Search for:
  • Home/
  • ରାଜ୍ୟ/
  • ଶୁଶ୍ରୀ ମମତା ପ୍ରିୟଦର୍ଶିନୀ ମହାପାତ୍ର ଙ୍କୁ କଣ୍ଟାମାଳ ଓ ବୌଦ୍ଧ ନିର୍ବାଚନ ସଂଯୋଜକ ଦାଇତ୍ୱ।

ଶୁଶ୍ରୀ ମମତା ପ୍ରିୟଦର୍ଶିନୀ ମହାପାତ୍ର ଙ୍କୁ କଣ୍ଟାମାଳ ଓ ବୌଦ୍ଧ ନିର୍ବାଚନ ସଂଯୋଜକ ଦାଇତ୍ୱ।

Spread the love

Loading

ଶୁଶ୍ରୀ ମମତା ପ୍ରିୟଦର୍ଶିନୀ ମହାପାତ୍ର ଙ୍କୁ କଣ୍ଟାମାଳ ଓ ବୌଦ୍ଧ ନିର୍ବାଚନ ସଂଯୋଜକ ଦାଇତ୍ୱ।

କୃତଜ୍ଞତା ଜାଣାଇଲେ ‘ମମତାପ୍ରିୟଦର୍ଶିନୀ

ଭୁବନେଶ୍ୱର – ୟୁନିଟ୍ 2 ଅଞ୍ଚଳର ଜଣାଶୁଣା ସାମାଜିକ କର୍ମୀ ତଥା ସାମ୍ବାଦିକା ମମତା ପ୍ରିୟଦର୍ଶିନୀ ମହାପାତ୍ର ଙ୍କୁ ବିଜୁଜନତା ଦଳ ପକ୍ଷରୁ କଣ୍ଟାମାଳ ସଂଯୋଜକ ଭାବେ ନିଯୁକ୍ତ କରାଯାଇଛି। ବିଜୁଜନତା ଦଳର ରାଜ୍ୟ ସାଙ୍ଗଠନିକ ସମ୍ପାଦକ ଶ୍ରୀ ପ୍ରଣବ ପ୍ରକାଶ ଦାସ ଏହି ନିଯୁକ୍ତି ପତ୍ର ପ୍ରଦାନ କରିଛନ୍ତି। ମମତା ପ୍ରିୟଦର୍ଶିନୀ ଏହି ନିଯୁକ୍ତି ପାଇଥିବାରୁ ବିଜୁଜନତା ଦଳର ରାଜ୍ୟ ସଭାପତି ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, 5ଟି ଅଧ୍ୟକ୍ଷ ଶ୍ରୀ ଭି କେ ପାଣ୍ଡିଆନ ଓ ବିଜୁଜନତା ଦଳର ସାଙ୍ଗଠନିକ ସମ୍ପାଦକ ଶ୍ରୀ ପ୍ରଣବ ପ୍ରକାଶ ଦାସ ଙ୍କୁ ଅଶେଷ ଅଶେଷ ଧନ୍ୟବାଦ୍ ଓ କୃତଜ୍ଞତା ଜ୍ଞାପନ କରିଛନ୍ତି ।କଣ୍ଟାମାଳ ଓ ବୌଦ୍ଧ ନିର୍ବାଚନ ମଣ୍ଡଳୀରେ ବିଜୁ ଜନତା ଦଳର ସଂଗଠନକୁ ତୃଣମୂଳ ସ୍ତରରେ ଅଧିକ ସକ୍ରିୟ କରିବା ସହ ଚଳିତ ନିର୍ବାଚନରେ ବିଜୁ ଜନତା ଦଳ କିପରି ବିପୁଳ ବିଜୟ ହାସଲ କରିବା ସେ ଦିଗରେ ମୁଁ ସର୍ବଦା କାର୍ଯ୍ୟ କରିବି ବୋଲି ଏକ ପ୍ରେସ ବିବୃତିରେ ସୂଚନା ଦେଇଛନ୍ତି।

Leave A Comment

All fields marked with an asterisk (*) are required