Search for:
  • Home/
  • Month: August 2023

ଆଜି ଲୋକ ସେବା ଭବନ ରେ ଗୁରୁତ୍ୱ ଓ ପ୍ରାକୃତିକ ବିପର୍ଯ୍ୟୟ ମୁକାବିଲା ସମୀକ୍ଷା ବୈଠକ।

ଭୁବନେଶ୍ୱର:  ଭୁବନେଶ୍ୱରରେ ପହଞ୍ଚିଛନ୍ତି ସାହା । ତାଙ୍କ ସହ ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଆସିଛନ୍ତି । ବିମାନବନ୍ଦରଠାରେ ଦଳୀୟ କର୍ମୀମାନଙ୍କ ପକ୍ଷରୁ ଗୃହମନ୍ତ୍ରୀଙ୍କୁ ଭବ୍ୟ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଛି । ବିମାନବନ୍ଦରରୁ ବାହାରି ସେ ସିଧାସଳଖ ମେ ଫେୟାର ହୋଟେଲ ଯିବେ । ସେଠାରେ ରାତ୍ରୀ ଯାପନ କରିବେ (ଶନିବାର) ପୂର୍ବାହ୍ନରେ ଶ୍ରୀ ଶାହାଙ୍କର ସରକାରୀ କାର୍ଯ୍ୟକ୍ରମ ରହିଛି । ଦିନ ୧୧ଟାରେ ଲୋକସେବା ଭବନରେ ଭର୍ଚୁଆଲ ମାଧ୍ୟମରେ ଦୁଇଟି [...]

“Packaging Conclave” by he Bengal Chamber of Commerce & Industry 

“Packaging Conclave” by he Bengal Chamber of Commerce & Industry  Bhubaneswar, 5th August 2023: The Bengal Chamber of Commerce & Industry organised “Packaging Conclave” on 4th August, 2023 at Bhubaneswar. The theme was “NextGen Packaging: Smarter, Greener & its Preparedness for Global Play”. Shri Hemant Sharma, IAS, Principal Secretary, Department of Industries, Government of Odisha [...]

ମାନହାନୀ ମାମଲାରେ ନିମ୍ନ ଅଦାଲତ ଦଣ୍ଡବିଧାନ କରିବା ଦ୍ଵାରା ଶ୍ରୀ ଗାନ୍ଧିଙ୍କ ସଂସଦରୁ ସଦସ୍ୟତା ପଦ ରଦ୍ଧ

ଭୁବନେଶ୍ୱର:ଅଗଣତାନ୍ତ୍ରିକ ଦଳ ବିଜେପିର କୁଚକ୍ରାନ୍ତ ଦ୍ଵାରା ଜନନେତା ଶ୍ରୀ ରାହୁଲ ଗାନ୍ଧୀଙ୍କୁ ଏକ ମାନହାନୀ ମାମଲାରେ ନିମ୍ନ ଅଦାଲତ ଦଣ୍ଡବିଧାନ କରିବା ଦ୍ଵାରା ଶ୍ରୀ ଗାନ୍ଧିଙ୍କ ସଂସଦରୁ ସଦସ୍ୟତା ପଦ ରଦ୍ଧ ହୋଇଥିଲା। ତେବେ ଆଜି ସୁପ୍ରିମକୋର୍ଟ ନିମ୍ନ ଅଦାଲତର ଏହି ଦଣ୍ଡାଦେଶ ଉପରେ ରୋକ ଲଗାଇଛନ୍ତି । ସୁପ୍ରିମକୋର୍ଟରୁ ରହିତାଦେଶ ପରେ ପ୍ରମାଣ ହୋଇଛି ଯେ ଏହା ବିଜେପିର କୁଚକ୍ରାନ୍ତ ଓ ମିଥ୍ୟା ବିରୁଦ୍ଧରେ ସତ୍ୟର ବିଜୟ। ଏହା [...]

ଗଣତନ୍ତ୍ରର ବିଜୟ ହୋଇଛି : ଶରତ

ଗଣତନ୍ତ୍ରର ବିଜୟ ହୋଇଛି : ଶରତ ଭୁବନେଶ୍ୱର, ତା. ୦୪/୦୮: ଭାରତୀୟ ଜାତୀୟ କଂଗ୍ରେସର ପୂର୍ବତନ ସଭାପତି ମାନ୍ୟବର ରାହୁଲ ଗାନ୍ଧୀଙ୍କ ଉପରେ ହୋଇଥିବା ମାନହାନୀ ମକଦ୍ଦମାର ଦଣ୍ଡାଦେଶ ଉପରେ ମାନ୍ୟବର ସୁପ୍ରିମ୍‌କୋର୍ଟ ରହିତାଦେଶ ଦେଇଛନ୍ତି, ଯାହାଫଳରେ ମାନ୍ୟବର ରାହୁଲ ଗାନ୍ଧୀଙ୍କ ଲୋକସଭା ସାଂସଦ ପଦ କାଏମ୍ ରହିବା ସହ ସେ ପୁଣି ନିର୍ବାଚନ ଲଢ଼ିପାରିବେ । ଏହି ଗୁରୁତ୍ୱପୂର୍ଣ୍ଣ ରାୟ ଦ୍ୱାରା ଦେଶରେ ଗଣତନ୍ତ୍ରର ବିଜୟ ହୋଇଛି ବୋଲି [...]

