Search for:

ଓଡ଼ିଶାର ଶାସନ ବ୍ୟବସ୍ଥା ଉପରେ ସାମ୍ବାଦିକ ବନ୍ଧୁମାନେ ବିତର୍କ କରିବେ ବୋଲି ଆଶା -ଧର୍ମେନ୍ଦ୍ର ପ୍ରଧାନ

ନୂଆଦିଲ୍ଲୀରେ ପଲ୍ଲୀବାଣୀ ମିଶନର ‘ଓଡ଼ିଆ ସାମ୍ବାଦିକତା ପୁରସ୍କାର- ୨୦୨୩’ ସମାରୋହରେ କେନ୍ଦ୍ରମନ୍ତ୍ରୀ   ଦୀର୍ଘ ୨୩ ବର୍ଷ ସ୍ଥାୟୀ ଶାସନର ଅର୍ଥ ନୁହେଁ, ସମ୍ବିଧାନକୁ ଅବମାନନା କରିବା? ଓଡ଼ିଶାର ଶାସନ ବ୍ୟବସ୍ଥା ଉପରେ ସାମ୍ବାଦିକ ବନ୍ଧୁମାନେ ବିତର୍କ କରିବେ ବୋଲି ଆଶା -ଧର୍ମେନ୍ଦ୍ର ପ୍ରଧାନ • ପୁରସ୍କୃତ ସାମ୍ବାଦିକ ମାନଙ୍କୁ ଅଭିନନ୍ଦନ ଜଣାଇବା ସହ ସେମାନଙ୍କ ଅବଦାନକୁ ପ୍ରଂଶସା କଲେ କେନ୍ଦ୍ରମନ୍ତ୍ରୀ • ଓଡ଼ିଶାରେ ଏବେ ଯେଉଁ ଘଟଣା ଦେଖାଯାଉଛି [...]

ସମ୍ପତ୍ତି ଠୁଳ ଓ ବିଳାସପୂର୍ଣ୍ଣ ଜୀବନ ପାଇଁ ଚାଲିଛି ପ୍ରତିଯୋଗିତା

ସହର ଅପେକ୍ଷା ଉପକଣ୍ଠରେ ବଢୁଛି ଲାଞ୍ଚ କାରବାର ସମ୍ପତ୍ତି ଠୁଳ ଓ ବିଳାସପୂର୍ଣ୍ଣ ଜୀବନ ପାଇଁ ଚାଲିଛି ପ୍ରତିଯୋଗିତା ଭୁବନେଶ୍ୱର:୨୩.୦୭  ଭିଜିଲାନ୍ସ ପ୍ରତିଦିନ ଚଢ଼ଉ କରି ଲାଞ୍ଚଖୋର ଅଫିସରଙ୍କୁ ଗିରଫ କରୁଛି। ବିଶେଷ କରି ରାଜଧାନୀରେ ଅନ୍ୟ ସରକାରୀ କର୍ମଚାରୀ ଅପେକ୍ଷା ପୁଲିସ କର୍ମଚାରୀଙ୍କ ଗୁରୁତ୍ୱ ଅଧିକ ରହିଛି। ସେମାନେ ସିଧସଳଖ ଲୋକଙ୍କ ସହ ଭେଟି ନ୍ୟାୟ ଦେଉଛନ୍ତି। କିନ୍ତୁ କିଛି ଲାଞ୍ଚଖୋର ପୁଲିସ କର୍ମଚାରୀଙ୍କ ପାଇଁ ବଦନାମ ହେଉଛି [...]

