Search for:
  • Home/
  • Month: August 2023

ପ୍ରଦୀପ ସେବା ଟ୍ରଷ୍ଟ ଏକ ନିଆରା ଢଙ୍ଗରେ ରାଖୀ ବନ୍ଧନ

ଭୁବନେଶ୍ୱର:ଆଜି ରାଖୀ ପୂର୍ଣ୍ଣମୀ ଅବସରରେ ପ୍ରଦୀପ ସେବା ଟ୍ରଷ୍ଟ ଏକ ନିଆରା ଢଙ୍ଗରେ ରାଖୀ ବନ୍ଧନ କାର୍ଯ୍ୟକ୍ରମ କରିଥିଲେ …ଯଥା ଟ୍ରଷ୍ଟ ର ସମସ୍ତ ସଭ୍ୟା ମାନେ ଏକତ୍ରିତ ହୋଇ ବହାହୋଇଥିବା ବର ଅଶ୍ୱସ୍ଥ ଗଛ ନିକଟକୁ ଯାଇ ପୂଜା ଅର୍ଚନା କରିବା ସହିତ ରାଖୀ ବାନ୍ଧିଥିଲେ ଏବଂ ପ୍ରଭୁ ଲିଙ୍ଗରାଜ ଙ୍କ ଶ୍ରାବଣୀ ସେବା ରେ ସହଯୋଗ କରିଥିବା ବେକ୍ତି ବିଶେଷ ମାନଙ୍କୁ ଶ୍ରାବଣୀ ସେବା ସମ୍ମାନରେ ସମାନ୍ନିତ [...]

ଜନ ଆନ୍ଦୋଳନ ଉପରେ ଦମନ ବନ୍ଦ କରିବା ସହିତ ପ୍ରଫୁଲ୍ଲ ସାମନ୍ତରାଙ୍କ ଅପହରଣ ଘଟଣା

ଜନ ଆନ୍ଦୋଳନ ଉପରେ ଦମନ ବନ୍ଦ କରିବା ସହିତ ପ୍ରଫୁଲ୍ଲ ସାମନ୍ତରାଙ୍କ ଅପହରଣ ଘଟଣାର ପର୍ଦ୍ଦାଫାଶ କରିବାକୁ ସାମ୍ବାଦିକ ସମ୍ମିଳନୀରେ ଦାବି । ଭୁବନେଶ୍ୱର, ତା ୩୦/୦୮/୨୩:ସାରା ଦେଶ ଓ ଓଡ଼ିଶାରେ ବିକାଶ ନାମରେ ଚାଲିଥିବା ବିନାଶ ଲୀଳା ଓ କର୍ପୋରେଟ ଲୁଟ୍ ବିରୋଧରେ ବିଭିନ୍ନ ଜନ ଆନ୍ଦୋଳନର‌ ଦୃଢ଼ ସମର୍ଥକ ବିଶିଷ୍ଟ ପରିବେଶବିତ ପ୍ରଫୁଲ୍ଲ ସାମନ୍ତରାଙ୍କୁ ଗତକାଲି ରାୟଗଡ଼ା ସଦର ମହକୁମାରେ ସାଧା ପୋଷାକଧାରୀ ପୋଲିସ ଦ୍ବାରା ଅପହରଣ [...]

