Search for:
  • Home/
  • Month: August 2023

ବିଦ୍ୟୁତ୍ ଶ୍ରମିକଙ୍କ ଆନ୍ଦୋଳନ ପାଇଁ ସଜବାଜ।

ବିଦ୍ୟୁତ୍ ଶ୍ରମିକଙ୍କ ଆନ୍ଦୋଳନ ପାଇଁ ସଜବାଜ। ଭୁବନେଶ୍ୱର:ଓଡିଶା ବିଦ୍ୟୁତ୍ ବିଭାଗରେ କାର୍ଯ୍ୟରତ ଆଇ.ଟି.ଆଇ ଶ୍ରମିକ ଙ୍କ ଦରମାରେ ଥିବା ଅସଂଯତି ଦୁରକରିବା ପାଇଁ ଓଡିଶା ବିଦ୍ୟୁତ୍ କର୍ମଚାରୀ ମହାସଂଘର ଏକ ପ୍ରତିନିଧି ମଣ୍ଡଳୀ ମହାସଂଘର ସଭାପତି ଶ୍ରୀ ସୁବାସ ସିଂହ ଙ୍କ ନେତୃତ୍ବରେ ମାନ୍ୟବର ଶକ୍ତିମନ୍ତ୍ରୀ ଶ୍ରୀ ପ୍ରତାପ ଦେବଙ୍କୁ ସାକ୍ଷାତ କରି ଓପିଟିସିଲ୍ ର ଏକତରଫା ମନମୁଖି କାର୍ଯ୍ୟକଳାପ ଉପରେ ଆଲୋଚନା କରିଥିଲେ। ଏହି ଅବସରରେ ମନ୍ତ୍ରୀ ଓପିଟିସିଲ୍ [...]

ଗୁପ୍ତେଶ୍ଵର ପୀଠ ଦାନ ହୁଣ୍ଡିରୁ ଚୋରି

ଗୁପ୍ତେଶ୍ଵର ପୀଠ ଦାନ ହୁଣ୍ଡିରୁ ଚୋରି ବୈପାରିଗୁଡା, ୧୮/୮(ସମିସ) : ଦକ୍ଷିଣ ଓଡିଶା ପ୍ରସିଦ୍ଧ ଶୈବ ପୀଠ ଗୁପ୍ତେଶ୍ୱର ର ରେ ମାତିଛନ୍ତି ଦୃର୍ବତ l ଗୁପ୍ତେଶ୍ଵର ମନ୍ଦିର ତଳେ ଥିବା ଦାନ ହୁଣ୍ଡି ଭାଙ୍ଗି ଦାନ ଟଙ୍କାକୁ ଦୁବୃତ୍ତମାନେ ଚୋରି କରି ନେଇଥିବା ଅଭିଯୋଗ ହୋଇଛି । ଏବେ ଶ୍ରାବଣ ମାସ ଲାଗି ଗୁପ୍ତେଶ୍ୱର ର ରେ ବହୁ ଭକ୍ତ ଙ୍କ ସମାଗମ ହେଉଛି l ଗତ ସୋମବାର [...]

୨୦ତମ ‘ଜାତୀୟ ସିଏ ସମ୍ମିଳନୀ’ରେ ଯୋଗଦେଲେ ଅର୍ଥମନ୍ତ୍ରୀ ଓ କେନ୍ଦ୍ରମନ୍ତ୍ରୀ

୨୦ତମ ‘ଜାତୀୟ ସିଏ ସମ୍ମିଳନୀ’ରେ ଯୋଗଦେଲେ ଅର୍ଥମନ୍ତ୍ରୀ ଓ କେନ୍ଦ୍ରମନ୍ତ୍ରୀ ଭାରତର ସିଏଙ୍କୁ ଗ୍ଲୋବାଲ ଲିଡର୍ ବନାଇବା ପାଇଁ ସରକାର ସକ୍ରିୟତାର ସହ କାର୍ଯ୍ୟ କରୁଛନ୍ତି- ନିର୍ମଳା ସୀତାରମଣ ବର୍ତ୍ତମାନର ଆର୍ଥିକ ଦୃଶ୍ୟପଟ୍ଟରେ ଡିଜିଟାଲାଇଜେସନ କ୍ଷେତ୍ରରେ ମଜଭୂତ ହେଉଛି ଭାରତ-ଧର୍ମେନ୍ଦ୍ର ପ୍ରଧାନ • ଅର୍ଥମନ୍ତ୍ରୀଙ୍କୁ ଭେଟି ଶାଢୀ ଉପହାର ଦେଲେ ସମ୍ବଲପୁର କନ୍ଧରା ଗ୍ରାମର ବୁଣାକାର ପରିବାରର ମହିଳା • ‘ସମ୍ଭାବନା : ଡିଜିଟାଲ ଯୁଗରେ ଚାର୍ଟାର୍ଡ ଆକାଉଣ୍ଟାଣ୍ଟ ବୃତ୍ତି” [...]

