Search for:

ଶେଷ ହେଲା ମହାପ୍ରଭୁଙ୍କ ପବିତ୍ର ରଥଯାତ୍ରା।

ଜୁନ୍‌‌ ୨୦ରେ ଆରମ୍ଭ ହୋଇଥିଲା ଚତୁର୍ଦ୍ଧାବିଗ୍ରହଙ୍କ ଶ୍ରୀଗୁଣ୍ଡିଚା ଯାତ୍ରା। ଭୁବନେଶ୍ୱର।ପୁରୀ: ଶେଷ ହେଲା ମହାପ୍ରଭୁଙ୍କ ପବିତ୍ର ରଥଯାତ୍ରା। ନୀଳକନ୍ଦରକୁ ବିଜେ କରିଛନ୍ତି ନୀଳାଦ୍ରିନାଥ। ଦେବସ୍ନାନ ପୂର୍ଣ୍ଣିମାଠାରୁ ଅର୍ଥାତ୍‌‌ ୨୭ ଦିନ ଧରି ଶୂନ୍ୟ ପଡ଼ିଥିବା ରତ୍ନସିଂହାସନ ପୁଣି ପୂରିଉଠିଛି। ବିଜେ କରିଛନ୍ତି ଚତୁର୍ଦ୍ଧାମୂର୍ତ୍ତି। ଏଥିସହ ଚଳିତବର୍ଷର ରଥଯାତ୍ରା ପରିସମାପ୍ତି ଘଟିଛି। ଅଭିମାନିନୀ ଲକ୍ଷ୍ମୀ ସାଆନ୍ତାଣୀଙ୍କୁ ରସଗୋଲା ଖୁଆଇ ମାନଭଞ୍ଜନ କରିବା ପରେ ରତ୍ନବେଦୀକୁ ବିଜେ କରିଛନ୍ତି କାଳିଆ ସାଆନ୍ତ। ଗତକାଲି [...]

ଗୋପବନ୍ଧୁଙ୍କ ଶ୍ରାଦ୍ଧ ଦିବସ ରେ ମାନି ପଣ୍ଡା ଙ୍କୁ ଗୋପବନ୍ଧୁ ଆଦର୍ଶ ସମ୍ମାନ ପ୍ରଦାନ।

ଗୋପବନ୍ଧୁଙ୍କ ଶ୍ରାଦ୍ଧ ଦିବସ ଅବସରରେ ସ୍ମୃତି ସଭା ଏବଂ ଆଦର୍ଶ ସମ୍ମାନ ପ୍ରଦାନ। ଭୁବନେଶ୍ୱର:୦୨/୦୬,  ରାଜ୍ୟର ଅଗ୍ରଣୀ ସମାଜସେବୀ ଅନୁଷ୍ଠାନ ଶାନ୍ତି ଫାଉଣ୍ଡେସନ ତରଫରୁ ସହୀଦ ନଗର ଦୁର୍ଗାପୂଜା ମଣ୍ଡପରେ ଉତ୍କଳମଣି ପଣ୍ଡିତ ଗୋପବନ୍ଧୁ ଦାସଙ୍କ ୯୫ତମ ଶ୍ରାଦ୍ଧ ଦିବସ ପାଳିତ ହୋଇଯାଇଛି। ଉକ୍ତ ସଭାରେ ଜୟ ଓଡ଼ିଶା ର ଅଧ୍ୟକ୍ଷ ରୁଦ୍ର ସାମନ୍ତରାୟ ସଭାପତିତ୍ବ କରିଥିଲାବେଳେ ମୁଖ୍ୟ ଅତିଥି ଭାବେ ପୂର୍ବତନ ମନ୍ତ୍ରୀ ତଥା ଭଣ୍ଡାରୀପୋଖରୀ ର ବିଧାୟକ [...]

ମୁଖ୍ୟମନ୍ତ୍ରୀଙ୍କୁ ଫେରସ୍ତ ମାଗିଲା ଓଡିଶା ଅଭିଭାବକ ମହାସଂଘ !

