Search for:
  • Home/
  • Month: August 2023

ଆଠ ଜିଲ୍ଲାର ସ୍କୁଲ-କଲେଜକୁ ଛୁଟି ଘୋଷଣା।

ରାଜ୍ୟର ଲାଗିରହିଛି ତୁହାକୁ ତୁହା ବର୍ଷା, ୮ ଜିଲ୍ଲାର ସ୍କୁଲ-କଲେଜକୁ ଛୁଟି ଘୋଷଣା କଲେ ଜିଲ୍ଲାପାଳ ଭୁବନେଶ୍ବର : ବଙ୍ଗୋପସାଗରରେ ସୃଷ୍ଟ ଅବପାତ ଗଭୀର ଅବପାତରେ ପରିଣତ ହୋଇଛି। ଗଭୀର ଅବପାତଟି ଘଣ୍ଟା ପ୍ରତି ୨୫ କିଲୋମିଟର ବେଗରେ ଉତ୍ତର ଏବଂ ଉତ୍ତର ପଶ୍ଚିମ ଦିଗକୁ ଗତି କରୁଛି। ଯାହା ପ୍ରଭାବରେ ରାଜ୍ୟରେ ଲାଗିରହିଛି ତୁହାକୁ ତୁହା ବର୍ଷା। ଏଥି ସହିତ କିଛି ଜିଲ୍ଲାରେ ଆଜି ପ୍ରବଳରୁ ଅତି ପ୍ରବଳ [...]

ଲୋୟର ପିଏମଜିରେ ଆନ୍ଦୋଳନକାରୀଙ୍କ ଅଭିଯୋଗ ଶୁଣିଲେ ବିଜେପି ପ୍ରତିନିଧି ଦଳ

ଲୋୟର ପିଏମଜିରେ ଆନ୍ଦୋଳନକାରୀଙ୍କ ଅଭିଯୋଗ ଶୁଣିଲେ ବିଜେପି ପ୍ରତିନିଧି ଦଳ “ପରୀକ୍ଷା ରୁ ନିଯୁକ୍ତି”-ସର୍ବତ୍ର କେଳେଙ୍କାରୀ: ବିଜେପି  ସମସ୍ତ ବିଧି ବ୍ୟବସ୍ଥାକୁ ଜଳାଞ୍ଜଳୀ ଦେଇ ବିଜେଡି ସରକାରର ମନୋମୁଖୀ ଶାସନ; ଚାଲିଛି ବ୍ୟାପକ ଦୁର୍ନୀତି ଓ ଭ୍ରଷ୍ଟାଚାର; ଶିକାର ହେଉଛନ୍ତି ନିରୀହ ଛାତ୍ର ଓ ଯୁବ ସମାଜ  ବ୍ୟାପକ ଭ୍ରଷ୍ଟାଚାର କାରଣରୁ ଓଡିଶା ଷ୍ଟାଫ୍ ସିଲେକ୍ସନ ଆଜି ନିଜ ବିଶ୍ୱସନୀୟତା ହରାଇ ବସିଛି  କେବଳ ମିଥ୍ୟା [...]

ବିଜେପି ନେତା ପୃଥ୍ୱୀରାଜ ହରିଚନ୍ଦନଙ୍କ ଉପରେ ପ୍ରବଳ ବର୍ଷିଛି ବିଜେଡି ।

ପୃଥ୍ୱୀରାଜଙ୍କ ଉପରେ ବର୍ଷିଲା ବିଜେଡି : ପ୍ରମାଣ ଅଛି ଯଦି କୋର୍ଟକୁ ନ ଯାଇ ବାଉଳିଚାଉଳି ହେଉଛନ୍ତି କାହିଁକି? ଭୁବନେଶ୍ୱର: ବିଜେପି ନେତା ପୃଥ୍ୱୀରାଜ ହରିଚନ୍ଦନଙ୍କ ଉପରେ ପ୍ରବଳ ବର୍ଷିଛି ବିଜେଡି । ଜୀବନରେ ଥରଟିଏ ୱାଡ୍‌ ମେମ୍ବର ହୋଇ ନ ଥିବା ଏହି ବ୍ୟକ୍ତି ଜଣକ ରାଜନୀତିରେ ତିଷ୍ଠି ରହିବା ପାଇଁ ଗଣମାଧ୍ୟମରେ ଯାହା ପାରି ତାହା ଗପୁଛନ୍ତି, ଏପରିକି ହୀନ ରାଜନୀତି ପାଇଁ ମହାପ୍ରଭୁ ଜଗନ୍ନାଥଙ୍କୁ ବି [...]

Cardiopulmonary Resuscitation (CPR) Training Programme at KIIT

Odisha Governor inaugurates Cardiopulmonary Resuscitation (CPR) Training Programme at KIIT Bhubaneswar, August 2: Odisha Governor Prof. Ganeshi Lal inaugurated the Mass Cardiopulmonary Resuscitation (CPR) Training Programme at KIIT Deemed-to-be-University today in the presence of Krishna Kishore Jasthi, IRS, Chief Commissioner of Income Tax; Akshay Pani IAS (Retired), Convenor, Sri Sathya Sai [...]

