Search for:

ସମସ୍ତଙ୍କ ଘରୁ ବିଜୁଳି ମିଟର ଖୋଲି ଦିଅନ୍ତୁ ମୁଖ୍ୟମନ୍ତ୍ରୀ : ଗୋଲକ ମହାପାତ୍ର

*ସମସ୍ତଙ୍କ ଘରୁ ବିଜୁଳି ମିଟର ଖୋଲି ଦିଅନ୍ତୁ ମୁଖ୍ୟମନ୍ତ୍ରୀ : ଗୋଲକ ମହାପାତ୍ର* ଭୁବନେଶ୍ୱର, ତା.୧୮/୦୫: ମିଛ ପ୍ରତିଶୃତିର ଗନ୍ତାଘର ବୋଲି ନିଜକୁ ବାରମ୍ବାର ପ୍ରମାଣିତ କରିଛି ଶାସକ ବିଜୁ ଜନତା ଦଳ । ନିର୍ବାଚନ ଆସିଲେ ମିଛ ପ୍ରତିଶୃତି ଦିଅନ୍ତି ଏବଂ ନିର୍ବାଚନ ସରିଲେ ସବୁ କିଛି ଭୁଲି ଯାଇ ଦୁର୍ନୀତି, ଭ୍ରଷ୍ଟାଚାର ଓ ବ୍ୟଭୀଚାରରେ ଲିପ୍ତ ହୁଅନ୍ତି ବିଜେଡିର ନେତା ଓ ମନ୍ତ୍ରୀମାନେ । କାଳିଆ, ବଳିଆ, [...]

ପାନୀୟ ଜଳ ନାହିଁ ତ ଭୋଟ ନାହିଁ, ନାରା ଦେଇ ତାତିଲେ ଶତାଧିକ ମହିଳା

ପାନୀୟ ଜଳ ନାହିଁ ତ ଭୋଟ ନାହିଁ, ନାରା ଦେଇ ତାତିଲେ ଶତାଧିକ ମହିଳା ବାଙ୍କି – ଡମପଡା ବ୍ଲକ ଅନ୍ତର୍ଗତ ଦୁଲଣା ପୁର ପଞ୍ଚାୟତ ରେ ଦେଖାଯାଇଛି ଉତ୍କଟ ପାନୀୟ ଜଳ ସମସ୍ୟା। ଖବର ମୁତାବକ ଦୁଲଣା ପୁର ପଞ୍ଚାୟତ ରେ ଆଜକୁ ପ୍ରାୟ ୫ ବର୍ଷରୁ ଉର୍ଦ୍ଧ ହେବ ପାନୀୟ ଜଳ ସମସ୍ୟା ଲାଗି ରହିଛି । ଗ୍ରାମର ମହିଳା ମାନେ ପାନୀୟ ଜଳ ସମସ୍ୟା କୁ [...]

ବିକଶିତ ଭାରତ ଓ ବିକଶିତ ଓଡିଶା ଗଠନର ସଂକଳ୍ପକୁ ସିଦ୍ଧିରେ ପରିଣତ କରିବା ପାଇଁ କେନ୍ଦ୍ରୀୟ ଓ ରାଜ୍ୟ ନେତୃବୃନ୍ଦମାନଙ୍କ ବିଭିନ୍ନ ସ୍ଥାନ ଗସ୍ତ

*ବିକଶିତ ଭାରତ ଓ ବିକଶିତ ଓଡିଶା ଗଠନର ସଂକଳ୍ପକୁ ସିଦ୍ଧିରେ ପରିଣତ କରିବା ପାଇଁ କେନ୍ଦ୍ରୀୟ ଓ ରାଜ୍ୟ ନେତୃବୃନ୍ଦମାନଙ୍କ ବିଭିନ୍ନ ସ୍ଥାନ ଗସ୍ତ କାର୍ଯ୍ୟକ୍ରମ  ଆସନ୍ତା କାଲି ୧୯ତାରିଖ ଦିନ ଦୁଇ ଦିନିଆ ଓଡ଼ିଶା ଗସ୍ତରେ ଆସୁଛନ୍ତି ପ୍ରଧାନମନ୍ତ୍ରୀ  ଆସନ୍ତା ୨୦ ତାରିଖ ସକାଳେ ପୁରୀ ଯାଇ ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ଦର୍ଶନ କରିବେ ପ୍ରଧାନମନ୍ତ୍ରୀ  ୨୦ ତାରିଖ ପୂର୍ବାହ୍ନ ୯.୩୦ରେ ଅନୁଗୁଳ ଏବଂ [...]