ଶିକ୍ଷା ଅଧିକାର ଆଇନରେ ପଢ଼ୁଥିବା ଛାତ୍ର ଛାତ୍ରୀଙ୍କ ବହି, ସ୍କୁଲଡ୍ରେସ, ଜୋତା କିଣା ଅର୍ଥ ମୁଖ୍ୟମନ୍ତ୍ରୀଙ୍କୁ ଫେରସ୍ତ ମାଗିଲା ଓଡିଶା ଅଭିଭାବକ ମହାସଂଘ ! ଭୁବନେଶ୍ୱର:୦୧.୦୭  ଶିକ୍ଷା ଅଧିକାର ଆଇନରେ 25% ସିଟରେ ଆର୍ଥିକ ଅନଗ୍ରସର ଶ୍ରେଣୀ ପିଲା ପୋର୍ଟାଲ ମାଧ୍ୟମରେ ଆଡ଼ମିସନ କରି ପାଠ ପଢୁଛନ୍ତି l ଆରଟିଇରେ ନିଃଶୁଳ୍କ ପାଠ ପଢ଼lଉ ଥିବା ଅଭିଭାବକ ମାନେ ବିଭିନ୍ନ ଘରୋଇ ସ୍କୁଲରେ 5-7 ହଜାର ଟଙ୍କା ପର୍ଯ୍ୟନ୍ତ ଦେଇ [...]

ବିଜୁଳି ବିଭ୍ରାଟ ପାଇଁ ଦୁର୍ବାର ଆନ୍ଦୋଳନ, ସ୍ୱତନ୍ତ୍ର ଏ ଜି ଅଡିଟ ଓ ଆଇନଗତ ଲଢେଇ l

ବିଜୁଳି ବିଭ୍ରାଟ ପାଇଁ ଦୁର୍ବାର ଆନ୍ଦୋଳନ, ସ୍ୱତନ୍ତ୍ର ଏ ଜି ଅଡିଟ ଓ ଆଇନଗତ ଲଢେଇ l ମିଶନ ଓଡିଶା @ 2036 ସର୍ବଦଳୀୟ ବୈଠକ ନିର୍ଯ୍ୟାସ ଭୁବନେଶ୍ୱର ତା ୨୬ ରିଖ l ରାଜ୍ୟରେ ବିଗତ କିଛିଦିନ ହେଲା ବିଜୁଳି ବିଭ୍ରାଟକୁ ନେଇ ଜନ ଅସନ୍ତୋଷ ବଢ଼ି ଚାଲିଛି l ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହ ବେଳେ ଘନ ଘନ ଅଘୋଷିତ ବିଜୁଳି କାଟ ରେ ସାଧାରଣ ଜନତା ଅସ୍ତବ୍ୟସ୍ତ [...]

ପୂର୍ଣ୍ଣାଙ୍ଗ ସ୍ଥିତି ପରଖିଲେ ପ୍ରମୁଖ ଶାସନ ସଚିବ

ଧବଳେଶ୍ଵର ପୀଠକୁ ସଂଯୋଗ କରୁଥିବା ନୂତନସ୍ଥାୟୀ ସେତୁର ନିର୍ମାଣ କାର୍ଯ୍ୟ ଶେଷ ପର୍ଯ୍ୟାୟରେ ପହଞ୍ଚିଛି ,ପୂର୍ଣ୍ଣାଙ୍ଗ ସ୍ଥିତି ପରଖିଲେ ପ୍ରମୁଖ ଶାସନ ସଚିବ ,ଏଣିକି ସୁଗମ ହେବ ଭକ୍ତଙ୍କ ଯାତ୍ରା ଗ୍ରାମ୍ୟ ଉନ୍ନୟନ ପ୍ରମୁଖ ସଚିବ ଶ୍ରୀ ସିଂହ ଭୁବନେଶ୍ବର ତା ୦୧.୦୭.୨୦୨୩ରିଖ – ଧବଳେଶ୍ଵର ପୀଠକୁ ସଂଯୋଗ କରୁଥିବା ନୂତନସ୍ଥାୟୀ ସେତୁର ନିର୍ମାଣ କାର୍ଯ୍ୟ ଶେଷ ପର୍ଯ୍ୟାୟରେ ପହଞ୍ଚିଛି । ଶେଷସ୍ପର୍ଶ ଦିଆଯିବା ପରେ ଏହା ସର୍ବସାଧାରଣଙ୍କ ଗମନାଗମନ [...]