ମୁଖ୍ୟମନ୍ତ୍ରୀଙ୍କ ଶୋକ ଓ ସହାୟତା ଘୋଷଣା

  ରାୟଗଡା ଜିଲ୍ଲାର କଲ୍ୟାଣସିଂହପୁର ଠାରେ culvert ଭାଙ୍ଗି ପାଞ୍ଚ ଜଣ ମୃତ ମୁଖ୍ୟମନ୍ତ୍ରୀଙ୍କ ଶୋକ ଓ ସହାୟତା ଘୋଷଣା ମୃତକ ଙ୍କ ନିକଟ ତମ ଆତ୍ମୀୟଙ୍କ ପାଇଁ ଚାରି ଲକ୍ଷ ଟଙ୍କା ଲେଖାଏଁ ଅନୁକମ୍ପା ସହାୟତା ଘୋଷଣା   ଭୁବନେଶ୍ବର :01 .07 ଜୁଲାଇ ୨୦୨୩ ଆଜି ସକାଳେ ରାୟଗଡା ଜିଲ୍ଲା କଲ୍ୟାଣସିଂହପୁର ରେ ଏକ ନିର୍ମାଣାଧୀନ culvert ଭାଙ୍ଗି ଯିବା ଫଳରେ ଚାରି ଜଣ ଶିଶୁଙ୍କ ସମେତ [...]

ରୋଟାରୀ କ୍ଲବ ଆଞ୍ଜେଲାର ଅଧିଷ୍ଠାନ ଉତ୍ସବ ‘ସଡ଼କ ସୁରକ୍ଷା ଯୋଜନା’କୁ ମୁଖ୍ୟ ପ୍ରକଳ୍ପ ଭାବେ ଗ୍ରହଣ

ରୋଟାରୀ କ୍ଲବ ଆଞ୍ଜେଲାର ଅଧିଷ୍ଠାନ ଉତ୍ସବ ‘ସଡ଼କ ସୁରକ୍ଷା ଯୋଜନା’କୁ ମୁଖ୍ୟ ପ୍ରକଳ୍ପ ଭାବେ ଗ୍ରହଣ ଭୁବନେଶ୍ୱର, ୦୧.୭ : ରୋଟାରୀ କ୍ଲବ ଭୁବନେଶ୍ୱର ‘ଆଞ୍ଜେଲା’ର ତୃତୀୟ ଅଧିଷ୍ଠାନ ଉତ୍ସବ ସ୍ଥାନୀୟ ରୋଟାରୀ ଭବନ ପରିସରରେ ଅନୁଷ୍ଠିତ ହୋଇଯାଇଛି । ପୂର୍ବତନ ସଭାପତି ଚୁମୁକୀ ଘୋଷାଲଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ଉତ୍ସବରେ ମୁଖ୍ୟ ଅତିଥି ଭାବେ ଡିଷ୍ଟ୍ରିକ୍ଟ ଗଭର୍ଣ୍ଣର ରୋଟାରିଆନ ଜୟଶ୍ରୀ ମହାନ୍ତି, ମୁଖ୍ୟ ବକ୍ତା ଭାବେ ରୋଟାରିଆନ ଆଶୁତୋଷ [...]

ଶିକ୍ଷା ଓ ଦକ୍ଷତା କ୍ଷେତ୍ରରେ ଶିକ୍ଷକଙ୍କ କାପାସିଟି ବିଲଡିଂ ବଢାଇବା ପାଇଁ ହୋଇଛି ବ୍ୟାପକ ଯୋଜନା- ଧର୍ମେନ୍ଦ୍ର ପ୍ରଧାନ

ଅଖିଳ ଭାରତୀୟ ଶିକ୍ଷା ସମାଗମ’ର ଉଦଯାପନୀ ସମାରୋହରେ କେନ୍ଦ୍ରମନ୍ତ୍ରୀଙ୍କ ଉଦବୋଧନ ଶିକ୍ଷା ଓ ଦକ୍ଷତା କ୍ଷେତ୍ରରେ ଶିକ୍ଷକଙ୍କ କାପାସିଟି ବିଲଡିଂ ବଢାଇବା ପାଇଁ ହୋଇଛି ବ୍ୟାପକ ଯୋଜନା- ଧର୍ମେନ୍ଦ୍ର ପ୍ରଧାନ • ଚଳିତ ଶିକ୍ଷାବର୍ଷରେ ୧୦୦ଟି ଡାଇଟ୍ (DIET)କୁ ଉତ୍କର୍ଷ କେନ୍ଦ୍ରରେ ପରିଣତ କରାଯିବ • ୟୁଜିସି ଓ ଉଚ୍ଚ ଶିକ୍ଷାନୁଷ୍ଠାନ ବିଭାଗ ପକ୍ଷରୁ ମାଲବୀୟ ମିଶନ ଅନ୍ତର୍ଗତ ସବୁ ରାଜ୍ୟରେ ଶିକ୍ଷକ କାପାସିଟି ବିଲଡିଂ ପାଇଁ ବ୍ୟବସ୍ଥା କରାଯିବ [...]