ନିଆରା ଢଙ୍ଗରେ ପାଳିଲେ ରାକ୍ଷୀ ପୂର୍ଣ୍ଣିମା

ନିଆରା ଢଙ୍ଗରେ ପାଳିଲେ ରାକ୍ଷୀ ପୂର୍ଣ୍ଣିମା ଭୁବନେଶ୍ୱର:ପବିତ୍ର ରାକ୍ଷୀ ପୂର୍ଣ୍ଣିମା ଅବସରରେ ବୃକ୍ଷ କୁ ରାକ୍ଷୀ ବାନ୍ଧି ତୁଷାର ଚାରିଟେବୁଲ ଟ୍ରଷ୍ଟ ନିଆରା ଢଙ୍ଗରେ ପାଲାନ କଲେ , ସମ୍ପାଦକ ବିବେକାନନ୍ଦ ବାରିକ୍ ବିବରଣୀ ବୃକ୍ଷ ହିଁ ପ୍ରକୁତ ଭାଇ ଓ ବନ୍ଧୁ ଅଟେ ,ଆଜିର କାର୍ଯ୍ୟ କର୍ମ ମୁଖ୍ୟ ଉଦେଶ୍ୟ ୨ ମାସ ତଳେ ଭୁନେଶ୍ବର ରେ ତାପମାତ୍ରା ୪୨ ଡିଗ୍ର ରୁ ଅଧିକ ହୋଇଥିଲା ତାର ମୁଖ୍ୟ [...]

ନୀଳଗିରି ପ୍ରଜାଆନ୍ଦୋଳନର ମହାନ ସଂଗ୍ରାମୀ ବନମାଳୀ ଦାସଙ୍କ ୧୦୬ତମ ଜନ୍ମ ଦିବସ

ନୀଳଗିରି ପ୍ରଜାଆନ୍ଦୋଳନର ମହାନ ସଂଗ୍ରାମୀ ବନମାଳୀ ଦାସଙ୍କ 106ତମ ଜନ୍ମ ଦିବସ ରେ ଭୁବନେଶ୍ୱର ରେ “ରାଜ୍ୟ ସ୍ତରୀୟ ସ୍ମାରକୀ ବକ୍ତୃତା” କାର୍ଯ୍ୟକ୍ରମ: ଭୁବନେଶ୍ବର, ତା 30.08.2023:ବନମାଳୀ ଦାସ ରାଜ୍ୟ ସ୍ତରୀୟ ସ୍ମୃତି କମିଟି ପକ୍ଷରୁ ଭୁବନେଶ୍ଵର ସ୍ଥିତ ଲୋହିଆ ଏକାଡେମୀ ଠାରେ ନୀଳଗିରି ପ୍ରଜା ଆନ୍ଦୋଳନର ମହାନ ସଂଗ୍ରାମୀ,ପୂର୍ବତନ ବିଧାୟକ,ସିପିଆଇ(ଏମ) ର ପ୍ରଥମ ଓଡିଶା ରାଜ୍ୟ ସଂପାଦକ ତଥା ପ୍ରୟାତ ଜନନେତା ବନମାଳୀ ଦାସ ଙ୍କ ୧୦୬ ତମ [...]

ଗଛରେ ହାତ ତିଆରି ରାକ୍ଷୀ ବାନ୍ଧି ଦେଲେ ପରିବେଶ ସୁରକ୍ଷାର ବାର୍ତ୍ତା

ଗଛରେ ହାତ ତିଆରି ରାକ୍ଷୀ ବାନ୍ଧି ଦେଲେ ପରିବେଶ ସୁରକ୍ଷାର ବାର୍ତ୍ତା ଭୁବନେଶ୍ୱର : ଆଜି ପବିତ୍ର ରାକ୍ଷୀ ପୂର୍ଣ୍ଣିମା ଉପଲକ୍ଷେ ସାମାଜିକ ଅନୁଷ୍ଠାନ ଜନମଙ୍ଗଳ ପରିଷଦ ପକ୍ଷରୁ ନିଆରା ଢଙ୍ଗରେ ରାକ୍ଷୀ ବନ୍ଧନ ଉତ୍ସବ ପାଳନ କରାଯାଇଅଛି | ମାନବ ସମାଜକୁ ଅମ୍ଳଜାନ ପ୍ରଦାନ କରି ଜୀବନ ରକ୍ଷାକରୁଥିବା ବୃକ୍ଷମାନଙ୍କ ସଠିକ ଭାବେ ଯତ୍ନ ନେବା ତଥା ଅଧିକରୁ ଅଧିକ ବୃକ୍ଷ ରୋପଣ ଲାଗି ଜନ ସଚେତନତା ସୃଷ୍ଟି [...]

