Search for:
  • Home/
  • ରାଜ୍ୟ/
  • ଉତ୍ତର ବିଧାନସଭା ମଣ୍ଡଳୀଅନ୍ତର୍ଗତ ଓାର୍ଡ ନମ୍ବର ୧୦ର ଭୋଟପଡାଠାରେ ଶତାଧିକ ବିଜେପି କର୍ମୀଙ୍କ ଗହଣରେରୋଡ଼ ସୋ

ଉତ୍ତର ବିଧାନସଭା ମଣ୍ଡଳୀଅନ୍ତର୍ଗତ ଓାର୍ଡ ନମ୍ବର ୧୦ର ଭୋଟପଡାଠାରେ ଶତାଧିକ ବିଜେପି କର୍ମୀଙ୍କ ଗହଣରେରୋଡ଼ ସୋ

Spread the love

Loading

ଭୁବନେଶ୍ବର ଉତ୍ତର ବିଧାନସଭା ମଣ୍ଡଳୀଅନ୍ତର୍ଗତ ଓାର୍ଡ ନମ୍ବର ୧୦ର ଭୋଟପଡାଠାରେ ଶତାଧିକ ବିଜେପି କର୍ମୀଙ୍କ ଗହଣରେ

ଭୁବନେଶ୍ୱର:ଆଜି ତା୦୮୵୦୫୵୨୦୨୪ରିଖ ବୁଧବାର ଅପରାହ୍ନରେ ଲୋକପ୍ରିୟ ବିଧାୟକ ପ୍ରାର୍ଥୀ ଶ୍ରୀଯୁକ୍ତ ପ୍ରିୟଦର୍ଶୀ ମିଶ୍ର ଆପଣାର ଶକ୍ତିର ପ୍ରଦର୍ଶନ କରିଥିଲେ। ମଣ୍ଡଳ ସଭାପତି ଶ୍ରୀଯୁକ୍ତ ବିଜୟ କୁମାର ରାଉତଙ୍କ ନେତୃତ୍ବରେ ତାରିଣୀ ବସ୍ତୀ ଅଂଚଳରେ ଆୟୋଜିତ ରୋଡସୋରେ ଭାରତୀୟ ଜନତାପାର୍ଟିର ନୀତି ଓ ଆଭିମୁଖ୍ଯକୁ ପ୍ରଚାର ଓ ପ୍ରସାର କରାଯାଇ ଥିଲା ।

Leave A Comment

All fields marked with an asterisk (*) are required