ଭେଟେରିନାରି ଆସିଷ୍ଟାଣ୍ଟ ସର୍ଜନ ୨୦୯ଜଣ ନିଯୁକ୍ତି

  ପ୍ରାଣୀଧନର ବିକାଶରେ ରୂପାନ୍ତର ଆଣିବା ପାଇଁ 5T ଉପକ୍ରମର ପ୍ରୟୋଗ ପାଇଁ ନବନିଯୁକ୍ତଙ୍କୁ ମୁଖ୍ୟମନ୍ତ୍ରୀଙ୍କ ପରାମର୍ଶ କେନ୍ଦ୍ରାପଡା, ଜଗତସିଂହପୁର, ପୁରୀ ଓ ଗଞ୍ଜାମ ଜିଲ୍ଲାର 14,228 ସାମୁଦ୍ରିକ ମତ୍ସ୍ୟଜୀବୀ ପରିବାରକୁ 21.34 କୋଟି ଜୀବିକା ସହାୟତା ପ୍ରଦାନପ୍ରତ୍ୟେକ ପରିବାରକୁ 15,000 ଟଙ୍କା ଲେଖାଏଁ ସହାୟତା ଅଲିଭ୍‌ ରିଡ୍‌ଲେ କଇଁଚର ସୁରକ୍ଷା ପାଇଁ ସହାୟତା ମୁଖ୍ୟମନ୍ତ୍ରୀ ଆମ ଦୁଃଖ ବୁଝିଛନ୍ତି ଆମ ପରିବାର ମୁହଁରେ ମୁଖ୍ୟମନ୍ତ୍ରୀ ହସ ଫୁଟାଇଛନ୍ତି – [...]

ସମାଜସେବୀ ମାନଙ୍କ ପକ୍ଷରୁ ଅସହାୟଙ୍କୁ ବସ୍ତ୍ର ବଣ୍ଟନ

ସମାଜସେବୀ ମାନଙ୍କ ପକ୍ଷରୁ ଅସହାୟଙ୍କୁ ବସ୍ତ୍ର ବଣ୍ଟନ ଭୁବନେଶ୍ବର : ରାଜଧାନୀର ଅସହାୟ ମାନଙ୍କୁ ସହାୟତାର ହାତ ବଢାଇଲେ ସମାଜସେବୀ । ଜଣାଶୁଣା ସାମାଜିକ କର୍ମୀ ସଞୟ କୁମାର ପରିଡ଼ାଙ୍କ ନେତୃତ୍ୱରେ ଆଜି ନୁଆପଲ୍ଲି ଦୁର୍ଗାପୂଜା ମଣ୍ଡପ ଠାରେ ବସ୍ତି ଅଞ୍ଚଳର ଗରିବ ଅସହାୟ ମାନଙ୍କୁ ବସ୍ତ୍ର ବଣ୍ଟନ କରା ଯାଇଥିଲା । ଏହି କାର୍ଯ୍ୟକ୍ରମରେ ସମାଜସେବି ସସ୍ମିତା ପାହାଡ ସିଂ, ୪୦ ନମ୍ବର୍ ୱାର୍ଡ ର ଜଣାଶୁଣା ସାମାଜିକ [...]

ଭିନ୍ନକ୍ଷମଙ୍କୁ କୃତ୍ରିମ ଅଙ୍ଗ ଯୋଗାଇଲା ଓଡ଼ିଶା-ମୋ ପରିବାର

ତିନି ଜଣ ଭିନ୍ନକ୍ଷମଙ୍କୁ କୃତ୍ରିମ ଅଙ୍ଗ ଯୋଗାଇଲା ଓଡ଼ିଶା-ମୋ ପରିବାର। ଭୁବନେଶ୍ୱର:ଆଜି ଓଡ଼ିଶା-ମୋ ପରିବାର ମାଧ୍ୟମରେ ବିଭିନ୍ନ ଦୁର୍ଘଟଣାରେ ନିଜର ଅଙ୍ଗ ହରାଇଥିବା ତିନି ଜଣ ଭିନ୍ନକ୍ଷମଙ୍କୁ କୃତ୍ରିମ ଅଙ୍ଗ ଯୋଗାଇ ଦିଆଯାଇଛି । ସୂଚନାନୁସାରେ, ୨୦୨୧ ମସିହା ଜୁନ ମାସରେ ଭୁବନେଶ୍ୱରର ଜଣେ ୧୩ବର୍ଷର ବାଳକ କୃଷ୍ଣ ମୁଣ୍ଡା ଏକ ଗଛ ଉପରକୁ ଚଢିବାକୁ ଚେଷ୍ଟା କରୁଥିବାବେଳେ ତଳେ ପଡ଼ିଯାଇଥିଲେ। ଡାକ୍ତରଖାନା ଯିବା ପରିବର୍ତ୍ତେ ତାଙ୍କ ପରିବାର ବର୍ଗ [...]