୫ ଦାବି ସମ୍ବଳିତ ସ୍ମାରକ ପତ୍ର ନେଇ ନବୀନ ନିବାସରେ ଓଡ଼ିଶା ସାମ୍ବାଦିକ

ବୀମା ରାଶି ବୃଦ୍ଧି ନେଇ ମୁଖ୍ୟମନ୍ତ୍ରୀଙ୍କୁ କୃତଜ୍ଞତା ଜଣାଇଲା ଓଡ଼ିଶା ସାମ୍ବାଦିକ ୟୁନିୟନ ଭୁବନେଶ୍ବର:୨୩.୦୭  ବୀମା ରାଶି ବୃଦ୍ଧି ନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଭେଟି କୃତଜ୍ଞତା ଜଣାଇଲା ଓଡ଼ିଶା ସାମ୍ବାଦିକ ୟୁନିୟନ । ଏହାସହ ସାମ୍ବାଦିକ ସୁରକ୍ଷା ଆଇନ ସମେତ ୫ ଦାବି ସମ୍ବଳିତ ସ୍ମାରକ ପତ୍ର ନେଇ ଆଜି ନବୀନ ନିବାସରେ ଓଡ଼ିଶା ସାମ୍ବାଦିକ ୟୁନିୟନ ପକ୍ଷରୁ ମୁଖ୍ୟମନ୍ତ୍ରୀଙ୍କୁ ଭେଟି ପ୍ରଦାନ କରାଯାଇଛି । ଏଥିରେ କାଯ୍ୟ [...]

ଜଙ୍ଗଲ ଅଧିକାର ଆଇନ -୨୦୦୬ କୁ ଅକାମୀ କରିବା ପାଇଁ ଜଙ୍ଗଲ ସଂରକ୍ଷଣ (ସଂଶୋଧନ) ବିଲ୍-୨୦୨୩କୁ ପ୍ରତ୍ୟାହାର ଦାବି : “

ଜଙ୍ଗଲ ଅଧିକାର ଆଇନ -୨୦୦୬ କୁ ଅକାମୀ କରିବା ପାଇଁ ଜଙ୍ଗଲ ସଂରକ୍ଷଣ (ସଂଶୋଧନ) ବିଲ୍-୨୦୨୩କୁ ପ୍ରତ୍ୟାହାର ଦାବି : “ମର୍ଯ୍ୟାଦାର ସହ ବଞ୍ଚିବାର ଅଭିଯାନ, ଓଡ଼ିଶା”(ସି.ଏସ୍.ଡି) ପକ୍ଷରୁ ରାଜନୈତିକ ଓ ଗଣ ସଂଗଠନ ମାନଙ୍କ ସହ ଆଲୋଚନା ପରେ ଅଗଷ୍ଟ ୯, ଭାରତ ଛାଡ଼ ଆନ୍ଦୋଳନ ତଥା ବିଶ୍ୱ ଆଦିବାସୀ ଦିବସ ରେ ରାଜ୍ୟବ୍ୟାପୀ ପ୍ରତିବାଦ ପାଇଁ ନିଷ୍ପତ୍ତି।।   ଭୁବନେଶ୍ୱର, ତା ୨୨/୦୭/୨୩: ଜଙ୍ଗଲ ଅଧିକାର ଆଇନକୁ [...]

ମଣିପୁର ମୂଖ୍ୟମନ୍ତ୍ରୀଙ୍କ ସମେତ ପ୍ରଧାନମନ୍ତ୍ରୀ ଓ ଗୃହମନ୍ତ୍ରୀଙ୍କ ଇସ୍ତଫା ଦାବି ।।

ମଣିପୁର ହିଂସା ତଥା ଆଦିବାସୀ ମହିଳାଙ୍କୁ ଉଲଗ୍ନ ପରେଡ୍ ଓ ଯୌନ ନିର୍ଯାତନା ବିରୋଧରେ ବିଭିନ୍ନ ମାନବାଧିକାର ଓ ଗଣ ସଂଗଠନ ମାନଙ୍କର ମିଳିତ ପ୍ରତିବାଦ।। ମଣିପୁର ମୂଖ୍ୟମନ୍ତ୍ରୀଙ୍କ ସମେତ ପ୍ରଧାନମନ୍ତ୍ରୀ ଓ ଗୃହମନ୍ତ୍ରୀଙ୍କ ଇସ୍ତଫା ଦାବି ।। ଭୁବନେଶ୍ୱର, ତା୨୨/୦୭/୨୩: ସାରା ମଣିପୁର ହିଂସାରେ ଜଳୁଥିବା ବେଳେ ତଥା ଆଦିବାସୀ ମହିଳାଙ୍କୁ ଉଲଗ୍ନ ପରେଡ୍ ଓ ଯୌନ ନିର୍ଯାତନାକୁ ଧିକ୍କାର କରି ଆଜି ରାଜଧାନୀ ଭୁବନେଶ୍ବର ରେ ବିଭିନ୍ନ [...]