ଲିଙ୍ଗରାଜ ଆଇନକୁ ଚାପି ରଖିଥିବା ରାଜନୈତିକ ଦଳକୁ ବହୁମୂଲ୍ୟ ଦେବାକୁ ପଡ଼ିବ – ମନ୍ତ୍ରୀ ଅଶୋକ ଚନ୍ଦ୍ର ପଣ୍ଡା

ଲିଙ୍ଗରାଜ ଆଇନକୁ ଚାପି ରଖିଥିବା ରାଜନୈତିକ ଦଳକୁ ବହୁମୂଲ୍ୟ ଦେବାକୁ ପଡ଼ିବ – ମନ୍ତ୍ରୀ ଅଶୋକ ଚନ୍ଦ୍ର ପଣ୍ଡା ଭୁବନେଶ୍ୱର:ଆଜି ପୂର୍ବାହ୍ନରେ ୱାର୍ଡ ନଂ ୫୯ ଲିଙ୍ଗରାଜ ମନ୍ଦିର ଠାରୁ ନିର୍ବାଚନ ପ୍ରଚାରରେ ବାହାରିଥିବା ବେଳେ ଏକାମ୍ର ବିଧାୟକ ପ୍ରାର୍ଥୀ ତଥା ମନ୍ତ୍ରୀ ଅଶୋକ ଚନ୍ଦ୍ର ପଣ୍ଡା କହିଥିଲେ ଲିଙ୍ଗରାଜ ଆଇନକୁ ଚାପି ରଖିଥିବା ରାଜନୈତିକ ଦଳକୁ ବହୁମୂଲ୍ୟ ଦେବାକୁ ପଡ଼ିବ । ଏହି ଅବସରରେ ସାଂସଦ ପ୍ରାର୍ଥୀ ମନ୍ମଥ [...]

ଦେଶର ପ୍ରଥମ ଯୋଜନାବଦ୍ଧ ସହର ଭାବେ ଭୁବନେଶ୍ବର ହୋଇଥିଲେ ସୁଦ୍ଧା ସବୁଠୁ ଅବହେଳିତ ବସ୍ତିବାସିନ୍ଦା* :*ଜଗନ୍ନାଥ

*ଦେଶର ପ୍ରଥମ ଯୋଜନାବଦ୍ଧ ସହର ଭାବେ ଭୁବନେଶ୍ବର ହୋଇଥିଲେ ସୁଦ୍ଧା ସବୁଠୁ ଅବହେଳିତ ବସ୍ତିବାସିନ୍ଦା* :*ଜଗନ୍ନାଥ* ଭୁବନେଶ୍ବର,୧୮,୦୫…ଦେଶ ସ୍ବାଧିନତାର ସ୍ପନ୍ଦନ ଅନୁଭବ କରିବା ପୂର୍ବରୁ ଜାମସେଦପର, ଚଣ୍ଡିଗଡ ଓ ଭୁବନେଶ୍ବ ପ୍ରଥମ ଯୋଜନାବଦ୍ଧ ସହର ଅବା ନଗର ଭାବେ ସ୍ବୀକୃତି ଦ୍ବାର ଦେଶରେ ଥିଲା ା ଏହାର ଭୌଗଳିକ ଅବସ୍ଥିତି ଓ ପାରିପାର୍ଶ୍ବିକ ପରିସ୍ଥିତି ପ୍ଲାନିଙ୍ଗ ସିଚିର ସମସ୍ତ ମାନ ପରିମାପରେ ସର୍ବାଗ୍ରେ ରହିଥିଲା ା ଜାହା ଦେଶର କଲିକତା, [...]

