Search for:
  • Home/
  • Month: July 2023

ୱାର୍ଡ ନମ୍ୱର ୩ ବସ୍ତିବାସିନ୍ଦାଙ୍କ ୧ ବର୍ଷ ୨ ମାସ ୧୬ ଦିନ ଗଣ ଧାରଣା

ମାଲକାନଗିରି ପୋୖର ପରିଷଦ ୱାର୍ଡ ନମ୍ୱର ୩ ବସ୍ତିବାସିନ୍ଦାଙ୍କ ୧ ବର୍ଷ ୨ ମାସ ୧୬ ଦିନ ଗଣ ଧାରଣା ର ଐତିହାସିକ ବିଜୟ ଦିବସ | ଭୁବନେଶ୍ୱର:ଓଡିଶାର ଭୂମିହୀନ ଜନସାଧାରଣଙ୍କ ପାଇଁ ଆଶାଟିଏ ଦେବା ଲକ୍ଷ୍ୟ ନେଇ ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମହୋଦୟ ଘରବାଡି ପଟ୍ଟା ଯୋଗାଇଦେବା ଭଳି ଐତିହାସିକ ବ୍ୟବସ୍ଥା ଆରମ୍ଭ କରିଛନ୍ତି l ଆଜି ମାଲକାନଗିରି ପୌରପରିଷଦ ତରଫରୁ ଆୟୋଜିତ ୩ ନମ୍ବର ୱାର୍ଡ [...]

ଅଣଦେଖା କରୁଛି ଖୋର୍ଦ୍ଧା ପାଇକ ବିଦ୍ରୋହକୁ ଅଣଦେଖା କରୁଛି କେନ୍ଦ୍ର

ଖୋର୍ଦ୍ଧା ପାଇକ ବିଦ୍ରୋହକୁ ପ୍ରଥମ ସ୍ବାଧୀନତା ସଂଗ୍ରାମ ମାନ୍ୟତା ଦେବା ପାଇଁ ଅଣଦେଖା କରୁଛି କେନ୍ଦ୍ର ଭୁବନେଶ୍ୱର: ଖୋର୍ଦ୍ଧା ପାଇକ ବିଦ୍ରୋହକୁ ଅଣଦେଖା କରୁଛନ୍ତି କେନ୍ଦ୍ର ସରକାର। ବାରମ୍ବାର ଦାବି ପରେ ବି ମିଳୁନି ପ୍ରଥମ ସ୍ୱାଧୀନତା ସଂଗ୍ରାମ ମାନ୍ୟତା। ଏନେଇ କେନ୍ଦ୍ର ସରକାରଙ୍କୁ ଘେରିବା ସହିତ ବିଜେପିକୁ ସମାଲୋଚନା କରିଛି ବିଜେଡି। ପ୍ରେସମିଟରେ ବିଜେଡି କହିଛି ୧୮୧୭ ମସିହାରେ ଖୋର୍ଦ୍ଧା ପାଇକଙ୍କ ଦ୍ୱାରା ସଂଗ୍ରାମ ଆରମ୍ଭ ହୋଇଥିଲା। ଯାହାକି [...]

ଅଶ୍ବିନୀ କୁମାର ପାତ୍ର ଜିଲ୍ଲା ସଭାପତି।

ବାଲେଶ୍ବର ଜିଲ୍ଲା ବିଜେଡି କମିଟି ପୁନର୍ଗଠିତ, ଅଶ୍ବିନୀ କୁମାର ପାତ୍ର ଜିଲ୍ଲା ସଭାପତି ଭୁବନେଶ୍ୱର: ୦୮.୦୭ ବାଲେଶ୍ୱ ଜିଲ୍ଲା ବିଜେଡି କମିଟି ପୁନର୍ଗଠିତ ହୋଇଛି । ଅଶ୍ୱିନୀ କୁମାର ପାତ୍ର ଜିଲ୍ଲା ବିଜେଡି ସଭାପତି ହୋଇଥିବାବେଳେ ୪ଜଣଙ୍କୁ ବରିଷ୍ଠ ଉପସଭାପତି ଦାୟିତ୍ବ ମିଳିଛି । ଗୌରୀ କୁମାର ରାଉତ, ବରଦା ପ୍ରସନ୍ନ ପଟ୍ଟନାୟକ, ସନ୍ତୋଷ ଖଟୁଆ, ପ୍ରଭାତ କୁମାର ବିଶ୍ବାଳ ବରିଷ୍ଠ ଉପସଭାପତି ଭାବେ ନିଯୁକ୍ତ ହୋଇଛନ୍ତି । ସେହିପରି ୯ [...]

