapur and Chatrapur Block.Reviewed the progress of Instream Storage Structure [...]

ଗଡଜାତ ଗାନ୍ଧୀ’ ସାରଙ୍ଗଧର ଦାସଙ୍କ ନାମରେ  ଖୁବ ଶୀଘ୍ର ଡାକ ଟିକଟ ଆରମ୍ଭ ହେବ – ଧର୍ମେନ୍ଦ୍ର ପ୍ରଧାନ

ଗଡଜାତ ଗାନ୍ଧୀ’ ସାରଙ୍ଗଧର ଦାସଙ୍କ ନାମରେ  ଖୁବ ଶୀଘ୍ର ଡାକ ଟିକଟ ଆରମ୍ଭ ହେବ – ଧର୍ମେନ୍ଦ୍ର ପ୍ରଧାନ ·        ଏ ନେଇ ଗତକାଲି କେନ୍ଦ୍ରମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବଙ୍କୁ ଚିଠି ଲେଖି ଅନୁରୋଧ କରାଯାଇଥିବା କହିଲେ ·        ଜନ୍ମମାଟିରେ ‘ମୋ ମାଟି ମୋ ଦେଶ’ ଅଭିଯାନ ସହ କଳସ ଯାତ୍ରାରେ ସାମିଲ ହୋଇ ମୁଁ କୃତଜ୍ଞ ·        ‘ମୋ ମାଟି ମୋ ଦେଶ’ ଅଭିଯାନକୁ ସଫଳ କରିବା ପାଇଁ ଯୁବ ସମାଜକୁ ଆହ୍ୱାନ କଲେ ବିକଶିତ ରାଷ୍ଟ୍ରରେ ପରିଣତ କରିବାର ସ୍ୱପ୍ନକୁ ସାକାର କରିବା’ । ‘ଦାସତ୍ୱର ମାନସିକତାକୁ ସମୁଳେ ନିପାତ କରିବା । ଦେଶର ସମୃଦ୍ଧ ସଂସ୍କୃତି ଓ ପରମ୍ପରାକୁ ନେଇ ଗର୍ବ [...]

ସାବଡ଼ କରିବ ପୋଲିସ ରାଜଧାନୀ ରେ ଯିଏ କ୍ରାଇମ କରିବ:ଡିଜି

ଭୁବନେଶ୍ୱର:ମହିଳା ଓ ଶିଶୁଙ୍କ ପ୍ରତି ହେଉଥିବା ଯୌନ ନିର୍ଯାତନା ଓ ଅପରାଧର ତଦନ୍ତ ପାଇଁ ଫରେନସିକ ଟେକ୍ନୋଲୋଜିର ଆବଶ୍ୟକତା ରହିଛି । ଯୌନ ଶୋଷଣର ଶିକାର ହେବା ପରେ ଜଣେ ପିଡିତାଙ୍କୁ କିଭଳି ଦିଆଯାଇପାରିବ ତ୍ୱରିତ ନ୍ୟାୟ। ପୁଲିସ ଡିଜିପିଙ୍କ ଅଧ୍ୟକ୍ଷତାରେ କ୍ରାଇମବ୍ରାଞ୍ଚ ପକ୍ଷରୁ ଆଜିଆରମ୍ଭ  ହୋଇଛି ଟ୍ରେନିଂ ସେସନ ।ମହିଳା ଏବଂ ଶିଶୁ ଅପରାଧ ନିରାକରଣ ଶାଖା” ଏବଂ “ୟୁନିସେଫ”ର ମିଳିତ ସହଯୋଗରେ ଆୟୋଜିତ ଏହି କର୍ମଶାଳା ଭୁବନେଶ୍ୱର [...]