ଦୁଇଦିନିଆ ଓଡିଶା ଗସ୍ତରେ ଶ୍ରୀ ଅମିତ ଶାହ.

ଦୁଇଦିନିଆ ଓଡିଶା ଗସ୍ତରେ ଶ୍ରୀ ଅମିତ ଶାହ  ଶନିବାର ଦିନ ସକାଳେ ବିଭିନ୍ନ ସରକାରୀ କାର୍ଯ୍ୟକ୍ରମରେ ଯୋଗ ଦେବେ  ଶନିବାର ଅପରାହ୍ନରେ ରାଜ୍ୟ କାର୍ଯ୍ୟାଳୟଠାରେ ଦଳୀୟ ନେତୃବୃନ୍ଦ ଓ କାର୍ଯ୍ୟକର୍ତାଙ୍କ ସହ ଆଲୋଚନା କରିବେ  ସନ୍ଧ୍ୟାରେ ଦିଲ୍ଲୀ ପ୍ରତ୍ୟାବର୍ତନ କରିବେ ଭୁବନେଶ୍ୱର, ତା.୦୫ /୦୮: ଆଜି ଦୁଇ ଦିନିଆ ଓଡ଼ିଶା ଗସ୍ତରେ ଆସୁଛନ୍ତି କେନ୍ଦ୍ର ଗୃହମନ୍ତ୍ରୀ ତଥା ପୂର୍ବତନ ରାଷ୍ଟ୍ରୀୟ ଅଧ୍ୟକ୍ଷ ଶ୍ରୀ ଅମିତ ଶାହ [...]

ଝାରସୁଗୁଡ଼ାରୁ ବାରକୋଟ୍ ପର୍ଯ୍ୟନ୍ତ ନୂଆ ରେଳଲାଇନ ପାଇଁ ଡପିଆର୍ ପ୍ରସ୍ତୁତିକୁ ମଞ୍ଜୁରୀ

ଝାରସୁଗୁଡ଼ାରୁ ବାରକୋଟ୍ ପର୍ଯ୍ୟନ୍ତ ନୂଆ ରେଳଲାଇନ ପାଇଁ ଡପିଆର୍ ପ୍ରସ୍ତୁତିକୁ ମଞ୍ଜୁରୀ ପ୍ରଥମ ଥର ପାଇଁ ଦେବଗଡ଼ ଜିଲ୍ଲା ରେଳ ଲାଇନ ସହ ଯୋଡି ହେବାକୁ ଯାଉଛି – ଧର୍ମେନ୍ଦ୍ର ପ୍ରଧାନ • ଗତ ଜୁଲାଇ ୧୦ ତାରିଖରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଏ ସମ୍ପର୍କରେ ରେଳ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବଙ୍କୁ ପତ୍ର ଲେଖିଥିଲେ • ୧୬୦ କିମି ରେଳ ଲାଇନ ପାଇଁ ଡିପିଆର ପ୍ରସ୍ତୁତିକୁ ଅନୁମୋଦନ ଦେଇଥିବାରୁ ପ୍ରଧାନମନ୍ତ୍ରୀ [...]

ଅମୃତ ଭାରତ ଷ୍ଟେସନ୍ ଯୋଜନା (ଏବିଏସ୍ଏସ୍) ରେ ଓଡିଶା / ପୂର୍ବତଟ ରେଳପଥ ରେ 25 ଷ୍ଟେସନର ପୁନଃ ବିକାଶ:

ଅମୃତ ଭାରତ ଷ୍ଟେସନ୍ ଯୋଜନା (ଏବିଏସ୍ଏସ୍) ରେ ଓଡିଶା / ପୂର୍ବତଟ ରେଳପଥ ରେ 25 ଷ୍ଟେସନର ପୁନଃ ବିକାଶ: ● ଏବିଏସ୍ଏସ୍ ଅଧୀନରେ ଷ୍ଟେସନର ପୁନଃ ବିକାଶ ପାଇଁ ମାନନୀୟ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଜୀ ଅଗଷ୍ଟ ମାସ 06 ତାରିଖରେ ଭିତ୍ତିପ୍ରସ୍ତର ସ୍ଥାପନ କରିବେ | ● ଏହି ଯୋଜନାରେ ଭାରତୀୟ ରେଳବାଇର 1309 ଟି ଷ୍ଟେସନ୍ କୁ ପୁନଃ ବିକାଶ କରାଯିବ | ● [...]