ମହର୍ଷି କଲେଜ ପାଚେରୀକୁ ଲାଗି ୨୭ ମହଲାର ଏକ ଆପାର୍ଟମେଣ୍ଟ ତିଆରି କରୁଛି ଡିଏନ ଗ୍ରୁପ

-ମହର୍ଷି କଲେଜ ପାଚେରୀକୁ ଲାଗି 27 ମହଲାର ଏକ ଆପାର୍ଟମେଣ୍ଟ ତିଆରି କରୁଛି ଡିଏନ ଗ୍ରୁପ ଭୁବନେଶ୍ୱର::୦୮.୦୭ ଗୋଟିଏ ଫ୍ଲାଟର ଦାମ ପ୍ରାୟ ୫ କୋଟି, ଯାହାକି ରାଜ୍ୟରେ ସବୁଠାରୁ ମହଙ୍ଗା ଆପାର୍ଟମେଣ୍ଟ ବୋଲି କୁହାଯାଉଛି ରାଜଧାନୀର ମହର୍ଷି କଲେଜ ପାଖରେ ନିର୍ମାଣ ହେଉଛି ଡିଏନ କିଙ୍ଗସଲାଣ୍ଡ ଏଥିପାଇଁ ସରକାର ଦେଇଛନ୍ତି ଦେଢ ଏକର ଜାଗା70 ଟି ୟୁନିଟ ନିର୍ମାଣ ପାଇଁ BDA ଅନୁମୋଦନ ଦେଇଛିପୁରା ପ୍ରକଳ୍ପରେ ଖର୍ଚ୍ଚ ହେବ [...]

ଓଡିଶାର ୨୪ ରେ କେନ୍ଦ୍ର ଶିକ୍ଷା ମନ୍ତ୍ରଣାଳୟ ଦ୍ୱାରା ପରିଚାଳିତ ପର୍ଫର୍ମାନ୍ସ ଗ୍ରେଡିଂ ଇଣ୍ଡେକ୍ସ

  କେନ୍ଦ୍ର ଶିକ୍ଷା ମନ୍ତ୍ରଣାଳୟ ଦ୍ୱାରା ପରିଚାଳିତ ପର୍ଫର୍ମାନ୍ସ ଗ୍ରେଡିଂ ଇଣ୍ଡେକ୍ସରେ ଓଡିଶାର ୨୪ ରେ, ଏଥିପାଇଁ ରାଜ୍ୟ ସରକାରଙ୍କ ଶିକ୍ଷା ବିଭାଗ ଦାୟୀ ! ଓଡିଶା ଅଭିଭାବକ ମହାସଂଘ ଭୁବନେଶ୍ୱର :-୦୮.୦୭  ଶିକ୍ଷାବର୍ଷରେ ଓଡ଼ିଶା ୧୦ମ ସ୍ଥାନରେ ଥିବାବେଳେ ଏଥର ୧୪ଟି ସ୍ଥାନ ତଳକୁ ଖସି ୨୪ତମ ସ୍ଥାନରେ ରହିଛି l ଶିକ୍ଷାର ଗୁଣବତ୍ତା, ବିଦ୍ୟାଳୟକୁ ପ୍ରବେଶ ସୁବିଧା, ଭିତ୍ତିଭୂମି, ଶିକ୍ଷକ, ଶିକ୍ଷା ଓ ତାଲିମ ନେଇ ସାରା [...]