ଓଡ଼ିଶା ପ୍ରଶାସନିକ ସେବା ପରୀକ୍ଷାରେ କିସ୍‍ର ୩ ଛାତ୍ର କୃତକାର୍ଯ୍ୟ

ଓଡ଼ିଶା ପ୍ରଶାସନିକ ସେବା ପରୀକ୍ଷାରେ କିସ୍‍ର ୩ ଛାତ୍ର କୃତକାର୍ଯ୍ୟ   ଭୁବନେଶ୍ୱର: ଓଡ଼ିଶା ଲୋକସେବା ଆୟୋଗ ପକ୍ଷରୁ ଅନୁଷ୍ଠିତ ୨୦୨୧-୨୨ ପ୍ରଶାସନିକ ସେବା ପରୀକ୍ଷା ଫଳ ଆଜି ପ୍ରକାଶ ପାଇଥିବା ବେଳେ ଏଥିରେ କିସ୍‍ର ୩ଜଣ ଛାତ୍ର କୃତକାର୍ଯ୍ୟ ହୋଇଛନ୍ତି । ସେମାନେ ହେଲେ ସୁନ୍ଦରଗଡ଼ର ବିଶ୍ୱନାଥ ରଞ୍ଜନ କିଷାନ, ନୂଆପଡ଼ାର ଫାଲ୍‍ଗୁନୀ ଶବର ଓ କଳାହାଣ୍ଡିର ସନାତନ ମାଝୀ । କଳାହାଣ୍ଡି ଜିଲ୍ଲା ଥୁଆମୂଳ ରାମପୁରର ସନାତନ [...]

ସମ୍ବଲପୁରୀ ଦିବସ ଅବସରରେ ସଂସଦରେ ଦେଖିବାକୁ ମିଳିଲା ସମ୍ବଲପୁରୀ ବସ୍ତ୍ରର ଝଲକ ।

ସମ୍ବଲପୁରୀ ଦିନରେ ସମ୍ବଲପୁରୀ ବସ୍ତ୍ର ପରିଧାନ କରି ସଂସଦ କାର୍ଯ୍ୟରେ ସାମିଲ ହେଲେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା, କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ, କେନ୍ଦ୍ର ବୈଦେଶିକ ବ୍ୟାପାର ମନ୍ତ୍ରୀ ଡକ୍ଟର ଏସ.ଜୟଶଙ୍କର ଓ କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ।   ଭୁବନେଶ୍ୱର:ସମ୍ବଲପୁରୀ ଦିବସ ଅବସରରେ ସଂସଦରେ ଦେଖିବାକୁ ମିଳିଲା ସମ୍ବଲପୁରୀ ବସ୍ତ୍ରର ଝଲକ । ସମ୍ବଲପୁରୀ ପୋଷାକ ପରିଧାନ କରି ସଂସଦ କାର୍ଯ୍ୟରେ ସାମିଲ ହେଲେ ବିଜେପି ରାଷ୍ଟ୍ରୀୟ [...]

ଅଗଣତାନ୍ତ୍ରିକ ଦିଲ୍ଲୀ ଅର୍ଡିନାନ୍ସ ବିଲକୁ ବିରୋଧ କରିବା ପାଇଁ ସମସ୍ତ ଗଣତାନ୍ତ୍ରିକ ଶକ୍ତିକୁ ନିବେଦନ l

ଅଗଣତାନ୍ତ୍ରିକ ଦିଲ୍ଲୀ ଅର୍ଡିନାନ୍ସ ବିଲକୁ ବିରୋଧ କରିବା ପାଇଁ ସମସ୍ତ ଗଣତାନ୍ତ୍ରିକ ଶକ୍ତିକୁ ନିବେଦନ l ଭୁବନେଶ୍ୱର:ଆସନ୍ତା ସପ୍ତାହରେ କେନ୍ଦ୍ରର ଭାରତୀୟ ଜନତା ପାର୍ଟି ନେତୃତ୍ବାଧୀନ ସରକାର ଦିଲ୍ଲୀ ଅର୍ଡିନାନ୍ସକୁ ଆଇନରେ ପରିଣତ କରିବା ପାଇଁ ଏକ ବିଲ ଆଣୁଛି l ଏହି ବିଲ ସମ୍ପୂର୍ଣ୍ଣ ଭାବରେ ଅଗଣତାନ୍ତ୍ରିକ, ଅସମ୍ବିଧାନିକ ଏବଂ ଦିଲ୍ଲୀବାସୀଙ୍କର ସ୍ୱାର୍ଥ ବିରୋଧୀ ଅଟେ l ସୁପ୍ରିମ କୋର୍ଟ ସ୍ପଷ୍ଟ ଭାବରେ ଦିଲ୍ଲୀର ଶାସନ ପାଇଁ ନିର୍ବାଚିତ [...]