ସହରାଞ୍ଚଳର ବାସହୀନଙ୍କ ପାଇଁ ଆରମ୍ଭ ହେବ ‘ମୋ ଘର।

ସହରାଞ୍ଚଳର ବାସହୀନଙ୍କ ପାଇଁ ଆରମ୍ଭ ହେବ ‘ମୋ ଘର ଅର୍ବାନ୍‌‌’, ମିଳିବ ୧ ଲକ୍ଷରୁ ୩ ଲକ୍ଷ ଟଙ୍କା ଋଣ ଭୁବନେଶ୍ୱର :୨୨.୦୭ ସେହିପରି ଅତୀତରେ ସହରାଞ୍ଚଳ ବାସଗୃହ ଯୋଜନାରେ ୧ ଲକ୍ଷ ଟଙ୍କାରୁ ଅଧିକ ଆର୍ଥିକ ସହାୟତା ପାଇଥିବା ହିତାଧିକାରୀ, ମାସିକ ୫୦ ହଜାର ଟଙ୍କାରୁ ଅଧିକ ଆୟ ଥିଲେ, ସରକାରୀ ଅବା ସରକାରୀ ଅଧିକୃତ ସଂସ୍ଥାରେ ଚାକିରୀ କରୁଥିଲେ, ପେନସନ୍‌‌ ଭୋଗୀ ହୋଇଥିଲେ ମୋ ଘର ଅର୍ବାନରେ [...]

ମିଶନ ଶକ୍ତି ସ୍କୁଟର ଯୋଜନା’ ୧ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ବ୍ୟାଙ୍କ ଋଣ ଉପରେ ସୁଧ ଫେରସ୍

  ୧ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ବ୍ୟାଙ୍କ ଋଣ ଉପରେ ସୁଧ ଫେରସ୍ତ ଭୁବନେଶ୍ୱର: ୨୨.୦୭ ମିଶନ ଶକ୍ତି ସ୍କୁଟର ଯୋଜନା’ ନାଁରେ ରାଜ୍ୟ ସରକାର ଆଉ ଏକ ବଡ଼ ଯୋଜନା ଆରମ୍ଭ କରିଛନ୍ତି । ଏହି ଯୋଜନାରେ ମିଶନ ଶକ୍ତି ସ୍ୱୟଂ ସହାୟକ ଗୋଷ୍ଠୀ ମହାସଂଘଙ୍କ ସହିତ କାର୍ଯ୍ୟରତ କମ୍ୟୁନିଟି ସପୋର୍ଟ ଷ୍ଟାଫ୍(ସିଏସଏସ) ଏବଂ କାର୍ଯ୍ୟନିର୍ବାହୀ କମିଟି(ଇସି) ସଦସ୍ୟାମାନଙ୍କୁ ଗାଡ଼ି କିଣିବା ପାଇଁ ୧ ଲକ୍ଷ ଟଙ୍କା ପର୍ଯ୍ୟନ୍ତ [...]

କୃଷକ ଏବଂ କୃଷି ପ୍ରସଙ୍ଗ ରେ ଆନ୍ଦୋଳନ ପାଇଁ ସଂଯୁକ୍ତ କିଷାନ ମୋର୍ଚ୍ଚା ର ଆହ୍ୱାନ 31 ଅଗଷ୍ଟ ରେ ରାଜ୍ୟ ସ୍ତରୀୟ କନଭେନସନ