ଦିବ୍ୟାଙ୍ଗଙ୍କ ପାଠପଢା କୁ ଦାୟିତ୍ୱ – ଧର୍ମେନ୍ଦ୍ର ପ୍ରଧାନ

ଦିବ୍ୟାଙ୍ଗଙ୍କ ପାଠପଢ଼ାକୁ ସୁଗମ କରିବା ସହ ସମାଜର ମୌଳିକ ଆବଶ୍ୟକତା ପୂରଣ କରିବା ଆମ ଦାୟିତ୍ୱ – ଧର୍ମେନ୍ଦ୍ର ପ୍ରଧାନ • ଇନଷ୍ଟିଚ୍ୟୁଟ୍ ଅଫ୍ ହେଲଥ୍ ସାଇନ୍ସକୁ ମିଳିଲା ସ୍ୱୟଂଶାସିତ ମହାବିଦ୍ୟାଳୟର ମାନ୍ୟତା • ଦିବ୍ୟାଙ୍ଗ ଶିଶୁ ମାନଙ୍କ ପାଇଁ ଥିବା ମଡେଲ୍ ସେଣ୍ଟର, ଇଣ୍ଟିଗ୍ରେଟେଡ ରିହାବିଲିଟେସନ ସେଣ୍ଟର, କ୍ଲିନିକ୍ ବ୍ଲକ, ଏକାଡେମିକ ବ୍ଲକ, ବାଲମୁକୁନ୍ଦ ରେହାବ ହସ୍ପିଟାଲ ବୁଲିଲେ କେନ୍ଦ୍ରମନ୍ତ୍ରୀ • ଦିବ୍ୟାଙ୍ଗ ଛାତ୍ରଛାତ୍ରୀ ଏବଂ ପ୍ରଶିକ୍ଷକ ମାନଙ୍କୁ [...]

ପ୍ରତାପ ଶାସନ ଡିଗ୍ରୀ କଲେଜରେ ବନ ମହୋତ୍ସବ ବୃକ୍ଷ ପୂଜା ଭାରତୀୟ ସଂସ୍କୃତି – ଡଃ ରଜନୀ ରଞ୍ଜନ

ପ୍ରତାପ ଶାସନ ଡିଗ୍ରୀ କଲେଜରେ ବନ ମହୋତ୍ସବ ବୃକ୍ଷ ପୂଜା ଭାରତୀୟ ସଂସ୍କୃତି – ଡଃ ରଜନୀ ରଞ୍ଜନ ଭୁବନେଶ୍ୱର:ବାଳକାଟୀ ୦୮.୦୭ – ଏଠି ରଥ ଦେବତା ଏଠି ପଥ ଦେବତା, ଏଠି ବୃକ୍ଷ ବି ଦେବତା | ଭାରତୀୟ ସଂସ୍କୃତି ବିଶ୍ୱାସ କରେ ବୃକ୍ଷ ଦେବତାଙ୍କ ପୂଜା ପାଇଁ ପୃଥିବୀ ବଞ୍ଚିଛି | ଆମ ସଂସ୍କୃତିକୁ ବଞ୍ଚେଇ ରଖିବା ପାଇଁ ବ୍ୟାପକ ବୃକ୍ଷ ରୋପଣ ଆବଶ୍ୟକ ବୋଲି ଓଡିଶା [...]