ଜିଲା ପରିଷଦ ନିର୍ବାଚନରେ ଓଡିଶାର ୩୦ଟି ଜିଲ୍ଲାରେ ବିଜୁ ଜନତା ଦଳର ବିଜୟ ; ଲେନିନ୍‍ ମହାନ୍ତି ।

ଭୁବନେଶ୍ୱର: ମନମୋହନ ସାମଲ ବୋଧେ ଭୁଲି ଯାଇଛନ୍ତି ଯେ ୪.୫ କୋଟି ଲୋକ ଓଡିଶା ବିଜେପିକୁ ପରାସ୍ତ କରିଛନ୍ତି ଏବଂ ଗତବର୍ଷ ଜିଲା ପରିଷଦ ନିର୍ବାଚନରେ ଓଡିଶାର ୩୦ଟି ଜିଲ୍ଲାରେ ବିଜୁ ଜନତା ଦଳର ବିଜୟ ନିଶ୍ଚିତ କରିଥିବା କହିଛନ୍ତି ବିଜେଡି ମୁଖପାତ୍ର ଲେନିନ୍‍ ମହାନ୍ତି ।ଶ୍ରୀ ମହାନ୍ତି ଆଜି ଏଠାରେ ଗଣାମାଧ୍ୟମକୁ କହିଛନ୍ତି ଯେ ଗୋଟିଏ ପରେ ଗୋଟିଏ ଜାତୀୟ ସର୍ଭେ କହୁଛି ଯେ ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ [...]

ଧର୍ମାନୁଷ୍ଠାନ ଓ ଗୋଷ୍ଠୀକେନ୍ଦ୍ରର ବିକାଶ ପାଇଁ ୪୦.୦୨କୋଟି ଟଙ୍କା ବ୍ୟୟ ଅଟକଳ

ଧର୍ମାନୁଷ୍ଠାନ ଓ ଗୋଷ୍ଠୀକେନ୍ଦ୍ରର ବିକାଶ ପାଇଁ ୪୦.୦୨କୋଟି ଟଙ୍କା ବ୍ୟୟ ଅଟକଳ ଦ୍ୱିତୀୟ ପର୍ଯ୍ୟାୟରେ ନୂଆ ରୂପ ନେବ ୭୬୮ଟି ପ୍ରକଳ୍ପ ଭୁବନେଶ୍ୱର:ବାରିପଦା:ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ଦେଶ କ୍ରମେ ତାଙ୍କର ବ୍ୟକ୍ତିଗତ ସଚିବ ତଥା ୫-ଟି ସଚିବ ଭିକେ ପାଣ୍ଡିଆନ ଗତ ୧୧ ଓ ୧୨ତାରିଖ ମୟୂରଭଞ୍ଜ ଜିଲ୍ଲାର ୯ଟି ନିର୍ବାଚନ ମଣ୍ଡଳୀରେ ଅନୁଷ୍ଠିତ ଜନ ଅଭିଯୋଗ ଶୁଣାଣି ଶିବିରରେ ଯୋଗଦେଇ ଫେରିଥିଲେ । ଯିବା ବେଳେ ଜନସାଧାରଣଙ୍କ ପକ୍ଷରୁ [...]

ସାଢେ ଚାରି ବର୍ଷ ମଧ୍ୟରେ ସାଂସଦ ଶ୍ରୀମତୀ ଅପରାଜିତା ଷଡଙ୍ଗୀ ଭୁବନେଶ୍ୱରର ଲୋକଙ୍କ ସହ ନାହାଁନ୍ତି: ଶ୍ରୀମୟୀ ମିଶ୍ର

ଭୁବନେଶ୍ୱର: ଗତ ସାଢେ ଚାରି ବର୍ଷ ମଧ୍ୟରେ ସାଂସଦ ଶ୍ରୀମତୀ ଅପରାଜିତା ଷଡଙ୍ଗୀ ଭୁବନେଶ୍ୱରର ଲୋକଙ୍କ ସହ ନାହାଁନ୍ତି କିମ୍ବା ସେମାନଙ୍କ ଚିନ୍ତା ଏବଂ ବିକାଶ ପାଇଁ ଏକ ମିନିଟ୍‌ ସମୟ ଦେଇ ନାହାଁନ୍ତି ବୋଲି କହିଛନ୍ତି ବିଜେଡି ପ୍ରବକ୍ତା ଶ୍ରୀମୟୀ ମିଶ୍ର । ଗଣମାଧ୍ୟମକୁ ସୂଚନା ଦେଇ ଶ୍ରୀମତୀ ମିଶ୍ର କହିଛନ୍ତି ଯେ, ଏହା ସ୍ୱାଭାବିକ ଯେ ଯେତେବେଳେ ନିର୍ବାଚନ ପାଖେଇ ଆସୁଛି ଏବଂ ଶ୍ରୀମତୀ ଷଡଙ୍ଗୀ ତାଙ୍କ [...]