ସାଧାରଣ ଜନତାଙ୍କୁ ନ୍ୟାୟ ପ୍ରଦାନରେ ଆଇନଜିବୀଙ୍କ ଅବଦାନ ଅତୁଳନୀୟ*: *ଜଗନ୍ନାଥ*

*ଭୁବନେଶ୍ବର ଆଇନଜିବୀଙ୍କୁ ଭେଟିଲେ ଜଗନ୍ନାଥ* ସାଧାରଣ ଜନତାଙ୍କୁ ନ୍ୟାୟ ପ୍ରଦାନରେ ଆଇନଜିବୀଙ୍କ ଅବଦାନ ଅତୁଳନୀୟ*: *ଜଗନ୍ନାଥ* ଭୁବନେଶ୍ବର,୧୮,୦୫… ଦେଶରେ ପଡି ରହିଥିବା ମାଳମାଳ ମକଦମା ଏକ ଗୁରୁତ୍ବପୂରଣ୍ଣ ସମସ୍ୟା ତ୍ବରିତ ସମାଧାନର ନିଶ୍ଚିନ୍ତ ଆବଶ୍ୟକତା ଅତ୍ୟନ୍ତ ଜରୁରୀ ା ଓଡିଶାା ରାଜ୍ୟରେ ସାଧାରଣ ଓ ଗରିବ ଜନତାଙ୍କୁ ସାମାଜିକନ୍ୟାୟ ପ୍ରଦାନ କ୍ଷେତ୍ରରେ ଆଇନଜିବୀଙ୍କ ଅବଦାନ ଅତୁଳନୀୟ ବୋଲି ମଧ୍ୟ ବିଜେପି ବିଧାୟକ ପ୍ରାର୍ଥୀ ଜଗନ୍ନାଥ ପ୍ରଧାନ କହଛନ୍ତି ା ଆଜି [...]

ମହାବୀର ଜୁଏଲାରୀ ତରଫରୁ ଲକି ଡ୍ର : ପ୍ରଥମ ବିଜେତା ଙ୍କୁ ମିଳିଲା ୧ ଲକ୍ଷ ଟଙ୍କା

ମହାବୀର ଜୁଏଲାରୀ ତରଫରୁ ଲକି ଡ୍ର : ପ୍ରଥମ ବିଜେତା ଙ୍କୁ ମିଳିଲା ୧ ଲକ୍ଷ ଟଙ୍କା କଟକ : ସ୍ଥାନୀୟ ୪୨ ମୌଜା ଅନ୍ତର୍ଗତ କଳପଡା ବଜାର ଠାରେ ମହାବୀର ଜୁଏଲାରୀ ର ନୂତନ ଶୋ ରୁମ୍ ଉଦଘାଟନ ଅବସରରେ ଏକ ଲକି ଡ୍ର ଅୟୋଜିତ ହୋଇଥିଲା | ଏହାର ଉଠାଣ ଗତକାଲି ଅନୁଷ୍ଠିତ ହୋଇଯାଇଛି | ଅଞ୍ଚଳର ସୁନାମଧନ୍ଯ ଶିକ୍ଷାବିତ୍ ଶ୍ରୀଯୁକ୍ତ ଯୁଧିଷ୍ଠିର ପତି ମୁଖ୍ୟ ଅତିଥି [...]