କୌଳିକ ବୃତ୍ତିଧାରୀଙ୍କୁ ୫% ସୁଧରେ ୨ ଲକ୍ଷ ପର୍ଯ୍ୟନ୍ତ ଋଣ 

‘ପିଏମ୍ ବିଶ୍ୱକର୍ମା’ ଯୋଜନାକୁ କ୍ୟାବିନେଟ୍ ମୋହର କୌଳିକ ବୃତ୍ତିଧାରୀଙ୍କୁ ୫% ସୁଧରେ ୨ ଲକ୍ଷ ପର୍ଯ୍ୟନ୍ତ ଋଣ ଭୁବନେଶ୍ୱର:ନୂଆଦିଲ୍ଲୀ: ଗତକାଲି ଲାଲକିଲ୍ଲାରୁ ଦେଶବାସୀଙ୍କୁ ସମ୍ବୋଧିତ କରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ପିଏମ୍ ବିଶ୍ୱକର୍ମା ଯୋଜନା ଘୋଷଣା କରିଥିଲେ । ଆଜି ଏହା ଉପରେ କ୍ୟାବିନେଟ୍ ମୋହର ଲାଗିଛି । ଏହି ଯୋଜନାରେ କୌଳିକ ବୃତ୍ତଗତ ବ୍ୟବସାୟୀଙ୍କୁ ସର୍ବାଧିକ ୫% ସୁଧରେ ୨ ଲକ୍ଷ ଟଙ୍କାର ଋଣ ପ୍ରଦାନ କରାଯିବ । ପ୍ରଧାନମନ୍ତ୍ରୀ [...]

୧ମ ତ୍ରୈମାସରେ ୪୦୦ କୋଟି ଟଙ୍କାର ରାଜସ୍ୱ ବୃଦ୍ଧି ପରିଲକ୍ଷିତ କରିଛି ଏୟାରଟେଲ୍ ପେମେଂଟ୍‌ସ ବ୍ୟାଙ୍କ

୧ମ ତ୍ରୈମାସରେ ୪୦୦ କୋଟି ଟଙ୍କାର ରାଜସ୍ୱ ବୃଦ୍ଧି ପରିଲକ୍ଷିତ କରିଛି ଏୟାରଟେଲ୍ ପେମେଂଟ୍‌ସ ବ୍ୟାଙ୍କ ଭୁବନେଶ୍ୱର: ଏକ ବ୍ୟାଙ୍କିଙ୍ଗ୍ ଲାଇସେନ୍ସ ସହ ବ୍ୟାପକ ସ୍ତରରେ ପରିଚାଳନା କରୁଥିବା ଭାରତର ଏକମାତ୍ର ଲାଭଦାୟକ ମଲ୍ଟି-ସେଗ୍‌ମେଂଟ୍ ଫିନ୍‌ଟେକ୍ ଏୟାରଟେଲ୍ ପେମେଂଟ୍‌ସ ବ୍ୟାଙ୍କ ଆଉ ଏକ ଶକ୍ତିଶାଳୀ ତ୍ରୈମାସିକ ପ୍ରଦର୍ଶନ ପ୍ରଦାନ କରିଛି । ଏକ ଗୁରୁତ୍ୱପୂର୍ଣ୍ଣ ସଫଳତାରେ ପ୍ରଥମ ଥର ପାଇଁ ବ୍ୟାଙ୍କର ତ୍ରୈମାସିକ ରାଜସ୍ୱ ବାର୍ଷିକ ଆଧାରରେ ୪୧% ବୃଦ୍ଧି [...]

ଏକାମ୍ର ରେ ନୂତନ ମଧୁବାବୁ ଭତା ବଣ୍ଟନ

ଏକାମ୍ର ରେ ନୂତନ ମଧୁବାବୁ ଭତା ବଣ୍ଟନ ଭୁବନେଶ୍ୱର:ଆଜି ପୂର୍ବାହ୍ନ ୧୧ ଘଟିକା ମଧ୍ୟରେ ପୋଖରୀପୁଟ ସ୍ଥିତ କୋକିଳା ରିସୋଟ ଠାରେ ଏକାମ୍ର ନିର୍ବାଚନ ମଣ୍ଡଳୀ ର ନୂତନ ମଧୁବାବୁ ଭତା ବଣ୍ଟନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି। ଏହି କାର୍ଯ୍ୟକ୍ରମ ରେ ଆଜି ପୂର୍ବାହ୍ନ ୧୧ ଘଟିକା ମଧ୍ୟରେ ପୋଖରୀପୁଟ ସ୍ଥିତ କୋକିଳା ରିସୋଟ ଠାରେ ଏକାମ୍ର ନିର୍ବାଚନ ମଣ୍ଡଳୀ ର ନୂତନ ମଧୁବାବୁ ଭତା ବଣ୍ଟନ କାର୍ଯ୍ୟକ୍ରମ ଅନୁଷ୍ଠିତ [...]