ପ୍ରଥମ ଦିନରେ ଆକର୍ଷଣ ସାଜିଲେ ପୋଲିସ କର୍ମଚାରୀ ।

ଭୁବନେଶ୍ବର: ଯକୃତ ବା ଲିଭର୍ ବାବଦରେ ଶିକ୍ଷା ପାଇଁ The Indian National Association for Study of the Liver ଦ୍ଵାରା ଅଗଷ୍ଟ ୩ ତାରିଖରୁ ୬ ତାରିଖ ପର୍ଯ୍ୟନ୍ତ ଅନୁଷ୍ଠିତ ହେଉଛି ସଂଘର ୩୧ ତମ ବାର୍ଷିକ ସମାରୋହ(31st Annual Scientific Meeting) INASL-2023 ଦେଶ ର ବିଭିନ୍ନ ସ୍ଥାନରେ ଅନୁଷ୍ଠିତ ହେଉଥିବା ଏହି ସମାରୋହ ଚଳିତ ବର୍ଷ ପାଇଁ ଭୁବନେଶ୍ୱର ଠାରେ ଆୟୋଜିତ ହେଉଛି। ଭୁବନେଶ୍ୱର [...]

୧୦ ଉପସଭାପତି, ୫ ସାଧାରଣ ସମ୍ପାଦକ ଘୋଷଣା ହେଲା ମନମୋହନଙ୍କ ଟିମ୍

ଘୋଷଣା ହେଲା ମନମୋହନଙ୍କ ଟିମ୍ ୧୦ ଉପସଭାପତି, ୫ ସାଧାରଣ ସମ୍ପାଦକ ଭୁବନେଶ୍ୱର:୦୪.୦୭  ରାଜ୍ୟ ବିଜେପିର ନୂଆ ଟିମ୍ ଘୋଷଣାକୁ ନେଇ ଲାଗିରହିଥିବା ଦ୍ୱନ୍ଦର ଅବସାନ ଘଟିଛି । ଦାୟିତ୍ୱ ନେବାର ୪ ମାସ ପରେ ୩୫ ଜଣିଆ ରାଜ୍ୟ ପଦାଧିକାରୀଙ୍କ ତାଲିକା ଜାରି କରିଛନ୍ତି ସଭାପତି ମନମୋହନ ସାମଲ । ଏହି ତାଲିକାରେ ୧୦ ଜଣ ଉପସଭାପତି, ୫ ଜଣ ସାଧାରଣ ସମ୍ପାଦକ, ୧୦ ଜଣ ସମ୍ପାଦକ ଅଛନ୍ତି [...]

ଗ୍ରାମୀଣ ଓଡ଼ିଶାର ରୂପାନ୍ତିକରଣକୁ ରାଜ୍ୟସରକାରଙ୍କ ସର୍ବାଧିକ ପ୍ରାଧାନ୍ୟ: ମନ୍ତ୍ରୀ ଶ୍ରୀ ଅମାତ

ମୁଖ୍ୟ ଉନ୍ନୟନ ଅଧିକାରୀ ଓ ଗୋଷ୍ଠୀ ଉନ୍ନୟନ ଅଧିକାରୀଙ୍କ ଦୁଇଦିନିଆ ସମ୍ମିଳନୀ ଗ୍ରାମୀଣ ଓଡ଼ିଶାର ରୂପାନ୍ତିକରଣକୁ ରାଜ୍ୟସରକାରଙ୍କ ସର୍ବାଧିକ ପ୍ରାଧାନ୍ୟ: ମନ୍ତ୍ରୀ ଶ୍ରୀ ଅମାତ ଭୁବନେଶ୍ବର ୦୪.୦୩.୨୩ :- ଭାରତର ଆତ୍ମା ଗାଁ ରେ ରହିଛି । ମହାତ୍ମା ଗାନ୍ଧୀଙ୍କ ଏହି ଉକ୍ତିଟିକୁ ଓଡ଼ିଶା ସରକାର ସବୁଠାରୁ ଅଧିକ ଚରିତାର୍ଥ କରିଛନ୍ତି । ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ସବୁବେଳେ ଗ୍ରାମୀଣ ଓଡ଼ିଶାର ସର୍ବାଙ୍ଗୀନ ବିକାଶକୁ ପ୍ରାଧାନ୍ୟ ଦେଇଆସିଛନ୍ତି [...]