‘ଓଡ଼ିଶା ଲୋକସେବା ଆୟୋଗ’କୁ ମୁଖ୍ୟମନ୍ତ୍ରୀଙ୍କ ପ୍ରଶଂସା

ନିଯୁକ୍ତିରେ ସ୍ବଚ୍ଛତା ରକ୍ଷା ପାଇଁ ‘ଓଡ଼ିଶା ଲୋକସେବା ଆୟୋଗ’କୁ ମୁଖ୍ୟମନ୍ତ୍ରୀଙ୍କ ପ୍ରଶଂସା ଭୁବନେଶ୍ବର: ୦୭.୦୭ ଓଡ଼ିଶା ଲୋକସେବା ଆୟୋଗର ୭୫ ବର୍ଷ ପୂର୍ତ୍ତି ସମାରୋହ ଭୁବନେଶ୍ବରଠାରେ ଆୟୋଜିତ ହୋଇଛି। ଏଥିରେ ମୁଖ୍ୟ ଅତିଥି ଭାବରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଯୋଗ ଦେଇ ନିଯୁକ୍ତିରେ ସ୍ବଚ୍ଛତା ରକ୍ଷା ପାଇଁ OPSCକୁ ପ୍ରଶଂସା କରିବା ସହ ଧନ୍ୟବାଦ ଦେଇଛନ୍ତି । ଏହି ଅବସରରେ ମୁଖ୍ୟମନ୍ତ୍ରୀ କହିଥିଲେ କି, ୭୫ବର୍ଷ ଧରି ସେବା କରିଆସୁଛି [...]

ଗୁଳିମାଡ଼ରେ ପୋଲିଂ ଏଜେଣ୍ଟ ମୃତ।

କୋଲ୍‌କାତା:ମତଦାନ କେନ୍ଦ୍ରରେ କେନ୍ଦ୍ରୀୟ ସୁରକ୍ଷା ବଳ ଓ ଯବାନ ମୁତୟନ ହୋଇଛନ୍ତି ପଶ୍ଚିମବଙ୍ଗରେ ପଞ୍ଚାୟତ ନିର୍ବାଚନବେଳେ ହିଂସାକାଣ୍ଡ; ଗୁଳିମାଡ଼ରେ ପୋଲିଂ ଏଜେଣ୍ଟ ମୃତ ପଶ୍ଚିମବଙ୍ଗରେ ପଞ୍ଚାୟତ ନିର୍ବାଚନ ପାଇଁ ମତଦାନ ଆରମ୍ଭ ହୋଇଯାଇଛି । ୨୨ ଜିଲ୍ଲାର ୬୪ ହଜାର ୮୭୪ ଆସନରେ ଭୋଟିଂ ଚାଲିଛି । କିନ୍ତୁ ନିର୍ବାଚନ ସମୟରେ ହିଂସାକାଣ୍ଡ ଲାଗିରହିଥିବାବେଳେ ଫୁଟିଛି ଗୁଳି । କୋଚବିହାରର ଫାଲିମାରିରେ ଗୁଳିମାଡ଼ରେ ପ୍ରାଣ ହରାଇଛନ୍ତି ପୋଲିଂ ଏଜେଣ୍ଟ ମାଧବ [...]

ଖାଦ୍ୟ ,ବସ୍ତ୍ର ଓ ବାସଗୃହ ଭଳି ବିଜୁଳି ମଧ୍ୟ ଆଜିର ଦିନରେ ଆମ ପାଇଁ ଏକ ମୌଳିକ ଆବଶ୍ୟକତା |

ଭୁବନେଶ୍ୱର:ଖାଦ୍ୟ ,ବସ୍ତ୍ର ଓ ବାସଗୃହ ଭଳି ବିଜୁଳି ମଧ୍ୟ ଆଜିର ଦିନରେ ଆମ ପାଇଁ ଏକ ମୌଳିକ ଆବଶ୍ୟକତା | ହେଲେ ରାଜ୍ୟରେ ମନଇଛା ବିଜୁଳି ବିଲ ଆଦାୟ ,ମହଙ୍ଗା ବିଜୁଳି ,ଅଘୋଷିତ ବିଦ୍ୟୁତ କାଟ ସାଙ୍ଗକୁ ପୁଣି ଆରମ୍ଭ କଲେଣି ଆଗୁଆ ବିଜୁଳି ବିଲ ଆଦାୟ ବ୍ୟବସ୍ଥା | ଭୁଷୁଡ଼ା ବିଦ୍ୟୁତ ବିଭାଗ, ଭଙ୍ଗା ଖୁଣ୍ଟି ଛିଣ୍ଡା ତାରରେ ଯୋଗାଯାଉଛି ଉନ୍ନତମାନର ବିଦ୍ୟୁତ ସେବା !ରାଜ୍ୟର ୯୯ ଲକ୍ଷ [...]