ଭୁବନେଶ୍ୱରରେ ‘କୁଓ୍ୱି’ ଓ ‘ଦେଶୀଆ’ ଭାଷାରେ ବର୍ଣ୍ଣମାଳା ପୁସ୍ତକର ଉନ୍ମୋଚନ କଲେ କେନ୍ଦ୍ର ଅର୍ଥମନ୍ତ୍ରୀ

ଭୁବନେଶ୍ୱରରେ ‘କୁଓ୍ୱି’ ଓ ‘ଦେଶୀଆ’ ଭାଷାରେ ବର୍ଣ୍ଣମାଳା ପୁସ୍ତକର ଉନ୍ମୋଚନ କଲେ କେନ୍ଦ୍ର ଅର୍ଥମନ୍ତ୍ରୀ ମାତୃଭାଷାରେ କହୁଥିବା ଓ ଚିନ୍ତା କରୁଥିବା ପିଲାଙ୍କୁ ଭିନ୍ନ ଭାଷା ଶିଖାଗଲେ ସେମାନଙ୍କ ମନରେ ଦ୍ୱନ୍ଦ ସୃଷ୍ଟି ହୁଏ- ନିର୍ମଳା ସୀତାରମଣ ୧୦୦ରୁ କମ ଦିନ ମଧ୍ୟରେ ପ୍ରସ୍ତୁତ ‘କୁଓ୍ୱି’ ଓ ‘ଦେଶୀଆ’ ଭାଷା ପୁସ୍ତକ ଜନଜାତି ପିଲାଙ୍କ ମଧ୍ୟରେ ଭାଷା ପାର୍ଥକ୍ୟ ଦୂର କରିବ-ଧର୍ମେନ୍ଦ୍ର ପ୍ରଧାନ • ‘କୁଓ୍ୱି’ ଓ ‘ଦେଶୀଆ’ ଭାଷା [...]

ଦୁଇଦିନିଆ ରାଜ୍ୟ ସ୍ତରୀୟ ଗଣତାନ୍ତ୍ରିକ ଅଧିକାର ସୁରକ୍ଷା କନଭେନସନ୍ ଉଦଯାପିତ!!!

ଦୁଇଦିନିଆ ରାଜ୍ୟ ସ୍ତରୀୟ ଗଣତାନ୍ତ୍ରିକ ଅଧିକାର ସୁରକ୍ଷା କନଭେନସନ୍ ଉଦଯାପିତ!!! ଭୁବନେଶ୍ୱର, ତା୧୭/୦୮/୨୩: ପିପୁଲ୍ସ-୨୦, ଇନସାଫ୍, ଏନ୍.ଏ.ପି.ଏମ୍, ଲୋକଶକ୍ତି ଅଭିଯାନ ଓ ମିଥ୍ୟା ମକଦ୍ଦମା ବିରୋଧୀ ଅଭିଯାନ ପକ୍ଷରୁ ଭୁବନେଶ୍ୱର ଲୋହିଆ ଏକାଡେମୀ ପରିସରରେ ଅଗଷ୍ଟ ୧୬ରୁ ଆରମ୍ଭ ହୋଇଥିବା ଦୁଇଦିନିଆ ଗଣତାନ୍ତ୍ରିକ ଅଧିକାର କନଭେନସନ୍ ଆଜି ଉଦଯାପିତ ହୋଇଯାଇଛି । ଜନ ଆନ୍ଦୋଳନ, ମହିଳା, କୃଷକ, ଦଳିତ – ଆଦିବାସୀ ଓ ସଂଖ୍ୟାଲଘୁ, ମାନବାଧିକାର , ଜଙ୍ଗଲ ଅଧିକାର, [...]

ନିୟମଗିରି ସମେତ ସମସ୍ତ ଜନ ଆନ୍ଦୋଳନ ଉପରେ ରାଷ୍ଟ୍ର ଦମନ ବିରୋଧରେ ଗଣ ପ୍ରତିବାଦ।।

ନିୟମଗିରି ସମେତ ସମସ୍ତ ଜନ ଆନ୍ଦୋଳନ ଉପରେ ରାଷ୍ଟ୍ର ଦମନ ବିରୋଧରେ ଗଣ ପ୍ରତିବାଦ।। ଭୁବନେଶ୍ୱର, ତା ୧୭/୦୮/୨୩: ନିୟମଗିରି ସୁରକ୍ଷା ସମିତିର ସଦସ୍ୟ ମାନଙ୍କୁ ମିଛ କେଶ୍ ରେ ଗିରଫ, ଶାରିରୀକ ନିର୍ଯ୍ୟାତନା, କାଶୀପୁର ଓ ସିଜିମାଳୀ ଅଞ୍ଚଳରେ ଆନ୍ଦୋଳନ କାରୀ ଓ ଗ୍ରାମବାସୀ ମାନଙ୍କ ଉପରେ ଅକଥନୀୟ ଅତ୍ୟାଚାର ବିରୋଧରେ ଆଜି ବର୍ଷା ସତ୍ତ୍ୱେ ରାଜଧାନୀ ଭୁବନେଶ୍ୱରରେ ଏକ ଗଣ ପ୍ରତିବାଦ ଆୟୋଜିତ ହୋଇଯାଇଛି । ଗତ [...]