SCB ମେଡିକାଲ ସଂପ୍ରସାରଣ ପ୍ରକଳ୍ପର ଅନୁଧ୍ୟାନ
ଏସସିବିରେ ସମୀକ୍ଷା କରୁଛନ୍ତି 5T ସଚିବ, ନିର୍ଦ୍ଦିଷ୍ଟ ସମୟ ସୀମା ମଧ୍ୟରେ ପ୍ରକଳ୍ପ କାମ ଶେଷ କରିବାକୁ ଗୁରୁତ୍ବ ଭୁବନେଶ୍ବର: ୦୩.୦୭କଟକରେ ୫ଟି ସଚିବ ଭିକେ ପାଣ୍ତିଆନ । SCB ମେଡିକାଲ ସଂପ୍ରସାରଣ ପ୍ରକଳ୍ପର ଅନୁଧ୍ୟାନ କରିଛନ୍ତି। ଏଥିସହ କାମର ମାନ ଯେପରି ଠିକ ହେବ, ସେନେଇ ପ୍ରତି ପର୍ଯ୍ୟାୟରେ କାମର ଯାଞ୍ଚ କରାଯିବ ବୋଲି କହିଛନ୍ତି ୫ଟି ସଚିବ ଭିକେ ପାଣ୍ଡିଆନ । ଏହି ସମୟରେ ଜିଲ୍ଲାପାଳ ଓ [...]