Search for:
  • Home/
  • ରାଜ୍ୟ/
  • ମହାଦେବଙ୍କ ଠାରେ ବୋଲବୋମ ଭକ୍ତ ୮ଟି ନୁହେଁ କେବଳ ୪ଟି ସୋମବାର ବା ଗୋଟିଏ ମାସ ହିଁ ଜଳଲାଗି

ମହାଦେବଙ୍କ ଠାରେ ବୋଲବୋମ ଭକ୍ତ ୮ଟି ନୁହେଁ କେବଳ ୪ଟି ସୋମବାର ବା ଗୋଟିଏ ମାସ ହିଁ ଜଳଲାଗି

Spread the love

Loading

.
ବୋଲ ବମ ଭକ୍ତ ଙ୍କ ମନରୁ ଆଶଙ୍କା ଦୂର କରିବା ପାଇଁ ଯୋଡ଼ା ଶ୍ରାବଣ ଦ୍ୱନ୍ଦ୍ୱ, କେବଳ ୪ଟି ସୋମବାରରେ ହେବ ଜଳଲାଗି

 

ଭୁବନେଶ୍ୱର:୧୯.୦୭ ଚଳିତ ବର୍ଷ ୨ଟି ଶ୍ରାବଣ ମାସ ଅର୍ଥାତ ଯୋଡା ଶ୍ରାବଣ । କିନ୍ତୁ ମହାଦେବଙ୍କ ଠାରେ ବୋଲବୋମ ଭକ୍ତ ୮ଟି ନୁହେଁ କେବଳ ୪ଟି ସୋମବାର ବା ଗୋଟିଏ ମାସ ହିଁ ଜଳଲାଗି କରିବେ । ଅର୍ଥାତ ଆସନ୍ତା ୧୦ ତାରିଖରୁ ୧୭ ତାରିଖ ପର୍ଯ୍ୟନ୍ତ ଜଳଲାଗି କରାଯାଇ ପାରିବ । ଏହା ପରେ ଗୋଟିଏ ମାସ ପର୍ଯ୍ୟନ୍ତ ଅଥବା ଅଗଷ୍ଟ ମାସ ୧୬ ତାରିଖ ଯାଏ ଜଳଲାଗି ହୋଇ ପାରିବ ନାହିଁ ।କାରଣ ଏହି ମାସକ ଅବଧି ଅଶୁଦ୍ଧ ସମୟ ଅଟେ ବୋଲି ମହାପ୍ରଭୁ ଶ୍ରୀଲିଙ୍ଗରାଜଙ୍କ ବଡୁ ସେବାୟତ କମଳାକାନ୍ତ ବଡୁ ଏବଂ ବିଷୋୟୀ ସେବାୟତ ରବୀନ୍ଦ୍ର ବିଷୋୟୀ ସୂଚନା ଦେଇଛନ୍ତି । ତେଣୁ ଦ୍ୱିତୀୟ ପର୍ଯ୍ୟାୟରେ ଅଗଷ୍ଟ ୧୭ ରୁ ୩୧ ତାରିଖ ପର୍ଯ୍ୟନ୍ତ ମାନଶିକଧାରୀମାନେ ଜଳଲାଗି କରିବେ।

Leave a reply

  • Default Comments (0)
  • Facebook Comments

Leave A Comment

All fields marked with an asterisk (*) are required