ଭାରତର ସର୍ବବୃହତ ଆମୋଦ ପ୍ରମୋଦ ପାର୍କ ଚେନ୍ ଭୁବନେଶ୍ୱରକୁ ସମ୍ପ୍ରସାରିତ କରୁଛି

ୱଣ୍ଡେର୍ଲା: ଭାରତର ସର୍ବବୃହତ ଆମୋଦ ପ୍ରମୋଦ ପାର୍କ ଚେନ୍ ଭୁବନେଶ୍ୱରକୁ ସମ୍ପ୍ରସାରିତ କରୁଛି ଭୁବନେଶ୍ୱର, ୧୭:୫: ଭାରତର ସର୍ବବୃହତ ଆତ୍ମାନମେଣ୍ଟ (ଆମୋଦ ପ୍ରମୋଦ) ପାଇଁ ଚେନ୍‌ ଣ୍ଡେର୍ସା କରିଦେଇ ଭୁବନେଶ୍ଵରର କୁମ୍ଭାରଦସରେ ନିଜର ନବୀନତମ ପାଇଁ ଶୁଭାରମ୍ଭ ଘୋଷଣା କରି ଗୋମାଞ୍ଚିତ ଅନୁକୂଳ କରୁଛି । ଏହା ହଖେର୍ଲାର କୋଟି, ବେଙ୍ଗାଲୁରୁ ଏକ ହାଇଦରାବାଦ ପରେ ଚତୁର୍ଥ ସମ୍ମାନଜନକ ପାର୍କ ହୋଇଛି । ଏହି ସତ୍ୟାସ ଖେଲି ୨୦୦୦ରେ ସ୍ଥାପିତ [...]

୨ବର୍ଷରୁ ଉର୍ଦ୍ଧ୍ଵ ଜେଲ ଜୀବନ ପରେ ମୁକ୍ତ ହେଲେ ଢ଼ିଙ୍କିଆ ଜନ

୨ବର୍ଷରୁ ଉର୍ଦ୍ଧ୍ଵ ଜେଲ ଜୀବନ ପରେ ମୁକ୍ତ ହେଲେ ଢ଼ିଙ୍କିଆ ଜନ ଆନ୍ଦୋଳନର ନେତା ଦେବେନ୍ଦ୍ର ସ୍ୱାଇଁ : ଅନ୍ୟାୟ ଦଣ୍ଡାଦେଶ ବିରୋଧରେ ଓଡ଼ିଶା ହାଇକୋର୍ଟରେ ତୁରନ୍ତ ଅପିଲ୍ କରାଯିବ : ଜିନ୍ଦଲ ବିରୋଧୀ ଆନ୍ଦୋଳନ ସଂହତି ମଞ୍ଚ ଭୁବନେଶ୍ୱର, ତା ୧୬/୦୫: ଜଳ- ଜମି- ଜଙ୍ଗଲ ତଥା ଜୀବନ ଜୀବିକା ସୁରକ୍ଷା ପାଇଁ ଲଢି ଦୀର୍ଘ ୨ବର୍ଷରୁ ଅଧିକ ସମୟ ଜେଲରେ ଥିବା ଜିନ୍ଦଲ କମ୍ପାନୀ ବିରୋଧୀ ଢ଼ିଙ୍କିଆ [...]

ଉଭୟ ଜନବିରୋଧୀ କେନ୍ଦ୍ର ଓ ରାଜ୍ୟ ସରକାରଙ୍କୁ ଆଗାମୀ ନିର୍ବାଚନରେ ପରାସ୍ତ କରିବା ପାଇଁ ଆହ୍ୱାନ

ଉଭୟ ଜନବିରୋଧୀ କେନ୍ଦ୍ର ଓ ରାଜ୍ୟ ସରକାରଙ୍କୁ ଆଗାମୀ ନିର୍ବାଚନରେ ପରାସ୍ତ କରିବା ପାଇଁ ଆହ୍ୱାନ ଭୁବନେଶ୍ୱର,ତା ୦୯/୦୫/ ୨୪: ଲୋହିଆ ଏକାଡେମୀ, ଭୁବନେଶ୍ୱର ପରିସରରେ ଆଜି ବିଭିନ୍ନ ବର୍ଗର ଚିନ୍ତାଶୀଳ ନାଗରିକମାନଙ୍କୁ ନେଇ ଏକ ସାମ୍ବାଦିକ ସମ୍ମିଳନୀ ଓ ନାଗରିକ ସଭା ଆୟୋଜିତ ହୋଇଯାଇଛି। ଚଳିତ ନିର୍ବାଚନରେ କେନ୍ଦ୍ର ଓ ରାଜ୍ୟରେ ପୁଞ୍ଜିପତି ସପକ୍ଷବାଦୀ ତଥା ଗଣତନ୍ତ୍ର ଏବଂ ସାମାଜିକ ନ୍ୟାୟ ବିରୋଧୀ ଉଭୟ କେନ୍ଦ୍ର ଓ ରାଜ୍ୟର [...]