ବିଜୁ ପଟ୍ଟନାୟକ କ୍ରୀଡ଼ା ପୁରସ୍କାର ସ୍ୱସ୍ତି ସିଂ ପାଇଲେ। ଅଜୟ ଦାସଙ୍କୁ କ୍ରୀଡ଼ା ସାମ୍ବାଦିକ ପୁରସ୍କାର।

ଭୁବନେଶ୍ବର : ଆଜି ଜାତୀୟ କ୍ରୀଡ଼ା ଦିବସ ଅବସରରେ ରାଜ୍ୟ ସରକାର ‘ବିଜୁ ପଟ୍ଟନାୟକ କ୍ରୀଡ଼ା ପୁରସ୍କାର-୨୦୨୩’ ପ୍ରଦାନ କରିଛନ୍ତି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି ଉତ୍ସବରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ସାଇକେଲ ଚାଳିକା ସ୍ୱସ୍ତି ସିଂଙ୍କୁ ବିଜୁ ପଟ୍ଟନାୟକ କ୍ରୀଡ଼ା ସମ୍ମାନରେ ସମ୍ମାନିତ କରିଛନ୍ତି । ଦୀପ ରଞ୍ଜନ ବିଷୋୟୀଙ୍କୁ ଶ୍ରେଷ୍ଠ ପାରା କ୍ରୀଡ଼ାବିତ୍‌, ସବିତା ଟପ୍ପୋଙ୍କୁ ଉଦୀୟମାନ କ୍ରୀଡ଼ାବିତ୍ ଓ ଆନନ୍ଦଚନ୍ଦ୍ର ନାୟକଙ୍କୁ [...]

ପ୍ରଫୁଲ୍ଲ ସାମନ୍ତରାଙ୍କୁ ସାଧା ପୋଷାକଧାରୀ ପୋଲିସ ଦ୍ବାରା ଅପହରଣ ଓଡ଼ିଶା ରାଜ୍ୟ ପାଇଁ ଲଜ୍ଜା 

ପ୍ରଫୁଲ୍ଲ ସାମନ୍ତରାଙ୍କୁ ସାଧା ପୋଷାକଧାରୀ ପୋଲିସ ଦ୍ବାରା ଅପହରଣ ଓଡ଼ିଶା ରାଜ୍ୟ ପାଇଁ ଲଜ୍ଜା ଭୁବନେଶ୍ୱର, ତା ୨୯/୦୮/୨୩:ସାରା ଦେଶ ଓ ଓଡ଼ିଶାରେ ବିକାଶ ନାମରେ ଚାଲିଥିବା ବିନାଶ ଲୀଳା ଓ କର୍ପୋରେଟ ଲୁଟ୍ ବିରୋଧରେ ବିଭିନ୍ନ ଜନ ଆନ୍ଦୋଳନର‌ ଦୃଢ଼ ସମର୍ଥକ ବିଶିଷ୍ଟ ପରିବେଶବିତ ପ୍ରଫୁଲ୍ଲ ସାମନ୍ତରାଙ୍କୁ ଆଜି ରାୟଗଡ଼ା ସଦର ମହକୁମାରେ ସାଧା ପୋଷାକଧାରୀ ପୋଲିସ ଦ୍ବାରା ଅପହରଣ ଘଟଣାକୁ ବିଭିନ୍ନ ମହଲରେ ତୀବ୍ର ନିନ୍ଦା କରାଯାଇଛି। [...]