ଭୁବନେଶ୍ୱର ତାରିଖ:22.07.2023 କୃଷକ ଏବଂ କୃଷି ପ୍ରସଙ୍ଗ ରେ ଆନ୍ଦୋଳନ ପାଇଁ ସଂଯୁକ୍ତ କିଷାନ ମୋର୍ଚ୍ଚା ର ଆହ୍ୱାନ 31 ଅଗଷ୍ଟ ରେ ରାଜ୍ୟ ସ୍ତରୀୟ କନଭେନସନ ସଂଯୁକ୍ତ କିଷାନ ମୋର୍ଚ୍ଚା-ଓଡିଶା ର ରାଜ୍ୟ ସ୍ତରୀୟ ଆବାହକ ମଣ୍ଡଳୀ ବୈଠକ ଆଜି ଲୋହିୟା ଏକାଡେମୀ ଠାରେ ଅନୁଷ୍ଠିତ ହୋଇ ନିମ୍ନ ମତେ କେତେକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ଗ୍ରହଣ କରାଯାଇଛି llସଂଯୁକ୍ତ କିଷାନ ମୋର୍ଚ୍ଚା ର ଆହ୍ୱାନ ରେ ଅଗଷ୍ଟ 31 [...]

ଧର୍ମେନ୍ଦ୍ର ପ୍ରଧାନଙ୍କୁ ଧନ୍ୟବାଦ ଦେଲା ଓଡିଶା ଅଭିଭାବକ ମହାସଂଘ !

¹ଓଡିଆ ଭାଷା ପାଠ ପଢ଼ା ପାଇଁ ସିବିଏସଇ ନିର୍ଦେଶକୁ ସ୍ୱାଗତ, ଧର୍ମେନ୍ଦ୍ର ପ୍ରଧାନଙ୍କୁ ଧନ୍ୟବାଦ ଦେଲା ଓଡିଶା ଅଭିଭାବକ ମହାସଂଘ ! ଭୁବନେଶ୍ୱର ତା22 ରିଖ l ସିବିଏସଇ ଇଂରାଜୀ ମାଧ୍ୟମ ସହିତ ପ୍ରାୟ ବାଇଶି ଗୋଟି ଆଞ୍ଚଳିକ ଭାଷା ମାଧ୍ୟମରେ ପିଲାଙ୍କୁ ପାଠ ପଢାଇବାକୁ ନିଷ୍ପତି ନେଇଛି l ଦେଶରେ ନୂଆ ଶିକ୍ଷା ନୀତି ଅନୁଯାଇ ସାରା ଦେଶରେ ଗୋଟିଏ ପାଠ୍ୟକ୍ରମ ଓ ମାତୃଭାଷାରେ ପିଲାଙ୍କୁ ପାଠ ପଢାଇବାକୁ [...]

ଶିଖରଚ଼ଣ୍ଡି ପାହାଡ଼ ରେ ଦଶ ହଜାର ବୃକ୍ଷ ରୋପଣ ଓ ପାଇକ ସହିଦ୍ ସ୍ମାରକୀ ସ୍ମୃତି ସ୍ତମ୍ଭ ପାଇଁ ଶିଳାନ୍ୟାସ.

ଶିଖରଚ଼ଣ୍ଡି ପାହାଡ଼ ରେ ଦଶ ହଜାର ବୃକ୍ଷ ରୋପଣ ଓ ପାଇକ ସହିଦ୍ ସ୍ମାରକୀ ସ୍ମୃତି ସ୍ତମ୍ଭ ପାଇଁ ଶିଳାନ୍ୟାସ. ଭୁବନେଶ୍ବର, ତା 22/7_ ଭୁବନେଶ୍ବର ମା ଶିଖରଚ଼ଣ୍ଡି ପାହାଡ଼ ରେ ଆଜି ଜଟଣୀ ବିଧାୟକ ସୁରେଶ କୁମାର ରାଉତରାୟ, ଖୋର୍ଦ୍ଧା ର ପୂର୍ବତନ ବିଧାୟକ ଡକ୍ଟର ତଥା ପ୍ରେରଣା ଇଣ୍ଟରନ୍ୟାସନାଲ ଗ୍ରୀନ ଆର୍ମି ର କମାଣ୍ଡର ଇନ ଚିଫ ଡକ୍ଟର ଦିଲ୍ଲୀପ ଶ୍ରୀଚନ୍ଦନ, ଶିଖରଚ଼ଣ୍ଡି ଆଂଚଳିକ ସୁରକ୍ଷା ସମିତିର [...]