୮ ଜଣ ସମବାୟ ସମିତି ଉପନିବନ୍ଧ (ଡିଆର୍ସିଏସ୍ )ଙ୍କୁ ପଦୋନ୍ନତି

୮ ଜଣ ସମବାୟ ସମିତି ଉପନିବନ୍ଧ (ଡିଆର୍ସିଏସ୍ )ଙ୍କୁ ପଦୋନ୍ନତି ଭୁବନେଶ୍ୱର , ୨୯ ଓ ୮- ସମବାୟ ବିଭାଗ ଅଧିନରେ କାର୍ଯ୍ୟରତ ୮ ଜଣ ଉପନିବନ୍ଧକ(ଡିଆର୍ସିଏସ୍ )ଙ୍କୁ ଯୁଗ୍ମନିବନ୍ଧକ ସମବାୟ ସମିତି (ଜେଆର୍ସିଏସ୍ ) ଭାବେ ପଦୋନ୍ନତି ଦିଆଯାଇଛି । ପଦୋନ୍ନତି ପାଇଥିବା ଉପନିବନ୍ଧକ ମାନେ ହେଉଛନ୍ତି ସମବାୟ ବିଭାଗରେ ଉପସଚିବ ଭାବେ କାର୍ଯ୍ୟରତ ସଂଗ୍ରାମ କେଶରୀ ରାଉତ , ରାୟଗଡା ଡିଭିଜନରେ କାର୍ଯ୍ୟରତ ମନ୍ମଥ କୁମାର ଦାସ [...]

ସହରାଂଚଳ ଗରୀବ ବସ୍ତିବାସିନ୍ଦାଙ୍କ ସହ ରାଜନୀତି ନକରି ସମସ୍ତଙ୍କୁ ପଟ୍ଟା ଦିଅନ୍ତୁ ସରକାର: ମନମୋହନ ସାମଲ

ଜାଗା ମିଶନ ପ୍ରସଙ୍ଗରେ ସାମ୍ବାଦିକ ସମ୍ମିଳନୀ ସହରାଂଚଳ ଗରୀବ ବସ୍ତିବାସିନ୍ଦାଙ୍କ ସହ ରାଜନୀତି ନକରି ସମସ୍ତଙ୍କୁ ପଟ୍ଟା ଦିଅନ୍ତୁ ସରକାର: ମନମୋହନ ସାମଲ  ବସ୍ତିବାସିନ୍ଦାଙ୍କ ସହ ରାଜ୍ୟ ସରକାର ପ୍ରତାରଣା କରିଛନ୍ତି  ୨୩ ବର୍ଷରେ ନବୀନ ବାବୁ ବସ୍ତିରେ ଗରିବ ଲୋକମାନେ କିଭଳି ରୁହନ୍ତି କେବେ ଥରେ ହେଲେ ବି ବୁଲିକି ଦେଖିଛନ୍ତି କି?  ଏକ ଫର୍ମକୁ ପଟ୍ଟା କହି ବାଂଟୁଛନ୍ତି ରାଜ୍ୟ ସରକାର  [...]

ଗ୍ୟାସ ସିଲିଣ୍ଡର ପିଛା ୨ଶହ ଟଙ୍କା ସବସିଡି ଦେଲେ ମୋଦି ସରକାର

ଗ୍ୟାସ ସିଲିଣ୍ଡର ପିଛା ୨ଶହ ଟଙ୍କା ସବସିଡି ଦେଲେ ମୋଦି ସରକାର ଭଉଣୀମାନଙ୍କୁ ରାକ୍ଷୀପୂର୍ଣ୍ଣିମା ଉପହାର: ମନମୋହନ ସାମଲ  ରାଜ୍ୟବାସୀଙ୍କ ତରଫରୁ ପ୍ରଧାନମନ୍ତ୍ରୀଙ୍କୁ ଆନ୍ତରିକ ଧନ୍ୟବାଦ ଜଣାଇଲେ ରାଜ୍ୟ ସଭାପତି ଭୁବନେଶ୍ୱର,ତା.୨୯/୦୮: ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦି ୨୦୧୪ ମସିହାରେ ଶାସନକୁ ଆସିବା ପରେ କୋଟି କୋଟି ମା’ ଓ ଭଉଣୀମାନଙ୍କ ଦୁଃଖକୁ ହୃଦୟଙ୍ଗମ କରି ଉଜ୍ଜ୍ୱଳା ଯୋଜନା ଜରିଆରେ ରୋଷେଇ ଗ୍ୟାସ ସିଲିଣ୍ଡର ଯୋଗାଇ ଦେଇଥିଲେ । [...]